ରାସ୍ତା କଡ଼ରେ ଖାଦ୍ୟ ବିକୁଛନ୍ତି ନ୍ୟୁଜ୍ ଆଙ୍କର
କାବୁଲ,୧୭।୬: ଏକଛତ୍ରବାଦୀ ତାଲିବାନ ଶାସନ କ୍ଷମତାକୁ ଆସିବା ପରେ ଦେଶ ଅନେକ ଅର୍ଥନୈତିକ ଓ ରାଜନୈତିକ ଅସ୍ଥିରତାର ସମ୍ମୁଖୀନ ହେଉଛି। ଦେଶରେ ଏଭଳି ପରିବର୍ତ୍ତନ ଆସିଛି ଯେ, ବଡ଼ ବୃତ୍ତିଗତମାନେ ମଧ୍ୟ ଚାକିରି ସଙ୍କଟ ଦେଇ ଗତି କରୁଛନ୍ତି। ଏଭଳି କିଛି…
ପାକିସ୍ତାନରେ ୨ ହିନ୍ଦୁ ନାବାଳିକାଙ୍କୁ ବଳାତ୍କାର
ଇସଲାମାବାଦ,୧୭।୬: ପାକିସ୍ତାନରେ ୨ ଜଣ ହିନ୍ଦୁ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଲାହୋରଠାରୁ ୩୦୦ କିମି ଦୂର ଭୱାଲ ନଗର ଫୋର୍ଟ ଆବାସରେ ଏହି ଅଭାବନୀୟ ଘଟଣା ଘଟିଛି। ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ସମ୍ପୃକ୍ତ ୨ ଭଉଣୀଙ୍କୁ ୨ ଜଣ…
ୟୁକ୍ରେନ୍ରେ ଇୟୁ ନେତା
କିଭ୍, ୧୭ା୬:ରୁଷିଆ ଆକ୍ରମଣ ବିରୋଧରେ ୟୁକ୍ରେନ୍କୁ ସମର୍ଥନ ଜଣାଇବା ପାଇଁ ଜର୍ମାନୀ ଚାନ୍ସେଲର ଓଲାଫ୍ ସ୍କୋଲ୍ଜ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରଁ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି ଗୁରୁବାର କିଭ୍ରେ ପହଞ୍ଚିଛନ୍ତି। ୟୁରୋପୀୟ ସଂଘ(ଇୟୁ)ର ଏହି ୩ ନେତା ୟୁକ୍ରେନ୍…
ଦ୍ରୁତଗତିରେ ବଢ଼ୁଛି ବ୍ଲାକ୍ହୋଲ୍: ପ୍ରତି ସେକେଣ୍ଡରେ ପୃଥିବୀ ଆକୃତିର ଗ୍ରହ ଗିଳୁଛି
କାନବେରା, ୧୭ା୬:ଏକ ଅଭୂତପୂର୍ବ ଆବିଷ୍କାର କ୍ରମେ ଅଷ୍ଟ୍ରେଲୀୟ ଜ୍ୟୋତିର୍ବିଜ୍ଞାନୀ ପ୍ରାୟ ୯ ଶହ କୋଟି ବର୍ଷର ଏକ ବ୍ଲାକ୍ହୋଲ ବା କୃଷ୍ଣଗର୍ତ୍ତକୁ ଠାବ କରିଛନ୍ତି। ବ୍ଲାକ୍ହୋଲଟି ଏତେ ଦ୍ରୁତଗତିରେ ବଢ଼ୁଛି ଯେ, ପ୍ରତି ସେକେଣ୍ଡରେ ଏହା ଗୋଟିଏ ପୃଥିବୀ ଆକାରର ଗ୍ରହକୁ…
ତେଲ ଭରିବା ପାଇଁ ଧାଡ଼ିରେ ଠିଆ ହୋଇଥିବା ଅଟୋ ଚାଳକଙ୍କ ମୃତ୍ୟୁ
କଲମ୍ବୋ,୧୬ା୬: ଶ୍ରୀଲଙ୍କା ଅତ୍ୟନ୍ତ ଖରାପ ପରସ୍ଥିତି ଦେଇ ଗତି କରୁଛି। ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲିୟମ ଉତ୍ପାଦ ଦର ଆକାଶଛୁଆଁ ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ, ଶ୍ରୀଲଙ୍କାର ଜଣେ ସାଧାରଣ ନାଗରିକ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ କିଣିବାକୁ ସକ୍ଷମ…
ବ୍ରିଟେନରେ ପ୍ରଫେଟ ମହମ୍ମଦଙ୍କ ଝିଅଙ୍କ ଉପରେ ନିର୍ମାଣ କରାଯାଇଥିବା ଫିଲ୍ମକୁ ବିରୋଧ
ଲଣ୍ଡନ,୧୬ ।୬: ବ୍ରିଟିଶ ଚଳଚ୍ଚିତ୍ର ‘ଦ ଲେଡି ଅଫ୍ ହେଭେନ’କୁ ନେଇ ବିବାଦ ମୁଣ୍ଡ ଟେକିଛି । ଏହି ଫିଲ୍ମକୁ ନେଇ ଏବେ ସେଠାରେ ବିରୋଧ ପ୍ରଦର୍ଶନ କରାଯାଉଛି । ଚଳଚ୍ଚିତ୍ର ଉପରେ ନିନ୍ଦା କରାଯାଇଥିବା ଅଭିଯୋଗ ଆସିଛି । ତେଣୁ…
‘ଆମେରିକା ଧମକକୁ ଡରିବନି ଚାଇନା’
ବେଜିଂ,୧୬ା୬: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଚେତାବନୀକୁ ଅଣଦେଖା କରି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍ ସାର୍ବଭୌମତ୍ୱ ତଥା ସୁରକ୍ଷା ପ୍ରସଙ୍ଗକୁ ଦୃଢ଼ ଭାବେ ସମର୍ଥନ କରିଛନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥାବାର୍ତ୍ତା ବେଳେ ଜିନପିଙ୍ଗ କହିଛନ୍ତି, ୟୁକ୍ରେନ…
ବଢ଼ିବ ବିଜୁଳି ସଙ୍କଟ, ଲାଇଟ୍ ବନ୍ଦ କରିବାକୁ ସରକାରଙ୍କ ନିବେଦନ
କାନ୍ବେରା,୧୬ା୬: ଆଗାମୀ ଦିନରେ ଅଷ୍ଟ୍ରେଲିଆରେ ବିଦ୍ୟୁତ୍ ସଙ୍କଟ ଆହୁରି ବଢ଼ିପାରେ। ଏହାକୁ ଦୃଷ୍ଟିରେ ରଖି ଶକ୍ତି ମନ୍ତ୍ରୀ କ୍ରିସ୍ ବୋଓ୍ବେନ ଗୁରୁବାର ସିଡ୍ନୀରେ ଘରୁ ବ୍ଲାକଆଉଟ୍ ହେବାର ଚେତାବନୀ ଦେଇଛନ୍ତି। ବ୍ଲାକଆଉଟ ରୋକିବା ପାଇଁ ସେ ସାଧାରଣ ଲୋକଙ୍କୁ ସନ୍ଧ୍ୟାରେ ଲାଇଟ୍…
ଭାରତ ପାଇଁ ସଙ୍କଟ, ଆମେରିକା ଫେଡେରାଲ ରିଜର୍ଭ ସୁଧହାରରେ ୦.୭୫ ପ୍ରତିଶତ ବୃଦ୍ଧି କଲା…
ଓ୍ବାଶିଂଟନ, ୧୬।୬ : ବୃଦ୍ଧି ହେଉଥିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକାର ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି କରିଛି। ଆମେରିକାର ଫେଡେରାଲ ରିଜର୍ଭ ସୁଧ ହାରକୁ ୭୫ ଆଧାର ପଏଣ୍ଟ ଅର୍ଥାତ୍ ୦.୭୫ ପ୍ରତିଶତ ବୃଦ୍ଧି କରିଛି। ଏହା…
ପ୍ରତି ୫ ଜଣରେ ଜଣେ ଗର୍ଭବତୀ କରୁଛନ୍ତି ଗର୍ଭପାତ …
ଓ୍ବାଶିଂଟନ, ୧୬।୬ : ଆମେରିକାରେ ଗର୍ଭପାତ ମାମଲା ବୃଦ୍ଧି ପାଇଛି। ସରକାରୀ ଆକଳନ ଅନୁଯାୟୀ, ଦୀର୍ଘ ଦିନ ଧରି କମ ମାମଲା ପରେ ୨୦୧୭ ତୁଳନାରେ ୨୦୨୦ ରେ ଦେଶରେ ଗର୍ଭପାତ ସଂଖ୍ୟା ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ୨୦୨୦ ରେ…
ଆଫଗାନିସ୍ତାନ ଖାଦ୍ୟ ସଙ୍କଟ, ଚାଷୀଙ୍କୁ ୧୫ କୋଟି ଡଲାର ସହାୟତା ହେବ ବିଶ୍ୱବ୍ୟାଙ୍କ …
ଓ୍ବାଶିଂଟନ, ୧୬।୬ : ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ଖାଦ୍ୟ ସଙ୍କଟ ଦେଇ ଗତି କରୁଥିବା ଆଫଗାନିସ୍ତାନକୁ ବିଶ୍ୱ ବ୍ୟାଙ୍କ ସହାୟତାର ହାତ ବଢ଼ାଇଛି। ଏହା ଆଫଗାନିସ୍ତାନର ଚାଷୀମାନଙ୍କୁ ୧୫ କୋଟି ଡଲାରର ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଛି। ଆଫଗାନିସ୍ତାନର…
ଭାରତରେ ବିରୋଧ ପ୍ରଦର୍ଶନ ନେଇ ହିଂସା ରୋକିବାକୁ ଅନୁରୋଧ କଲା ଜାତିସଂଘ…
ଜେନେଭା, ୧୬।୬ : ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ପ୍ରଦର୍ଶନ ନେଇ ହିଂସା ରୋକିବାକୁ ଅନୁରୋଧ କରିଛନ୍ତି। ସେକ୍ରେଟେରୀ ଜେନେରାଲଙ୍କ ମୁଖପାତ୍ର ଭାରତରେ କୌଣସି ପ୍ରକାର ହିଂସା ବନ୍ଦ କରିବାକୁ ନିବେଦନ କରିଛନ୍ତି। ଦୁଇ ପୂର୍ବତନ ଭାଜପା ନେତାଙ୍କ ଆପତ୍ତିଜନକ…
Archives


