ଷ୍ଟାଡିୟମରେ ଥିଲେ ୭୭ ହଜାର ଲୋକ, ହଠାତ୍ ଭୁଶୁଡ଼ି ପଡ଼ିଲା ଗ୍ୟାଲେରି
ସାଣ୍ଟିଆଗୋ,୧ା୧୦: ମ୍ୟାଚ୍ ସମୟରେ ପ୍ରଶଂସକଙ୍କ କ୍ରେଜ୍ ବେଳେବେଳେ ସମସ୍ତ ସୀମା ଅତିକ୍ରମ କରେ। ଦକ୍ଷିଣ ଆମେରିକାର ଚିଲିରେ ଶୁକ୍ରବାର ଏକ ଫୁଟବଲ ମ୍ୟାଚ୍ ସମୟରେ ସେମିତି ଏକ ଘଟଣା ଘଟିଛି। କୁହାଯାଉଛି, ଷ୍ଟାଡିୟମରେ ମାତ୍ର ୫୦ ହଜାର ଲୋକଙ୍କ ପାଇଁ ବସିବାର…
ବୁର୍କିନା ଫାସୋରେ ୯ ମାସରେ ଦ୍ୱିତୀୟ କ୍ଷମତା ଦଖଲ…
ଓଗାଡୋଗୁ, ୧।୧୦ : ଗତ ୯ ମାସ ମଧ୍ୟରେ ବୁର୍କିନା ଫାସୋରେ ଦ୍ୱିତୀୟ ଥର ପାଇଁ କ୍ଷମତା ଦଖଲ ହୋଇଛି। ସୈନ୍ୟବାହିନୀ ଶୁକ୍ରବାର ବିଳମ୍ବିତ ରାତିରେ ଦେଶର ସରକାରୀ ପ୍ରସାରଣ ସେବାକୁ ନିଜ ନିୟନ୍ତ୍ରଣରେ ନେଇଛି। ସୈନ୍ୟବାହିନୀ ରାଷ୍ଟ୍ରପତି ଲ୍ୟୁଟନାଟ କର୍ନେଲ…
ବଲଟିକ ସାଗରରେ ମିଥେନ ଲିକ୍ ନେଇ ଜାତିସଂଘର ଚିନ୍ତା ପ୍ରକଟ, ପ୍ରତିଘଣ୍ଟାରେ ୨୩ ହଜାର କିଲୋଗ୍ରାମ୍ ହେଉଛି ଲିକ୍…
ଜେନେଭା, ୧।୧୦ : ପାଇପଲାଇନ ଭାଙ୍ଗିବା ପରେ ବଲଟିକ ସାଗରରେ ମି;ଥନ ଗ୍ୟାସର ଲିକ ରେକର୍ଡ ସ୍ତରରେ ପହଞ୍ଚିଛି। ପରିବେଶବିତମାନଙ୍କ ସହିତ ମିଳିତ ଜାତିସଂଘ ମଧ୍ୟ ଏନେଇ ଚିନ୍ତା ପ୍ରକଟ କରିଛି। ପ୍ରତି ଘଣ୍ଟାରେ ପ୍ରାୟ ୨୩ ହଜାର କିଲୋଗ୍ରାମ ମିଥେନ…
ପୁଣିଥରେ ୨ଟି ବାଲେଷ୍ଟିକ ମିଶାଇଲ ପରୀକ୍ଷା କଲା ଉତ୍ତର କୋରିଆ
ସିଓଲ, ୧ ।୧୦: ଉତ୍ତର କୋରିଆ ତା’ର ପୁରୁଣା ପ୍ରକୃତି ଛାଡି ପାରୁନାହିଁ । ଆମେରିକା ରାଷ୍ଟ୍ରପତି କମଲା ହାରିସଙ୍କ ଦକ୍ଷିଣ କୋରିଆ ଗସ୍ତ ଓ ଆମେରିକା ସହ ସଂଯୁକ୍ତ ସୈନ୍ୟ ଅଭ୍ୟାସ ପରେ ଲାଗାତାର ଆକ୍ରମଣ ଢଙ୍ଗରେ ରହିଛି ଉତ୍ତର…
ଚାଇନାର ରାଷ୍ଟ୍ରୀୟ ଦିବସରେ ନିଜର ଶକ୍ତି ପ୍ରଦର୍ଶନ କରିବେ ଶି ଜିନପିଙ୍ଗ
ବେଜିଂ,୧ ।୧୦: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାକୁ ବାରମ୍ବାର ଆଖି ଦେଖାଉଥିବା ଓ ପଡୋଶୀଙ୍କୁ ଅଶନିଶ୍ୱାସି କରୁଥିବା ଦେଶ ଚାଇନାର ଆଜି ହେଉଛି ରାଷ୍ଟ୍ରୀୟ ଦିବସ । ଏହି ବିଶେଷ ଦିବସରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ସେନା ପରେଡର…
୧୫% ୟୁକ୍ରେନ୍ରେ ରୁଷିଆ ଆଧିପତ୍ୟ
ମସ୍କୋ/କିଭ୍/ଓ୍ବାଶିଂଟନ୍, ୧।୧୦: ସାତମାସ ତଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଆରମ୍ଭ କରିଥିବା ତଥାକଥିତ ସ୍ବତନ୍ତ୍ର ସାମରିକ ଅଭିଯାନର ଉଦ୍ଦେଶ୍ୟ ଆଂଶିକ ସଫଳ ହୋଇଛି। ଏହି ଅବଧି ମଧ୍ୟରେ ରୁଷୀୟ ସୈନ୍ୟ ଦଖଲ କରିଥିବା ୟୁକ୍ରେନ୍ର ୪ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ପୁଟିନ୍…
ଦକ୍ଷିଣ ୟୁକ୍ରେନରେ ରୁଷିଆର ମିଶାଇଲ ମାଡ, ୩୦ ମୃତ, ୮୮ ଆହତ
କ୍ୱିଭ,୧ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଏବେବି ସେଠାକାର ଲୋକଙ୍କୁ ଭୟଭୀତ କରି ରଖିଛି । ଦୀଘ ପ୍ରାୟ ୭ ମାସ ହେବ ଚାଲିଥିବା ଏହି ଯୁଦ୍ଧରେ ବହୁ ଧନ ଜୀବନ ହାନୀ ହେଲାଣି । ଏବେ ୟୁକ୍ରେନର ଦକ୍ଷିଣରେ ସ୍ଥିତ ଏକ…
ନାଟୋ ସଦସ୍ୟତା ପାଇଁ ଆବେଦନ କରିବ ୟୁକ୍ରେନ
କିଭ୍,୩୦।୯: ୟୁକ୍ରେନର ୪ଟି ଅଞ୍ଚଳ ରୁଷିଆରେ ବିଲୟ ହେବା ପରେ ଶୁକ୍ରବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ୟୁକ୍ରେନ ନାଟୋ ସଦସ୍ୟତା ପାଇଁ ଆବେଦନ କରିବ। କିଭ୍ ତୁରନ୍ତ ନାଟୋର ଫାଷ୍ଟ…
କାବୁଲ ଆତ୍ମଘାତୀ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି
କାବୁଲ,୩୦।୯: ଆଫଗାନିସ୍ତାନର ରାଜଧାନୀ କାବୁଲ ସ୍ଥିତ ଏକ ସ୍କୁଲରେ ଶୁକ୍ରବାର ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଥିବା ଜଣାପଡିଛି। ସ୍ଥାନୀୟ ଗଣମାଧ୍ୟମ ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ରୀଛାତ୍ର ଥିବା ସୂଚନା ମିଳିଛି। ଆହତମାନଙ୍କୁ ସ୍ଥାନୀୟ…
ଆଫଗାନିସ୍ତାନରେ ବିସ୍ଫୋରଣ: ୧୯ ମୃତ, ୨୭ ଆହତ
କାବୁଲ,୩୦।୯: ଆଫଗାନିସ୍ତାନରେ ପୁଣି ଥରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥର ରାଜଧାନୀ କାବୁଲର ଶିଆ ଅଞ୍ଚଳକୁ ଟାର୍ଗେଟ କରାଯାଇ ଆକ୍ରମଣ କରାଯାଇଛି। ଆତ୍ମଘାତୀ ବିସ୍ଫୋରଣରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। କାବୁଲ ପୋଲିସର ଜଣେ…
ଖେର୍ସନ, ଜାପୋରିଜିଆକୁ ସ୍ବାଧୀନ ରାଜ୍ୟ ଘୋଷଣା କଲା ରୁଷିଆ
ମସ୍କୋ,୨୯।୯: ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ବଡ଼ ଗେମ୍ ଖେଲିଛନ୍ତି। ରୁଷିଆ ଖେର୍ସନ ଏବଂ ଜାପୋରିଜିଆକୁ ସ୍ବାଧୀନ ରାଜ୍ୟ ଭାବରେ ଘୋଷଣା କରିଛି। ରୁଷିଆର ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।…
ସଫଳତାରସହ ଉଡିଲା ବିଶ୍ୱର ପ୍ରଥମ ବିଜୁଳି ଚାଳିତ ବିମାନ
ୱାଶିଂଟନ,୩୦ ।୯: ସମ୍ପୂର୍ଣ୍ଣ ଭାବେ ବିଜୁଳିରେ ଚାଲୁଥିବା ବିଶ୍ୱର ପ୍ରଥମ ବିମାନ ଏଲିସ ତା’ର ପ୍ରଥମ ଉଡାର ସଫଳତାର ସହ ପୂର୍ଣ୍ଣ କରିଛି । ଗ୍ରାଣ୍ଡ କାଉଂଟି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗୁରୁବାର ସକାଳ ୭ଟା ୧୦ରେ ବିମାନଟି ଉଡାଣ ଆରମ୍ଭ…
Archives


