ଅନ୍ତର୍ଜାତୀୟ

ଗରମରୁ ରକ୍ଷା ପାଇବାକୁ ଚାଇନା କରୁଛି କୃତ୍ରିମ ବର୍ଷା, ଶୁଖିଲା ୟାଂଗତ୍‌ଜି ନଦୀର ଗୋଟିଏ ଭାଗ

ସାଂଘାଇ,୧୮ ।୮: ଅସହ୍ୟ ଗରମରେ ଆଉଟୁ ପାଉଟୁ ହେଉଛି ଚାଇନା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ୟାଂଗତ୍‌ଜି ନଦୀର ଗୋଟିଏ ଭାଗ ଶୁ୍‌ଖି ଯିବାରୁ ଏହା ଲୋକଙ୍କ ସମସ୍ୟାକୁ ଆହୁରି ବଢାଇ ଦେଇଛି । ଏହି ରେକର୍ଡ ଭଙ୍ଗା ଗରମ…

ଟୁଇଟ୍‌ ପାଇଁ ସାଉଦି ମହିଳାଙ୍କୁ ୩୪ ବର୍ଷ ଜେଲ

ରିୟାଧ, ୧୭ା୮: କେତେକ ଟୁଇଟର ଆକାଉଣ୍ଟକୁ ଫଲୋ କରିବା, ସେଗୁଡ଼ିକର ଟୁଇଟ୍‌କୁ ରିଟୁଇଟ୍‌ କରିବା ଅଭିଯୋଗରେ ସାଉଦି ଆରବର ଜଣେ ମହିଳାଙ୍କୁ ୩୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ୩୪ ବର୍ଷୀୟା ସଲ୍‌ମା ଅଲ୍‌-ଶେହାବ୍‌ ବ୍ରିଟେନର ଲିଡ୍‌ସ ୟୁନିଭର୍ସିଟିରେ ଜଣେ ପିଏଚ୍‌ଡି…

ଶ୍ରୀଲଙ୍କା ଫେରିବେ ଗୋଟାବାୟା

କଲମ୍ବୋ,୧୭ା୮: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଆସନ୍ତା ସପ୍ତାହରେ ଘରକୁ ଫେରିବେ। ଗତ କିଛି ମାସ ଧରି ଦେଶରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ଶ୍ରୀଲଙ୍କାରୁ ପଳାୟନ କରିଥିବା ରାଜପାକ୍ସେ ଜୁଲାଇ ୧୪ରେ ସିଙ୍ଗାପୁର ଯାଇଥିଲେ। ସୂଚନାଯୋଗ୍ୟ, ଦୀର୍ଘ ୭…

ପାକିସ୍ତାନ ଉପରେ ଚାଇନାର ଭରସା ନାହିଁ

ଇସଲାମାବାଦ,୧୭ା୮: ଅର୍ଥନୈତିକ ପରିସ୍ଥିତିର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ଚାଇନା ବହୁ ବିନିଯୋଗ କରୁଛି। କିନ୍ତୁ ପାକିସ୍ତାନରେ ଚାଇନା କର୍ମଚାରୀଙ୍କ ଉପରେ ଆକ୍ରମଣ ହେଉଥିବା ଖବର ଆସୁଛି। ତେଣୁ ଚାଇନାର ପାକିସ୍ତାନ ଉପରେ ଭରସା ରହୁନାହିଁ। ଏହି ଦୃଷ୍ଟିରେ ଚାଇନା ନିଜ ନାଗରିକଙ୍କ…

୧୩ ଦେଶ ଉପରେ ଚାଇନାର ନଜର…

ଓ୍ବାଶିଂଟନ/ବେଜିଂ, ୧୭।୮ : ଚାଇନା ବହୁ ପୂର୍ବରୁ ସମଗ୍ର ପୃଥିବୀକୁ ନିଜ ଦଖଲରେ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲା। ବର୍ତ୍ତମାନ ଏହା ଧୀରେ ଧୀରେ ନିଜ ଲକ୍ଷ୍ୟ ଆଡକୁ ଗତି କରୁଛି। ବିଭିନ୍ନ ଦେଶରେ ସାମରିକ ବେସ ନିର୍ମାଣ କରି ଚାଇନା…

ଭାରତ-ପାକିସ୍ତାନ ଆଣବିକ ଯୁଦ୍ଧରେ ୨୦୦ କୋଟିରୁ ଅଧିକଙ୍କର ହେବ ମୃତ୍ୟୁ, ଆମେରିକା-ରୁଷିଆ ଯୁଦ୍ଧରେ ଧ୍ୱଂସ ହେବ ଅଧା ପୃଥିବୀ, ରିପୋର୍ଟ…

ଓ୍ବାଶିଂଟନ, ୧୭।୮ : ଯଦି ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଆଣବିକ ଯୁଦ୍ଧ ଆରମ୍ଭ ହୁଏ ତେବେ ୨୦୦ ଶହ କୋଟିରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିବାର ଆଶଙ୍କା ରହିଛି। ଆମେରିକାର ରଟଗର୍ସ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରେ…

ହମ୍ବନଟୋଟାରେ ଚାଇନା ଜାହାଜ

କଲମ୍ବୋ, ୧୭ା୮: ଭାରତ ପକ୍ଷରୁ ବାରମ୍ବାର ତାଗିଦ୍‌ ଏବଂ ବିରୋଧ ସତ୍ତ୍ୱେ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ଚାଇନା ମିଲିଟାରୀ ସର୍ଭେ ଜାହାଜ ୟୁଆନ୍‌ ଓ୍ବାଙ୍ଗ୍‌-୫ ମଙ୍ଗଳବାର ମୁତୟନ ହୋଇଛି। ପୂର୍ବରୁ ନୂଆଦିଲ୍ଲୀ ପକ୍ଷରୁ ଚାପ ପକାଯିବା ପରେ ଶ୍ରୀଲଙ୍କା ଏହି ଜାହାଜ…

ଆଫଗାନ୍‌ ମହିଳା କେତେ ସ୍ବାଧୀନ

କାବୁଲ,୧୭ା୮: ବର୍ଷକ ତଳେ ଆଫଗାନିସ୍ତାନର ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ତାଲିବାନ୍‌ କାବୁଲ ଦଖଲ କରିଥିଲା। ତାଲିବାନୀ ଫାଇଟର୍ସ ପ୍ରେସିଡେନ୍ସିଆଲ ପ୍ୟାଲେସ୍‌କୁ କବ୍‌ଜା କରିବା ପୂର୍ବରୁ ତତ୍କାଳୀନ ରାଷ୍ଟ୍ରପତି ଅଶ୍ରଫ୍‌ ଗନି ଦେଶଛାଡ଼ି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ପଳାୟନ କରିଥିଲେ। ପୂର୍ବ…

ବସ୍‌ ତେଲ ଟ୍ୟାଙ୍କର ଧକ୍କା, ୨୦ ଜୀବନ୍ତ ଦଗ୍ଧ…

ଇସଲାମାବାଦ, ୧୬।୮ : ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲାହୋରଠାରୁ ପ୍ରାୟ ୩୫୦ କିଲୋମିଟର ଦୂରରେ ଥିବା ମୁଲତାନରେ ଏକ ଯାତ୍ରୀବାହୀ ବସ ଏବଂ ଏକ…

ପେଣ୍ଟାଗନ-ଭାରତୀୟ ପ୍ରତିରକ୍ଷା ବିଭାଗ ସମ୍ପର୍କ ସୁଦୃଢ଼…

ଓ୍ବାଶିଂଟନ, ୧୬।୮ : ଭାରତ ଏବଂ ଆମେରିକା ମଧ୍ୟରେ ସାମରିକ ସମ୍ପର୍କ ସୁଦୃଢ଼ ହେବାରେ ଲାଗିଛି। ଏହାର କାରଣ ହେଉଛି ଯେ ବର୍ତ୍ତମାନ ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନରେ ଭାରତୀୟ ପ୍ରତିରକ୍ଷା ଅଧିକାରୀ ଅଣସଂରକ୍ଷିତ ପ୍ରବେଶ ସୁବିଧା ଯୋଗାଇ ଦିଆଯାଇଛି। ଆମେରିକାର…

ଶ୍ରୀଲଙ୍କାରେ ପହଞ୍ଚିଲା ଚାଇନା ଅନୁସନ୍ଧାନକାରୀ ଜାହାଜ

କଲମ୍ବୋ,୧୬।୮: ଭାରତର ଆପତ୍ତି ସତ୍ତ୍ୱେ ଚାଇନାର ଅନୁସନ୍ଧାନକାରୀ ଜାହାଜ ୟୁଆନ ୱାଙ୍ଗ-୫ ଶ୍ରୀଲଙ୍କାର ହାମ୍ବାନଟୋଟା ବନ୍ଦରରେ ପହଞ୍ଚିଛି। ଶ୍ରୀଲଙ୍କା ସରକାର ଏହାର ବନ୍ଦରକୁ ଆସିବାକୁ ଅନୁମତି ଦେଇଥିଲେ। ଏହି ଜାହାଜକୁ ଏକ ଅନୁସନ୍ଧାନକାରୀ ଜାହାଜ କୁହାଯାଏ, କିନ୍ତୁ ଏହା ମୁଖ୍ୟତଃ ଚାଇନା…

କାବୁଲରେ ତାଲିବାନର ବିଜୟ ଉତ୍ସବ: ଟ୍ରକରେ ବନ୍ଧୁକ ସହ ତାଲିବାନ ନେତାଙ୍କ ଶୋଭାଯାତ୍ରା

କାବୁଲ,୧୬।୮: ଆଫଗାନିସ୍ତାନରେ ତାଲିବାନ ଶାସନର ଏକ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ରାଜଧାନୀ କାବୁଲର ଭାରତୀୟ ଦୂତାବାସ ନିକଟସ୍ଥ ଗ୍ରୀନ ଜୋନ୍‌ର ରାଜ୍ୟ ମିଡିଆ ଅଡିଟୋରିୟମରେ ତାଲିବାନ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି। ଏଥିରେ ତାଲିବାନର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri