ବ୍ରିଟେନରେ ଜନ୍ମାଷ୍ଟମୀ ପାଳିଲେ ଋଷି ସୁନକ, ପତ୍ନୀଙ୍କ ସହ ପହଞ୍ଚିଲେ ଇସ୍କନ ମନ୍ଦିର
ଲଣ୍ଡନ,୧୯ ।୮: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଲଢୁଥିବା ମୂଳ ଭାରତୀୟ ଋଷି ସୁନକ ବ୍ରିଟେନରେ ଜନ୍ମାଷ୍ଟମୀ ପାଳନ କରିଛନ୍ତି । ଏହି ଅବସରରେ ସେ ଇଣ୍ଟରନ୍ୟାଶନାଲ ସୋସାଇଟି ଫର କୃଷ୍ଣା କନସିୟସନେସ(ଇସ୍କନ) ମନ୍ଦିର ସମାରୋହରେ ଯୋଗ ଦେଇଥିଲେ । ପତ୍ନୀ…
ୟୁକ୍ରେନ୍ରେ ଗୁଟେରସ୍, ଏର୍ଡୋଗାନ୍
ଲଭିଭ୍, ୧୯ା୮:ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଏବଂ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ମଧ୍ୟସ୍ଥତା କରିଆସିଥିବା ତୁର୍କୀ ରାଷ୍ଟ୍ରପତି ରେସେପ୍ ତୟିପ୍ ଏର୍ଡୋଗାନ୍ ଗୁରୁବାର ଏହି ପୂର୍ବ ୟୁରୋପୀୟ ଦେଶୀ ଲଭିଭ୍ ସହରରେ ପହଞ୍ଚିଛନ୍ତି। ଫେବୃୟାରୀ ୨୪ରେ ୟୁକ୍ରେନ୍ ଉପରେ ରୁଷିଆ…
ଭାଇରାଲ ଭିଡିଓରେ ଫିନ୍ଲାଣ୍ଡ ପ୍ରଧାନମନ୍ତ୍ରୀ
ହେଲସିଙ୍କି,୧୯।୮:ଫିନ୍ଲାଣ୍ଡ ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ଏକ ପାର୍ଟିରେ ତାଙ୍କ ବନ୍ଧୁମାନଙ୍କ ସହ ନିଶାଗ୍ରସ୍ତ ଅବସ୍ଥାରେ ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିରୋଧୀ ଦଳ ଏହାର କଡ଼ା ସମାଲୋଚନା କରିଛି। ପ୍ରଧାନମନ୍ତ୍ରୀଙ୍କ ଡ୍ରଗ୍ସ ପରୀକ୍ଷା ଲାଗି ବିରୋଧୀମାନେ ଦାବି…
ଜିନ୍ପିଙ୍ଗ୍ଙ୍କ ସାମୁଦ୍ରିକ ଅଭିସନ୍ଧି
ନୂଆଦିଲ୍ଲୀ,୧୯ା୮:ଆଫ୍ରିକୀୟ ରାଷ୍ଟ୍ର ଜିବୁଟିରେ ଚାଇନାର ନୌସେନା ଘାଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି। ଭାରତ ମହାସାଗରରେ ଡ୍ରାଗନ୍ ନିଜ ଯୁଦ୍ଧବିମାନଗୁଡ଼ିକୁ ମୁତୟନ କରିଥିବା ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ଦୃଶ୍ୟମାନ ହେଉଛି। ଜିବୁଟ ନୌସେନା ଘାଟି ହେଉଛି ବେଜିଂର ପ୍ରଥମ ଦରିଆପାରି ମିଲିଟାରି…
ଚାଇନାରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ: ୧୬ ମୃତ
ବେଜିଂ,୧୮।୮: ପଞ୍ଚିମ ଚାଇନାରେ ପ୍ରବଳ ବର୍ଷା ସାଙ୍ଗକୁ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଭୂସ୍ଖଳନ ଯୋଗୁ ଏକ ନଦୀର ଗତିପଥ ବଦଳିଯିବାରୁ ପାଣି ମାଡ଼ି ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ୧୮ ଜଣ ନିଖୋଜ ଥିବା ଜଣାପଡିଛି। ତେବେ ମୃତକଙ୍କ…
୧୦ ସନ୍ତାନ ଜନ୍ମ ଦେଲେ ମହିଳାଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା
ମସ୍କୋ,୧୮।୮: କୋଭିଡ ମହାମାରୀ ଏବଂ ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ସୃଷ୍ଟି ହୋଇଥିବା ଦେଶର ଜନସଂଖ୍ୟା ସଙ୍କଟକୁ ପୁନଃସ୍ଥାପିତ କରିବା ଉଦ୍ଦେଶ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଅଫର୍ ଘୋଷଣା କରିଛନ୍ତି। ୧୦ କିମ୍ବା ଅଧିକ ସନ୍ତାନ ଜନ୍ମ କଲେ ମହିଳାମାନଙ୍କୁ…
ଟପ୍ ୧୦ରେ ଦିଲ୍ଳୀ, କୋଲକାତା
ଓ୍ବାଶିଂଟନ୍,୧୮।୮:: ଭାରତର ୨୦ ସହର ମଧ୍ୟରୁ ୧୮ ସହରରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ପ୍ରଭାବିତ ସହରାଞ୍ଚଳ ବାୟୁରେ ଫାଇନ୍ ପାର୍ଟିକଲ ପଲ୍ୟୁଟାଣ୍ଟ (ପିଏମ୍୨.୫)ର ପରିମାଣ ବୃଦ୍ଧି ପାଇଥିବା ରିପୋର୍ଟ ଦର୍ଶାଯାଇଛି। ଆମେରିକାର ରିସର୍ଚ୍ଚ ଅର୍ଗାନାଇଜେଶନ୍ ହେଲ୍ଥ ଇଫେକ୍ଟସ୍ ଇନ୍ଷ୍ଟିଚ୍ୟୁଟ…
ମଙ୍କିପକ୍ସ ସଂକ୍ରମିତଙ୍କ ସମ୍ପର୍କରେ ଆସି କୁୁକୁର ସଂକ୍ରମିତ!
ପ୍ୟାରିସ,୧୮ ।୮: ସାରା ବିଶ୍ୱରେ ମଙ୍କିପକ୍ସ ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି । ଇତିମଧ୍ୟରେ ମଙ୍କିପକ୍ସକୁ ନେଇ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ସାମ୍ନାକୁ ଆସିଛି । ଫ୍ରାନ୍ସର ପ୍ୟାରିସରେ ମଣିଷଠାରୁ ଏକ କୁକୁରକୁ ମଙ୍କିପକ୍ସ ସଂକ୍ରମଣ ହୋଇଛି ।…
ଟ୍ରମ୍ପ୍ଙ୍କ ଚ୍ୟାଲେଞ୍ଜର ହେବେ ଲିଜ୍
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ହ୍ବାଇଟ୍ ହାଉସ୍କୁ ଦୂରେଇ ରଖିବା ପାଇଁ ସବୁ ପ୍ରକାର ଉଦ୍ୟମ ଚଳାଇବେ ବୋଲି ରିପବ୍ଳିକାନ୍ ରିପ୍ରେଜେଣ୍ଟେଟିଭ୍ ଲିଜ୍ ଚେନି ପଣ କରିଛନ୍ତି। ଟ୍ରମ୍ପ୍ଙ୍କ ସମର୍ଥତ୍ତ ପ୍ରାଇମେରି ଚ୍ୟାଲେଞ୍ଜର ହ୍ୟାରିଏଟ୍ ହେଗ୍ମ୍ୟାନଙ୍କଠାରୁ ହାରିଯିବା ପରେ ଚେନି…
ମସ୍ଜିଦ୍ରେ ବିସ୍ଫୋରଣ: ୨୦ ନିହତ
କାବୁଲ,୧୮।୮: ଆଫଗାନିସ୍ଥାନ କାବୁଲର ଖେର ଖାନା ମସ୍ଜିଦ୍ରେ ବିସ୍ଫୋରଣରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ତାଲିବାନ୍ ଇଣ୍ଟେଲିଜେନ୍ସ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ ବିସ୍ଫୋରଣରେ ୩୫ରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ଆଶଙ୍କା କରାଯାଉଛି। ବୁଧବାର ସନ୍ଧ୍ୟାରେ…
ଜଳବାୟୁକୁ ନେଇ ଚାଇନା-ଆମେରିକା ଟୁଇଟର କଳି
ବେଜିଂ, ୧୮।୮:ଜଳବାୟୁ ନୀତିକୁ ନେଇ ଶକ୍ତିଶାଳୀ ଆମେରିକା ଓ ଚାଇନା ଟୁଇଟରରେ କଳି ଆରମ୍ଭ କରିଛନ୍ତି। ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ପାଲଟିଥିବା ସବୁଜଗୃହ ବାଷ୍ପ ନିର୍ଗମନ ପାଇଁ ଉଭୟ ଦେଶ ଦାୟୀ। ତେବେ ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଜୋ…
ରୁଷିଆରେ ଏକାଠି ଯୁଦ୍ଧାଭ୍ୟାସ କରିବେ ଭାରତ-ଚାଇନା ସେନା, ସାଥିରେ ରହିବେ ବେଲାରୁଷ, ତାଜିକିସ୍ତାନ, ମଙ୍ଗୋଲିଆ
ବେଜିଂ.୧୮ ।୮: ପୂର୍ବ ଲଦ୍ଦାଖର ଏଲଏସିରେ ୨ ବର୍ଷରୁ ଅଧିକ ସମୟ ହେବ ଚାଇନା ସେନାଙ୍କ ଗତିରୋଧ ମଧ୍ୟରେ ଏବେ ଭାରତ ଓ ଚାଇନା ସେନା ରୁଷିଆରେ ହେବାକୁ ଥିବା ବିଶ୍ୱ ଯୁଦ୍ଧାଭ୍ୟାସରେ ଏକାଠି ଭାଗ ନେବେ ବୋଲି ଜଣାପଡିଛି ।…
Archives


