ସୌଦି ଆରବ ସ୍କୁଲ ପିଲା ଶିଖିବେ ଯୋଗ…

ରିଆଦ୍‌, ୧୬।୩ : ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ଯୋଗକୁ ସମଗ୍ର ବିଶ୍ୱରେ ବହୁତ ପସନ୍ଦ କରାଯାଇଥାଏ। ବର୍ତ୍ତମାନ ସୌଦି ଆରବ ମଧ୍ୟ ନିଜ ବିଦ୍ୟାଳୟରେ ଯୋଗକୁ ଏକ କ୍ରୀଡ଼ା ପାଠ୍ୟକ୍ରମ ଭାବରେ ସାମିଲ କରିବାକୁ ଯାଉଛି। ସୌଦି ଯୋଗ କମିଟିର ଅଧ୍ୟକ୍ଷ ନୋଉଫ ଅଲ-ମାରୱାଇ କହିଛନ୍ତି ଯେ ଏହି ପାଠ୍ୟକ୍ରମ ୨୦୧୭ରେ ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦନ ହୋଇଛ।

ଶିକ୍ଷା ମନ୍ତ୍ରଣାଳୟର ସହଯୋଗରେ ଏହି ପାଠ୍ୟକ୍ରମ ଆରମ୍ଭ ହେବ। ନୋଉଫ କହିଛନ୍ତି ଯେ ଏହି ପାଠ୍ୟକ୍ରମରେ ପିଲାମାନଙ୍କ ପାଇଁ ସ୍ବାସ୍ଥ୍ୟ ସୁବିଧା ମିଳିବ। କିଛି ଦିନ ତଳେ ଯୋଗର ଉପକାରିତା ବିଷୟରେ ସାଉଦି ସ୍କୁଲ ସ୍ପୋର୍ଟସ ଫେଡେରେଶନର ଏକ ବୈଠକ ମଧ୍ୟ ହୋଇଥିଲା। ଏହି ବୈଠକରେ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ।

ଆରବ ନ୍ୟୁଜ ଅନୁଯାୟୀ, ସମସ୍ତ ବର୍ଗର ବିଦ୍ୟାଳୟର ଅଧିକାରୀମାନେ ସେମାନଙ୍କ ମତାମତ ଦେଇଛନ୍ତି। ଯୋଗ ପ୍ରଶିକ୍ଷକ ତଥା ଆନନ୍ଦ ଯୋଗ ଷ୍ଟୁଡିଓର ପ୍ରତିଷ୍ଠାତା ଖାଲିଦ ଜାମା ଅଲ ଜହରାନି କହିଛନ୍ତି ଯେ ବିଦ୍ୟାଳୟ ସବୁବେଳେ ପିଲାମାନଙ୍କର ବିକାଶର ଯତ୍ନ ନିଏ। ତେଣୁ ସେମାନଙ୍କର ସ୍ବାସ୍ଥ୍ୟର ବିକାଶ ପାଇଁ ସ୍କୁଲରେ ଯୋଗକୁ ସାମିଲ୍‌ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭୟ: ଏହି ଦେଶର ପ୍ରତ୍ୟେକ ସ୍ଥାନରେ ଲାଗିଛି ‘ଓ୍ବାଶ୍‌ ବେସିନ୍‌’

ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିଚାଲିଛି। ବିଶ୍ୱର କେତେକ ଦେଶ ଏଥିରୁ ନିସ୍ତାର ପାଇବା...

ବୁକର ଦୌଡ଼ରେ ‘ଟମ୍ବ ଅଫ୍‌ ସ୍ୟାଣ୍ଡ୍‌’

ଲଣ୍ଡନ,୮ା୪:ସୁନାମଧନ୍ୟା କଥାକାର ଗୀତାଞ୍ଜଳି ଶ୍ରୀଙ୍କ ବହୁଚର୍ଚ୍ଚିତ ଉପନ୍ୟାସ ‘ଟମ୍ବ ଅଫ୍‌ ସ୍ୟାଣ୍ଡ୍‌’ ଚଳିତ ବର୍ଷର ଇଣ୍ଟରନ୍ୟାଶନାଲ ବୁକର ପ୍ରାଇଜ୍‌ ପାଇଁ ଚୂଡ଼ାନ୍ତ ତାଲିକାରେ ସ୍ଥାନିତ ହୋଇଛି।...

ପୁଟିନ୍‌ଙ୍କୁ ଗିରଫ କଲେ ୧ ମିଲିୟନ ଡଲାର ପୁରସ୍କାର

ମସ୍କୋ, ୪ା୩: ୟୁକ୍ରେନ ଉପରେ ଆକ୍ରମଣ କରି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଯୁଦ୍ଧ ଅପରାଧ କରିଛନ୍ତି ବୋଲି ରୁଷୀୟ ବ୍ୟବସାୟୀ ଆଲେକ୍ସ କୋନାନିଖିନ୍‌ ଅଭିଯୋଗ...

ଟ୍ରମ୍ପ୍‌ଙ୍କ ଆଦେଶ: ସୋମାଲିଆରୁ ସ୍ବଦେଶ ଫେରିବେ ଆମେରିକା ସୈନ୍ୟ

ଓ୍ବାଶିଂଟନ, ୫।୧୨: ସୋମାଲିଆରେ ଆତଙ୍କବାଦୀ ସଂଗଠନ ବିରୋଧରେ ଲଢ଼େଇ ଜାରି ରଖିଥିବା ଆମେରିକାର ୭୦୦ ସୈନ୍ୟ ସ୍ବଦେଶ ଫେରିବେ। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କ ପକ୍ଷରୁ...

ଓଲିଙ୍କୁ କାରଣ ଦର୍ଶାଅ ନୋଟିସ

କାଠମାଣ୍ଡୁ, ୨୬।୧୨ : ନେପାଳ ସୁପ୍ରିମକୋର୍ଟ ଶୁକ୍ରବାର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଅଚାନକ ପାର୍ଲାମେଣ୍ଟ ଭଙ୍ଗ ପାଇଁ...

ଉଚ୍ଚାୟୁକ୍ତଙ୍କୁ ପାକ୍‌ର ସମନ

ଇସ୍‌ଲାବାବାଦ,୬ା୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ନିଷ୍ପତ୍ତିକୁ ପାକିସ୍ତାନ ଦୃଢ଼ ବିରୋଧ କରିଛି। ପାକ୍‌ ବହିର୍ବ୍ୟାପାର...

ଲିବ୍ୟା ଗୃହଯୁଦ୍ଧରେ ୩ ମାସରେ ହଜାରେରୁ ଅଧିକ ମୃତ; ଆହତଙ୍କ ସଂଖ୍ୟା ୫ ହଜାରରୁ ବେଶି: ବିଶ୍ୱସ୍ବାସ୍ଥ୍ୟ ସଂଗଠନ

ତ୍ରିପୋଲି, ୧୦।୭: ଲିବ୍ୟା ଗୃହଯୁଦ୍ଧରେ ଏପ୍ରିଲ୍‌ଠାରୁ ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ହଜାରେ ଟପିଛି। ଏଥିରେ ଏକ ହଜାର ୪୮ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୫ ହଜାର...

ଚାଇନାରେ ଓମିକ୍ରନ୍‌ ଅଣାୟତ୍ତ, ଆର୍ଥିକ ସ୍ଥିତି ସଙ୍କଟରେ…

ବେଜିଂ,୨୧।୩ : ଚାଇନାରେ ଓମିକ୍ରନ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ ପରି ପରିସ୍ଥିତି ସୃଷ୍ଟି ହେବାକୁ...

Advertisement
Archives

Model This Week