ଅନ୍ତର୍ଜାତୀୟ

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ପରଭେଜ ଇଲାହୀ…

ଇସଲାମାବାଦ, ୨୭।୭ : ପାକିସ୍ତାନର ପଞ୍ଜାବ ପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଏମ୍‌ଏଲ-କ୍‌ୟୁ ନେତା ଚୌଧୁରୀ ପରଭେଜ ଇଲାହୀଙ୍କୁ ନିଯୁକ୍ତ କରାଯାଇଛି। ସେ ବୁଧବାର ପୂର୍ବାହ୍ନରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ପାକିସ୍ତାନ ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀ ଶାହାବାଜଙ୍କ ପୁଅ…

ଶ୍ରୀଲଙ୍କା ଫେରିବେ ଗୋଟାବାୟା

କଲମ୍ବୋ, ୨୭ା୭: ଶ୍ରୀଲଙ୍କାବରେ ଜନଆନ୍ଦୋଳନ ମୁଣ୍ଡ ଟେକିବା ପରେ ପଳାୟନ କରିଥିବା ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଶୀଘ୍ର ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି। ମଙ୍ଗଳବାର ସେଠାକାର ସର୍ବଦଳୀୟ ସରକାରର ଜଣେ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି। ଗଣମାଧ୍ୟମ ମନ୍ତ୍ରୀ…

୨ ଭାରତୀୟ ଯବାନ ନିହତ ଘଟଣା, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ: ଜୟଶଙ୍କର

ନୂଆଦିଲ୍ଲୀ/କିନ୍‌ସାସା,୨୭ା୭: ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋ ସାଧାରଣତନ୍ତ୍ରରେ ଜାତିସଂଘ ବିରୋଧୀ ବିକ୍ଷୋଭ ଉଗ୍ର ହେବାରେ ଲାଗିଛି। ସ୍ଥାନୀୟ ବିଦ୍ରୋହୀଙ୍କ ହିଂସାତ୍ମକ ଆନ୍ଦୋଳନବେଳେ ୧୦ ଜଣଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରେ ୨ ଭାରତୀୟ ଯବାନ ଅଛନ୍ତି। ଉଭୟ ଯବାନ ରାଜସ୍ଥାନ ବାସିନ୍ଦା। ଦୁହେଁ…

ହଠାତ୍‌ ବେହୋସ ହୋଇପଡ଼ିଲେ ଉପସ୍ଥାପକ: ସୁନକ୍‌-ଟ୍ରସ୍‌ ବିତର୍କ ବାତିଲ

ଲଣ୍ଡନ, ୨୭ା୭: ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ ପାଇଁ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଏବଂ ବହିର୍ବ୍ୟାପାର ମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କ ମଧ୍ୟରେ ମଙ୍ଗଳବାର ବିତର୍କ ହୋଇଥିଲା। ଦ ସନ୍‌ ଏବଂ ଟକ୍‌ ଟିଭିରେ ଏହି ଡିବେଟ୍‌ ଚାଲିଥିବା ବେଳେ ଉପସ୍ଥାପକ କେଟ୍‌…

ଫିଲିପିନ୍ସରେ ୭.୦ ତୀବ୍ରତାର ଭୂକମ୍ପ

ମାନିଲା,୨୭ ।୭: ଫିଲିପିନ୍ସରେ ବୁଧବାର ସକାଳୁ ଏକ ବଡ ଧରଣର ଭୂକମ୍ପ ହୋଇଛି । ଭୂକମ୍ପ ୬ଟା ୨୩ ମିନିଟରେ ଅନୁଭୁତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୦ ରହିଛି । ତେବେ ଭୂକମ୍ପରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର…

ସ୍ପେସ୍‌ ଷ୍ଟେଶନ ପାର୍ଟନରଶିପ୍‌ରୁ ଓହରିବ ରୁଷିଆ

ମସ୍କୋ, ୨୭ା୭: ୟୁକ୍ରେନ ଯୁଦ୍ଧକୁ ନେଇ ମୁହଁାମୁହିଁ ହୋଇଥିବା ରୁଷିଆ ଓ ଆମେରିକା ମଧ୍ୟରେ ତିକ୍ତତା ଆଉପାଦେ ଆଗକୁ ବଢ଼ିଛି। ରୁଷିଆ ଓ ଆମେରିକା ଅନ୍ତର୍ଜାତୀୟ ସ୍ପେସ୍‌ଷ୍ଟେଶନ ପାଇଁ ମିଳିତ ଭାବେ କାମ କରୁଥିବାବେଳେ ୨୦୨୪ରେ ମସ୍କୋ ଏହି ସହଭାଗିତାରୁ ଓହରିଯିବ…

କରୋନା ପରେ ଏବେ କାୟା ବିସ୍ତାର କରୁଛି ମଙ୍କିପକ୍ସ, ମେକ୍ସିକୋରେ ୬୦ ସଂକ୍ରମିତ

ମେକ୍ସିକୋ ସିଟି,୨୭ ।୭: ସାରା ବିଶ୍ୱ ଏବେ କରୋନା ମହାମାରୀଠାରୁ ମୁକ୍ତ ହାଇ ନ ଥିବା ବେଳେ ଏବେ ଡରାଇଲାଣି ମଙ୍କି ପକ୍ସ । ଏହି ନୂଆ ଭାଇରସରେ ମେକ୍ସିକୋର ୬୦ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତେବେ…

ଶରିଫଙ୍କ ପୁଅ ହମଜାଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା, ପରଭେଜ ଇଲାହି ପଞ୍ଜାବର ମୁଖ୍ୟମନ୍ତ୍ରୀ

ଇସଲାମାବାଦ,୨୭ ।୭: ପାକିସ୍ତାନ ସୁପ୍ରିମକୋର୍ଟ ମଙ୍ଗଳବାର ପଞ୍ଜାବ ବିଧାନସଭାର ଡେପୁଟି ସ୍ପିକରଙ୍କ ୧୦ ମତକୁ ଖାରଜ କରିବା ନିଷ୍ପତ୍ତିକୁ ଅସମ୍ବିଧାନକ କରି ଦେଇଛନ୍ତି । ଏହାସହ ପିଏମଏଲ-କ୍ୟୁ ନେତା ଚୌଧୁରୀ ପରଭେଜ ଇଲାହିଙ୍କୁ ରାଜନୈତିକ ଭାବେ ମହତ୍ୱପୂର୍ଣ୍ଣ ଅଞ୍ଚଳର ମୁଖ୍ୟମନ୍ତ୍ରୀ କରି…

ପୃଥିବୀ ମୁହାଁ ଚାଇନା ରକେଟ ଭଗ୍ନାବଶେଷ, କେଉଁଠି ପଡ଼ିବ ସେନେଇ ଆତଙ୍କ…

ବେଜିଂ, ୨୬।୭ : ମହାକାଶରେ ନିଜର ସ୍ପେସ ଷ୍ଟେସନ ନିର୍ମାଣ କରିବାକୁ ଚେଷ୍ଟା କରୁଥିବା ଚାଇନା ନିକଟରେ ଲ୍ୟାବ ମଡ୍ୟୁଲ ଓ୍ବେଣ୍ଟିଆନ ଲଞ୍ଚ କରିଛି। ଲଙ୍ଗ ମାର୍ଚ୍ଚ ୫ ବି ରକେଟ ମାଧ୍ୟମରେ ଏହାକୁ ଚାଇନା ଏହାକୁ ଲଞ୍ଚ କରିଥିଲା। ତେବେ…

ଆମେରିକାରେ ୧.୪ କୋଟିରୁ ଅଧିକ ଶିଶୁ କରୋନା ଆକ୍ରାନ୍ତ…

ଓ୍ବାଶିଂଟନ, ୨୬।୭ : ମହାମାରୀ ଆରମ୍ଭରୁ, ଆମେରିକାର ୧.୪ କୋଟିରୁ ଅଧିକ ଶିଶୁ କରୋନା ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି। ଆମେରିକୀୟ ଏକାଡେମୀ ଅଫ ପେଡିଆଟ୍ରିକ୍ସ (ଏଏପି) ଏବଂ ଶିଶୁ ହସ୍ପିଟାଲ ଆସୋସିଏଶନ ଦ୍ୱାରା ପ୍ରକାଶିତ ହୋଇଥିବା ସଦ୍ୟତମ ରିପୋର୍ଟରେ ଏହି ସୂଚନା…

୪ ଗଣତନ୍ତ୍ର ସମର୍ଥକଙ୍କୁ ଫାଶୀଦଣ୍ଡ, ମ୍ୟାନମାର୍‌ ମିଲିଟାରୀ ଶାସକଙ୍କୁ ବିରୋଧ…

ନାପିଦ୍ୱ, ୨୬।୭ : ମ୍ୟାନ୍‌ମାରର ମିଲିଟାରୀ ଶାସକ ୪ ଗଣତନ୍ତ୍ର ସମର୍ଥକଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେନା ପକ୍ଷରୁ କୁହାଯାଇଛି ଯେ ଏହି ଚାରିଜଣ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଫାଶୀ ଦିଆଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଡେମୋକ୍ରାଟିକ…

ଇରାନରେ ବନ୍ୟା ନେଲାଣି ୨୨ ଜୀବନ

ତେହରାନ,୨୬।୭: ଲଗାଣ ବର୍ଷା ଯୋଗୁ ସାଉଥର୍ନ ଇରାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷା କାରଣରୁ ରାଉଡବଲ ନଦୀର ଜଳସ୍ଥର ବୃଦ୍ଧି ପାଇବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri