ୟୁକ୍ରେନର ଦ୍ୱିତୀୟ ବୃହତ୍ତ ପାୱାର ପ୍ଲାଣ୍ଟ ଉପରେ ରୁଷିଆର କବଜା
କ୍ୱିଭ,୨୯ ।୭: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରତିଦିନ ଧ୍ୱଂସର ଚିତ୍ର ଦେଖିବାକୁ ମିଳୁଛି । ଗୁରୁବାର ରୁଷିଆ ସେନା ପୂର୍ବ ଦୋନେସ୍କ ଅଞ୍ଚଳରେ ଥିବା ୟୁକ୍ରେନର ଦ୍ୱିତୀୟ ବୃହତ୍ତ ପାୱାର ପ୍ଲାଣ୍ଟ ଉପରେ କବଜା କରିନେଇଥିବା ଦାବି କରାଯାଇଛି । ଏପଟେ…
ଆମେରିକାକୁ ଚେତାବନୀ ଦେଲା ଚାଇନା
ବେଜିଂ,୨୯।୭: ଆଜିକାଲି ଆମେରିକା ଏବଂ ଚାଇନା ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡିଛି। ବିଶେଷକରି ତାଇୱାନ ପ୍ରସଙ୍ଗରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବାର୍ତ୍ତାଳାପରେ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତାର ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥିଲା।…
ଇରାକରେ ଶ୍ରୀଲଙ୍କା ଦୃଶ୍ୟ
ବାଗ୍ଦାଦ:ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଗୋଟାବାୟା ରାଜପାକ୍ସେଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକାରୀ ରାଷ୍ଟ୍ରପତି ଭବନରେ ଧସେଇ ପଶିବା ଦୃଶ୍ୟର ପୁନରାବୃତ୍ତି ଦେଖିବାକୁ ମିଳିଛି ଇରାକରେ। ବୁଧବାର ଶତାଧିକ ବିକ୍ଷୋଭକାରୀ ଦେଶର ସବୁଠାରୁ ସୁରକ୍ଷିତ ସ୍ଥାନ ବା ଗ୍ରୀନ୍ ଜୋନ କୁହାଯାଉଥିବା ବାଗ୍ଦାଦସ୍ଥିତ ପାର୍ଲାମେଣ୍ଟ…
‘ମୁଁ ଚୋରଙ୍କ ସହ କଥା ହେବାକୁ ଚାହେଁ ନାହିଁ’
ଇସଲାମାବାଦ,୨୮ା୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ବର୍ତ୍ତମାନର ସରକାରଙ୍କ ସହ କଥାବାର୍ତ୍ତାର ସମସ୍ତ ସମ୍ଭାବନାକୁ ସମ୍ପୂର୍ଣ୍ଣ ରୂପେ ଏଡ଼ାଇ ଦେଇଛନ୍ତି। ଏକ ବିବୃତ୍ତିରେ ଇମ୍ରାନ୍ ପାକିସ୍ତାନ ମୁସଲିମ୍ ଲିଗ୍-ନଓ୍ବାଜ (ପିଏମଏଲ-ଏନ୍)ର ସମସ୍ତ ନେତାଙ୍କୁ ଚୋର ବୋଲି କହିଛନ୍ତି। ସେ କହିଛନ୍ତି,…
ସେଲ୍ଫି ଚକ୍କରରେ ହେଲିକପ୍ଟରରେ କଟିଗଲା ମୁଣ୍ଡ
ଲଣ୍ଡନ,୨୮ା୭: ସୋସିଆଲ ମିଡିଆ ଏବଂ ସେଲ୍ଫିର ନିଶା ଏତେ ବଢ଼ିଗଲାଣି ଯେ, କାହା ସହ କେତେବେଳେ କ’ଣ ଘଟୁଛି କହିହେଉ ନାହିଁ। ବ୍ରିଟେନର ଜଣେ ଧନୀ ପରିବାରର ୨୨ ବର୍ଷର ପୁଅ ଜ୍ୟାକ୍ ଫେଣ୍ଟନଙ୍କ ମୁଣ୍ଡ ହେଲିକପ୍ଟର ପଙ୍ଖାରେ କଟିଯିବାରୁ ତାଙ୍କର…
କିମ୍ଙ୍କ କଡ଼ା ଚେତାବନୀ, ଆମେରିକା-ଦକ୍ଷିଣକୋରିଆ ସହ ହେବ ଆଣବିକ ଯୁଦ୍ଧ…
ପୋଙ୍ଗୟାଙ୍ଗ୍,୨୮।୭ : ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ପୁଣି ଥରେ ଉତ୍ତେଜନା ସୃଷ୍ଟି ହୋଇଛି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ କଡ଼ା ଚେତାବନୀ ନେଇ ଏଭଳି ହୋଇଛି। କିମ୍ କହିଛନ୍ତି ଯେ, ଆମେରିକା ଏବଂ…
ଜଳିଗଲା ୯୦୦ ହେକ୍ଟର ପାଇନ୍ ଜଙ୍ଗଲ
ପ୍ୟାରିସ୍,୨୮ା୭: କିଛି ସପ୍ତାହ ଧରି ୟୁରୋପୀୟ ଦେଶଗୁଡ଼ିକରେ ପ୍ରବଳ ଉତ୍ତାପ ଏବଂ ଜଙ୍ଗଲୀ ନିଆଁ ବ୍ୟାପିଛି। ଦକ୍ଷିଣ-ପୂର୍ବ ଫ୍ରାନ୍ସର ଆର୍ଡଚେ ଜଙ୍ଗଲ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦକ୍ଷିଣ ଫ୍ରାନ୍ସର ୯୦୦ ହେକ୍ଟର ପାଇନ ଜଙ୍ଗଲକୁ ନଷ୍ଟ କରିଥିବା ନିଆଁକୁ ନିୟନ୍ତ୍ରଣ…
ଚାଇନା ରକେଟର ଧ୍ୱଂସାବଶେଷ ପୃଥିବୀ ମୁହାଁ…
ଓ୍ବାଶିଂଟନ,୨୮।୭ : ଆସନ୍ତା କିଛି ଦିନ ମଧ୍ୟରେ ଚାଇନାର ରକେଟର ଧ୍ୱଂସାବଶେଷ ପୃଥିବୀକୁ ଖସିଯିବାକୁ ଯାଉଛି। ଏହା କେତେକଅଞ୍ଚଳକୁୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଛି। କାଲିଫର୍ନିଆର ଏକ ଅଣ-ଲାଭ ବ୍ୟବସାୟୀ ଏରୋସ୍ପେସ କର୍ପୋରେଟ ଅନୁଯାୟୀ, ଜୁଲାଇ ୨୪ ରେ ଚାଇନା…
ଇରାକ ସଂସଦକୁ ଘେରିଲେ ପ୍ରଦର୍ଶନକାରୀ
ବାଗଦାଦ,୨୮ ।୭: କିଛିଦିନ ପୂର୍ବେ ପଡୋଶୀ ଦେଶ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଯୋଗୁ ସୃଷ୍ଟି ହୋଇଥିବା ରାଜାନୈତିକ ଅସ୍ଥିରତା କାରଣରୁ ଲକ୍ଷ ଲକ୍ଷ ପ୍ରଦର୍ଶନକାରୀ ସଡ଼କ ଉପରକୁ ଚାଲି ଆସିଥିଲେ । ପରେ ଏମାନେ ରାଷ୍ଟ୍ରପତି ଭବନକୁ ନିଜ କବଜାକୁ ନେଇ…
ନିଜ ତିଆରି ବିମାନରେ ୟୁରୋପ ବୁଲିଲେ କେରଳ ବ୍ୟକ୍ତି
ଲଣ୍ଡନ,୨୮।୭: କୋଭିଡ୍-୧୯ ଲକ୍ଡାଉନ୍ ସମୟରେ ବିମାନ ସେବା ବନ୍ଦ ହୋଇଯାଇଥିବାବେଳେ କେରଳର ଜଣେ ବ୍ୟକ୍ତି ନିଜସ୍ବ ଉଦ୍ୟମରେ ଏକ ବିମାନ ନିର୍ମାଣ କରିଥିଲେ। ଉକ୍ତ ବିମାନରେ ସେ ପରିବାର ସହ ୟୁରୋପ ଭ୍ରମଣ କରିଛନ୍ତି। କେରଳ ଅଲାପୁଝା ଅଞ୍ଚଳର ଅଶୋକ ଆଲିସେରିଲ…
ତାଇଓ୍ବାନ୍ ଯିବେ ନାନ୍ସି
ଓ୍ବାଶିଂଟନ୍/ବେଜିଂ, ୨୮ା୭: ସ୍ବୟଂଶାସିତ ତାଇଓ୍ବାନ ଉପରେ ପଡ଼ୋଶୀ ଚାଇନା ଦଖଲ ପାଇଁ ନଜର ପକାଇଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଥିବାବେଳେ ଆମେରିକା ହସ୍ତକ୍ଷେପ ପାଇଁ ପ୍ରସ୍ତୁତ ହେଉଛି। ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସି ନିକଟ…
ମଙ୍କିପକ୍ସକୁ ନେଇ ଡବ୍ଲୁଏଚଓର ପରାମର୍ଶ
ଜେନେଭା,୨୮ ।୭: କରୋନା ପରେ ଏବେ ସାରା ବିଶ୍ୱକୁ ଡରାଇଲାଣି ମଙ୍କିପକ୍ସ । ଏହାରି ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ ଟେଡରୋସ ଅଦନହୋମ ଗେବ୍ରେହେସୁସ ମଙ୍କିପକ୍ସକୁ ନେଇ କିଛି ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେଉଁ ପୁରୁଷମାନେ ମଙ୍କିପକ୍ସରେ…
Archives


