ଆଦାନୀଙ୍କ ପାଓ୍ବାର ପ୍ରୋଜେକ୍ଟ ପ୍ରତିଷ୍ଠା ପାଇଁ ଜୋର ଦେଇଥିଲେ ମୋଦି
କଲମ୍ବୋ, ୧୩ା୬: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କାରେ ୫ଶହ ମେଗାଓ୍ବାଟ୍ ବିଶିଷ୍ଟ ପବନଚାଳିତ ଏକ ବିଦ୍ୟୁତ୍ ପ୍ରକଳ୍ପ ପ୍ରତିଷ୍ଠା ଦାୟିତ୍ୱ ଆଦାନୀ ଗ୍ରୁପ୍କୁ ଦେବା ପାଇଁ ଜୋର ଦେଇଥିବା ନେଇ ସେଠାକାର ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କୁ କହିଥିଲେ। ଶ୍ରୀଲଙ୍କା ବିଦ୍ୟୁତ୍…
ୟୁକ୍ରେନ୍ର ଇୟୁ ସଦସ୍ୟତା: ଆସନ୍ତା ସପ୍ତାହରେ ନିଷ୍ପତ୍ତି
କିଭ୍, ୧୩ା୬ ୟୁରୋପୀୟ ୟୁନିୟନ (ଇୟୁ)ର ସଦସ୍ୟ ହେବା ନେଇ ୟୁକ୍ରେନ୍ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିବ କି ନା ତାହା ଆସନ୍ତା ସପ୍ତାହରେ ଜଣାପଡ଼ିବ। ଇୟୁ ମୁଖ୍ୟ ଉର୍ସୁଲା ଭୋନ୍ ଡେର୍ ଲେୟେନ୍ ଶନିବାର ୟୁକ୍ରେନ୍ ଗସ୍ତ କରିବା ପରେ…
ଶାସନରେ ମହାରାଣୀଙ୍କ ରେକର୍ଡ
ଇଂଲଣ୍ଡ,୧୩।୬: ଦୀର୍ଘଦିନ ଧରି ଶାସନ କରିଥିବା ଶାସକଙ୍କ ସୂଚୀର ଦ୍ୱିତୀୟ ସ୍ଥାନରେ ବ୍ରିଟେନ୍ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟ ରହିଛନ୍ତି। ଥାଇଲାଣ୍ଡ ରାଜା ଭୂମିବୋଲ ଅଦୁଲ୍ୟାଦେଜ୍ଙ୍କୁ ପଛରେ ପକାଇ ମହାରାଣୀ ଏହି ସ୍ଥାନ ଅଧିକାର କରିଛନ୍ତି। ତାଲିକାର ପ୍ରଥମରେ ଫ୍ରାନ୍ସର ଲୁଇସ ଚତୁର୍ଦ୍ଦଶ…
ବନ୍ଧୁକ ଆମକୁ ମାରିଦେବ ଲଗାମ ଲଗାଅ
ଓ୍ବାଶିଂଟନ୍, ୧୩ା୬: ‘ବନ୍ଧୁକ ଆମକୁ ମାରିଦେବ। ତୁରନ୍ତ ଏହା ଉପରେ ଲଗାମ ଲଗାଇ ଆମ ଜୀବନ ବଞ୍ଚାଅ’ ନାରା ଦେଇ ଆମେରିକାବାସୀ ବନ୍ଧୁକ ନିୟନ୍ତ୍ରଣ ଆଇନ ଆଣିବା ଦାବିରେ ବିଶାଳ ଶୋଭାଯାତ୍ରା ଆୟୋଜନ କରିଛନ୍ତି। ନ୍ୟୁୟର୍କ ଓ ଟେକ୍ସାସ ଗୁଳିକାଣ୍ଡ ପରେ…
ବିପଦରେ ପାକିସ୍ତାନ ଗଣତନ୍ତ୍ର
ଇସ୍ଲାମାବାଦ,୧୩ା୬: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ କୁଖ୍ୟାତ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍ଆଇ)କୁ ସିଭିଲ୍ ସର୍ଭିସ୍ ପାଇଁ ନିଯୁକ୍ତି କ୍ଷମତା ପ୍ରଦାନ କରିଛନ୍ତି। ଦେଶର ସାଧାରଣ ଲୋକଙ୍କ ଜୀବନରେ କ୍ରମବର୍ଦ୍ଧିଷ୍ଣୁ ସାମରିକ ହସ୍ତକ୍ଷେପ ଯୋଗୁ ଗଣତନ୍ତ୍ର ପ୍ରତି…
ଆଫଗାନିସ୍ତାନରେ ପୁଣି ବିସ୍ଫୋରଣ: ଜଣେ ତାଲିବାନ ସଦସ୍ୟଙ୍କ ମୃତ୍ୟୁ, ୬ ଆହତ
କାବୁଲ,୧୨ା୬: ଆଫଗାନିସ୍ତାନର କୁନାରରେ ରବିବାର ବିସ୍ଫୋରଣରେ ଜଣେ ତାଲିବାନ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ସାଧାରଣ ନାଗରିକଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ସ୍ଥାନୀୟ ସୁରକ୍ଷା ଅଧିକାରୀ କହିଛନ୍ତି, ଆଜି…
ୟୁକ୍ରେନରେ ଅସ୍ତ୍ରଶସ୍ତ୍ରର ଅଭାବ
କ୍ୱିଭ୍,୧୨ା୬: ଫେବୃୟାରୀ ୨୪ରେ ଆରମ୍ଭ ହୋଇଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ଏବେ ବି ଜାରି ରହିଛି। ରୁଷିଆ ସୈନିକମାନେ କ୍ରମାଗତ ଭାବରେ ୟୁକ୍ରେନ ସହରରେ କ୍ଷେପଣାସ୍ତ୍ର ମାଡ଼ କରୁଛନ୍ତି। ଏପରିସ୍ଥିତିରେ ପାଶ୍ଚାତ୍ୟ ଦେଶ ଏବଂ ଆମେରିକା ୟୁକ୍ରେନକୁ ଅସ୍ତ୍ର ଯୋଗାଉଛନ୍ତି। ତେବେ ତିନି…
ମନି ଲଣ୍ଡରିଂକୁ ଆଇନଗତ କରିବାକୁ ସରକାରଙ୍କ ଯୋଜନା, ବିରୋଧୀଙ୍କ ସମାଲୋଚନା …
ଢାକା, ୧୨।୬ : ମନି ଲଣ୍ଡରିଂକୁ ଆଇନଗତ କରିବାକୁ ବାଂଲାଦେଶ ସରକାରଙ୍କ ଯୋଜନାକୁ ନେଇ ଦେଶରେ ତୀବ୍ର ବିବାଦ ଦେଖାଦେଇଛି। କେବଳ ବିରୋଧୀ ନୁହନ୍ତି, ନାଗରିକ ସମାଜ ସଂଗଠନ ମଧ୍ୟ ଏହି ଯୋଜନାକୁ ସମାଲୋଚନା କରିଛନ୍ତି। ଆସନ୍ତା ଆର୍ଥିକ ବର୍ଷ ପାଇଁ…
ଏସିଆରେ ଚାଇନା ପ୍ରତି ଥିବା ସମର୍ଥନ ହ୍ରାସ କରିବାକୁ ଉଦ୍ୟମ କରୁଛି ଆମେରିକା…
ବେଜିଂ, ୧୨।୬ : ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଆମେରିକା ବିରୋଧରେ ବଡ଼ ଧରଣର ଅଭିଯୋଗ କରିଛି। ଆମେରିକା ଜାଣିଶୁଣି ଚାଇନାର ସାମ୍ରଦିକ ସୀମାରେ ପାଟ୍ରୋଲିଂ ସହିତ ଆମ ଅଞ୍ଚଳର କାର୍ଯ୍ୟରେ ହସ୍ତକ୍ଷେପ ଏବଂ ଦକ୍ଷିଣ ଚୀନ ସାଗରରେ ଯୁଦ୍ଧ ଜାହାଜ ଏବଂ…
‘ଆମେ ଶେଷ ପର୍ଯ୍ୟନ୍ତ ଲଢ଼ିବୁ’
ବେଜିଂ,୧୨ା୬: ଆମେରିକାର ପ୍ରତିରକ୍ଷା ସଚିବ ଲାୟଡ ଅଷ୍ଟିନ୍ଙ୍କ ବିବୃତ୍ତିରେ ଚାଇନାର ବୈଦେଶିକ ମନ୍ତ୍ରୀ ଓ୍ବାଇ ଫେଙ୍ଗେ ପୁଣି ଥରେ କଡ଼ା ଜବାବ ଦେଇଛନ୍ତି। ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଓ୍ବାଇ ଫେଙ୍ଗେ ଏହାର ଆଭିମୁଖ୍ୟ ଉପରେ କହିଛନ୍ତି, ବେଜିଂ ଶେଷ ପର୍ଯ୍ୟନ୍ତ ଲଢ଼ିବ।…
ଯୁଦ୍ଧ ନେଇ ଚାଇନାର ଶାନ୍ତି ମନ୍ତବ୍ୟ, ଭାରତ ସହିତ ମିଳିମିଶି ରହିବୁ …
ବେଜିଂ, ୧୨।୬ : ଚାଇନାର ଦୁଇ ପ୍ରକାର ଚେହେରା ଏବେ ସାମ୍ନାକୁ ଆସିଛି। ଗୋଟିଏ ପଟେ ଭାରତ ସହ ସୀମା ବିବାଦକୁ ନେଇ ପରିସ୍ଥିତି ତିକ୍ତ ହୋଇପଡିଛି। ଅପରପକ୍ଷରେ ଲଦାଖ ସେକ୍ଟରରେ ଆକ୍ରମଣାତ୍ମକ ନୀତି ହେତୁ ଚାଇନା କ୍ରମାଗତ ଭାବରେ ବିବାଦ…
ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଇମ୍ରାନ
ଇସଲାମାବାଦ,୧୨ା୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି)ର ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି)ର ନିଷ୍ପତ୍ତିକୁ ଇମ୍ରାନ ଚ୍ୟାଲେଞ୍ଜ କରିଛନ୍ତି। ଯାହା ୨୦ ଅସନ୍ତୁଷ୍ଟ ଦଳର ନେତାଙ୍କ ବିରୋଧରେ…
Archives


