ଅନ୍ତର୍ଜାତୀୟ

ୟୁକ୍ରେନ୍‌ ଯୁଦ୍ଧ ଆମେରିକା ମହତ୍ତ୍ୱାକାଂକ୍ଷାର ଫଳ: ଲାଭ୍ରୋଭ୍‌

ମସ୍କୋ, ୨୦ା୪: ବିଶ୍ୱକୁ ଶାସନ କରିବା ଏବଂ ନିଜ ଅଧୀନରେ ରଖିବାକୁ ଆମେରିକା ଓ ପାଶ୍ଚାତ୍ୟ ଦେଶର ମହତ୍ତ୍ୱାକାଂକ୍ଷା ହିଁ ୟୁକ୍ରେନ୍‌ ଯୁଦ୍ଧର ମୂଳ କାରଣ ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍‌ ଏକ ସାକ୍ଷାତକାରରେ କହିଛନ୍ତି। ସାମ୍ପ୍ରତିକ ଘଟଣାବଳୀ…

ପ୍ରଦର୍ଶନକାରୀଙ୍କ ଉପରେ ଗୁଳିମାଡ଼…

କଲମ୍ବୋ, ୧୯।୪ : ଋଣଗ୍ରସ୍ତ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଉତ୍କଟ ହେବାରେ ଲାଗିଛି। ଏପରିସ୍ଥଳେ ଲୋକେ ଏକଜୁଟ ହୋଇ ସରକଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି। ମଙ୍ଗଳବାର କେତେକ ପ୍ରଦର୍ଶନକାରୀ ରାମବୁକାନାଠାରେ ହାଇଓ୍ବେ ଅବରୋଧ କରିଥିଲେ। ସେମାନେ ସରକାର ବିରୋଧୀ ସ୍ଲୋଗାନ…

୫୦ ଲକ୍ଷରୁ ଅଧିକ ସାଜିଲେଣି ଶରଣାର୍ଥୀ, ଜାତିସଂଘ ରିପୋର୍ଟ…

ଜେନେଭା, ୧୯।୪ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ପଡ଼ୋଶୀ ଦେଶରେ ଶାରଣାର୍ଥୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ୫୦ ଲକ୍ଷରୁ ଅଧିକ ଲୋକ ଭିଟାମାଟି ଛାଡି ଶରଣାର୍ଥୀ ସାଜିଥିବା ଜାତିସଂଘ ପକ୍ଷରୁ କୁହାଯାଇଛି। ଫେବୃୟାରୀ ୨୪ ପରେ ରୁଷିଆ ଆକ୍ରମଣ…

ଶାହାବାଜ୍‌ ଶରିଫ୍‌ଙ୍କ ୩୪ ମନ୍ତ୍ରୀ ନେଲେ ଶପଥ…

ଇସଲାମାବାଦ, ୧୯।୪ : ଇସଲାମାବାଦର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଡ. ଆରିଫ୍‌ ଆଲଓ୍ବି ଶପଥ ପାଠ କରାଇବାକୁ ସୋମବାର ମନା କରିବାରୁ ସିନେଟ ଅଧ୍ୟକ୍ଷ ସାଦିକ୍‌ ସଞ୍ଜରାନିଙ୍କ ଦ୍ୱାରା ମଙ୍ଗଳବାର ପାକିସ୍ତାନର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ…

ହାଇସ୍କୁଲ ନିକଟରେ ୩ ବୋମା ବିସ୍ଫୋରଣ, ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା…

କାବୁଲ, ୧୯।୪ : ଆଫଗାନିସ୍ତାନ ରାଜଧାନୀ କାବୁଲର ପଶ୍ଚିମ ଅଞ୍ଚଳରେ ଥିବା ଏକ ହାଇସ୍କୁଲ ନିକଟରେ ମଙ୍ଗଳବାର ୩ ବୋମା ବିସ୍ଫୋରଣ ଘଟିଛି। ମିଡ଼ିଆ ରିପୋର୍ଟ ଅନୁସାରେ ଏହି ଘଟଣାରେ ୨୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି…

ସ୍କୁଲ ନିକଟରେ ବିସ୍ଫୋରଣ: ୬ ମୃତ, ଅନେକ ଆହତ

କାବୁଲ,୧୯।୪:ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ଟ୍ରେନିଂ କେନ୍ଦ୍ର ଏବଂ ସ୍କୁଲ ନିକଟରେ ଆକ୍ରମଣ କରାଯାଇଛି। ଶିଆ ସମ୍ପ୍ରଦାୟକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି। ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଲୋକେ ଆହତ ହୋଇଛନ୍ତି।…

ୟୁକ୍ରେନ୍ ଯିବେ ନାହିଁ ବାଇଡେନ

ୱାଶିଂଟନ,୧୯ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୫ ଦିନ ହୋଇଯାଇଛି । କିଛି ଦେଶର ମଧ୍ୟସ୍ଥତା ପରେ ବି ଏହାର କୌଣସି ସମାଧାନ ବାହାରି ପାରି ନାହିଁ । ରୁଷିଆ ସେନା ବେଳକୁ ବେଳ ଆକ୍ରମଣ ଯୋରଦାର କରୁଥିବା ବେଳେ ଏହାର କଡା…

୬ ଜଣଙ୍କୁ ମୃତ୍ୟୁ ଦଣ୍ଡ

ଲାହୋର,୧୯ା୪: ଧର୍ମନିନ୍ଦା ଅଭିଯୋଗରେ ପାକିସ୍ତାନରେ ଜଣେ ଶ୍ରୀଲଙ୍କା ନାଗରିକଙ୍କୁ ହତ୍ୟା ମାମଲାରେ ଲାହୋରସ୍ଥିତ ଏକ ଆତଙ୍କବାଦୀ ନିରୋଧୀ କୋର୍ଟ ସୋମବାର ୬ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ଅନ୍ୟ ୯ ଜଣଙ୍କୁ ଆଜୀବନ କାରାଦଣ୍ଡ ଏବଂ ୭୨ ଅଭିଯୁକ୍ତଙ୍କୁ ୨…

ପ୍ରଥମ ଥର ନଜର ଆସିଲା ବ୍ଲାକ ସି’ରେ ହୁ ହୁ ହୋଇ ଜଳୁଛି ରୁଷିଆର ମୋସ୍କୱା କ୍ରୁଜ, ୟୁକ୍ରେନ୍ ମିଶାଇଲ ମାଡରେ ହୋଇଛି ନଷ୍ଟ!

କ୍ୱିଭ,୧୯ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ପାଖାପାଖି ୧ ମାସ ପୁରଣ ହେବାକୁ ଯାଉଛି । ଏହି ଯୁଦ୍ଧରେ ଉଭୟ ଦେଶର ବହୁ କ୍ଷୟକ୍ଷତି ହେଲାଣି । ତେବେ ରୁଷିଆ ପକ୍ଷରୁ ଯେଉଁ ଆକ୍ରମଣ କରାଯାଇଛି ଏଥିରେ ୟୁକ୍ରେନର ଅଧିକ କ୍ଷତି ହୋଇଥିବା…

ସାଂଘାଇ ପାଲଟିଲାଣି କରୋନାର ହଟସ୍ପଟ

ବେଜିଂ,୧୯ ।୪: ଚାଇନାକୁ ପୁଣିଥରେ ଫେଣିଲାଣି କରୋନା । ଗତ ୨୪ ଘଣ୍ଟାରେ ୨,୭୨୩ ନୂଆ ମାମଲା ସାମ୍ନାକୁ ଆସିଛି । ଏଥିମଧ୍ୟରୁ କେବଳ ସାଂଘାଇରେ ୨,୪୧୭ ଜଣ ସଂକ୍ରମିତ ରହିଥିବା ଜଣାପଡିଛି । ଏହି ସୂଚନା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ…

ଜେଲେନ୍‌ସ୍କିଙ୍କ ଦାବି ରୁଷିଆ କରିପାରେ ପରମାଣୁ ଆକ୍ରମଣ, ଆଣ୍ଟି ରେଡିଏଶନର ସାମ୍ନା କରିବାକୁ ପ୍ରସ୍ତୁତ ରହୁ ବିଶ୍ୱ

କ୍ୱିଭ,୧୯ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୫ ଦିନ ହେଲାଣି । ହେଲେ କେହି ପଛକୁ ହଟିବାକୁ ରାଜି ନୁହେଁ । ଇତିମଧ୍ୟରେ ଏକ ଚମକାଇବା ଭଳି ଖବର ସାମ୍ନାକୁ ଆସିଛି । ଯୁଦ୍ଧରେ ରୁଷିଆ ପରମାଣୁ ଆକ୍ରମଣ କରିପାରେ । ବ୍ରିଟେନ…

ଶ୍ରୀଲଙ୍କାରେ ନୂଆ କ୍ୟାବିନେଟ୍‌

କଲମ୍ବୋ,୧୯।୪: ଗମ୍ଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କାରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେ ସୋମବାର ୧୭ ନୂଆ ମନ୍ତ୍ରୀଙ୍କୁ ନିଯୁକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେଙ୍କ ବ୍ୟତୀତ ଗୋଟାବାୟାଙ୍କ ଅନ୍ୟ ଘନିଷ୍ଠ ସମ୍ପର୍କୀୟ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଛନ୍ତି। ପୂର୍ବରୁ ୩ ଜଣଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri