ପୃଥିବୀରେ ଖସିବ ଚାଇନା ରକେଟ
ବେଜିଂ,୩୦।୭: ଚାଇନାର ନିର୍ମାଣାଧୀନ ମହାକାଶ ଷ୍ଟେଶନକୁ ନୂତନ ବିଜ୍ଞାନ ଉପକରଣ ନେଇ ଯାଇଥିବା ସବୁଠୁ ଶକ୍ତିଶାଳୀ ରକେଟ ଲଙ୍ଗ୍ ମାର୍ଚ୍ଚ-୫ବି ଓ୍ବାଇ୩ ଏବେ ପୃଥିବୀକୁ ଖସୁଛି। ଏହା ଚଳିତ ସପ୍ତାହ ଶେଷ ଭାଗରେ ଖସିବାକୁ ଥିବାବେଳେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ପଡ଼ିବ…
ଶକିରାଙ୍କୁ ହୋଇପାରେ ୮ ବର୍ଷ ଜେଲ
ବାର୍ସିଲୋନା,୩୦।୭: ଖ୍ୟାତନାମା ପପ୍ ସିଙ୍ଗର ଶକିରାଙ୍କ ବିରୋଧରେ ଟାକ୍ସ ଠକେଇ ଅଭିଯୋଗ ସାମ୍ନାକୁ ଆସିଛି। ୨୦୧୨ରୁ ୨୦୧୪ ମଧ୍ୟରେ ସେ ୧୪.୫ ମିଲିୟନ୍ ୟୁରୋ (୧,୧୭,୩୮, ୪୭, ୫୦୦ ଟଙ୍କା) ଟାକ୍ସ ପୈଠ ନ କରିବା ଆଧାରରେ ସ୍ପେନ୍ର ଏକ କୋର୍ଟରେ…
ନିଆଁ ସହ ଖେଳ ନାହିଁ
ଓ୍ବାଶିଂଟନ/ବେଜିଂ,୩୦।୭: ତାଇଓ୍ବାନ ପ୍ରସଙ୍ଗରେ ପୁଣି ମୁହାଁମୁହିଁ ଅବସ୍ଥାରେ ଆମେରିକା ଓ ଚାଇନା। ଏହି ଦ୍ୱୀପ ରାଷ୍ଟ୍ରକୁ ନେଇ ମୁଣ୍ଡ ନ ଖେଳାଇବାକୁ ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଚେତାବନୀ ଦେଇଛନ୍ତି। ଜିନ୍ପିଙ୍ଗ୍ ତାଇଓ୍ବାନକୁ ବଳପୂର୍ବକ…
୫୬୦୦ ଆଫଗାନିସ୍ତାନ ନାଗରିକଙ୍କୁ ନିଜ ଦେଶରୁ ବିଦାକଲା ଇରାନ
ତେହେରାନ,୨୯ା୭: ନିଜ ଦେଶରେ ଆଫଗାନିସ୍ତାନ ନାଗରିକଙ୍କ ସଂଖ୍ୟାକୁ ନେଇ ଇରାନ ଆଫଗାନିସ୍ତାନ ନାଗରିକମାନଙ୍କୁ ବିଦାକରିଛି। କାବୁଲରେ ତାଲିବାନ ନେତୃତ୍ୱାଧୀନ ସରକାର କହିଛନ୍ତି, ଗତ କିଛି ସପ୍ତାହ ମଧ୍ୟରେ ଇରାନ ନିଜ ଦେଶରୁ ୫,୬୦୦ ସାଧାରଣ ନାଗରିକଙ୍କୁ ବାହାର କରିଛି। ଶରଣାର୍ଥୀ ତଥା…
ନିଲାମ ହେଲା ୭.୫ କୋଟି ବର୍ଷ ତଳର ଡାଇନୋସର କଙ୍କାଳ, ଦାମ୍ ରହିଛି…
ନ୍ୟୁୟର୍କ,୨୯ା୭: ନ୍ୟୁୟର୍କର ସୁଥ୍ବେ ନିଲାମ ହାଉସ୍ରେ ମିଳିଥିବା ୭୭ ମିଲିୟନ ବର୍ଷ ପୁରୁଣା ଡାଇନୋସର କଙ୍କାଳ ୬୧ ମିଲିୟନ ଡଲାରରେ ବିକ୍ରି ହୋଇଛି। ନିଲାମ ଗୃହର ବରିଷ୍ଠ ଉପସଭାପତି ଏ ବିଷୟରେ ସୂଚନା ଦେଇଛନ୍ତି। ଏହି ମାସ ଆରମ୍ଭରେ ନ୍ୟୁୟର୍କର ସୁଥ୍ବେ…
‘ହିଂସା ଅନୁମତି କାହାକୁ ଦିଆଯିବ ନାହିଁ’
ଓ୍ବାଶିଂଟନ,୨୯ା୭: ଜାତିସଂଘର କର୍ମଚାରୀ ଏବଂ ସୁବିଧା ବିରୋଧରେ ଆକ୍ରମଣ ଅନ୍ତର୍ଜାତୀୟ ନିୟମ ବିରୋଧ ବୋଲି ଆମେରିକା କହିଛି। ଏଭଳି ଆକ୍ରମଣର ଅନୁସନ୍ଧାନ ପାଇଁ କଙ୍ଗୋ ସରକାରଙ୍କ ଉଦ୍ୟମକୁ ଆମେରିକା ପ୍ରଶଂସା କରିଛି। ହିଂସାକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ। ବୈଦେଶିକ ବିଭାଗ…
ୟୁକ୍ରେନର ଦ୍ୱିତୀୟ ବୃହତ୍ତ ପାୱାର ପ୍ଲାଣ୍ଟ ଉପରେ ରୁଷିଆର କବଜା
କ୍ୱିଭ,୨୯ ।୭: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରତିଦିନ ଧ୍ୱଂସର ଚିତ୍ର ଦେଖିବାକୁ ମିଳୁଛି । ଗୁରୁବାର ରୁଷିଆ ସେନା ପୂର୍ବ ଦୋନେସ୍କ ଅଞ୍ଚଳରେ ଥିବା ୟୁକ୍ରେନର ଦ୍ୱିତୀୟ ବୃହତ୍ତ ପାୱାର ପ୍ଲାଣ୍ଟ ଉପରେ କବଜା କରିନେଇଥିବା ଦାବି କରାଯାଇଛି । ଏପଟେ…
ଆମେରିକାକୁ ଚେତାବନୀ ଦେଲା ଚାଇନା
ବେଜିଂ,୨୯।୭: ଆଜିକାଲି ଆମେରିକା ଏବଂ ଚାଇନା ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡିଛି। ବିଶେଷକରି ତାଇୱାନ ପ୍ରସଙ୍ଗରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବାର୍ତ୍ତାଳାପରେ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତାର ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥିଲା।…
ଇରାକରେ ଶ୍ରୀଲଙ୍କା ଦୃଶ୍ୟ
ବାଗ୍ଦାଦ:ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଗୋଟାବାୟା ରାଜପାକ୍ସେଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକାରୀ ରାଷ୍ଟ୍ରପତି ଭବନରେ ଧସେଇ ପଶିବା ଦୃଶ୍ୟର ପୁନରାବୃତ୍ତି ଦେଖିବାକୁ ମିଳିଛି ଇରାକରେ। ବୁଧବାର ଶତାଧିକ ବିକ୍ଷୋଭକାରୀ ଦେଶର ସବୁଠାରୁ ସୁରକ୍ଷିତ ସ୍ଥାନ ବା ଗ୍ରୀନ୍ ଜୋନ କୁହାଯାଉଥିବା ବାଗ୍ଦାଦସ୍ଥିତ ପାର୍ଲାମେଣ୍ଟ…
‘ମୁଁ ଚୋରଙ୍କ ସହ କଥା ହେବାକୁ ଚାହେଁ ନାହିଁ’
ଇସଲାମାବାଦ,୨୮ା୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ବର୍ତ୍ତମାନର ସରକାରଙ୍କ ସହ କଥାବାର୍ତ୍ତାର ସମସ୍ତ ସମ୍ଭାବନାକୁ ସମ୍ପୂର୍ଣ୍ଣ ରୂପେ ଏଡ଼ାଇ ଦେଇଛନ୍ତି। ଏକ ବିବୃତ୍ତିରେ ଇମ୍ରାନ୍ ପାକିସ୍ତାନ ମୁସଲିମ୍ ଲିଗ୍-ନଓ୍ବାଜ (ପିଏମଏଲ-ଏନ୍)ର ସମସ୍ତ ନେତାଙ୍କୁ ଚୋର ବୋଲି କହିଛନ୍ତି। ସେ କହିଛନ୍ତି,…
ସେଲ୍ଫି ଚକ୍କରରେ ହେଲିକପ୍ଟରରେ କଟିଗଲା ମୁଣ୍ଡ
ଲଣ୍ଡନ,୨୮ା୭: ସୋସିଆଲ ମିଡିଆ ଏବଂ ସେଲ୍ଫିର ନିଶା ଏତେ ବଢ଼ିଗଲାଣି ଯେ, କାହା ସହ କେତେବେଳେ କ’ଣ ଘଟୁଛି କହିହେଉ ନାହିଁ। ବ୍ରିଟେନର ଜଣେ ଧନୀ ପରିବାରର ୨୨ ବର୍ଷର ପୁଅ ଜ୍ୟାକ୍ ଫେଣ୍ଟନଙ୍କ ମୁଣ୍ଡ ହେଲିକପ୍ଟର ପଙ୍ଖାରେ କଟିଯିବାରୁ ତାଙ୍କର…
କିମ୍ଙ୍କ କଡ଼ା ଚେତାବନୀ, ଆମେରିକା-ଦକ୍ଷିଣକୋରିଆ ସହ ହେବ ଆଣବିକ ଯୁଦ୍ଧ…
ପୋଙ୍ଗୟାଙ୍ଗ୍,୨୮।୭ : ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ପୁଣି ଥରେ ଉତ୍ତେଜନା ସୃଷ୍ଟି ହୋଇଛି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ କଡ଼ା ଚେତାବନୀ ନେଇ ଏଭଳି ହୋଇଛି। କିମ୍ କହିଛନ୍ତି ଯେ, ଆମେରିକା ଏବଂ…
Archives


