ଅନ୍ତର୍ଜାତୀୟ

ଗୋଟାବାୟାଙ୍କ ନାଁରେ ଯୁଦ୍ଧ ଅପରାଧ ମାମଲା

ସିଙ୍ଗାପୁର,୨୫ା୭: ଦକ୍ଷିଣ ଆଫ୍ରିକାସ୍ଥିତ ଅଧିକାର ଭିତ୍ତିକ ଗୋଷ୍ଠୀ ସିଙ୍ଗାପୁରର ଆଟର୍ନିଂ ଜେନେରାଲଙ୍କ ନିକଟରେ ଅପରାଧିକ ଅଭିଯୋଗ ଦାଖଲ କରି ଯୁଦ୍ଧ ଅପରାଧ ଅଭିଯୋଗରେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କୁ ଗିରଫ କରିବାକୁ ଅନୁରୋଧ କରିଛନ୍ତି। ଅନ୍ତର୍ଜାତୀୟ ଟ୍ରୁଥ୍‌ ଆଣ୍ଡ୍‌ ଜଷ୍ଟିସ୍‌…

ଶାରୀରିକ ସମ୍ପର୍କ ମାଧ୍ୟମରେ ବ୍ୟାପିଥାଏ ମଙ୍କିପକ୍ସ ସଂକ୍ରମଣ, ସର୍ଭେ ରିପୋର୍ଟ…

ଲଣ୍ଡନ,୨୫।୭ : ମଙ୍କିପକ୍ସ ସଂକ୍ରମଣ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ୭୫ରୁ ଅଧିକ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୫ ହଜାରକୁ ବୃଦ୍ଧି ପାଇଛି। ଭାରତରେ ମଧ୍ୟ ଚାରିଟି ମାମଲା ଚିହ୍ନଟ ହୋଇଛି। ଏହାର ଅଧିକାଂଶ ଆକ୍ରାନ୍ତ ପୁରୁଷ…

ପାର୍କରେ ଗୁଳି: ୨ ମୃତ, ୫ ଆହତ

ଲସ୍‌ ଆଞ୍ଜେଲ୍‌ସ,୨୫ା୭: ଯୁକ୍ତରାଷ୍ଟ୍ରରେ ରବିବାର ସନ୍ଧ୍ୟାରେ ଏକ ପାର୍କରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ, ସାନ୍‌ପେଡ୍ରୋରେ ଥିବା ଏକ…

ସୁକୁର୍ଜିମାରୁ ଲାଭା ଉଦ୍‌ଗୀରଣ, ପଞ୍ଚମସ୍ତରୀୟ ସତର୍କ ସୂଚନା ଜାରି…

ଟୋକିଓ,୨୫।୭ : ଜାପାନର କାଗୋସିମା ଜିଲାର ସାକୁର୍ଜିମା ଆଗ୍ନେୟଗିରିରୁ ରବିବାର ରାତି ୮ଟା ୫ରେ ପ୍ରବଳ ବିସ୍ଫୋରଣ ହୋଇଛି। ଉତ୍ତପ୍ତ ଲାଭ,ପାଉଁଶ ଏବଂ ପଥର କ୍ରମାଗତ ଭାବରେ ଏଥିରୁ ବାହାରୁଛି। ଜାପାନର ପାଣିପାଗ ବିଭାଗ କହିଛି ଯେ ସାକୁର୍ଜିମା ଆଗ୍ନେୟଗିରିରେ ଏଭଳି…

ମଝି ସମୁଦ୍ରରେ ଓଲଟିଲା ଡଙ୍ଗା, ୧୭ ମୃତ…

ପୋର୍ଟ-ୟୁ-ପ୍ରିନ୍ସ୍‌,୨୫।୭ : ହାଇତି ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ମଝି ସମୁଦ୍ରରେ ବୁଡ଼ିଯାଇଛି। ଏହି ଦୁର୍ଘଟଣାରେ ହାଇତିର ୧୭ ଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨୫ ଜଣଙ୍କୁ ଉଦ୍ଧାର କରାଯାଇଛି। ବାହାମା ଅଧିକାରୀ କହିଛନ୍ତି ଯେ ହାଇତି ପ୍ରବାସୀମାନଙ୍କୁ…

ମଣିପୁର-ନେପାଳରେ ଭୂକମ୍ପ…

ଇମ୍ଫାଲ/କାଠମାଣ୍ଡୁ,୨୫।୭ : ସୋମବାର ସକାଳ ପ୍ରାୟ ୫ଟା ୫୨ ସମୟରେ ଭାରତର ମଣିପୁର ଏବଂ ନେପାଳରେ ଭୂକମ୍ପ ଅନୁଭୂତ ହୋଇଛି। ଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିଲା ବୋଲି ଭାରତୀୟ ଜାତୀୟ ଭୂଗବେଷଣା ନ୍ଦ୍ରେ ପକ୍ଷରୁ ସୂଚନା ପ୍ରଦାନ…

ଭାରତକୁ ଉସ୍‌କାଇବାକୁ ଚେଷ୍ଟା କରୁଛି ଚାଇନା

ବେଜିଂ,୨୪।୭: ଭାରତ-ଚାଇନା ସୀମାରେ ପୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ଚାଇନା ଯୁଦ୍ଧ ବିମାନ ପୂର୍ବ ଲଦାଖର ଲାଇନ ଅଫ ଆକ୍‌ଚୁଆଲ କଣ୍ଟ୍ରୋଲ(ଏଲ୍‌ଏସି) ନିକଟରେ ଉଡ଼ୁଛି। ୧୬ତମ କମାଣ୍ଡରସ୍ତରୀୟ କଥାବାର୍ତ୍ତା ପରେ ମଧ୍ୟ ଡ୍ରାଗନର ଏଭଳି କାର୍ଯ୍ୟ ସାମ୍ନାକୁ ଆସିଛି।…

ଚାକିରି ଛାଡ଼ିଲେ ବାୟୁସେନା ଯବାନ

କଲମ୍ବୋ,୨୪ା୭: ଶ୍ରୀଲଙ୍କାରେ ଲୋକଙ୍କ ଅସୁବିଧା ଦିନକୁ ଦିନ ବଢ଼ିବାରେ ଲାଗିଛି। ସ୍ବାଧୀନତା ପରଠାରୁ ଦେଶ ବର୍ତ୍ତମାନ ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଶ୍ରୀଲଙ୍କାରେ ସଙ୍କଟ ଯୋଗୁ ଅନେକ ନାଗରିକ ଦେଶ ଛାଡ଼ି ପଳାଇବାକୁ ପଛାଉ ନାହାନ୍ତି। ଖାଦ୍ୟ…

ଶେଷ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ!

କ୍ୱିଭ୍‌,୨୪ା୭: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୫୧ ଦିନରେ ପହଞ୍ଚିଛି। ଖୁସିର କଥା ହେଉଛି, ଏହି ଯୁଦ୍ଧରେ ପ୍ରଥମ ଥର ପାଇଁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଏକ ପ୍ରସଙ୍ଗରେ ଚୁକ୍ତି ହୋଇଛି। ଏହା ଅଧୀନରେ ୟୁକ୍ରେନ କଳା ସାଗର…

ପୁଣି ଅଶାନ୍ତ ହେଲା ଆମେରିକା

ୱାଶିଂଟନ,୨୪ ।୭: ଆମେରିକାରେ ଗୁଳିକାଣ୍ଡ ଘଟଣା ବେଳକୁ ବେଳ ସାଧାରଣ ହେବାରେ ଲାଗିଛି । ଯେଉଁଥିପାଇଁ ଏଠାରେ ରହୁଥିବା ଲୋକମାନେ ସୁରକ୍ଷାକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳେ ୱାଶିଂଟନର ରେଂଟନ ସହରରେ ଗୁଳି…

ରାଷ୍ଟ୍ରୀୟ ସମ୍ପତ୍ତି ବିକ୍ରି କରିବ ପାକିସ୍ତାନ

ଇସଲାମାବାଦ,୨୪ ।୭: ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ସହ ଲଢୁଥିବା ପାକିସ୍ତାନ ମନ୍ତ୍ରିମଣ୍ଡଳ ଶନିବାର ବିଦେଶରେ ଥିବା ଦେଶର ସମ୍ପତ୍ତିକୁ ଜରୁରୀକାଳିନ ପରିସ୍ଥିତିରେ ବିକ୍ରି କରିବାକୁ ସମସ୍ତ ପ୍ରକାର ପ୍ର୍‌ସ୍ତୁତି ପ୍ରକ୍ରିୟା ଶେଷ କରିବାକୁ ଏକ ଅଧ୍ୟାଦେଶକୁ ମଞ୍ଜୁରୀ ପ୍ରଦାନ କରିଛି…

ମଙ୍କିପକ୍ସ ବିଶ୍ୱ ସ୍ବାସ୍ଥ୍ୟ ଏମର୍ଜେନ୍ସି ଘୋଷିତ…

ଜେନେଭା, ୨୩।୭ : ପୃଥିବୀରେ ମଙ୍କିପକ୍ସ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଶଷ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଙ୍କିପକ୍ସ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ଏମର୍ଜେନ୍ସି ଘୋଷଣା କରାଯାଇଛି। ଏହା ସହିତ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଇତିମଧ୍ୟରେ ପୃଥିବୀରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri