ଅନ୍ତର୍ଜାତୀୟ

ଅପରେଶନ ‘ବ୍ରେକିଂ ଡନ୍‌’

ଗାଜା ସିଟି/ଜେରୁଜେଲମ, ୭।୮: ପ୍ରାୟ ବର୍ଷେ ଧରି ଗାଜାର ହମାସ୍‌ ଓ ଇସ୍‌ଲାମିକ୍‌ ଜେହାଦ ଆତଙ୍କବାଦୀ ଗୋଷ୍ଠୀଙ୍କ ବିରୋଧରେ ଇସ୍ରାଏଲ କାର୍ଯ୍ୟାନୁଷ୍ଠାନ ବନ୍ଦ ଯୋଗୁ ଅପେକ୍ଷାକୃତ ଶାନ୍ତ ଥିବା ସୀମା ଏବେ ପୁଣି ଅଶାନ୍ତ ହୋଇପଡ଼ିଛି। ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରି…

ଇରାନ ସମର୍ଥିତ ଇସ୍‌ଲାମିକ ଜେହାଦ

ତେଲ ଆଭିଭ୍‌, ୭ା୮: ଗତ ବର୍ଷ ଇସ୍ରାଏଲ ଏବଂ ଆତଙ୍କବାଦୀ ସଙ୍ଗଠନ ହମାସ୍‌ ସଦସ୍ୟଙ୍କ ମଧ୍ୟରେ ୧୧ ଦିନ ଧରି ସୀମାରେ ସଂଘର୍ଷ ରହିବା ପରେ ଏବେ ୨ ଦିନ ହେଲା ପୁଣି ଅନୁରୂପ ସ୍ଥିତି ଉପୁଜିଛି। ଇରାନ୍‌ ସମର୍ଥିତ ପାଲେଷ୍ଟିନୀୟ…

କ୍ୟୁବା ତେଲ ଡିପୋରେ ଲାଗିଲା ନିଆଁ: ଜଣେ ମୃତ ୧୨୧ ଆହତ

ହୱାନା,୭ ।୮: କ୍ୟୁବାର ମତଂଜସ ସହରରେ ଶନିବାର ଏକ ତେଲ ଡିପୋରେ ବଜ୍ରପାତ ହେବାରୁ ନିଆଁ ଲାଗି ଯାଇଥିଲା । ଏହା ନିୟନ୍ତ୍ରଣ ବାହାରେ ଥିବାରୁ ଜଣଙ୍କର ମୃତ୍ୟୁ ହେବା ସହ ୧୨୧ ଜଣ ଆହତ ହୋଇଥିବା ସୂଚନା ମିଳିଛି ।…

ବିଶ୍ୱର ପ୍ରଥମ କୃତ୍ରିମ ଭ୍ରୁଣ ପ୍ରସ୍ତୁତ, କୋଶିକା ସହାୟତାରେ ଇସ୍ରାଏଲ ବୈଜ୍ଞାନିକଙ୍କ ସଫଳତା

ଜେରୁଜେଲମ,୭ ।୮: ପ୍ରସ୍ତୁତ ହେଲା ବିଶ୍ୱର ପ୍ରଥମ କୃତ୍ରିମ ଭ୍ରୁଣ । ଏଥିରେ ଜୀବର ହୃଦସ୍ପନ୍ଦନ ହେବା ସହ ମସ୍ତିଷ୍କକୁ ବି ସମ୍ପୂର୍ଣ୍ଣ ଆକାର ଦିଆଯାଇଛି । ଇସ୍ରାଏଲର ୱେଇଜମାନ ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ଏଥିପାଇଁ ନା କୌଣସି ଫର୍ଟିଲାଇଜ ଅଣ୍ଡା ନେଇଛନ୍ତି…

୧୨ ସିଂହ ନିଲାମ କରିବ ପାକିସ୍ତାନ

ଇସଲାମାବାଦ,୬ା୮: ପାକିସ୍ତାନର ଏକ ଚିଡ଼ିଆଖାନା ଖାଦ୍ୟ ଓ ସ୍ଥାନ ଅଭାବ ଦୂର ପାଇଁ ୧୨ଟି ସିଂହ ନିଲାମ କରିବ। ସିଂହ ନିଲାମ ପାଇଁ ମୂଳ ମୂଲ୍ୟ ଦେଢ଼ ଲକ୍ଷ ପାକିସ୍ତାନୀ ମୁଦ୍ରା ରଖାଯାଇଥିବା ଜଣାପଡ଼ିଛି। ଏହି ନିଷ୍ପତ୍ତି ପରିବେଶବିତ୍‌ଙ୍କ ଚିନ୍ତା ବଢ଼ାଇଛି।…

ଗୋଟାବାୟାଙ୍କୁ ଆଉ ଦୁଇ ସପ୍ତାହ ରଖିବାକୁ ସିଙ୍ଗାପୁର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କଲେ ଶ୍ରୀଲଙ୍କା ସରକାର

କଲମ୍ବୋ,୬ା୮: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କୁ ସିଙ୍ଗାପୁରରେ ଆଉ ୨ ସପ୍ତାହ ରହିବାକୁ ଅନୁମତି ଦେବାକୁ ଶ୍ରୀଲଙ୍କା ସରକାର ଶନିବାର ଅନୁରୋଧ କରିଛନ୍ତି। ରାଜପାକ୍ସେ ବର୍ତ୍ତମାନ ସିଙ୍ଗାପୁରରେ ରହୁଛନ୍ତି। ତାଙ୍କର ଭିଜା ସମୟସୀମା ଥିବାରୁ ସେ ଅଗଷ୍ଟ ୧୧ରେ ଦେଶ…

ଏନ୍ତୁଡ଼ିଶାଳରେ କରୋନା ବେକାବୁ, ଚାଇନାର ସାନ୍ୟା ସହରରେ ଲକ୍‌ଡାଉନ, ୮୦ ହଜାରରୁ ଅଧିକ ପର୍ଯ୍ୟଟକ ଚିନ୍ତାରେ…

ବେଜିଂ, ୬।୮ :  କରୋନା ଏନ୍ତୁଡ଼ିଶାଳ ଚାଇନାରେ  କରୋନା ପୁଣି ଥରେ ନିୟନ୍ତ୍ରିତ ହରାଇଛି। ଶନିବାର ଚାଇନାର ’ହାୱାଇ’ କୁହାଯାଉଥିବା ସାନ୍ୟା ସହରରେ କର୍ତ୍ତୃପକ୍ଷ ଲକ୍‌ଡାଉନ ଘୋଷଣା କରିଛନ୍ତି। ଫଳରେ ସେଠାରେ ଥିବା ପ୍ରାୟ ୮୦ ହଜାରରୁ ଅଧିକ ପର୍ଯ୍ୟଟକ ଅଟକି…

କଟକଣାକୁ ଖାତିର ନାହିଁ, କିମ୍‌ ଆଣବିକ ପରୀକ୍ଷଣ ପାଇଁ ପୁଣି ପ୍ରସ୍ତୁତ…

ପୋୟଙ୍ଗୟାଙ୍ଗ, ୬।୮ : ଭାରତ-ପ୍ରଶାନ୍ତ ମହାସାଗରରେ ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ମଧ୍ୟ ଉତ୍ତେଜନାମୂଳକ କାର୍ଯ୍ୟ ଜାରି ରଖିଛନ୍ତି। ମିଳିତ ଜାତିସଂଘର ଏକ ରିପୋର୍ଟରେ ଏହା ଦାବି କରାଯାଇଛି। ଏହି ରିପୋର୍ଟ…

ଆଫ୍ରିକାବାସୀଙ୍କ ଜୀବନ ଧାରଣ ବୟସରେ ୧୦ ବର୍ଷ ବୃଦ୍ଧି …

ଜେନେଭା, ୬।୮ : ବିଶ୍ୱ ଦ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଜୀବନ ଧାରଣ ବୟସ ଉପରେ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ୨୦୦୦ ରୁ ୨୦୧୯ ମଧ୍ୟରେ ଆଫ୍ରିକୀୟ ଅଞ୍ଚଳର ହାରାହାରି ମୁଣ୍ଡପିଛା ଜୀବନ ଧାରଣ ବୟସରେ ୧୦ ବର୍ଷ…

ଭାରତର ସ୍ବାଧୀନତା ଦିବସ ସମାରୋହରେ ଯୋଗଦେବେ ଆମେରିକା ଗାୟିକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୬ା୮: ଏକ ନୂତନ ଶୈଳୀରେ ‘ଜନ ଗଣ ମନ’ ଏବଂ ‘ଓମ୍‌ ଜୟ ଜଗଦୀଶ ହରେ’ ଗାଇଥିବା ଆମେରିକାର ପ୍ରସିଦ୍ଧ ଗାୟିକା ମେରି ମିଲବେନ ଭାରତ ଆସିବେ। ସ୍ବାଧୀନତା ଦିବସ ପାଳନ ସମୟରେ ସେ ଭାରତରେ ଉପସ୍ଥିତ ରହିବେ। ଆଇସିଆରସି ଅର୍ଥାତ୍‌…

ଚାଇନା ଗୁପ୍ତଚର ଜାହାଜକୁ ପ୍ରବେଶ ଲାଗି ଅନୁମତି ଦେଲାନି ଶ୍ରୀଲଙ୍କା…

କଲମ୍ବୋ, ୬।୮ : ଦୁଇ ସରକାରଙ୍କ ମଧ୍ୟରେ ପରାମର୍ଶ ନହେବା ପର୍ଯ୍ୟନ୍ତ ଶ୍ରୀଲଙ୍କା ସରକାର ଚାଇନାର ସ୍ପେସ-ସାଟେଲାଇଟ ଟ୍ରାକର ଜାହାଜ ୟୁଆନ ୱାଙ୍ଗ ୫ର ହମ୍ବନଟୋଟା ବନ୍ଦରରେ ଅଟକ ରଖିବାକୁ କହିଛନ୍ତି। ଚାଇନାର ଗୁପ୍ତଚର ଜାହାଜ ଅଗଷ୍ଟ ୧୧ ରେ ଶ୍ରୀଲଙ୍କାର…

ଚାଇନାର ଧମକ ମଧ୍ୟରେ ତାଇୱାନକୁ ବଡ ଝଟ୍‌କା, ମିଶାଇଲ ପ୍ରଡକଶନ ଲିଡ କରୁଥିବା ଅଧିକାରୀଙ୍କ ମିଳିଲା ମୃତଦେହ

ତାଇପେଇ ସିଟି,୬ ।୮: ଚାଇନାର ଉସକାଇବା ଭଳି ଯୁଦ୍ଧାଭ୍ୟାସ ସମୟରେ ତାଇୱାନକୁ ବଡ ଝଟ୍‌କା ଲାଗିଛି । ତାଇୱାନର ମିଶାଇଲ ପ୍ରଡକଶନରେ ଲିଡ କରୁଥିବା ଜଣେ ଅଧିକାରୀଙ୍କ ମୃତଦେହ ଏକ ହୋଟେଲରୁ ମିଳିବା ପରେ ତାଇୱାନ ଚିନ୍ତାରେ ପଡିଯାଇଛି । ଉକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri