ଅନ୍ତର୍ଜାତୀୟ

ଆମେରିକା ନିମ୍ନ ସଦନରେ ବନ୍ଧୁକ ବିଲ୍‌ ପାରିତ

ଓ୍ବାଶିଂଟନ୍‌ ୧୦ା୬: ବଫାଲୋ, ନ୍ୟୁୟର୍କ, ଉଭାଲଡେ ଗୁଳିକାଣ୍ଡ ପରେ ଆମେରିକାର ଜୋ ବାଇଡେନ୍‌ଙ୍କ ସରକାର ବୁଧବାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସ୍‌ରେ ବନ୍ଧୁକ ନିୟନ୍ତ୍ରଣ ବିଲ୍‌ ଆଣିଛନ୍ତି। ବିଲ୍‌ ସପକ୍ଷରେ ୨୨୩ ଭୋଟ ଏବଂ ବିପକ୍ଷରେ ୨୦୪ ଭୋଟ ପଡ଼ିଥିଲା। ଫଳରେ ନିମ୍ନସଦନରେ…

ଉଦ୍‌ଘାଟନ ନ ହେଉଣୁ ଭୁଷୁଡ଼ିଲା ବ୍ରିଜ୍‌, ୨୦ରୁ ଅଧିକ ଆହତ

ମେକ୍ସିକୋ,୯।୬: ମେକ୍ସିକୋରେ ସହରର ମେୟର ଗୁରୁବାର ଏକ ବ୍ରିଜ୍‌ ଉଦ୍‌ଘାଟନ କରୁଥିବା ବେଳେ ଏହା ଭୁଷୁଡି ପଡିଛି। ଫଳରେ ତାଙ୍କୁ ମିଶାଇ ୨୦ରୁ ଅଧିକ ଲୋକ ନଦୀ ଭିତରକୁ ଖସି ପଡ଼ି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା…

ଚାଇନାରେ ପ୍ରବଳ ବନ୍ୟା: ୧୦ ମୃତ, ୩ ନିଖୋଜ

ବେଜିଂ,୯ା୬: କେନ୍ଦ୍ରୀୟ ଚାଇନାର ହୁନାନରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ଅତି କମ୍‌ରେ ୧୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି। ଜୁନ ଆରମ୍ଭରୁ ଏହି ରାଜ୍ୟରେ ବର୍ଷା ହୋଇଛି। ଅନ୍ୟ କେତେକ ରାଜ୍ୟରେ ମଧ୍ୟ ବର୍ଷା…

ଭାରତକୁ ପ୍ରଶଂସା କଲା ଚାଇନା

ବେଜିଂ,୯ା୬: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ସାହାଯ୍ୟ କରିଥିବାରୁ ଚାଇନା ଭାରତକୁ ପ୍ରଶଂସା କରିଛି। ଏକ ଖବରଦାତା ସମ୍ମିଳନୀରେ ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି, ଶ୍ରୀଲଙ୍କାକୁ ସାହାଯ୍ୟ କରିଥିବାରୁ ଭାରତକୁ ଅନେକ ଅନେକ ଧନ୍ୟବାଦ।…

ପୁଣି ଭଙ୍ଗାଗଲା ହିନ୍ଦୁ ମନ୍ଦିର

ଇସଲାମାବାଦ,୯ା୬: ପୁଣିଥରେ ପାକିସ୍ତାନରେ ଥିବା ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। କରାଚିରେ ଥିବା ଏକ ହିନ୍ଦୁ ମନ୍ଦିରରେ ଦେବତାମାନଙ୍କର ମୂର୍ତ୍ତି ଭଙ୍ଗାଯାଇଛି। ବୁଧବାର କରାଚିର କୋରଙ୍ଗି ଅଞ୍ଚଳର ଶ୍ରୀ ମାରି ମାତା ମନ୍ଦିରରେ ଦେବୀଦେବଙ୍କ ମୂର୍ତ୍ତି…

ବାତ୍ୟା ଭଳି ଏବେ ‘ଲୁ’ର ହେବ ନାମକରଣ…

ସେଭିଲ/ନୂଆଦିଲ୍ଲୀ, ୯।୬ : ବାତ୍ୟା ଭଳି ଏବେ ଖୁବ ଶୀଘ୍ର ‘ଲୁ’ର ମଧ୍ୟ ନାମକରଣର କରାଯିବ। ‘ଲୁ’ର ନାମକରଣ କରିବାର କାରଣ ହେଉଛି ଏହାର ଗୁରୁତ୍ୱକୁ ପ୍ରତିପାଦନ କରିବା। ସାଧାରଣ ଲୋକ ଏବଂ ସରକାରୀ କର୍ମଚାରୀଙ୍କୁ ସଚେତନ କରିବା ସହିତ ଏହାଦ୍ୱାରା…

ଆଲପ୍ସ୍‌ରୁ ଉଦ୍ଧାର ହେଲେ ୧୦୭ ଶିକ୍ଷକ-ଶିକ୍ଷାର୍ଥୀ…

ଭିଏନା/ବର୍ଲିନ୍‌, ୯।୬ : ଜର୍ମାନୀରୁ ଅଷ୍ଟ୍ରିଆକୁ ଏକ ସ୍କୁଲ ଯାତ୍ରା ସମୟରେ ଆଲପ୍ସ ପାହାଡରେ ଅଟକି ରହିଥିବା ୧୦୭ ଶିକ୍ଷକ ଏବଂ ଶିକ୍ଷାର୍ଥୀଙ୍କୁ ବିମାନ ଦ୍ୱାରା ଏୟାର ଲିଫ୍ଟ କରାଯାଇଛି। ଓ୍ପରଲବର୍ଗର ପୋଲିସ କହିଛି ଯେ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ମେୟରଙ୍କ…

ଆଫଗାନିସ୍ତାନ ଯାଉଥିବା ଭାରତୀୟ ସହାୟତାକୁ ଚୋରି କରୁଛି ପାକିସ୍ତାନ…

କାବୁଲ, ୯।୬ : ଭାରତରୁ ଆଫଗାନିସ୍ତାନକୁ ପଠାଯାଉଥିବା ମାନବିକ ସହାୟତାକୁ ପାକିସ୍ତାନ ଚୋରି କରିବାରେ ଲାଗିଛି। ଥରେ ଏହି ସହାୟତା ଆଫଗାନିସ୍ତାନରେ ପହଞ୍ଚିବା ପରେ ଗହମରେ ପରିପୂର୍ଣ୍ଣ ଟ୍ରକ ଗୁଡିକ ପାକିସ୍ତାନକୁ ଫେରି ଆସୁଛି। ଗଣମାଧ୍ୟମ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।…

ରାତି ସାଢେ ୮ଟାରୁ ପାକିସ୍ତାନରେ ବନ୍ଦହେବ ବଜାର

ଇସଲାମାବାଦ,୯ ।୬: ପାକିସ୍ତାନରେ ଦେଖାଯାଇଥିବା ଆର୍ଥିକ ସଙ୍କଟ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଏବେ ସେଠାରେ ବିଜୁଳି ବଞ୍ଚାଇବା ଲାଗି ଏକ ଗୁରୁତ୍ୱପୁର୍ଣ୍ଣ ଉପାୟ ଚିନ୍ତା କରାଯାଇଛି । ପାକିସ୍ତାନ ସମାଚାର ଏଜେନ୍ସି ଜିଓ ନ୍ୟୁଜର ସୂଚନା ଅନୁଯାୟୀ,…

ଟ୍ରେନ୍‌ ଲାଇନ୍‌ଚ୍ୟୁତ: ୨୧ ମୃତ

ତେହରାନ୍‌, ୯ା୬: ପୂର୍ବ ଇରାନ୍‌ ତବାସ୍‌ ସହର ନିକଟରେ ବୁଧବାର ଏକ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଏଥିରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆହୁରି ୪୭ ଜଣ ଆହତ ହୋଇଛନ୍ତି। ଟ୍ରେନ୍‌ରେ ୩୫୦ ଯାତ୍ରୀ ରହିଥିଲେ। ରାଜଧାନୀ ତେହରାନ୍‌ଠାରୁ ପ୍ରାୟ ୫୫୦…

ଇରାନରେ ମହିଳା ସମେତ ୧୨ କଏଦୀଙ୍କୁ ସାମୁହିକ ଫାଶୀ

ଦୁଜାପ,୯ ।୬: ଇରାନର ଅଧିକାରୀମାନେ ସୋମବାର ଅର୍ଥାତ୍ ଜୁନ ୬ ସକାଳେ ଜାହେଦାନ ସ୍ଥିତ ଦୁଜାପ କେନ୍ଦ୍ରୀୟ ଜେଲରେ ଜଣେ ମହିଳା ସମେତ ୧୨ ଜଣ ବଲୋଚ କଏଦୀଙ୍କୁ ସାମୁହିକ ଭାବେ ଫାଶୀ ଦେଇଛନ୍ତି । ଏହି ଘଟଣା ସମ୍ପର୍କରେ ନରୱେ…

ଜର୍ମାନୀ ଯିବେ ବାଇଡେନ

ଓ୍ବାଶିଂଟନ,୮ା୬: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚଳିତମାସ ୨୫ ତାରିଖରେ ଦକ୍ଷିଣ ଜର୍ମାନୀର ସ୍କଲ୍‌ସ ଏଲମାଉ ଯାତ୍ରା କରିବେ। ଏଠାରେ ବରିଷ୍ଠ ନେତାଙ୍କ ସହ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ। ହ୍ବାଇଟ୍‌ ହାଉସର ପ୍ରେସ୍‌ ସଚିବ କରିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri