ଅନ୍ତର୍ଜାତୀୟ

କୋର୍ଟରୁ ଇମ୍ରାନଙ୍କୁ ଆଶ୍ୱସ୍ତି: ହଟିଲା ଲାଇଭ ଟେଲିକାଷ୍ଟ ପ୍ରତିବନ୍ଧକ

ଇସ୍‌ଲାମାବାଦ,୩୦।୮: ଇସ୍‌ଲାମାବାଦ ହାଇକୋର୍ଟରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଆଶ୍ୱସ୍ତି ମିଳିଛି। ଇମ୍ରାନ ଖାନଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହାଇକୋର୍ଟ ହଟାଇ ଦେଇଛନ୍ତି। ଏହି ପ୍ରତିବନ୍ଧକ ପିଟିଆଇ ମୁଖ୍ୟ ଇମ୍ରାନ ଖାଁଙ୍କ ଲାଇଭ ଟେଲିକାଷ୍ଟ ଉପରେ ଲଗାଯାଇଥିଲା। ଇମ୍ରାନଙ୍କ ରାଲିରେ…

ବ୍ରିଟେନ୍‌ର ସର୍ବବୃହତ୍‌ ଯୁଦ୍ଧବିମାନରେ ଯାନ୍ତ୍ରିକ ତ୍ରୁଟି

ଲଣ୍ଡନ,୩୦ା୮: ବ୍ରିଟେନ୍‌ର ସର୍ବବୃହତ୍‌ ଯୁଦ୍ଧବିମାନ ‘ଏଚ୍‌ଏମ୍‌ଏସ୍‌ ପ୍ରିନ୍ସ ଅଫ୍‌ ଓ୍ବେଲ୍ସ’ ଆମେରିକା ଯିବା ପାଇଁ ପୋର୍ଟସ୍‌ମାଉଥ୍‌ ନୌସେନା ଘାଟିରୁ ବାହାରିବା ପରେ ଇଂଲଣ୍ଡର ଦକ୍ଷିଣ ଉପକୂଳରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଟକି ରହିଛି। ଫଳରେ ଆଇସ୍‌ଲେ ଅଫ୍‌ ଓ୍ବେଟ୍‌ର ଦକ୍ଷିଣ-ପୂର୍ବ ସମୁଦ୍ରତଟରେ…

ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା: ଭାରତରୁ କରିପାରେ ଖାଦ୍ୟସାମଗ୍ରୀ ଆମଦାନୀ

ଇସ୍‌ଲାମାବାଦ,୩୦ା୮: ପାକିସ୍ତାନରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ଫଳରେ ଦେଶର ଏକ-ତୃତୀୟାଂଶ ଅଞ୍ଚଳ ପାଣିରେ ଉବୁଟୁବୁ ହେଉଛି। ୩୩ ନିୟୁତ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ୧,୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ୧,୫୬୫ ଲୋକ…

ଇରାକରେ ଘନେଇଲା ରାଜନୈତିକ ସଙ୍କଟ: ସଂଘର୍ଷରେ ୨୦ ମୃତ

ବାଗଦାଦ,୩୦।୮: ଶ୍ରୀଲଙ୍କା ପରେ ବର୍ତ୍ତମାନ ଇରାକରେ ଅରାଜକତା ପରିସ୍ଥିତି ସୃଷ୍ଟି ହୋଇଛି। ଶକ୍ତିଶାଳୀ ଶିଆ ଧର୍ମଗୁରୁ ମୁକତାଦା ଅଲ-ସଦର ମଧ୍ୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ଫଳରେ ଦେଶରେ ରାଜନୈତିକ ସଙ୍କଟ ଆହୁରି ଉଗ୍ର ରୂପ ଧାରଣ କରିଛି। ଅଲ୍‌-ସଦରଙ୍କ ନିଷ୍ପତ୍ତିକୁ…

ହିଟୱେଭ ଯୋଗୁ ଶୁଖୁଛି ବ୍ରିଟେନର ନଦୀ, ଉତ୍ତର ୟାର୍କଶାୟରରେ ଜଳାଶୟ ଶୁଖିଯିବାରୁ ସାମ୍ନାକୁ ଆସିଲା ମଧ୍ୟକାଳୀନ ଗାଁ

ଲଣ୍ଡନ,୩୦ ।୮: କ୍ଲାଇମେଟ ଚେଞ୍ଜ ବା ଜଳବାୟୁ ପରିବର୍ତ୍ତନ ଯୋଗୁ ଗତ ୫୦୦ ବର୍ଷ ମଧ୍ୟରେ ୟୁରୋପରେ ସବୁଠାର ଅଧିକ ଗରମ ଅନୁଭୁତ ହୋଇଛି । ଏଠାକାର ହିଟୱେଭ ଏବେ ସାଧାରଣ ଜୀବନ ଯାତ୍ରା ଉପରେ ଖୁବ ପ୍ରଭାବ ପକାଉଛି ।…

ଚନ୍ଦ୍ରକୁ ରକେଟ୍‌ ଉତ୍‌କ୍ଷେପଣ ସ୍ଥଗିତ

ଓ୍ବାଶିଂଟନ୍‌, ୩୦ା୮:ଆମେରିକାର ସ୍ପେସ୍‌ ଏଜେନ୍ସି ନାସା ସୋମବାର ଚନ୍ଦ୍ରକୁ ସବୁଠୁ ଶକ୍ତିଶାଳୀ ରକେଟ୍‌ ଉତ୍‌କ୍ଷେପଣ ନିମନ୍ତେ ହୋଇଥିବା ଯୋଜନାକୁ ସ୍ଥଗିତ ରଖିଛି। ଦୁଇ ପର୍ଯ୍ୟାୟର ସ୍ପେସ୍‌ ଲଞ୍ଚ୍‌ ସିଷ୍ଟମ୍‌ (ଏସ୍‌ଏଲ୍‌ଏସ୍‌) ଇଞ୍ଜିନ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଏହି କାର୍ଯ୍ୟକ୍ରମ ଅଟକା ଯାଇଥିବା…

ରାଜନୀତିରୁ ସଦରଙ୍କ ସନ୍ନ୍ୟାସ ପରେ ହିଂସା

ବାଗ୍‌ଦାଦ, ୩୦ା୮: ଇରାକ୍‌ର ପ୍ରଭାବଶାଳୀ ଶିୟା ବିଦ୍ୱାନ ମୁକ୍‌ତାଦା ଅଲ୍‌-ସଦର ରାଜନୀତିରୁ ସନ୍ନ୍ୟାସ ନେବାକୁ ସୋମବାର ଘୋଷଣା କରିଛନ୍ତି। ଫଳରେ ପୂର୍ବରୁ ଦେଶରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଆହୁରି ଘନେଇଛି। ଅଲ୍‌-ସଦରଙ୍କ ନିଷ୍ପତ୍ତିକୁ ବିରୋଧ କରି ତାଙ୍କ ସମର୍ଥକମାନେ ସରକାରୀ…

ଚାଇନାକୁ ପୁଣି ଫେରିଲା କରୋନା ମହାମାରୀ, ବିଶ୍ୱର ସବୁଠାରୁ ବଡ ଇଲେକ୍ଟ୍ରୋନିକ ମାର୍କେଟ ଅସ୍ଥାୟୀ ଭାବେ ବନ୍ଦ

ବେଜିଂ,୩୦ ।୮: ପୁଣିଥରେ ଚାଇନାରେ କରୋନା ମହାମାରୀ ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଶେନଝେନର ହୁଆକିୟାଂଗବେଇ ସ୍ଥିତ ବିଶ୍ୱର ସବୁଠାରୁ ବଡ ଇଲେକ୍ଟ୍ରୋନିକ ରିଟେଲ ମାର୍କେଟକୁ ୪ ଦିନ ପାଇଁ ଲକଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି…

ବିଶ୍ୱର ଏକାକୀ ରହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ

ବ୍ରାସିଲିଆ,୨୯।୮:: ବିଶ୍ୱର ସବୁଠାରୁ ଏକୁଟିଆ ରହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବ୍ରାଜିଲର ରେନ୍‌ ଫରେଷ୍ଟରୁ ତାଙ୍କ ମୃତଦେହ ମିଳିଛି। ମୃତ ବ୍ୟକ୍ତିଙ୍କ ବାବଦରେ କାହାରି ପାଖରେ କୌଣସି ତଥ୍ୟ ନ ଥିବା ବେଳେ ଦୀର୍ଘ ୨୬ ବର୍ଷ ଧରି ବ୍ୟକ୍ତି ଜଣକ…

ବର୍ଷକ ପରେ ଖୋଲିଲା ସିନେମାଘର

କରାଚୀ,୨୯।୮: ନିକଟରେ ଆଫଗାନିସ୍ଥାନରେ କଠୋରପନ୍ଥୀ ତାଲିବାନୀ ଶାସନକୁ ଏକ ବର୍ଷ ପୂରିଥିବା ବେଳେ ପାଖାପାଖି ବର୍ଷକ ପରେ ଦେଶରେ ସିନେମା ଘର ଖୋଲିଛି। ଏହି ଫିଲ୍ମରେ ତାଲିବାନ ସରକାର ନୂଆ ନିୟମ ଲାଗୁ କରିଛନ୍ତି। ଫିଲ୍ମରେ ମହିଳାଙ୍କର ଅଧିକାଂଶ ଦୃଶ୍ୟ କାଟି…

ବିଲଡିଂରେ ଲଗାଇଲେ ନିଆଁ, ଲୋକେ ଦୌଡିବାରୁ ଚଳାଇଲେ ଆଖିବୁଜା ଗୁଳି: ୪ ମୃତ

ହୌଷ୍ଟନ,୨୯ ।୮: ସାମ୍ନାକୁ ଆସିଛି ଆମେରିକାର ହୌଷ୍ଟନରେ ହୋଇଥିବା ଭିନ୍ନ ଧରଣର ଗୁଳିକାଣ୍ଡ ସମ୍ପର୍କିତ ସୂଚନା । ମିଳିଥିବା ସୂଚନା ଅନୁଯାୟୀ, ହୌଷ୍ଟନରେ ଜଣେ ବ୍ୟକ୍ତି ଏକ ବିଲଡିଂରେ ନିଆଁ ଲଗାଇ ଦେଇଥିଲେ । ଏହା ଦେଖିବା ପରେ ଲୋକେ ଘରୁ…

ବନ୍ୟା ପରେ ମହଙ୍ଗା ମାଡ଼: ପାକିସ୍ତାନରେ ଟମାଟୋ ୫୦୦, ପିଆଜ ୪୦୦ ଟଙ୍କା…

ଇସଲାମାବାଦ, ୨୯।୮ : ପାକିସ୍ତାନର ଲାହୋର ଏବଂ ପଞ୍ଜାବ ସମେତ କେତେକ ପ୍ରଦେଶରେ ବନ୍ୟା ପରିସ୍ଥିତି ଏପରି ଭୟଙ୍କର ରୂପ ନେଇଛି ଯେ ଲୋକମାନେ ଦିନକୁ ଦୁଇବେଳା ଖାଦ୍ୟ ପାଉ ନାହାନ୍ତି। ବନ୍ୟା ଯୋଗୁଁ ବିଭିନ୍ନ ପନିପରିବା ଏବଂ ଫଳର ମୂଲ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri