କୁୱେତର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
କୁୱେତ ସିଟି,୨୬ ।୭: ଶେଖ ଅହମଦ ନୱାଫ ଅଲ ଅହମଦ ଅଲ-ସବାଙ୍କୁ କୁୱେତର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁୱେତର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଟୁଇଟ କରି ଏହି…
ଚର୍ଚ୍ଚାରେ ମସ୍କ-ନିକୋଲଙ୍କ ସମ୍ପର୍କ
ଓ୍ବାଶିଂଟନ୍, ୨୬।୭: ଆଉ ଏକ ବିବାଦରେ ଯୋଡ଼ି ହୋଇଯାଇଛି ବିଶ୍ୱର ସବୁଠାରୁ ଧନୀ ଏଲନ ମସ୍କ। ଗୁଗଲ କମ୍ପାନୀ ସହ-ପ୍ରତିଷ୍ଠାତା ସେରଗେ ବ୍ରିନ୍ ଓ ମସ୍କଙ୍କ ବନ୍ଧୁତାରେ ପଡ଼ିଯାଇଛି ପୂର୍ଣ୍ଣଚ୍ଛେଦ। ବ୍ରିନ୍ଙ୍କ ସ୍ତ୍ରୀ ନିକୋଲ ଶାନାହାନ ଓ ମସ୍କଙ୍କ ମଧ୍ୟରେ ପ୍ରେମ…
ରୁଷିଆ-ୟୁକ୍ରେନ ଯୁଦ୍ଧକୁ ପୂରଣ ହୋଇଛି ପାଞ୍ଚ ମାସ , ୟୁକ୍ରେନ ଆକ୍ରମଣରେ ନଷ୍ଟ ହୋଇଛି ରୁଷିଆର ୫୦ ଗୋଳା ବାରୁଦ ଡିପୋ
କ୍ୱିଭ/ମସ୍କୋ,୨୬ ।୭: ଆଜି ପର୍ଯ୍ୟନ୍ତ ଥମିନି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ସୋମବାର ଏହି ଯୁଦ୍ଧକୁ ୫ ମାସ ପୂରଣ ହୋଇଥିବା ବେଳେ ଏବେ ଏହା ୬ ମାସରେ ପ୍ରବେଶ କରିଛି । ୟୁକ୍ରେନ ଦାବି କରିଛି ଏହି ସମୟ ମଧ୍ୟରେ ସେ…
ଦକ୍ଷିଣ ଇରାନ ବନ୍ୟାରେ ଗଲା ୨୧ ଜୀବନ
ତେହରାନ, ୨୫।୭: ପ୍ରବଳ ବର୍ଷା କାରଣରୁ ସାଉଥର୍ନ ଇରାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋଟର୍ର୍ ଅନୁସାରେ ବନ୍ୟାରେ ପ୍ରାୟ ୨୧ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷା କାରଣରୁ ରାଉଡବଲ ନଦୀର ଜଳସ୍ଥର ବୃଦ୍ଧି ପାଇବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ…
ପୁଟିନ୍ଙ୍କଠାରୁ ଆରମ୍ଭ କରି ଏହି ଦେଶର ରାଷ୍ଟ୍ରପତିମାନେ ଦ୍ରୌପଦୀଙ୍କୁ ଜଣାଇଲେ ଶୁଭେଚ୍ଛା
ମସ୍କୋ/କଲମ୍ବୋ/ମାଲେ/କାଠମାଣ୍ଡୁ,୨୫।୭: ରୁଷିଆ, ଶ୍ରୀଲଙ୍କା, ମାଳଦ୍ୱୀପ ଏବଂ ନେପାଳର ରାଷ୍ଟ୍ରପତିଙ୍କ ସମେତ ଅନେକ ବିଶ୍ୱ ନେତା ଭାରତର ୧୫ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତ ସହିତ ନିଜ ନିଜ ଦେଶର ବହୁମୁଖୀ ସମ୍ପର୍କ ବଢ଼ାଇବା ପାଇଁ ମୁର୍ମୁଙ୍କ ସହ କାମ…
ସମଗ୍ର ବିଶ୍ୱ ପାଇଁ ଚାଇନା ଏକ ନମ୍ବର ବିପଦ: ସୁନକ
ଲଣ୍ଡନ,୨୫।୭: ବ୍ରିଟେନର ପ୍ରଧାନମନ୍ତ୍ରୀ ରେସ୍ରେ ଥିବା ଋଷି ସୁନକ ଚାଇନା ଉପରେ କଠୋର ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯଦି ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ସେ ଚାଇନା ବିରୋଧରେ କଡା ନୀତି ଆପଣାଇବେ। କେବଳ ବ୍ରିଟେନ ପାଇଁ ନୁହେଁ,…
ଗୋଟାବାୟାଙ୍କ ନାଁରେ ଯୁଦ୍ଧ ଅପରାଧ ମାମଲା
ସିଙ୍ଗାପୁର,୨୫ା୭: ଦକ୍ଷିଣ ଆଫ୍ରିକାସ୍ଥିତ ଅଧିକାର ଭିତ୍ତିକ ଗୋଷ୍ଠୀ ସିଙ୍ଗାପୁରର ଆଟର୍ନିଂ ଜେନେରାଲଙ୍କ ନିକଟରେ ଅପରାଧିକ ଅଭିଯୋଗ ଦାଖଲ କରି ଯୁଦ୍ଧ ଅପରାଧ ଅଭିଯୋଗରେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କୁ ଗିରଫ କରିବାକୁ ଅନୁରୋଧ କରିଛନ୍ତି। ଅନ୍ତର୍ଜାତୀୟ ଟ୍ରୁଥ୍ ଆଣ୍ଡ୍ ଜଷ୍ଟିସ୍…
ଶାରୀରିକ ସମ୍ପର୍କ ମାଧ୍ୟମରେ ବ୍ୟାପିଥାଏ ମଙ୍କିପକ୍ସ ସଂକ୍ରମଣ, ସର୍ଭେ ରିପୋର୍ଟ…
ଲଣ୍ଡନ,୨୫।୭ : ମଙ୍କିପକ୍ସ ସଂକ୍ରମଣ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ୭୫ରୁ ଅଧିକ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୫ ହଜାରକୁ ବୃଦ୍ଧି ପାଇଛି। ଭାରତରେ ମଧ୍ୟ ଚାରିଟି ମାମଲା ଚିହ୍ନଟ ହୋଇଛି। ଏହାର ଅଧିକାଂଶ ଆକ୍ରାନ୍ତ ପୁରୁଷ…
ପାର୍କରେ ଗୁଳି: ୨ ମୃତ, ୫ ଆହତ
ଲସ୍ ଆଞ୍ଜେଲ୍ସ,୨୫ା୭: ଯୁକ୍ତରାଷ୍ଟ୍ରରେ ରବିବାର ସନ୍ଧ୍ୟାରେ ଏକ ପାର୍କରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ, ସାନ୍ପେଡ୍ରୋରେ ଥିବା ଏକ…
ସୁକୁର୍ଜିମାରୁ ଲାଭା ଉଦ୍ଗୀରଣ, ପଞ୍ଚମସ୍ତରୀୟ ସତର୍କ ସୂଚନା ଜାରି…
ଟୋକିଓ,୨୫।୭ : ଜାପାନର କାଗୋସିମା ଜିଲାର ସାକୁର୍ଜିମା ଆଗ୍ନେୟଗିରିରୁ ରବିବାର ରାତି ୮ଟା ୫ରେ ପ୍ରବଳ ବିସ୍ଫୋରଣ ହୋଇଛି। ଉତ୍ତପ୍ତ ଲାଭ,ପାଉଁଶ ଏବଂ ପଥର କ୍ରମାଗତ ଭାବରେ ଏଥିରୁ ବାହାରୁଛି। ଜାପାନର ପାଣିପାଗ ବିଭାଗ କହିଛି ଯେ ସାକୁର୍ଜିମା ଆଗ୍ନେୟଗିରିରେ ଏଭଳି…
ମଝି ସମୁଦ୍ରରେ ଓଲଟିଲା ଡଙ୍ଗା, ୧୭ ମୃତ…
ପୋର୍ଟ-ୟୁ-ପ୍ରିନ୍ସ୍,୨୫।୭ : ହାଇତି ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ମଝି ସମୁଦ୍ରରେ ବୁଡ଼ିଯାଇଛି। ଏହି ଦୁର୍ଘଟଣାରେ ହାଇତିର ୧୭ ଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨୫ ଜଣଙ୍କୁ ଉଦ୍ଧାର କରାଯାଇଛି। ବାହାମା ଅଧିକାରୀ କହିଛନ୍ତି ଯେ ହାଇତି ପ୍ରବାସୀମାନଙ୍କୁ…
ମଣିପୁର-ନେପାଳରେ ଭୂକମ୍ପ…
ଇମ୍ଫାଲ/କାଠମାଣ୍ଡୁ,୨୫।୭ : ସୋମବାର ସକାଳ ପ୍ରାୟ ୫ଟା ୫୨ ସମୟରେ ଭାରତର ମଣିପୁର ଏବଂ ନେପାଳରେ ଭୂକମ୍ପ ଅନୁଭୂତ ହୋଇଛି। ଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିଲା ବୋଲି ଭାରତୀୟ ଜାତୀୟ ଭୂଗବେଷଣା ନ୍ଦ୍ରେ ପକ୍ଷରୁ ସୂଚନା ପ୍ରଦାନ…
Archives


