ଅନ୍ତର୍ଜାତୀୟ

ରୁଷିଆ-ୟୁକ୍ରେନ୍‌ ଶାନ୍ତି ଯୋଜନା, ଜେଲେନସ୍କିଙ୍କ ସର୍ତ୍ତ…

ମସ୍କୋ/କ୍ୱିଭ୍‌,୧୭।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ୨୨ ଦିନ ବିତିଛି। ଆମେରିକା ସମେତ ନାଟୋ ଦେଶଗୁଡ଼ିକ ରୁଷିଆ ବିରୁଦ୍ଧରେ ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭ୍ଲାଦିମିର ପୁଟିନଙ୍କୁ ଯୁଦ୍ଧ ଅପରାଧୀ...

ଭାରତୀୟ ବିଚାରପତିଙ୍କ ରୁଷିଆ ବିରୋଧରେ ମତଦାନ…

ହେଗ୍‌,୧୭।୩ : ୟୁକ୍ରେନରେ ତୁରନ୍ତ ସାମରିକ କାର୍ଯ୍ୟ ବନ୍ଦ କରିବାକୁ ରୁଷିଆକୁ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ) କହିଛି। ଏହି ପ୍ରସଙ୍ଗରେ ୧୩-୨ ମତଦାନ ପରେ ଆଇସିଜେ ଏହି ନିର୍ଦ୍ଦେଶ ଜାରି କରିଛି। ଭୋଟ ସମୟରେ ୧୩ ଟି ଦେଶ ସପକ୍ଷରେ...

କମଲା ହାରିସ୍‌ଙ୍କୁ ‘ଫାଷ୍ଟ ଲେଡି’ କହିଲେ ବାଇଡେନ୍‌

ଓ୍ବାଶିଂଟନ୍‌, ୧୭ା୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଙ୍ଗଳବାର ହ୍ବାଇଟ୍‌ହାଉସ୍‌ରେ ‘ସମାନ ବେତନ ଦିବସ’ ଉପରେ ମନ୍ତବ୍ୟ ରଖୁଥିବାବେଳେ ଭୁଲ୍‌ରେ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ଫାଷ୍ଟ ଲେଡି (ଦେଶର ପ୍ରଥମ ମହିଳା) ସମ୍ବୋଧନ କରିଥିଲେ। ଏହା ପରେ ହ୍ବାଇଟ୍‌ ହାଉସ୍‌ରେ...

ଇମ୍ରାନ୍‌ ସରକାର ଟଳମଳ

ଇସ୍‌ଲାମାବାଦ, ୧୭ା୩: ଗତ ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବା ପରେ ତାଙ୍କ ସମସ୍ୟା ବଢ଼ିଛି। ଶାସକ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ସହ ମେଣ୍ଟ କରିଥିବା ଦଳଗୁଡ଼ିକ ଶତପ୍ରତିଶତ ବିରୋଧୀଙ୍କ ଆଡ଼କୁ ଢଳିବା ଖବର...

ଭଗ୍ନାବଶେଷ ତଳେ ଜୀବନ

କ୍ୱିଭ୍‌, ୧୭ା୩: ଜିଦ୍‌ରେ ଅଟଳ ରୁଷିଆ ୨୧ ଦିନ ଧରି ୟୁକ୍ରେନ୍‌ରେ ଗୁଳିଗୋଳା, କ୍ଷେପଣାସ୍ତ୍ର ବର୍ଷା କରିଚାଲିଛି। ଆକ୍ରମଣରୁ ବାଦ୍‌ ପଡ଼ିନାହାନ୍ତି ସାଧାରଣ ନାଗରିକ, ସେମାନଙ୍କ ଘରବାରି। ଶିଶୁ, ମାତୃ ହସ୍ପିଟାଲ ସହ ଅନ୍ୟ ଡାକ୍ତରଖାନା, ସ୍କୁଲ, ଶତାଧିକ ବହୁତଳପ୍ରାସାଦ...

ରୁଷିଆ ଆକ୍ରମଣ ବନ୍ଦ କରୁ: ଆଇସିଜେ

ହେଗ୍‌, ୧୭ା୩: ରୁଷିଆ ତୁରନ୍ତ ୟୁକ୍ରେନ୍‌ ଉପରେ ଆକ୍ରମଣ ବନ୍ଦ କରୁ ବୋଲି ନେଦରଲାଣ୍ଡସ୍‌ର ହେଗ୍‌ସ୍ଥିତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ସ୍ଥିତି ଅଧିକ ଖରାପ ହେବା ଭଳି କାର୍ଯ୍ୟରୁ ଉଭୟ ପକ୍ଷ ନିବୃତ୍ତ...

ଥରିଲା ଜାପାନ

ଟୋକିଓ,୧୬।୩: ଜାପାନର ରାଜଧାନୀ ଟୋକିଓରେ ଭୂକମ୍ପ ଝଟ୍‌କା ଲାଗିଛି। ରାତି ପ୍ରାୟ ୮.୦୬ରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପାଡିଛି। ଲୋକେ ଭୂକମ୍ପ ହେବା ଜାଣି ଘରୁ ବାହାରକୁ ପଳାଇ ଆସିଥିଲେ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ରିକ୍ଟର ସ୍କେଲରେ...

ଆମେରିକା ସଂସଦକୁ ସମ୍ବୋଧନ କଲେ ଜେଲେନସ୍କି

ମସ୍କୋ,୧୬।୩: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ବୁଧବାର ଆମେରିକା କଂଗ୍ରେସ କିମ୍ବା ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜେଲେନସ୍କି ସିଧାସଳଖ ସହାୟତା ପାଇଁ ଆମେରିକାକୁ ନିବେଦନ କରିଛନ୍ତି। ୟୁକ୍ରେନକୁ ଏହି ସମୟରେ ଆମେରିକାର ଆବଶ୍ୟକତା...

ୟୁକ୍ରେନ-ରୁଷିଆ ବିବାଦ ଶେଷ ହେବାର ସଙ୍କେତ

କ୍ୱିଭ୍‌,୧୬ା୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା କଥାବାର୍ତ୍ତା ଏହି ବିବାଦର ସମାପ୍ତ ହେବାର ସଙ୍କେତ ଦେଉଛି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଦୁଇ ଦେଶ ମଧ୍ୟରେ ଆଲୋଚନା ଏକ ବାସ୍ତବବାଦୀ ଆଭିମୁଖ୍ୟ ଗ୍ରହଣ କରୁଛି। ୟୁକ୍ରେନ ଜାଣେ ଯେ,...

କରୋନା ପୁଣି ଫେରିଲା, ୫ କୋଟି ଲୋକ ଘରେ ବନ୍ଦ…

ବେଜିଂ, ୧୬।୩ : କରୋନା ମହାମାରୀ ପୁଣି ଚାଇନାକୁ ଫେରିଛି। ଗତ ତିନି ଦିନ ଧରି ଚାଇନାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫,୨୮୦ ନୂତନ ମାମଲା ପଞ୍ଜିକୃତ ହୋଇଛି। ସେଥିମଧ୍ୟରୁ...

ସୌଦି ଆରବ ସ୍କୁଲ ପିଲା ଶିଖିବେ ଯୋଗ…

ରିଆଦ୍‌, ୧୬।୩ : ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ଯୋଗକୁ ସମଗ୍ର ବିଶ୍ୱରେ ବହୁତ ପସନ୍ଦ କରାଯାଇଥାଏ। ବର୍ତ୍ତମାନ ସୌଦି ଆରବ ମଧ୍ୟ ନିଜ ବିଦ୍ୟାଳୟରେ ଯୋଗକୁ ଏକ କ୍ରୀଡ଼ା ପାଠ୍ୟକ୍ରମ ଭାବରେ ସାମିଲ କରିବାକୁ ଯାଉଛି। ସୌଦି ଯୋଗ କମିଟିର ଅଧ୍ୟକ୍ଷ...

ଜେଲେନସ୍କି ଏକୁଟିଆ ନୁହନ୍ତି, ଆମେ ସାଙ୍ଗରେ ଅଛୁ, କହିଲେ ୩ ଦେଶର ପ୍ରଧାନମନ୍ତ୍ରୀ…

କ୍ୱିଭ୍‌, ୧୬।୩ : ଚେକ ରିପବ୍ଲିକ, ପୋଲାଣ୍ଡ ଏବଂ ସ୍ଲୋଭେନିଆର ପ୍ରଧାନମନ୍ତ୍ରୀଙ୍କ ସହ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସାକ୍ଷାତ ସମାପ୍ତ ହୋଇଛି। ସମସ୍ତ ଦେଶ ଜେଲେନସ୍କିଙ୍କୁ ସମର୍ଥନ କରିଛନ୍ତି। ସ୍ଲୋଭେନିଆର ପ୍ରଧାନମନ୍ତ୍ରୀ ଜାନେଜ ଜାନସା, ପୋଲାଣ୍ଡର ପ୍ରଧାନମନ୍ତ୍ରୀ ମାଟେଜ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri