ପୁଣି ବାଲେଷ୍ଟିକ ମିଶାଇଲ ପରୀକ୍ଷା କଲେ କିମ

ପୋଙ୍ଗୟାଙ୍ଗ,୨୫ ।୯: ପୁଣିଥରେ ଚର୍ଚ୍ଚାରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ । ସେ ତାଙ୍କର ପୂର୍ବ ଅଭ୍ୟାସକୁ ଛାଡି ପାରୁ ନ ଥିବା ନେଇ ହୋଇଛି ଚର୍ଚ୍ଚା । କାରଣ ରବିବାର ସକାଳେ ପୁଣିଥରେ କିମଙ୍କ ପୁରୁଣା ପ୍ରକୃତି ଦେଖିବାକୁ ମିଳିଛି । ଆମେରିକା ଓ ପଡୋଶୀ ଦେଶ ଦକ୍ଷିଣ କୋରିଆର ଚେତାବନୀ ପରେ ବି କିମ ରବିବାର ସକାଳେ ଏକ ବାଲେଷ୍ଟିକ ମିଶାଇଲର ପରୀକ୍ଷଣ କରିଛନ୍ତି । ଏହି ଅଜ୍ଞାତ ମିଶାଇଲର ପରୀକ୍ଷଣ ପରେ ଏବେ ପୁଣିଥରେ ସେ ଆସିଯାଇଛନ୍ତି ଚର୍ଚ୍ଚାକୁ । ପୂର୍ବରୁ ବହୁ ବାରଣ ପରେ ବି କିମ ତାଙ୍କ ଜିଦରେ ଅଟଳ ରହିବା ସହ କେତେଥର ବାଲେଷ୍ଟିକ ମିଶାଇ ପରୀକ୍ଷା କରାଯାଇଥିବା ଦେଖାଯାଇଛି । ତେଣୁ ଏବେ ଆଲେଚନା ହେଉଛି କି କିମ ତାଙ୍କ ପୂର୍ବ ପ୍ରକୃତିରୁ ବାହାରି ପାରୁ ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପରେ କେଉଁଠି ରହିବେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୭ା୧୨: ଡିସେମ୍ବର ଶେଷ ହେବା ସହିତ ଆମେରିକା ରାଷ୍ଟ୍ରପତି ଭବନରୁ ଡୋନାଲ୍ଡ ଟ୍ରମ୍ପ୍‌ ବିଦା ହେବାର ସମୟ ମଧ୍ୟ ଆସିଯାଉଛି। ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା...

ଶକ୍ତିଶାଳୀ ଲେଜର ଅସ୍ତ୍ର ପ୍ରସ୍ତୁତ କରୁଛି ଆମେରିକା, ଆଖିପିଛୁଳାକେ ପୋଡ଼ି ପାଉଁଶ ହେବ କ୍ଷେପଣାସ୍ତ୍ର…

ଓ୍ବାଶିଂଟନ,୨।୧୧: ଆମେରିକା ଏକ ଅତ୍ୟାଧୁନିକ ୩୦୦ କିଲୋଓ୍ବାଟ୍‌ କ୍ଷମତା ବିଶିଷ୍ଟ ଲେଜର ଅସ୍ତ୍ର ପ୍ରସ୍ତୁତ କରୁଛି। ଆଖିପିଛୁଳାକେ ଏହା ଯେକୌଣସି କ୍ଷେପଣାସ୍ତ୍ରକୁ ପୋଡ଼ି ପାଉଁଶ କରିଦେବ।...

ମହାକାଶ ସଫେଇ ଅଭିଯାନ: ୨୦୨୫ରେ ପଠାଯିବ ସ୍ବତନ୍ତ୍ର ଉପଗ୍ରହ

ବେର୍ନ,୨୮।୧୧: ମହାକାଶରେ ଧୀରେଧୀରେ ଆବଜର୍ନା ବଢ଼ିବାରେ ଲାଗିଛି। ବିଭିନ୍ନ ଦେଶର ମହାକାଶ ଯୋଜନା ଅନ୍ତର୍ଗତ ପଠାଯାଉଥିବା ଉପଗ୍ରହ ଏବଂ ଅନ୍ୟ ସର୍ଭେଲାନ୍ସ୍‌ ପଦାର୍ଥ ଅକାମୀ ହେବା...

କାବୁଲ ବିମାନବନ୍ଦର ଗୁଳିବର୍ଷଣରେ ୫ ମୃତ: ସଙ୍କଟରେ ଫସିଲେ ଭାରତୀୟ

କାବୁଲ,୧୬।୮: ଆଫଗାନିସ୍ତାନରେ ଏବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ତାଲିବାନ ଦେଶକୁ ଦଖଲ କରି ନେବାପରେ ଦେଶରେ ପରିସ୍ଥିତି ଭୟଙ୍କର ରହିଛି। ଲୋକମାନେ ଭୟରେ ଦେଶ...

ଏସ୍‌ସିଓ ବୈଠକରେ ମୋଦିଙ୍କ ସମ୍ବୋଧନ, ଏହି ୧୦ କଥା ଉପରେ ଦେଲେ ଗୁରୁତ୍ୱ

ସମରକନ୍ଦ,୧୬ା୯: ଉଜବେକିସ୍ତାନର ସମରକନ୍ଦ ସହରରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ...

ମୋଦିଙ୍କୁ ପ୍ରଶଂସା କଲେ ଲଣ୍ଡନର ପ୍ରଫେସର

ଲଣ୍ଡନ,୧୬।୪: ବିଶ୍ୱ ବ୍ୟାଙ୍କର ଏକ କାର୍ଯ୍ୟକ୍ରମ ହାଓ ବିହେଭିରିୟାଲ ଚେଞ୍ଚ କ୍ୟାନ ଟ୍ୟାକେଲ କ୍ଲାଇମେଟ ଚେଞ୍ଜ ସମୟରେ ଲଣ୍ଡନ ସ୍କୁଲ ଅଫ ଇକନୋମିକ୍ସର ପ୍ରଫେସର ନିକୋଲସ...

ୟେମେନ୍‌ରେ ରକ୍ତାକ୍ତ ସଂଘର୍ଷ: ୪୪ ମୃତ

ସାନା, ୧୦।୫(ଆଇଏଏନ୍‌ଏସ୍‌): ୟେମେନ୍‌ର ତୈଳ ବହୁଳ ମାରିବ୍‌ ପ୍ରଦେଶରେ ସରକାର ସପକ୍ଷବାଦୀ ଗୋଷ୍ଠୀ ଏବଂ ହାଉଥି ବିଦ୍ରୋହୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୪୪ ଜଣଙ୍କ...

ସିଏଏ, ଏନ୍‌ଆର୍‌ସି ଭାରତର ଆଭ୍ୟନ୍ତରୀଣ ବ୍ୟାପାର: ଶେଖ ହସିନା

ଦୁବାଇ,୧୯।୧: ନାଗରିକତ୍ୱ ସଂଶୋଧିତ ଆଇନ୍‌(ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଥିଲାବେଳେ ଏହାକୁ ନେଇ ରାଜନୀତି...

Advertisement
Archives

Model This Week