ଓଡେସା, ମାଇକୋଲିଭ ସହର ବି ଖୁବଶୀଘ୍ର ୟୁକ୍ରେନଠାରୁ ହୋଇଯିବ ଅଲଗା
କ୍ୱିଭ,୨୮ ।୭: ଥମିନି ରୁଷିଆ-ୟୁକ୍ରେନ ଯୁଦ୍ଧ । ପୂର୍ବପରି ଆଜିବି ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି । ୟୁକ୍ରେନର ଦକ୍ଷିଣ ଭାଗରେ ରୁଷିଆ ଲଗାତାର ବୋମା ମାଡ କରି ଚାଲିଛି । ଇତିମଧ୍ୟରେ ଓଡେଶା ଓ ମାଇକୋଲିଭ ସହରକୁ…
ବାଇଡେନ-ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ହେବ ଆଲୋଚନା
ଓ୍ବାଶିଂଟନ,୨୭ା୭: ତାଇଓ୍ବାନ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ୪ ମାସର ତିକ୍ତତା ବୃଦ୍ଧି ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନ୍ଫିଙ୍ଗ୍ ଗୁରୁବାର ଆଲୋଚନା କରିବେ। ଆମେରିକାର ଜଣେ ଅଧିକାରୀଙ୍କ କହିବାନୁସାରେ, ଦୁଇ ନେତାଙ୍କ ମଧ୍ୟରେ…
ଉହାନର ପ୍ରାଣୀ ବଜାରରୁ ବାହାରିଥିଲା କରୋନା ଭୂତାଣୁ, ଦୁଇ ନୂଆ ରିସର୍ଚ୍ଚ ପକ୍ଷରୁ ଦାବି…
ବେଜିଂ, ୨୭।୭ : କରୋନା ମହାମାରୀ ଚାଇନାରୁ ଉତ୍ପନ୍ନ ହୋଇ ସମଗ୍ର ବିଶ୍ୱରେ ବ୍ୟାପିଥିବା କୁହାଯାଉଥିଲା। ଏବେ ଦୁଇଟି ନୂତନ ରିସର୍ଚ୍ଚରେ ମଧ୍ୟ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁଯାୟୀ, ଚାଇନାର ଉହାନର ହୁଆନନ ସାମୁଦ୍ରିକ ଖାଦ୍ୟ ବଜାରରେ କରୋନା ଭୂତାଣୁ…
ପାକିସ୍ତାନରେ ୭୫ ବର୍ଷ ପରେ ପ୍ରଥମ ହିନ୍ଦୁ ମହିଳା ହେଲେ ଡିଏସ୍ପି…
ଇସଲାମାବାଦ, ୨୭।୭ : ଭାରତ-ପାକିସ୍ଥାନ ୧୯୪୭ ରେ ଯେତେବେଳେ ବିଭାଜିତ ହେଲା ସେତେବେଳେ ୧୨.୯ ପ୍ରତିଶତ ହିନ୍ଦୁ ସଂଖ୍ୟାଲଘୁ ଇସଲାମିକ୍ ଦେଶ ପାକିସ୍ଥାନରେ ରହିଲେ। ସମୟ ବଦଳିଗଲା, ପରିସ୍ଥିତି ବଦଳିଗଲା ଏବଂ ୭୫ ବର୍ଷରେ ହିନ୍ଦୁ ସଂଖ୍ୟାଲଘୁଙ୍କ ସଂଖ୍ୟା ମଧ୍ୟ ବଦଳିଗଲା।…
ପାକିସ୍ତାନରେ ପ୍ରବଳ ବର୍ଷା: ୮ ମୃତ
ଇସଲାମାବାଦ,୨୭ା୭: ପାକିସ୍ତାନର ସିନ୍ଧ୍ ଏବଂ ବେଲୁଚିସ୍ତାନ ପ୍ରଦେଶର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ସୂଚନାନୁସାରେ, ସିନ୍ଧ୍ ଏବଂ ବେଲୁଚିସ୍ତାନ ପ୍ରଦେଶରେ ବର୍ଷା ଯୋଗୁ ୮ ଜଣ ପ୍ରାଣ ହରାଇ ସାରିଲେଣି।…
ଆଗକୁ ମାନ୍ଦାବସ୍ଥା: ସତର୍କ କରାଇଲା ଆଇଏମ୍ଏଫ୍
ଓ୍ବାଶିଂଟନ,୨୭ା୭: ବିଶ୍ୱରେ ଆଗାମୀ ଦିନରେ ଦେଖାଦେଇପାରେ ମାନ୍ଦାବସ୍ଥା। ଉଚ୍ଚ ମୁଦ୍ରାସ୍ଫୀତି ଏବଂ ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱ ଅର୍ଥନୀତି ଦୁର୍ବଳ ହୋଇ ଏଭଳି ସ୍ଥିତି ସୃଷ୍ଟି ହେବାକୁ ଯାଉଛି ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ସତର୍କ କରିଛି। ଏହାସହ ବୈଶ୍ୱିକ…
ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ପରଭେଜ ଇଲାହୀ…
ଇସଲାମାବାଦ, ୨୭।୭ : ପାକିସ୍ତାନର ପଞ୍ଜାବ ପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଏମ୍ଏଲ-କ୍ୟୁ ନେତା ଚୌଧୁରୀ ପରଭେଜ ଇଲାହୀଙ୍କୁ ନିଯୁକ୍ତ କରାଯାଇଛି। ସେ ବୁଧବାର ପୂର୍ବାହ୍ନରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ପାକିସ୍ତାନ ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀ ଶାହାବାଜଙ୍କ ପୁଅ…
ଶ୍ରୀଲଙ୍କା ଫେରିବେ ଗୋଟାବାୟା
କଲମ୍ବୋ, ୨୭ା୭: ଶ୍ରୀଲଙ୍କାବରେ ଜନଆନ୍ଦୋଳନ ମୁଣ୍ଡ ଟେକିବା ପରେ ପଳାୟନ କରିଥିବା ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଶୀଘ୍ର ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି। ମଙ୍ଗଳବାର ସେଠାକାର ସର୍ବଦଳୀୟ ସରକାରର ଜଣେ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି। ଗଣମାଧ୍ୟମ ମନ୍ତ୍ରୀ…
୨ ଭାରତୀୟ ଯବାନ ନିହତ ଘଟଣା, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ: ଜୟଶଙ୍କର
ନୂଆଦିଲ୍ଲୀ/କିନ୍ସାସା,୨୭ା୭: ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋ ସାଧାରଣତନ୍ତ୍ରରେ ଜାତିସଂଘ ବିରୋଧୀ ବିକ୍ଷୋଭ ଉଗ୍ର ହେବାରେ ଲାଗିଛି। ସ୍ଥାନୀୟ ବିଦ୍ରୋହୀଙ୍କ ହିଂସାତ୍ମକ ଆନ୍ଦୋଳନବେଳେ ୧୦ ଜଣଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରେ ୨ ଭାରତୀୟ ଯବାନ ଅଛନ୍ତି। ଉଭୟ ଯବାନ ରାଜସ୍ଥାନ ବାସିନ୍ଦା। ଦୁହେଁ…
ହଠାତ୍ ବେହୋସ ହୋଇପଡ଼ିଲେ ଉପସ୍ଥାପକ: ସୁନକ୍-ଟ୍ରସ୍ ବିତର୍କ ବାତିଲ
ଲଣ୍ଡନ, ୨୭ା୭: ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ ପାଇଁ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଏବଂ ବହିର୍ବ୍ୟାପାର ମନ୍ତ୍ରୀ ଲିଜ୍ ଟ୍ରସ୍ଙ୍କ ମଧ୍ୟରେ ମଙ୍ଗଳବାର ବିତର୍କ ହୋଇଥିଲା। ଦ ସନ୍ ଏବଂ ଟକ୍ ଟିଭିରେ ଏହି ଡିବେଟ୍ ଚାଲିଥିବା ବେଳେ ଉପସ୍ଥାପକ କେଟ୍…
ଫିଲିପିନ୍ସରେ ୭.୦ ତୀବ୍ରତାର ଭୂକମ୍ପ
ମାନିଲା,୨୭ ।୭: ଫିଲିପିନ୍ସରେ ବୁଧବାର ସକାଳୁ ଏକ ବଡ ଧରଣର ଭୂକମ୍ପ ହୋଇଛି । ଭୂକମ୍ପ ୬ଟା ୨୩ ମିନିଟରେ ଅନୁଭୁତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୦ ରହିଛି । ତେବେ ଭୂକମ୍ପରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର…
ସ୍ପେସ୍ ଷ୍ଟେଶନ ପାର୍ଟନରଶିପ୍ରୁ ଓହରିବ ରୁଷିଆ
ମସ୍କୋ, ୨୭ା୭: ୟୁକ୍ରେନ ଯୁଦ୍ଧକୁ ନେଇ ମୁହଁାମୁହିଁ ହୋଇଥିବା ରୁଷିଆ ଓ ଆମେରିକା ମଧ୍ୟରେ ତିକ୍ତତା ଆଉପାଦେ ଆଗକୁ ବଢ଼ିଛି। ରୁଷିଆ ଓ ଆମେରିକା ଅନ୍ତର୍ଜାତୀୟ ସ୍ପେସ୍ଷ୍ଟେଶନ ପାଇଁ ମିଳିତ ଭାବେ କାମ କରୁଥିବାବେଳେ ୨୦୨୪ରେ ମସ୍କୋ ଏହି ସହଭାଗିତାରୁ ଓହରିଯିବ…
Archives


