ତୁମେ ପରଜୀବୀ,ଭାରତ ଫେରିଯାଅ
ପୋଲାଣ୍ଡରେ ଜଣେ ଭାରତୀୟ ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ସେଠାରେ ଜଣେ ଆମେରିକୀୟ ତାଙ୍କୁ ପରଜୀବୀ ଏବଂ ଅନୁପ୍ରବେଶକାରୀ କରିବା ସହ ନିଜ ଦେଶକୁ ଫେରିଯିବା ଲାଗି ଆହ୍ବାନ ଦେଇଥିଲେ। ଭାରତୀୟଙ୍କ ପରିଚୟ ସ୍ପଷ୍ଟ ହୋଇ ନ ଥିବାବେଳେ ତାଙ୍କ ପ୍ରତି ହୋଇଥିବା…
ଚାଇନାର ବଡ ଦାବି: ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନ ଅଧିକାର ଆମର
ବେଜିଂ,୪ ।୯: ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ଚାଇନା ବଡ ଦାବି କରିଛି । ଚାଇନା ଦାବି କରିଛି କି ବେଜିଂ ନିକଟରେ ୧୪ତମ ଦଲାଇ ଲାମା ତେନଜିନ ଗ୍ୟାତ୍ସୋର ପରବର୍ତ୍ତି ଉତ୍ତରାଧିକାରୀ ଚୟନ କରିବାର ଏକ ମାତ୍ର ଅଧିକାର…
ସୁରକ୍ଷିତ ଭାବେ ଅବତରଣ କଲା ହାଇଜାକ୍ ହୋଇଥିବା ବିମାନ, ପାଇଲଟ ଗିରଫ
ୱାଶିଂଟନ,୪ ।୯: ଆମେରିକାର ମିସିସିପି ରାଜ୍ୟରେ ଜଣେ ପାଇଲଟ ଏକ ବିମାନକୁ ଜାଣିଶୁଣି ଦୁର୍ଘଟଣା ଘଟାଇବାକୁ ଧମକ ଦେବା ପରେ ସମସ୍ତେ ଅସ୍ତବ୍ୟସ୍ତ ହୋଇଯାଇଥିଲେ । କିଛି ଘଣ୍ଟା ପରେ ଗଭର୍ନର ଟେଟେ ରିଭସ୍ ଏକ ଆଶ୍ୱସ୍ତିକର ଖବର ଦେଇ କହିଛନ୍ତି,…
ଗାନ୍ଧୀ-ମଣ୍ଡେଲା ଭିତ୍ତି ଚିତ୍ର ଲୋକାର୍ପିତ…
କେପ୍ଟାଉନ୍, ୩।୯ : ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀ, ନେଲସନ୍ ମଣ୍ଡେଲା, ଦେଶମଣ୍ଡ୍ ଟୁଟୁ, ଅହମଦ କଥରାଡା ଏବଂ ଅନ୍ୟ ନେତାଙ୍କ ଭିତ୍ତି ଚିତ୍ର କାନ୍ଥରେ ଲୋକାର୍ପିତ କରାଯାଇଛି। ଏହାକୁ ମୂଳ ଭାରତୀୟ ଚିତ୍ରକର ନନ୍ଦା ସୋବେନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି।…
ପ୍ରଳୟଙ୍କରୀ ବନ୍ୟା, ଅନ୍ତର୍ଜାତୀୟସ୍ତରରେ ସହାୟତା ଲୋଡ଼ିଲା ପାକିସ୍ତାନ, ମୃତ୍ୟୁ ସଂଖ୍ୟା ୧,୨୬୫ ଛୁଇଁଲା..
ଇସଲାମାବାଦ, ୩।୯ : ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ପାକିସ୍ତାନ ଶନିବାର ଅନ୍ତର୍ଜାତୀୟସ୍ତରରେ ସହାୟତା ଲୋଡ଼ିଛି। ଏହା ସହିତ ପାକିସ୍ତାନ ଆଶା ପ୍ରକାଶ କରିଛି ଯେ, ଅନ୍ତର୍ଜାତୀୟସ୍ତରରୁ ଦେଶକୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ। ଇତିମଧ୍ୟରେ…
ଦ୍ୱିତୀୟ ଥର ବିଫଳ ହେଲା ନାସାର ଚନ୍ଦ୍ର ମିଶନ…
ଓ୍ବାଶିଂଟନ, ୩।୯ : କ୍ରମାଗତ ଦ୍ୱିତୀୟଥର ପାଇଁ ନାସାର ଚନ୍ଦ୍ର ମିଶନ ବିଫଳ ହୋଇଛି। ରକେଟ ଇଞ୍ଜିନରେ କେତେକ ତ୍ରୁଟି ଯୋଗୁ ଶେଷ ମୁହୁର୍ତ୍ତରେ ମିଶନକୁ ବନ୍ଦ କରି ଦିଆଯାଇଛି। ଇଞ୍ଜିନରୁ ଇନ୍ଧନ ଲିକ୍ ହେଉଥିବା ଜଣାପଡ଼ିବା ପରେ ଏଭଳି ନିଷ୍ପତ୍ତି…
ଚନ୍ଦ୍ରକୁ ମଣିଷ ପଠାଇବ ନାସା
ଓ୍ବାଶିଂଟନ,୩ା୯: ଆମେରିକୀୟ ଗବେଷଣା ସଂସ୍ଥା ନାସା ଚନ୍ଦ୍ରକୁ ମଣିଷ ପଠାଇବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି। ‘ନାସା’ର ସବୁଠାରୁ ଶକ୍ତିଶାଳୀ ‘ରକେଟ ସ୍ପେଶ ଲଞ୍ଚ ସିଷ୍ଟମ’ ମାଧ୍ୟମରେ ଏହି ଉତ୍କ୍ଷେପଣ ପ୍ରକ୍ରିୟା ଆରମ୍ଭ ହେବ। ଏହା ନାସା’ର ‘ଆର୍ଟିମିସ ମିଶନ’। ‘ଆର୍ଟିମିସ’…
ପୁନଃ ପ୍ରସାରଣ ହେଲା ଏହି ନ୍ୟୁଜ୍ ଚାନେଲ
ଇସଲାମାବାଦ,୩ା୯: ଇସଲାମାବାଦ ହାଇକୋର୍ଟ (IHC) ପାକିସ୍ତାନୀ ନ୍ୟୁଜ୍ ଚାନେଲ ଏଆର୍ଓ୍ବାଇର ପ୍ରସାରଣକୁ ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଅନେକ ସହରରେ ଏହି ଚ୍ୟାନେଲ ପୁନଃ ସ୍ଥାପିତ ହୋଇଛି। ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ନିୟାମକ ପ୍ରାଧିକରଣ (PEMRA) ଏହି…
ନୂଆ ସମ୍ବିଧାନ ପାଇଁ ରବିବାର ଜନମତ ସଂଗ୍ରହ…
ସାଣ୍ଟିଆଗୋ, ୩।୯ : ଚିଲିରେ ନୂଆ ସମ୍ବିଧାନ ଆପଣେଇବା ପାଇଁ ରବିବାର ଜନମତ ସଂଗ୍ରହ କରାଯିବ। ଗଣତାନ୍ତ୍ରିକ ବ୍ୟବସ୍ଥାର ଇତିହାସରେ ଏହି ସମ୍ବିଧାନକୁ ସ୍ବତନ୍ତ୍ର ବର୍ଣ୍ଣନା କରାଯାଉଛି। ଚିଲିର ସାମ୍ପ୍ରତିକ ଅର୍ଥନୈତିକ ଏବଂ ସାମାଜିକ ଅସମାନତାକୁ ଶେଷ କରିବା ଏହାର ଉଦ୍ଦେଶ୍ୟ…
ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ଲାଗି ଭୋଟିଂ ଶେଷ
ଲଣ୍ଡନ,୩ା୯: ବୋରିସ ଜନ୍ସନଙ୍କ ଇସ୍ତଫା ପରେ କଞ୍ଜରଭେଟିଭ୍ ପାର୍ଟି ନେତା ତଥା ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଅନୁଷ୍ଠିତ ମତଦାନ ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି। ଭାରତୀୟ ବଂଶୋଦ୍ଭବ ପୂର୍ବତନ ଚାନ୍ସେଲର ଋଷି ସୁନକ ଏବଂ ବହିର୍ବ୍ୟାପାର ସଚିବ ଲିଜ୍ ଟ୍ରସ୍ଙ୍କ…
ତାଇଓ୍ବାନରୁ ଫେରିବେ ଜାପାନ ନାଗରିକ
ତାଇପେଇ, ୩ା୯: ତାଇଓ୍ବାନ ପ୍ରଣାଳୀରେ ଚାଇନା ସେନାର ସମରାଭ୍ୟାସ, ବେଜିଂ ଡ୍ରୋନ୍କୁ ତାଇପେଇ ଗୁଳି ଖସାଇବା ପରେ ଦୁଇ ପଡ଼ୋଶୀ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଚାଇନା ଏହି ଦ୍ୱୀପରାଷ୍ଟ୍ର ଉପରେ ଆକ୍ରମଣ କରିବା ଆଶଙ୍କାରେ ତାଇଓ୍ବାନ ନିଜକୁ ମୁକାବିଲା ପାଇଁ…
ଚାଇନା ବିରୋଧରେ ଆମେରିକାର ବଡ ଚାଲ, ତାଇୱାନକୁ ଦେଲା ୧.୧ ଅରବ ଡଲାର ସେନା ସହାୟତା
ୱାଶିଂଟନ,୩ ।୯: ଚାଇନା ବିରୋଧରେ ଆମେରିକା ଚଳାଇଛି ବଡ ଚାଲ । ଶୁକ୍ରବାର ଆମେରିକା ତାଇୱାନ ଭଳି ଏକ ଛୋଟିଆ ଦ୍ୱୀପକୁ ୧.୧ ବିଲିୟନ ଡଲାରର ନୂଆ ଅସ୍ତ୍ରଶସ୍ତ୍ର ପ୍ୟାକେଜ ଦେବାକୁ ଘୋଷଣା କରିଛି । ଆମେରିକା ସ୍ପିକର ନାନ୍ସି ପେଲୋସି…
Archives


