Advertisement

ଭାରତ ନ ଫେରିବାକୁ ଯୋଜନା କରୁଛନ୍ତି ପଳାତକ ନୀରବ ମୋଦି: ବ୍ରିଟେନକୁ ମାଗିଥିଲେ ରାଜନୈତିକ ଆଶ୍ରୟ

ଲଣ୍ଡନ,୧୦।୧୧: ପଳାତକ ନୀରବ ମୋଦିଙ୍କ ଭାରତକୁ ପ୍ରତ୍ୟର୍ପଣ ନେଇ ବର୍ତ୍ତମାନ ରାସ୍ତା ସଫା ହୋଇଯାଇଛି। ବ୍ରିଟେନ ହାଇକୋର୍ଟ ନିରବ ମୋଦିଙ୍କ ପ୍ରତ୍ୟର୍ପଣ ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ଇତିମଧ୍ୟରେ ନୀରବଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଭାରତକୁ ନ ଫେରିବା ପାଇଁ ନୀରବ ଯୋଜନା କରୁଥିବା ବେଳେ ବ୍ରିଟେନରେ ରାଜନୈତିକ ଆଶ୍ରୟ ପାଇଁ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ, ବ୍ରିଟେନ କର୍ତ୍ତୃପକ୍ଷଙ୍କଠାରୁ ନୀରବ ଆଶ୍ରୟ ମାଗିଥିଲେ। ଯାହା ଦ୍ୱାରା କୋର୍ଟଙ୍କଠାରୁ ପ୍ରତ୍ୟର୍ପଣ ହେବା ପରେ ମଧ୍ୟ ସେ ଭାରତକୁ ଆଉ ଫେରିପାରିବେ ନାହିଁ। ତେବେ ତାଙ୍କ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇଛି ନା କର୍ତ୍ତୃପକ୍ଷଙ୍କ ନିକଟରେ ବିଚାରାଧୀନ ରହିଛି ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ କୁହାଯାଉଛି ଯେ, ଭାରତକୁ ନ ଫେରିବା ପାଇଁ ନୀରବ ଆଶ୍ରୟର ରାସ୍ତା ଆପଣାଇଛନ୍ତି। ଯଦି ବ୍ରିଟେନରେ ଆଶ୍ରୟ ଦିଆଯାଏ, ତେବେ ତାଙ୍କୁ ପ୍ରତ୍ୟର୍ପଣ କରାଯାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ପରେ ନ କମି ବଢ଼ିଛି ଏଭରେଷ୍ଟ ଉଚ୍ଚତା: ସଂଶୋଧିତ ଉଚ୍ଚତା ସମ୍ପର୍କରେ ନେପାଳ ଦେଲା ସୂଚନା

କାଠମାଣ୍ଡୁ,୮।୧୨: ଗିରିଶୃଙ୍ଗ ଏଭରେଷ୍ଟର ଉଚ୍ଚତା ୨୦୧୫ରେ ନେପାଳରେ ହୋଇଥିବା ଭୂକମ୍ପ ଯୋଗୁ କମିନି, ବଂର ଏହାର ଉଚ୍ଚତା ଭୂକମ୍ପ ପରେ ବଢ଼ିଛି। ଏହାର ସଂଶୋଧିତ ଉଚ୍ଚତା...

ବିବାଦରେ ଡାଏନାଙ୍କ ସାକ୍ଷାତ୍‌କାର

ଲଣ୍ଡନ, ୨୪ା୫: ପ୍ରିନ୍ସେସ୍‌ ଡାଏନାଙ୍କ ସହ ବିବାଦୀୟ ସାକ୍ଷାତକାରକୁ ନେଇ ତାଙ୍କ ଦୁଇ ପୁଅ ତଥା ବ୍ରିଟେନ ପ୍ରିନ୍ସ ଓ୍ବିଲିୟମ ଏବଂ ହ୍ୟାରିଙ୍କୁ ରବିବାର ବିବିସିର...

ଲିଜ୍‌ ଟ୍ରସ୍‌ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨।୯: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଆଗରେ ଅଛନ୍ତି। ସେ ଭାରତୀୟ ବଂଶୋଦ୍ଭବ ତଥା କଞ୍ଜରଭେଟିଭ୍‌ ପାର୍ଟିର ଋଷି ସୁନକଙ୍କୁ ପଛରେ ପକାଇ ଦେଇଛନ୍ତି।...

କରୋନା ଭୟ: ୧୨ ପ୍ରତିଶତ ଭାରତୀୟଙ୍କ ଆଖିକୁ ନାହିଁ ନିଦ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ସାମାଜିକ ଦୂରତା, ମାସ୍କ୍‌ ବ୍ୟବହାର, ବାରମ୍ବାର ହାତ ଧୋଇବା, ସାନିଟାଇଜର ବ୍ୟବହାର ଆଦି...

ଭାରତ ସରକାରଙ୍କୁ ପ୍ରଶଂସା କଲା ବିଶ୍ୱବ୍ୟାଙ୍କ

ଓ୍ବାଶିଂଟନ/ନୂଆଦିଲ୍ଲୀ,୫ା୧୦: ବିଶ୍ୱବ୍ୟାଙ୍କର ସଭାପତି ଡେଭିଡ ମାଲପାସ କହିଛନ୍ତି, ବିଶ୍ୱରେ ମହାମାରୀ କରୋନା ସଙ୍କଟରେ ଗରିବ ଏବଂ ଅସହାୟ ଲୋକଙ୍କୁ ଭାରତର ସହାୟତା ଅତୁଳନୀୟ। ଭାରତ ପରି...

ପାକିସ୍ତାନ ହାରିବା ପରେ ଉତ୍ସବ ପାଳିଲେ ବେଲୁଚିସ୍ତାନ ବାସିନ୍ଦା ! ଦେଖନ୍ତୁ ଭିଡିଓ

ଇସଲାମାବାଦ,୧୩।୧୧: ଟି -୨୦ ବିଶ୍ୱକପ୍‌ର ସେମିଫାଇନାଲରେ ପାକିସ୍ତାନର ପରାଜୟ ପରେ ଲୋକମାନେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଏହି ପରାଜୟରେ ପାକିସ୍ତାନୀ କ୍ରିକେଟ ପ୍ରଶଂସକମାନେ...

କରୋନା ଟିକା କୌଣସି ମ୍ୟାଜିକ ନୁହେଁ: ଡବ୍ଲୁଏଚ୍‌ଓ

ଓ୍ବାଶିଂଟନ,୧୦।୮: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ଏକ ଚେତାବନୀ ଦେଇ କହିଛି କରୋନା ଭାଇରସର ଟିକା ବା ଭ୍ୟାକ୍ସିନ କୌଣସି ମ୍ୟାଜିକ ନୁହେଁ। ଏହା ଯେଉଁ ମାସରେ...

ମିଲିଟାରୀ କ୍ୟାମ୍ପ୍‌ ଉପରେ କ୍ଷେପଣାସ୍ତ୍ର ମାଡ଼, ୧୦୦ରୁ ଅଧିକ ସୈନ୍ୟ ନିହତ…

କ୍ୱିଭ୍‌,୨୧।୩ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ସଙ୍କଟ ଜନକ ହେବାରେ ଲାଗିଛି। ଇତିମଧ୍ୟରେ ରୁଷିଆ ଗଣମାଧ୍ୟମ ସ୍ପୁଟ୍ନିକ ଦାବି କରିଛି...

Advertisement
Archives

Model This Week