ଅନ୍ତର୍ଜାତୀୟ

ତୃତୀୟ ବିଶ୍ୱଯୁଦ୍ଧର ପଦଧ୍ୱନୀ…

ମସ୍କୋ, ୨୬।୧ : ରୁଷିଆ ଏବଂ ୟୁକ୍ରେନ ସୀମାରେ ଅସ୍ତ୍ରଶସ୍ତ୍ର ସହିତ ସୈନ୍ୟସଂଖ୍ୟା ବଢ଼ିବା ସହିତ ୟୁରୋପରେ ଏକ ଭୟଙ୍କର ଯୁଦ୍ଧର ଆଶଙ୍କା ବୃଦ୍ଧି ପାଉଛି। ଏନେଇ ଆମେରିକା ରୁଷିଆକୁ ଚେତାବନୀ ଦେଇଛି। ସେହିପରି ଚାଇନା ମଧ୍ୟ ପରିସ୍ଥିତିରୁ ଫାଇଦା...

ମଙ୍ଗଳ ଗ୍ରହରେ ୬୦ କୋଟି ବର୍ଷ ପର୍ଯ୍ୟନ୍ତ ହୋଇଥିଲା ଗ୍ରହାଣୁପିଣ୍ଡ ବର୍ଷା…

ଓ୍ବାଶିଂଟନ, ୨୬।୧ : ଲାଲ ଗ୍ରହ ମଙ୍ଗଳ ସମ୍ପର୍କରେ ମହାକାଶ ବିଜ୍ଞାନୀମାନେ ଏକ ନୂଆ ରହସ୍ୟ ଜାଣିବାକୁ ସକ୍ଷମ ହୋଇ ପାରିଛନ୍ତି। ମଙ୍ଗଳ ଗ୍ରହରେ ଥିବା ବଡ଼ ବଡ଼ ଗର୍ତ୍ତର ଅଧ୍ୟୟନ କରି ଆବିଷ୍କାର କରିଛନ୍ତି ଯେ ପ୍ରାୟ ୬୦...

ସ୍ପିକରଙ୍କ ଘର ଉପରକୁ ରକେଟ୍‌ ମାଡ

ବାଗଦାଦ,୨୬।୧: ଇରାକ ପାର୍ଲାମେଣ୍ଟ ସ୍ପିକର ମୋହମ୍ମଦ ଅଲ-ହଲବୁସୀଙ୍କ ଘର ଉପରକୁ ରକେଟ ମାଡ ହୋଇଛି। ଏହି ଘଟଣାରେ ସ୍ପିକରଙ୍କ ସ୍ଥିତି ସ୍ପଷ୍ଟ ହୋଇ ନ ଥିବା ବେଳେ ୨ ଛୁଆ ଗୁରୁତର ହୋଇଥିବା ଜଣାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ହି...

ଭାରତ ଯାତ୍ରାକୁ ଆମେରିକାର ମନା, ବଳାତ୍କାର-ଆତଙ୍କବାଦ ଘଟଣା ବଢୁଥିବା କହିଲା…

ଓ୍ବାଶିଂଟନ, ୨୬।୧ : ଆମେରିକାର ଜୋ ବାଇଡେନ ପ୍ରଶାସନ ଏହାର ନାଗରିକମାନଙ୍କୁ ଜମ୍ମୁ-କଶ୍ମୀରରେ କରୋନା, ବଳାତ୍କାର ଏବଂ ଆତଙ୍କବାଦ ଘଟଣା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଭାରତକୁ ଯାତ୍ର କରିବା ନେଇ ମନା କରିଛନ୍ତି। ଭାରତ ଯାତ୍ରା ଉପରେ ପୁନର୍ବିଚାର...

ଖବରଦାତାଙ୍କୁ ଗାଳିକଲେ ବାଇଡେନ୍‌

ଓ୍ବାଶିଂଟନ୍‌, ୨୬ା୧:ଏକ ପ୍ରେସ୍‌ କନ୍‌ଫରେନ୍ସରେ ଦରଦାମ ବୃଦ୍ଧିକୁ ନେଇ ଜଣେ ଖବରଦାତା ପ୍ରଶ୍ନ କରିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କୁ ଖରାପ ଭାଷାରେ ଗାଳି କରିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଶରେ...

ମ୍ୟାଚ୍‌ ବେଳେ ଷ୍ଟାଡିୟମରେ ଅଘଟଣ, ଚାଲିଗଲା ୮ ଜୀବନ

ୟାଓଣ୍ଡେ,୨୫।୧: କାମେରୁନିଆନ ଫୁଟ୍‌ବଲ ଷ୍ଟାଡିୟମରେ ସୋମବାର ଆୟୋଜିତ ଆଫ୍ରିକା କପ୍‌ ଅଫ୍‌ ନେଶନ୍ସ ମ୍ୟାଚ୍‌ ବେଳେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। ଓଲେମ୍‌ବେ...

ଭାରତର ନିମନ୍ତ୍ରଣରେ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଜେରୁଜେଲମ, ୨୫ା୧: ଭାରତ ଓ ଇସ୍ରାଏଲ ମଧ୍ୟରେ କୂଟନତୈକ ସମ୍ପର୍କର ୩୦ ବର୍ଷ ପୂର୍ତ୍ତି ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫଟାଲି ବେନେଟ୍‌ ଭାରତ ଆସିପାରନ୍ତି। ଏ ନେଇ ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲୋନ୍‌ ସୋମବାର ସୂଚନା ଦେଇଛନ୍ତି।...

ସାଉଥ୍‌ ଚାଇନା ସମୁଦ୍ରରେ ଖସି ପଡ଼ିଲା ଆମେରିକାର ଫାଇଟର ବିମାନ

ପେଣ୍ଟାଗନ,୨୫।୧: ଦକ୍ଷିଣ ଚାଇନା ସମୁଦ୍ରରେ ବିମାନ କ୍ୟାରିୟର ୟୁଏସ୍‌ଏସ୍‌ କାର୍ଲ ଭିନସନରେ ଅବତରଣ ବେଳେ ଆମେରିକାର ଏଫ୍‌-୩୫ସି ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି ବିମାନର ପାଇଲଟ୍‌। କିନ୍ତୁ ଏହି ଦୁର୍ଘଟଣାରେ ୭ ଆମେରିକୀୟ...

ବୁର୍କିନା ଫାସୋ ରାଷ୍ଟ୍ରପତି ବନ୍ଦୀ

ଓଉଆଗାଡୋଗୁ, ୨୫।୧: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋର ରାଷ୍ଟ୍ରପତି ରୋଚ୍‌ ମାର୍କ ଖ୍ରୀଷ୍ଟିଆନ କାବୋରେଙ୍କୁ ବିଦ୍ରୋହୀ ସୈନିକମାନେ ସୋମବାର ବନ୍ଦୀ କରିନେଇଛନ୍ତି। ଏ ନେଇ ୪ ପ୍ରମୁଖ ପ୍ରତିରକ୍ଷା ଉତ୍ସ ଏବଂ ପଶ୍ଚିମ ଆଫ୍ରିକାର ଜଣେ କୂଟନୀତିଜ୍ଞ ସୂଚନା...

ୟୁରୋପ ଗଲା ନାଟୋ ଯୁଦ୍ଧ ବିମାନ

କ୍ୱିଭ୍‌/ବ୍ରୁସେଲ୍ସ, ୨୫।୧: ୟୁକ୍ରେନ ଉପରେ ରୁଷିଆର ଯୁଦ୍ଧ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ(ନାଟୋ)ର ସଦସ୍ୟ ଦେଶଗୁଡ଼ିକ ଏକଜୁଟ ହୋଇଛନ୍ତି। ନାଟୋ ରୁଷିଆ ଉପରେ ଚାପ ପକାଇବା ସହ ପୂର୍ବ ୟୁରୋପର ସୁରକ୍ଷା ପାଇଁ ସୋମବାର ଜେଟ୍‌,...

ଆମେରିକା-ଫ୍ରାନ୍ସରେ କମୁଛି ଦୈନିକ ସଂକ୍ରମଣ

ୱାଶିଂଟନ/ବ୍ରୁସେଲ୍ସ,୨୫ ।୧: ସାରାବିଶ୍ୱରେ କରୋନାର ତାଣ୍ଡବ ଲାଗି ରହିଥିବା ବେଳେ ଏହାକୁ ହରାଇବା ଲାଗି ବିଭିନ୍ନ କଟକଣାମାନ ଲଗାଯାଉଛି । ବ୍ରୁସେଲ୍ସରେ କରୋନା ଓ ଏହାର ନୂଆ ଭାରିଏଣ୍ଟ ଓମିକ୍ରନଠାରୁ ଦୂରେଇ ରହିବାକୁ ବିଭିନ୍ନ ପ୍ରକାର କଟକଣା ଲଗାଯାଇଛି ।...

ଭାରତକୁ ସାହାଯ୍ୟ ମାଗିଲା ଶ୍ରୀଲଙ୍କା

କଲମ୍ବୋ,୨୪।୧: ଆର୍ଥିକ ପରିସ୍ଥିତି ଦୃଷ୍ଟିରୁ ଦୁର୍ବଳ ହୋଇପଡିଛି ପଡୋଶୀ ଶ୍ରୀଲଙ୍କା। ଏବେ ଶ୍ରୀଲଙ୍କା ଭାରତର ସହାୟତା ଲୋଡିଛି। ଭାରତରୁ ୧.୫ ବିଲିୟନ ଡଲାର ସହାୟତା ପାଇବାକୁ ଆଶା କରାଯାଉଥିବା ଶ୍ରୀଲଙ୍କା ସରକାର କହିଛନ୍ତି। ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଜି.ଏଲ ପେରିସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri