ଗଛରେ ପିଟିହେଲା ବସ୍: ୧୦ ମୃତ, ୨୦ ଆହତ
ଢାକା,୨୯ା୫: ବାଂଲାଦେଶର ଦକ୍ଷିଣ ବରିଶାଲ ଜିଲାରେ ଏକ ଯାତ୍ରୀବାହୀ ବସ୍ ରବିବାର ସକାଳେ ଗଛରେ ଧକ୍କା ହେବାରୁ ଅତି କମ୍ରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା କୁହାଯାଉଛି। ଓ୍ବାଜିରପୁର ପୋଲିସର ସୂଚନାନୁସାରେ, ଆହତମାନଙ୍କୁ…
ନେପାଳରେ ୧୨ ବର୍ଷରେ ୭ ବିମାନ ଦୁର୍ଘଟଣା, ୧୬୬ ଜଣଙ୍କ ମୃତ୍ୟୁ…
କାଠମାଣ୍ଡୁ, ୨୯।୫ : ଦେଶରେ ନେପାଳର ତାରା ଏୟାରଲାଇନ୍ସର ବିମାନ ୯-ଏନଏଇଟି ସହିତ ଯୋଗାଯୋଗ ସମ୍ପର୍କ ଛିନ୍ନ ହୋଇଛି। ବିମାନଟି ପୋଖରାରୁ ଜୋମସୋମକୁ ଯାଉଥିଲା। ବିମାନରେ ୨୨ ଜଣ ଲୋକ ଥିଲେ। ଏଥିରେ ଚାରିଜଣ ଭାରତୀୟ ଏବଂ ତିନି ଜଣ ଜାପାନୀ…
ଶ୍ରୀଲଙ୍କାରେ ବିଜୁଳି ସଙ୍କଟ, ଜୁନ୍ରୁ ଲାଗୁ ହେବ ଏହି ଯୋଜନା
କଲମ୍ବୋ,୨୯ା୫: ଶ୍ରୀଲଙ୍କାରେ ବିଜୁଳି ସଙ୍କଟ ଦେଖାଦେଇଛି। ଶକ୍ତି ମନ୍ତ୍ରୀ କଞ୍ଚନା ଓ୍ବିଜେସେକେରା ରବିବାର କହିଛନ୍ତି, ‘ତ୍ୱରିତ ନବୀକରଣ ଯୋଗ୍ୟ ଶକ୍ତି ଉତ୍ପାଦନ’ ଯୋଜନା ଜୁନ୍ ୨ରୁ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି। ବିଦ୍ୟୁତ୍ ଉତ୍ପାଦନ ପାଇଁ ଇନ୍ଧନ ବିଲ୍ ପ୍ରତି ମାସରେ…
ପୁଟିନ୍ଙ୍କ ଘଟି ସାରିଛି ମୃତ୍ୟୁ, ତାଙ୍କ ଚେହେରା ଭଳି ବ୍ୟକ୍ତି କ୍ଷମତାରେ, ବ୍ରିଟିଶ୍ ଗୁପ୍ତଚର ସଂସ୍ଥାର ଦାବି !…
ଲଣ୍ଡନ/ମସ୍କୋ, ୨୯।୫ : ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍ଙ୍କ ମୃତ୍ୟୁ ଘଟି ସାରିଛି। ତାଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଜାଣିଶୁଣି କ୍ଷମତାରେ ରଖାଯାଇଛି। ଏଭଳି ଚାଞ୍ଚଲ୍ୟକର ତଥ୍ୟ ବ୍ରିଟିଶ୍ ଗୁପ୍ତଚର ସଂସ୍ଥା ଏମ୍ଆଇ-୧୬ର ଅଧିକାରୀମାନେ ପ୍ରକାଶ କରିଛନ୍ତି। ଅଧିକାରୀମାନେ କହିଛନ୍ତି,…
ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ, ଏଥିରେ ଅଛନ୍ତି ୨୨ ଯାତ୍ରୀ; ୪ ଭାରତୀୟ
କାଠମାଣ୍ଡୁ,୨୯ା୫: ନେପାଳରେ ତାରା ଏୟାର-୯ ବିମାନ ଯୋଗାଯୋଗ ହରାଇଛି। ରବିବାର ସକାଳେ ବିମାନଟି ଉଡ଼ାଣ କରିଥିଲା। ବିମାନବନ୍ଦର ଅଧିକାରୀଙ୍କ କହିବାନୁସାରେ, ତାରା ଏୟାରର ଡବଲ ଇଞ୍ଜିନ ବିମାନ ଆଜି ସକାଳେ ପୋଖରାଠାରୁ ଜୋମସୋମ ଅଭିମୁଖେ ଯାତ୍ରା କରିଥିଲା। ବିମାନ ସହିତ ଶେଷ…
ଇମ୍ରାନଙ୍କୁ ମରିୟମଙ୍କ କଡ଼ା ଜବାବ
ଇସଲାମାବାଦ,୨୯ା୫: ପାକିସ୍ତାନରେ ନୂଆ ସରକାର ଗଠନ ପରେ ଏଠାରେ ରାଜନୈତିକ ଉତ୍ତେଜନା ଜାରି ରହିଛି। ଇମ୍ରାନ ଖାନ୍ ସରକାରଙ୍କୁ ଶୀଘ୍ର ନିର୍ବାଚନ କରିବାକୁ ଦାବି କରୁଛନ୍ତି। ନିର୍ବାଚନ ପରିଚାଳନା ଦାବିରେ ସେ ଏକ ବିରୋଧ ମଧ୍ୟ ପ୍ରଦର୍ଶନ କରିଥିଲେ। ଇମ୍ରାନଙ୍କୁ ଜବାବ…
ଲିମ୍ପିଆଧୁରା-ଲିପୁଲେଖ-କାଲାପାନି ନେଇ ପୁଣି ଅଡ଼ି ବସିଲା ନେପାଳ…
କାଠମାଣ୍ଡୁ, ୨୯।୫ : ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା କହିଛନ୍ତି ଯେ ତାଙ୍କ ସରକାର ଏହାର ଅଞ୍ଚଳ ରକ୍ଷା କରିବାକୁ ପ୍ରସ୍ତୁତ। ଲିମ୍ପିୟାଧୁରା, ଲିପୁଲେଖ ଏବଂ କାଲାପାନି ଅଞ୍ଚଳ ହେଉଛି ନେପାଳର। ଏଭଳି କହି ନେପାଳ ପୁଣି ଏସବୁ ଅଞ୍ଚଳକୁ…
‘ପ୍ରେମର ଅମର ଔଷଧ’ ନାମରେ ଟିକାକରଣ କରୁଛନ୍ତି ଏକଛତ୍ରବାଦୀ ଶାସକ…
ପୋଙ୍ଗୟାଙ୍ଗ, ୨୯।୫ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଘୋଷଣା କରିଛନ୍ତି ଯେ କରୋନା ଭାଇରସ ଟିକାକରଣ ହେଉଛି ତାଙ୍କ ଦ୍ୱାରା ଦିଆଯାଇଥିବା ‘ପ୍ରେମର ଅମର ଔଷଧ‘। ଏହାକୁ ନେବା ପରେ ଲୋକମାନେ କରୋନା ମହାମାରୀରୁ ବଞ୍ଚିପାରିବେ।…
ପୁଟିନ ଆଉ ବଞ୍ଚିବେ ୩ ବର୍ଷ, ଡାକ୍ତରଙ୍କ ଦାବି !…
ମସ୍କୋ, ୨୯।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚେତାବନୀ ଦିଆଯାଇଛି। ସେ ଆଉ ମାତ୍ର ୩ ବର୍ଷ ବଞ୍ଚିବେ। ରୁଷିଆର ରାଷ୍ଟ୍ରପତି ଭବନ ନେତାଙ୍କ ଅବସ୍ଥାକୁ ନେଇ ଚିନ୍ତିତ ହୋଇପଡ଼ିଛି। ରୁଷିଆର ଗୁପ୍ତଚର ଏଜେନ୍ସି ଏଫଏସବିର ଜଣେ ଅଧିକାରୀ ପୁଟିନଙ୍କ…
ବନ୍ୟା-ଭୂସ୍ଖଳନରେ ୩୧ ମୃତ, ହଜାରେରୁ ଅଧିକ ବେଘର…
ବ୍ରାସିଲିଆ, ୨୯।୫ : ବ୍ରାଜିଲର ଉତ୍ତର-ପୂର୍ବ ରାଜ୍ୟ ପେରନାମବୁକୋରେ ପ୍ରବଳ ବର୍ଷା ଯୋଗୁ ବନ୍ୟ ସହିତ ଭୂସ୍ଖଳନ ଘଟିଛି। ଏହି ଘଟଣାରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି। କେତେକ ଲୋକ ମଧ୍ୟ ନିଖୋଜ ରହିଛନ୍ତି। ବନ୍ୟଶ ଷଟଶଘଉ ତ୍ଡଉ ଷଲାକ ଜଳବନ୍ଦୀ…
ୟୁକ୍ରେନ୍ରୁ ଶସ୍ୟ ପରିବହନ ଉପରେ ଆଲୋଚନା ପାଇଁ ରୁଷିଆ ରାଜି
ମସ୍କୋ, ୨୯ା୫: ୟୁକ୍ରେନ୍ ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଖାଦ୍ୟସଙ୍କଟ ଦେଖାଦେଇଛି। କୃଷ୍ଣ ସାଗର ଓ ଆଜୋଭ ସାଗରକୁ ରୁଷିଆ ବ୍ଲକ୍ କରିଥିବାରୁ ୟୁକ୍ରେନ୍ରୁ ଖାଦ୍ୟଶସ୍ୟ ପରିବହନ ବାଧାପ୍ରାପ୍ତ ହୋଇଛି। ଏ ନେଇ ଜର୍ମାନୀ ଚାନ୍ସେଲର ଓଲାଫ୍ ସ୍କୋଲ୍ଜ ଏବଂ ଫ୍ରାନ୍ସ…
୫୦ ଦିନରେ ଗୋଟାବାୟା ବିରୋଧୀ ଆନ୍ଦୋଳନ
କଲମ୍ବୋ,୨୯।୫(ପି.ଟି.): ଶ୍ରୀଲଙ୍କାରେ ଗମ୍ଭୀର ଆର୍ଥିକ ସଙ୍କଟକୁ ନେଇ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ ଇସ୍ତଫା ଦାବିରେ ସରକାର ବିରୋଧୀ ଆନ୍ଦୋଳନ ଶନିବାର ୫୦ ଦିନରେ ପହଞ୍ଚତ୍ଛି। ଏପ୍ରିଲ ୯ରୁ ‘ଗୋ ଗୋଟା ଗାମା’ (ଗୋଟାବାୟା ଗାଁକୁ ଯାଅ) ଆନ୍ଦୋଳନ ଆରମ୍ଭ ହୋଇଥିଲା। ଆନ୍ଦୋଳନର…
Archives


