ଅନ୍ତର୍ଜାତୀୟ

କିମ୍‌ଙ୍କ ଯୁକ୍ତି, ଦେଶରେ କରୋନା ବୃଦ୍ଧି ଘଟାଉଛନ୍ତି ଏଲିଅନ୍ସ

ପ୍ୟୋଙ୍ଗ୍‌ୟାଙ୍ଗ୍‌,୨ା୭: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌-ଜୋଙ୍ଗ-ଉନ୍‌ ତାଙ୍କର ଅଜବ ନିଷ୍ପତ୍ତି ଏବଂ ବିବୃତ୍ତି ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ କିମ୍‌ କରୋନା ଭାଇରସ୍‌ ସମ୍ପର୍କରେ ଏକ ଅଜବ କଥା କହି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି, ଦେଶରେ…

ଆଫଗାନିସ୍ତାନରେ ମହିଳାଙ୍କ ଉପରେ ଲାଗୁ ହେଉଛି କଡ଼ା କଟକଣା, ଜାତିସଂଘରେ ଚିନ୍ତାବ୍ୟକ୍ତ କଲା ଭାରତ…

ଜେନେଭା/ନୂଆଦିଲ୍ଲୀ, ୨।୭ : ଆଫଗାନିସ୍ତାନରେ ମହିଳାମାନଙ୍କ ଉପରେ ଲାଗୁ ହୋଇଥିବା କଡ଼ା କଟକଣା ନେଇ ଭାରତ ଜାତିସଂଘରେ ଚିନ୍ତାବ୍ୟକ୍ତ କରିଛି। ଜାତିସଂଘ ମାନବ ଅଧିକାର ପରିଷଦରେ ଭାରତ ଉଦ୍‌ବେଗ ପ୍ରକାଶ କରି ମହିଳା ଓ ବାଳିକାମାନଙ୍କର ଅଧିକାରର ସୁରକ୍ଷା ସୁନିଶ୍ଚିତ କରିବାକୁ…

ଓଡେସାରେ ରୁଷିଆର ମିଶାଇଲ ମାଡ଼: ୨୧ ମୃତ

କିଭ୍‌, ୨ା୭: କୃଷ୍ଣସାଗରର ଏକ ଦ୍ୱୀପରୁ ରୁଷିଆ ସୈନ୍ୟ ପ୍ରତ୍ୟାହାରର ଦିନକ ପରେ ରୁଷିଆ ୟୁକ୍ରେନ୍‌ର ଓଡେସା ସହର ସେରହିଭ୍‌କାରେ ଏକ ବଡ଼ ଧରଣର ମିଶାଇଲ ମାଡ଼ କରିଛି। ଏହି ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୨୧ଜଣଙ୍କ ମୃତ୍ୟୁ ଘଟିଛି। ଯୁଦ୍ଧରେ ରୁଷିଆ…

ପାକିସ୍ତାନର ବରିଷ୍ଠ ଖବରଦାତା ଅୟାଜ ଆମିରଙ୍କ ଉପରେ ଆକ୍ରମଣକୁ ନିନ୍ଦା କଲେ ଇମ୍ରାନ

ଇସଲାମାବାଦ,୨ ।୭: ପାକିସ୍ତାନର ଲାହୋରରେ ବରିଷ୍ଠ ଖବରଦାତା ଅୟାଜ ଆମିରଙ୍କ ଉପରେ କେତେଜଣ ଦୁର୍ବୁତ୍ତ ଆକ୍ରମଣ କରିଛନ୍ତି । ଏମାନେ ଖବରଦାତା ଅୟାଜଙ୍କୁ ମାରପିଟ କରିବା ସହ ତାଙ୍କ ମୋବାଇଲ ବି ଛଡାଇ ନେଇଛନ୍ତି । ଏହି ଘଟଣା ଲାହୋରରେ ଦୁନିୟା…

ଇରାନରେ ୬.୧ ତୀବ୍ରତାର ଭୂକମ୍ପ, ୩ ମୃତ

ତେହେରାନ,୨ ।୭: ଇରାନରେ ଶନିବାର ବିଳମ୍ବିତ ରାତି ପ୍ରାୟ ୧ଟା ୩୨ରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିବା ବେଳେ ଭୂକମ୍ପ ପରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।…

ମୋଦି-ପୁଟିନ୍‌ ଆଲୋଚନା

ନୂଆଦିଲ୍ଲୀ,୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଫୋନ୍‌ ଯୋଗେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିବା ଖବର ପ୍ରକାଶ ପାଇଛି। କୃଷି ସାମଗ୍ରୀ, ଫର୍ଟିଲାଇଜର ଏବଂ ଔଷଧୀୟ ଉତ୍ପାଦ…

ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି ପାକିସ୍ତାନ ନିର୍ବାଚନ ହୋର୍ଡିଂରେ ସିଦ୍ଧୁ ମୁସେୱାଲାଙ୍କ ଫଟୋ

ଇସଲାମାବାଦ,୨ ।୭: ପାକିସ୍ତାନରେ ହେବାକୁ ଯାଉଥିବା ଉପ ନିର୍ବାଚନ ପାଇଁ ପଞ୍ଜାବ ଅଞ୍ଚଳରେ ଲାଗିଥିବା ପୋଷ୍ଟରରେ ପଞ୍ଜାବି ଗାୟକ ସ୍ୱର୍ଗତ ସିଦ୍ଧୁ ମୁସେୱାଲାଙ୍କ ଫଟୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଭାରତୀୟ ଗାୟକ ତାଙ୍କ ଗୀତ ‘୨୯୫’ ପାଇଁ ବେଶ…

ଲାପିଡ ଇସ୍ରାଏଲର ୧୪ତମ ପ୍ରଧାନମନ୍ତ୍ରୀ, ମୋଦି ଜଣାଇଲେ ଅଭିନନ୍ଦନ…

ଜେରୁଜେଲମ୍‌/ନୂଆଦିଲ୍ଲୀ, ୧।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟେର ଲାପିଡଙ୍କୁ ଇସ୍ରାଏଲର ୧୪ ତମ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଲାପିଡ ଗୁରୁବାର-ଶୁକ୍ରବାର ମଧ୍ୟରାତ୍ରିରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲାପିଡଙ୍କୁ ଅଭିନନ୍ଦନ ଜଣାଇ…

ୟୁକ୍ରେନ୍‌ର ଗୁରୁତ୍ୱପୂର୍ଣ୍ଣ ବିଜୟ, କୃଷ୍ଣ ସାଗରର ସ୍ନେକ୍‌ ଦ୍ୱୀପ ଖାଲି କଲେ ରୁଷିଆ ସୈନ୍ୟ…

କ୍ୱିଭ୍‌, ୧।୭ : ତିନି ମାସରୁ ଅଧିକ ସମୟ ଧରି ରୁଷିଆ ଆକ୍ରମଣ ସହ ସଂଗ୍ରାମ କରୁଥିବା ୟୁକ୍ରେନ କୃଷ୍ଣ ସାଗରରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। ୟୁକ୍ରେନ୍‌ ଦ୍ୱାରା ରୁଷିଆ ଯୁଦ୍ଧ ଜାହାଜ ଏବଂ ନୌସେନା ବେସ ଉପରେ…

ସମଲିଙ୍ଗୀ ସମ୍ପର୍କ ଭିଡ଼ିଓ ଲିକ୍‌ ଘଟଣା, ବହୁନେତା ହରଡ଼ଘଣାରେ…

ମାଲେ, ୧।୭ : ସମଲିଙ୍ଗୀ ସମ୍ପର୍କକୁ ନେଇ ଲିକ ହୋଇଥିବା ଏକ ଭିଡିଓ ଏବଂ ଫଟୋ ଇସଲାମିକ ଦେଶମାଳଦ୍ୱୀପରେ ଉତ୍ତେଜନା ସୃଷ୍ଟି କରିଛି। ଦେଶରେ ସମଲିଙ୍ଗୀ ସମ୍ପର୍କ ଉପରେ ନିଷେଧାଦେଶ ସତ୍ତ୍ୱେ ବହୁ ନେତା ସେମାନଙ୍କର ପୁରୁଷ ବନ୍ଧୁ ଏବଂ ସମ୍ପର୍କୀୟଙ୍କ…

ପାକିସ୍ତାନରେ ବିଦ୍ୟୁତ୍‌ ସଙ୍କଟ, ଇଣ୍ଟରନେଟ୍‌ ବନ୍ଦ ପାଇଁ ଧମକ ଦେଲେ ଟେଲିକମ୍‌ କମ୍ପାନୀ…

ଇସଲାମାବାଦ, ୧।୭ : ପାକିସ୍ତାନରେ ବିଦ୍ୟୁତ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ଦେଶରେ ମୋବାଇଲ ଏବଂ ଇଣ୍ଟରନେଟ ସେବାକୁ ବନ୍ଦ କରିବାକୁ ଟେଲିକମ ଅପରେଟରମାନେ ଧମକ ଦେଇଛନ୍ତି। ନ୍ୟାଶନାଲ ବୋର୍ଡ ଅଫ ଇନଫରମେସନ ଟେକ୍ନୋଲୋଜି ଟୁଇଟରରେ କହିଛି ଯେ ପାକିସ୍ତାନର ଟେଲିକମ…

ଜମ୍ମୁ-କଶ୍ମୀରରେ ଜି-୨୦ ସମ୍ମିଳନୀ, ଚାଇନା ଦେଲା ଏଭଳି ଉତ୍ତର…

ବେଜିଂ, ୧।୭ : ଆସନ୍ତା ୨୦୨୩ ବର୍ଷ ଜାମ୍ମୁ କାଶ୍ମୀରରେ ଜି -୨୦ ସମ୍ମିଳନୀ ଆୟୋଜନ କରିବାକୁ ଭାରତ ଯୋଜନା କରୁଥିବା ନେଇ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ଚାଇନା ଏହାକୁ ବିରୋଧ କରିଛି ଏବଂ ଏହାର ଘନିଷ୍ଠ ସହଯୋଗୀ ପାକିସ୍ତାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri