ଜଳିଗଲା ୯୦୦ ହେକ୍ଟର ପାଇନ୍ ଜଙ୍ଗଲ
ପ୍ୟାରିସ୍,୨୮ା୭: କିଛି ସପ୍ତାହ ଧରି ୟୁରୋପୀୟ ଦେଶଗୁଡ଼ିକରେ ପ୍ରବଳ ଉତ୍ତାପ ଏବଂ ଜଙ୍ଗଲୀ ନିଆଁ ବ୍ୟାପିଛି। ଦକ୍ଷିଣ-ପୂର୍ବ ଫ୍ରାନ୍ସର ଆର୍ଡଚେ ଜଙ୍ଗଲ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦକ୍ଷିଣ ଫ୍ରାନ୍ସର ୯୦୦ ହେକ୍ଟର ପାଇନ ଜଙ୍ଗଲକୁ ନଷ୍ଟ କରିଥିବା ନିଆଁକୁ ନିୟନ୍ତ୍ରଣ…
ଚାଇନା ରକେଟର ଧ୍ୱଂସାବଶେଷ ପୃଥିବୀ ମୁହାଁ…
ଓ୍ବାଶିଂଟନ,୨୮।୭ : ଆସନ୍ତା କିଛି ଦିନ ମଧ୍ୟରେ ଚାଇନାର ରକେଟର ଧ୍ୱଂସାବଶେଷ ପୃଥିବୀକୁ ଖସିଯିବାକୁ ଯାଉଛି। ଏହା କେତେକଅଞ୍ଚଳକୁୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଛି। କାଲିଫର୍ନିଆର ଏକ ଅଣ-ଲାଭ ବ୍ୟବସାୟୀ ଏରୋସ୍ପେସ କର୍ପୋରେଟ ଅନୁଯାୟୀ, ଜୁଲାଇ ୨୪ ରେ ଚାଇନା…
ଇରାକ ସଂସଦକୁ ଘେରିଲେ ପ୍ରଦର୍ଶନକାରୀ
ବାଗଦାଦ,୨୮ ।୭: କିଛିଦିନ ପୂର୍ବେ ପଡୋଶୀ ଦେଶ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଯୋଗୁ ସୃଷ୍ଟି ହୋଇଥିବା ରାଜାନୈତିକ ଅସ୍ଥିରତା କାରଣରୁ ଲକ୍ଷ ଲକ୍ଷ ପ୍ରଦର୍ଶନକାରୀ ସଡ଼କ ଉପରକୁ ଚାଲି ଆସିଥିଲେ । ପରେ ଏମାନେ ରାଷ୍ଟ୍ରପତି ଭବନକୁ ନିଜ କବଜାକୁ ନେଇ…
ନିଜ ତିଆରି ବିମାନରେ ୟୁରୋପ ବୁଲିଲେ କେରଳ ବ୍ୟକ୍ତି
ଲଣ୍ଡନ,୨୮।୭: କୋଭିଡ୍-୧୯ ଲକ୍ଡାଉନ୍ ସମୟରେ ବିମାନ ସେବା ବନ୍ଦ ହୋଇଯାଇଥିବାବେଳେ କେରଳର ଜଣେ ବ୍ୟକ୍ତି ନିଜସ୍ବ ଉଦ୍ୟମରେ ଏକ ବିମାନ ନିର୍ମାଣ କରିଥିଲେ। ଉକ୍ତ ବିମାନରେ ସେ ପରିବାର ସହ ୟୁରୋପ ଭ୍ରମଣ କରିଛନ୍ତି। କେରଳ ଅଲାପୁଝା ଅଞ୍ଚଳର ଅଶୋକ ଆଲିସେରିଲ…
ତାଇଓ୍ବାନ୍ ଯିବେ ନାନ୍ସି
ଓ୍ବାଶିଂଟନ୍/ବେଜିଂ, ୨୮ା୭: ସ୍ବୟଂଶାସିତ ତାଇଓ୍ବାନ ଉପରେ ପଡ଼ୋଶୀ ଚାଇନା ଦଖଲ ପାଇଁ ନଜର ପକାଇଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଥିବାବେଳେ ଆମେରିକା ହସ୍ତକ୍ଷେପ ପାଇଁ ପ୍ରସ୍ତୁତ ହେଉଛି। ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସି ନିକଟ…
ମଙ୍କିପକ୍ସକୁ ନେଇ ଡବ୍ଲୁଏଚଓର ପରାମର୍ଶ
ଜେନେଭା,୨୮ ।୭: କରୋନା ପରେ ଏବେ ସାରା ବିଶ୍ୱକୁ ଡରାଇଲାଣି ମଙ୍କିପକ୍ସ । ଏହାରି ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ ଟେଡରୋସ ଅଦନହୋମ ଗେବ୍ରେହେସୁସ ମଙ୍କିପକ୍ସକୁ ନେଇ କିଛି ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେଉଁ ପୁରୁଷମାନେ ମଙ୍କିପକ୍ସରେ…
ଓଡେସା, ମାଇକୋଲିଭ ସହର ବି ଖୁବଶୀଘ୍ର ୟୁକ୍ରେନଠାରୁ ହୋଇଯିବ ଅଲଗା
କ୍ୱିଭ,୨୮ ।୭: ଥମିନି ରୁଷିଆ-ୟୁକ୍ରେନ ଯୁଦ୍ଧ । ପୂର୍ବପରି ଆଜିବି ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି । ୟୁକ୍ରେନର ଦକ୍ଷିଣ ଭାଗରେ ରୁଷିଆ ଲଗାତାର ବୋମା ମାଡ କରି ଚାଲିଛି । ଇତିମଧ୍ୟରେ ଓଡେଶା ଓ ମାଇକୋଲିଭ ସହରକୁ…
ବାଇଡେନ-ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ହେବ ଆଲୋଚନା
ଓ୍ବାଶିଂଟନ,୨୭ା୭: ତାଇଓ୍ବାନ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ୪ ମାସର ତିକ୍ତତା ବୃଦ୍ଧି ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନ୍ଫିଙ୍ଗ୍ ଗୁରୁବାର ଆଲୋଚନା କରିବେ। ଆମେରିକାର ଜଣେ ଅଧିକାରୀଙ୍କ କହିବାନୁସାରେ, ଦୁଇ ନେତାଙ୍କ ମଧ୍ୟରେ…
ଉହାନର ପ୍ରାଣୀ ବଜାରରୁ ବାହାରିଥିଲା କରୋନା ଭୂତାଣୁ, ଦୁଇ ନୂଆ ରିସର୍ଚ୍ଚ ପକ୍ଷରୁ ଦାବି…
ବେଜିଂ, ୨୭।୭ : କରୋନା ମହାମାରୀ ଚାଇନାରୁ ଉତ୍ପନ୍ନ ହୋଇ ସମଗ୍ର ବିଶ୍ୱରେ ବ୍ୟାପିଥିବା କୁହାଯାଉଥିଲା। ଏବେ ଦୁଇଟି ନୂତନ ରିସର୍ଚ୍ଚରେ ମଧ୍ୟ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁଯାୟୀ, ଚାଇନାର ଉହାନର ହୁଆନନ ସାମୁଦ୍ରିକ ଖାଦ୍ୟ ବଜାରରେ କରୋନା ଭୂତାଣୁ…
ପାକିସ୍ତାନରେ ୭୫ ବର୍ଷ ପରେ ପ୍ରଥମ ହିନ୍ଦୁ ମହିଳା ହେଲେ ଡିଏସ୍ପି…
ଇସଲାମାବାଦ, ୨୭।୭ : ଭାରତ-ପାକିସ୍ଥାନ ୧୯୪୭ ରେ ଯେତେବେଳେ ବିଭାଜିତ ହେଲା ସେତେବେଳେ ୧୨.୯ ପ୍ରତିଶତ ହିନ୍ଦୁ ସଂଖ୍ୟାଲଘୁ ଇସଲାମିକ୍ ଦେଶ ପାକିସ୍ଥାନରେ ରହିଲେ। ସମୟ ବଦଳିଗଲା, ପରିସ୍ଥିତି ବଦଳିଗଲା ଏବଂ ୭୫ ବର୍ଷରେ ହିନ୍ଦୁ ସଂଖ୍ୟାଲଘୁଙ୍କ ସଂଖ୍ୟା ମଧ୍ୟ ବଦଳିଗଲା।…
ପାକିସ୍ତାନରେ ପ୍ରବଳ ବର୍ଷା: ୮ ମୃତ
ଇସଲାମାବାଦ,୨୭ା୭: ପାକିସ୍ତାନର ସିନ୍ଧ୍ ଏବଂ ବେଲୁଚିସ୍ତାନ ପ୍ରଦେଶର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ସୂଚନାନୁସାରେ, ସିନ୍ଧ୍ ଏବଂ ବେଲୁଚିସ୍ତାନ ପ୍ରଦେଶରେ ବର୍ଷା ଯୋଗୁ ୮ ଜଣ ପ୍ରାଣ ହରାଇ ସାରିଲେଣି।…
ଆଗକୁ ମାନ୍ଦାବସ୍ଥା: ସତର୍କ କରାଇଲା ଆଇଏମ୍ଏଫ୍
ଓ୍ବାଶିଂଟନ,୨୭ା୭: ବିଶ୍ୱରେ ଆଗାମୀ ଦିନରେ ଦେଖାଦେଇପାରେ ମାନ୍ଦାବସ୍ଥା। ଉଚ୍ଚ ମୁଦ୍ରାସ୍ଫୀତି ଏବଂ ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱ ଅର୍ଥନୀତି ଦୁର୍ବଳ ହୋଇ ଏଭଳି ସ୍ଥିତି ସୃଷ୍ଟି ହେବାକୁ ଯାଉଛି ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ସତର୍କ କରିଛି। ଏହାସହ ବୈଶ୍ୱିକ…
Archives


