ଚାଇନାକୁ କୂଟନୈତିକ ଝଟକା
ସୁବା/ବେଜିଂ,୩୧ା୫: ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ନିଜ ଆଧିପତ୍ୟ ଜାହିର କରିବା ନିମନ୍ତେ ପ୍ରୟାସ କରୁଥିବା ଚାଇନାକୁ ବଡ଼ ଝଟକା ଲାଗିଛି। ପାସିଫିକ୍ ଦ୍ୱୀପଦେଶ ବେଜିଂ ଜାଲରେ ଫସିବାକୁ ନେଇ ଆଶଙ୍କା ଲାଗି ରହିଥିବାବେଳେ ଏହି କ୍ଷେତ୍ରରେ କିନ୍ତୁ ଚାଇନାର କୂଟନୈତିକ ପରାଜୟ…
ୟୁକ୍ରେନ୍ରେ ଫ୍ରାନ୍ସ ଖବରଦାତାଙ୍କ ପରଲୋକ
କିଭ୍,୩୦ା୫: ୟୁକ୍ରେନ୍ରେ ରିପୋର୍ଟିଂ କରୁଥିବା ଫ୍ରାନ୍ସର ଜଣେ ଖବରଦାତା ୩୨ ବର୍ଷୀୟ ଫ୍ରେଡେରିକ୍ ଲିକ୍ଲର୍କ-ଇମହୋଫ୍ଙ୍କ ପରଲୋକ ଘଟିଛି। ଏନେଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ସୋମବାର ଏକ ଟୁଇଟ୍ କରି ସୂଚନା ଦେଇଛନ୍ତି। ୟୁକ୍ରେନ୍ରେ ରୁଷିଆ ଆକ୍ରମଣର ଦୃଶ୍ୟ ସମସ୍ତଙ୍କ ସାମ୍ନାକୁ…
ମଙ୍କିପକ୍ସରେ ଚଳିତ ବର୍ଷର ପ୍ରଥମ ମୃତ୍ୟୁ
ଆବୁଜା, ୩୦ା୫: ନାଇଜେରିଆରେ ସଂକ୍ରାମକ ମଙ୍କିପକ୍ସ ରୋଗରେ ଚଳିତ ବର୍ଷର ପ୍ରଥମ ମୃତ୍ୟୁ ଘଟିଛି। ନାଇଜେରିଆ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ(ସିଡିସି) ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି। ଏଥିସହ ଏଠାରେ ୨୧ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା…
ଇମ୍ରାନଙ୍କୁ ମିଳିଲା ଅଭିଶାପ: ତୃତୀୟ ସ୍ତ୍ରୀ ବି ଛାଡି ଚାଲିଯିବେ
ଇସଲାମାବାଦ୍,୩୦।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଦଳର ଏମ୍ପି ଅମିର ଲିଆକତ ତାଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ଅମିର ଇମ୍ରାନ୍ଙ୍କ ନାଁରେ ଅନେକ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ରାଜନୈତିକ ପରିବର୍ତ୍ତେ ଅଧିକ ବ୍ୟକ୍ତିଗତ ମନେହୁଏ। ଅମିର ଅଭିଯୋଗକରି…
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କ୍ଷୋଭ: କହିଲେ, ମୁଁ ମୋ ପୋଷାକ ବିକିଦେବି
ଇସ୍ଲାମାବାଦ୍,୩୦।୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଖେବର ପଖତୁଙ୍ଖୱାର ମୁଖ୍ୟମନ୍ତ୍ରୀ ମହମୁଦ ଖାନ୍ଙ୍କୁ ଅଲ୍ଟିମେଟମ ଦେଇଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ୨୪ ଘଣ୍ଟା ମଧ୍ୟରେ ୧୦ କିଲୋ ଅଟାର ମୂଲ୍ୟ ୪୦୦ ଟଙ୍କାକୁ ନ ଆଣନ୍ତି, ତେବେ ସେ ଲୋକମାନଙ୍କୁ ଶସ୍ତା ଅଟା…
ନେପାଳ ବିମାନ ଦୁର୍ଘଟଣା: ସମସ୍ତ ଯାତ୍ରୀ ପ୍ରାଣ ହରାଇଥିବା ଆଶଙ୍କା
କାଠମାଣ୍ଡୁ,୩୦।୫: ନେପାଳ ବିମାନ ଦୁର୍ଘଟଣାସ୍ଥଳରୁ ବର୍ତ୍ତମାନ ସୁଦ୍ଧା ୧୪ଜଣଙ୍କ ମୃତଦେହ ଜବତ କରାଯାଇଥିବା ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷେ ପୋଲିସ ଏବଂ ସେନା ଅଧିକାରୀ ଘଟଣାର ସ୍ଥିତି ଅନୁସନ୍ଧାନ କରୁଛନ୍ତି। ଏପରି କି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି…
ପୁଟିନ୍ଙ୍କ ପାଖରେ ରହିଛି ସବୁଠାରୁ ବିପଜ୍ଜନକ ଜହର, ଯନ୍ତ୍ରଣାରେ ଥରି ଉଠିବ ଶରୀର…
ମସ୍କୋ, ୩୦।୫ : ପୃଥିବୀରେ ବିଭିନ୍ନ ପ୍ରକାରର ଜହର ଅଛି। ସେଥିମଧ୍ୟରୁ କେତେକର ପ୍ରୟୋଗ ଦ୍ୱାରା ଶରୀରର ଧୀରେ ଧୀରେ ମୃତ୍ୟୁ ଘଟେ। କିଛି ଜହର କେଇ ସେକେଣ୍ଡ ମଧ୍ୟରେ ମୃତ୍ୟୁ ଘଟାଏ। କେତେକ ଜହର ଏପରି ଅଛି ଏହାର ପ୍ରୟୋଗରେ…
ବାଇଡେନ୍ ପ୍ରଶାସନକୁ ଚେତାବନୀ ଦେଲେ ଚାଇନା ବୈଦେଶିକମନ୍ତ୍ରୀ…
ବେଜିଂ, ୩୦।୫ : ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ ଆମେରିକାର ଚାଇନା ପ୍ରତି ଆଭିମୁଖ୍ୟ ଅତ୍ୟନ୍ତ ବିକୃତ ହୋଇଛି କିନ୍ତୁ ବେଜିଂ ବ୍ଲାକମେଲ କିମ୍ବା ଚାପର ସମ୍ମୁଖୀନ ହେବ ନାହିଁ। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ…
ନେପାଳ ବିମାନ ଦୁର୍ଘଟଣାରେ ସମସ୍ତ ୨୨ ଜଣଙ୍କ ମୃତ୍ୟୁ ଆଶଙ୍କା, ୧୪ ମୃତଦେହ ଉଦ୍ଧାର
କାଠମାଣ୍ଡୁ,୩୦ ।୫: ନେପାଳରେ ରବିବାର ତାରା ଏୟାରର ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ପରେ ସୋମବାର ଏହାର ଧ୍ୱଂସାବଶେଷ ମିଳିଛି । ବିମାନଟି ଉଡିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସୋମବାର ନେପାଳି ସେନା ଦୁର୍ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ବିମାନରେ…
ରୁଷିଆ ସେନାର ହଣ୍ଟ୍ ଟୁ କିଲ୍ ମିଶନ, ତାଲିକାରେ ଜେଲେନକ୍ସି ସମେତ ବହୁ ଶୀର୍ଷ ନେତା…
ମସ୍କୋ/କ୍ୱିଭ୍, ୩୦।୫ : ୟୁକ୍ରେନରେ ଯୁଦ୍ଧ ସମାପ୍ତ ନହେଉଥିବାରୁ ରୁଷିଆର ସୈନ୍ୟବାହିନୀ ଏକ ହଣ୍ଟ୍ ଟୁ କିଲ୍ ମିଶନ ଆରମ୍ଭ କରିଛନ୍ତି। ଏହି ମିଶନର ଉଦ୍ଦେଶ୍ୟ ହେଉଛି ୟୁକ୍ରେନର ବରିଷ୍ଠ ନେତା ଓ ଅଧିକାରୀମାନଙ୍କୁ ହତ୍ୟା କରିବା। ଏହି ମିଶନରେ ରୁଷିଆ…
ଭାରତକୁ ପୁଣି ପ୍ରଶଂସା କଲେ ଇମ୍ରାନ
ଇସଲାମାବାଦ,୩୦ା୫: ପାକିସ୍ତାନର ବର୍ତ୍ତମାନର ମିଳିତ ସରକାରକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କଡ଼ା ସମାଲୋଚନା କରିଛନ୍ତି। ଇମ୍ରାନ ପାକିସ୍ତାନକୁ ‘ଆମେରିକୀୟ ଗୁଲାମ’ କହିଛନ୍ତି। ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ବୃଦ୍ଧି କରିଥିବାବେଳେ ଭାରତ ରୁଷିଆରୁ ଶସ୍ତା ତେଲ କ୍ରୟ କରି ମୂଲ୍ୟ ହ୍ରାସ…
ମେ ୩୦-୩୧ ଦୁଇ ଦିନ ହେବ ଆକାଶରୁ ଉଲ୍କା ବର୍ଷା…
ଓ୍ବାଶିଂଟନ, ୩୦।୫ : ସମଗ୍ର ବିଶ୍ୱର ମହାକାଶ ଗବେଷକଙ୍କ ପାଇଁ ଏକ ଖୁସି ଖବର ଆସିଛି । ମେ ୩୦ ଏବଂ ୩୧ ଦୁଇ ଦିନ ଧରି ଆକାଶରୁ ଉଲ୍କା ବର୍ଷା ହେବ। ଆମେରିକାର ସ୍ପେସ ଏଜେନ୍ସି ନାସା ଅନୁଯାୟୀ, ମେ…
Archives


