ଅନ୍ତର୍ଜାତୀୟ

ଭାଲେଣ୍ଟାଇନ ଡେ’ରେ ସ୍ୱତନ୍ତ୍ର ଡୁଡଲ କରି ପ୍ରେମର ବାର୍ତ୍ତା ଦେଲା ଗୁଗଲ

ନୂଆଦିଲ୍ଲୀ,୧୪ ।୨: ବିଶେଷ ଦିନମାନଙ୍କରେ ଡୁଡଲ କରି ସଭିଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଉଥିବା ବିଶ୍ୱର ଅଗ୍ରଣୀ ସର୍ଚ୍ଚ ଇଞ୍ଜିନ ଗୁଗଲ ଏଥର ଭାଲେଣ୍ଟାଇନ ଡେ’ ୨୦୨୨ ଅବସରରେ ବି ସ୍ୱତନ୍ତ୍ର ଡୁଡଲ ତିଆରି କରିଛି । ଡୁଡଲରେ ଏଥର ହାମଷ୍ଟର(ପକ୍ଷୀ)ର...

ଜେଲେନସ୍କିଙ୍କୁ ବାଇଡେନ୍‌ଙ୍କ ପ୍ରତିଶ୍ରୁତି ପୁଟିନ୍‌ଙ୍କୁ ଦିଆଯିବ କଡ଼ା ଜବାବ…

ଓ୍ବାଶିଂଟନ୍‌/କାଇଭ୍‌,୧୪ା୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ପ୍ରତିପକ୍ଷ ଭୋଲୋଡିମିର ଜେଲେନସ୍କିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କଲେ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କୁ କଡ଼ା ଜବାବ ଦିଆଯିବ। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ଭାବ୍ୟ ଯୁଦ୍ଧ ଆଶଙ୍କା...

ୟୁକ୍ରେନ୍‌: ଶାନ୍ତି ଆଲୋଚନା ବିଫଳ

ମସ୍କୋ, ୧୪ା୨: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ସ୍ଥିତି ଟାଳିବାକୁ ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ଙ୍କ ମଧ୍ୟରେ ୬୨ ମିନିଟ୍‌ ଧରି ହୋଇଥିବା ଆଲୋଚନା ଫଳପ୍ରଦ ହୋଇପାରିନାହିଁ। ବାଇଡେନ୍‌ ଯୁଦ୍ଧ...

‘ଶେଷ ପର୍ଯ୍ୟନ୍ତ ହଟିବୁ ନାହିଁ’

ଅଟାଓ୍ବା, ୧୪ା୨: କୋଭିଡ୍‌ ଟିକାକରଣ ବାଧ୍ୟତାମୂଳକ କରାଯିବା ଏବଂ କରୋନା କଟକଣା ବିରୋଧରେ କାନାଡାରେ ପ୍ରାୟ ୩ ସପ୍ତାହ ହେଲା ଆନ୍ଦୋଳନ ଜାରି ରହିଛି। ‘ଫ୍ରିଡମ୍‌ କନ୍‌ଭେ’ ନାମରେ ଏହି ଆନ୍ଦୋଳନରେ ବହୁ ସଂଖ୍ୟାରେ ଟ୍ରକର୍ସ ସେମାନଙ୍କ ଗାଡ଼ି ଧରି...

୧୨ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା

କଲମ୍ବୋ,୧୩।୨: ଶ୍ରୀଲଙ୍କା ନୌସେନା ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ବେଆଇନ ଭାବେ ମାଛ ଧରିବା ପାଇଁ ୨ ଡଙ୍ଗା ମଧ୍ୟ ଜବତ କରିଛି। ରବିବାର ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ଶ୍ରୀଲଙ୍କା ନୌସେନା କହିଛି,...

ଆମେରିକାକୁ ଘାରିଛି ଚାଇନାର ଆମ୍ଫିବିୟସ୍‌ ବିମାନ ଚିନ୍ତା…

ଓ୍ବାଶିଂଟନ, ୧୩।୨ : ଆମ୍ଫିବିଆସ ବିମାନ ନିର୍ମାଣ କରିଛି ଚାଇନା। ଏହାକୁ ନେଇ ଆମେରିକାର ଚିନ୍ତା ବଢ଼ିବାରେ ଲାଗିଛି। ଚାଇନାରୁ ଏକ ଭିଡିଓ ରିଲିଜ ହୋଇଛି ଯେଉଁଥିରେ ବିମାନର ସମସ୍ତ ଚାରୋଟି ଇଞ୍ଜିନ ଏକାସାଙ୍ଗରେ ପରୀକ୍ଷଣ କରାଯାଉଥିବାର ଦେଖାଯାଇଛି। ସମ୍ପ୍ରତି,...

ବୁଡ଼ାଜାହାଜ ପଠାଇବା କଥାକୁ ଅସ୍ବୀକାର କଲା ଆମେରିକା

ଓ୍ବାଶିଂଟନ,୧୩ା୨: ଆମେରିକାର ବୁଡ଼ାଜାହାଜ ରୁଷିଆର ସାମୁଦ୍ରିକ ସୀମାରେ ପ୍ରବେଶ କରି ଅନ୍ତର୍ଜାତୀୟ ସୀମା ଉଲ୍ଲଂଘନ କରିଛି ଏବଂ ୟୁକ୍ରେନ ସହିତ ତିକ୍ତତା ବୃଦ୍ଧି ପାଇଁ କାର୍ଯ୍ୟ କରିଛି ବୋଲି ରୁଷିଆ ଅଭିଯୋଗ କରିଥିଲା। ତେବେ ଏହାକୁ ଖଣ୍ଡନ କରିଛି ଆମେରିକା।...

ଭାଲେଣ୍ଟାଇନ୍ସ ଦିବସରେ କଡ଼ା କଟକଣା, ପ୍ରେମୀଯୁଗଳ ପିନ୍ଧନ୍ତୁ ମାସ୍କ୍‌, ଘୋଷଣା କଲେ ସରକାର…

ବ୍ୟାଙ୍କକ, ୧୩।୨ : କରୋନା ମହାମାରୀ ସଙ୍କଟ ସମୟରେ ପାଳନ କରାଯାଉଥିବା ଭାଲେଣ୍ଟାଇନ୍ସ ଦିବସକୁ ଦୃଷ୍ଟିରେ ରଖି ଥାଇଲାଣ୍ଡ ସରକାର ଏକ ଅଜବ ଆଦେଶ ଦେଇଛନ୍ତି। ଥାଇଲାଣ୍ଡରେ ଭିଡ଼ ଜମାଇଥିବା ପ୍ରେମୀଯୁଗଳ ଏବଂ ଦମ୍ପତିଙ୍କ ପାଇଁ ଏହି ନିର୍ଦ୍ଦେଶ ଜାରି...

ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ବିଶ୍ୱ, ଆମେରିକା ବୁଡ଼ା ଜାହାଜ ରୁଷିଆ ସମୁଦ୍ରରେ…

ମସ୍କୋ/ଓ୍ବାଶିଂଟନ, ୧୩।୨ : ୟୁକ୍ରେନକୁ ନେଇ ବିଶ୍ୱର ଦୁଇଟି ମହାଶକ୍ତି, ଆମେରିକା ଏବଂ ରୁଷିଆ ମଧ୍ୟରେ ପରିସ୍ଥିତି ଅତ୍ୟନ୍ତ ତିକ୍ତ ହୋଇପଡ଼ିଛି। ୟୁରୋପର ୱେଷ୍ଟର୍ଣ୍ଣ ଫ୍ରଣ୍ଟରେ ରୁଷିଆ ଏବଂ ଆମେରିକା ମଧ୍ୟରେ ପାରସ୍ପରିକ ଘେରାବନ୍ଦ ଜାରି ରହିଛି। ଆମେରିକା ରାଷ୍ଟ୍ରପତି...

ଆଣବିକ ଆକ୍ରମଣ ପାଇଁ ରୁଷିଆର ଯୋଜନା, ସୀମାରେ ମହାବିନାଶକ ତୋପ ମୁତୟନ…

ମସ୍କୋ, ୧୩।୨ : ରୁଷିଏ ଏବଂ ୟୁକ୍ରେନରେ ଯୁଦ୍ଧ ସଙ୍କଟ ଜାରି ରହିଛି। ଏହି ପରିସ୍ଥିତି ମଧ୍ୟରେ ରୁଷିଆ ଏହାର ମହାବିନାଶକ ଆଣବିକ ତୋପ ୨-ଏସ୍‌-୭ ପିଅନ୍‌କୁ ୟୁକ୍ରେନ୍‌ ସୀମାରେ ମୁତୟନ କରିଛି। ପିଅନ୍‌କୁ ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର...

୬୨ ମିନିଟ୍‌ର ବାଇଡେନ୍‌-ପୁଟିନ୍‌ କଥାବାର୍ତ୍ତା ପରେ ବି ଘନେଇଲା ରୁଷିଆ-ୟୁକ୍ରେନ୍‌ ସଙ୍କଟ…

ଓ୍ବାଶିଂଟନ/ମସ୍କୋ, ୧୩।୨ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ସଙ୍କଟ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ବିବାଦକୁ ଶାନ୍ତ କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆ ପ୍ରତିପକ୍ଷ ବ୍ଲାଡିିମୀର ପୁଟିନଙ୍କ ସହ ଫୋନରେ ୬୨ ମିନିଟ...

ଚାଇନା ବସ୍‌ରେ ବିସ୍ଫୋରଣ: ଜଣେ ମୃତ ୪୨ ଆହତ

ବେଜିଂ,୧୩ ।୨: ଚାଇନାର ଲିଆଓନିଂ ଅଞ୍ଚଳରେ ଥିବା ସେନୟାଙ୍ଗ ସହରରେ ବସରେ ଏକ ବିସ୍ଫୋରଣ ହୋଇଛି । ଶନିବାର ହୋଇଥିବା ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri