ମୁଣ୍ଡ ନ ପୂରାଉ ଭାରତ
ବେଜିଂ, ୯ା୮: ରଣନୈତିକ ଦୃଷ୍ଟିକୋଣaରୁ ଗୁରୁତ୍ୱପୂର୍ଣ୍ଣ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ଚାଇନା ଏହାର ଗବେଷଣା ଏବଂ ସର୍ଭେ ଜାହାଜ ‘ୟୁଆନ୍ ଓ୍ବାଙ୍ଗ୍ ୫’ ନିୟୋଜିତ ନ କରିବାକୁ କଲମ୍ବୋ କହିଛି। ଜାତୀୟ ନିରାପତ୍ତା ପ୍ରତି ବିପଦ ଦର୍ଶାଇ ଭାରତ ପକ୍ଷରୁ କୂଟନୈତିକ…
କ’ଣ କରିପାରିବ ତାଇଓ୍ବାନ
ତାଇପେଇ, ୯ା୮: ସମ୍ପ୍ରତି ଚାଇନା-ତାଇଓ୍ବାନ ମଧ୍ୟରେ ଯୁଦ୍ଧଭଳି ସ୍ଥିତି ଉପୁଜିଥିବାବେଳେ ବେଜିଂ ଏହି ଦ୍ୱୀପରାଷ୍ଟ୍ରକୁ ଆକ୍ରମଣ କରିବା ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ତାଇଓ୍ବାନ ଏହାର ୩ ସେନାକୁ ହାଇ ଆଲର୍ଟରେ ରଖିଛି। ରାଜଧାନୀ ତାଇପେଇ ସମେତ ଅନେକ ସହରରେ…
ଥମୁନି ଚାଇନା ଆକ୍ରୋଶ
ବେଜିଂ/ତାଇପେଇ, ୯ା୮: ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତକୁ ନେଇ ଚାଇନାର ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରହିଛି। ଏହି ଦ୍ୱୀପରାଷ୍ଟ୍ର ସୀମା ନିକଟରେ ରବିବାର ୪ ଦିନିଆ ସମରାଭ୍ୟାସ ଶେଷ କରିବା ପରେ ମଧ୍ୟ ଚାଇନା ସୋମବାର ସେଠାରେ…
ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଚଢାଉ
ଓ୍ବାଶିଂଟନ୍,୯।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡାସ୍ଥିତ ତାଙ୍କ ମାର-ଏ-ଲାଗୋ ବାସଭବନରେ ଏଫବିଆଇ ଏଜେଣ୍ଟମାନେ ଚଢାଉ କରିଛନ୍ତି। ଏନେଇ ନିଜେ ଟ୍ରମ୍ପ ସୋସିଆଲ ମିଡିଆ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଫ୍ଲୋରିଡାର ପାଲମ ବିଚରେ ଥିବା ମୋର…
ପାକିସ୍ତାନ ରାୱଲପିଣ୍ଡିରେ ବଢୁଥିବା ଡେଙ୍ଗୁକୁ ଦେଖି ଘୋଷଣା ହେଲା ହେଲ୍ଥ ଏମରଜେନ୍ସି
ପଞ୍ଜାବ,୯ ।୮: ପାକିସ୍ତାନର ରାୱଲିଣ୍ଡିରେ ବେଳକୁ ବେଳ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ରାୱଲପିଣ୍ଡି ଜିଲାକୁ ସର୍ବାଧିକ ସମ୍ବେଦନଶୀଳ ଅଞ୍ଚଳ ବୋଲି ଘୋଷଣା କରିଛନ୍ତି । ଦ ଏକ୍ସପ୍ରେସ୍ ଟ୍ରିବ୍ୟୁନର ସୂଚନା ଅନୁଯାୟୀ, ପଞ୍ଜାବ…
ୟୁକ୍ରେନକୁ ଏକ ଅରବ ଡଲାର ସେନା ସହାୟତା ସହ, ଅତିରିକ୍ତ ୪.୫ ବିଲିୟନ ଦେବ ଆମେରିକା
ୱାଶିଂଟନ,୯ ।୮: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଗତ ପ୍ରାୟ ୭ ମାସ ହେବ ଲଗାତାର ଯୁଦ୍ଧ ଲାଗି ରହିଛି । ଏହି ସମୟରେ ବିଶ୍ୱର ଅନେକ ଦେଶ ୟୁକ୍ରେନକୁ ବଡ ଧରଣର ସେନା ସହାୟତା ଯୋଗାଇ ଦେଇଛନ୍ତି । ସୋମବାର…
ହସିଲେ ମାଡ଼, ତାଲିବାନ ଶାସନକୁ ବର୍ଷେ ପୂରଣ…
କାବୁଲ, ୮।୮ : ଆଫଗାନିସ୍ତାନରେ ତାଲିବାନ ଶାସନର ପ୍ରତ୍ୟାବର୍ତ୍ତନ ହେବାର ଗୋଟିଏ ବର୍ଷ ପୂରଣ ହୋଇଛି। ଏହା ସହିତ କଡ଼ା ତାଲିବାନୀ କଟକଣା ଯୋଗୁ ସାଧାରଣ ଲୋକେ ହନ୍ତସନ୍ତ ହେବାରେ ଲାଗିଛନ୍ତି। ରାଜଧାନୀ କାବୁଲରେ ମହିଳାଙ୍କ ଜୀବନ ଦିନକୁ ଦିନ ନର୍କରେ…
ଜିନପିଙ୍ଗ୍ଙ୍କୁ ଘାରିଛି ଆର୍ଥିକ ସଙ୍କଟ ଚିନ୍ତା, ଖୋଜୁଛନ୍ତି ସମାଧାନ…
ବେଜିଂ, ୮।୮ : ଆମେରିକାର ସିନେଟ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଏକ ପ୍ରମୁଖ ସାମରିକ ଅଭ୍ୟାସ କରିଛନ୍ତି। ଯଦି ଆମେରିକା ସମେତ ତାଇୱାନ ସମର୍ଥକ ଦେଶ ଚାଇନା ବିରୋଧରେ କଠୋର ଅର୍ଥନୈତିକ…
୨ ବର୍ଷରେ ୬୫୦ ପିଲାଙ୍କ ପୋଷାକ କାଢ଼ି ତଲାସୀ ନେଇଛି ଲଣ୍ଡନ ପୋଲିସ…
ଲଣ୍ଡନ, ୮।୮ : ଦେଶରେ ନିଶା କାରବାର ରୋକିବା ଲାଗି ଲଣ୍ଡନ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗତ ୨ ବର୍ଷରେ ୬୦୦ରୁ ଅଧିକ ପିଲାଙ୍କ ପୋଷାକ କାଢ଼ି ଯାଞ୍ଚ୍ କରିଛି। ବିଭିନ୍ନ ସାମାଜିକ ସଂଗଠନ ପୋଲିସର ଏଭଳି କାର୍ଯ୍ୟକୁ…
ସିରିଆରେ ପେଟ୍ରୋଲ ଦାମ୍ରେ ୧୩୦ ପ୍ରତିଶତ ବୃଦ୍ଧି, ଲୋକେ ହସ୍ତସନ୍ତ…
ଦାମାସକସ୍, ୮।୮ : ଗତ ୧୧ ବର୍ଷଧରି ଯୁଦ୍ଧ ସଙ୍କଟ ଗ୍ରସ୍ତ ହୋଇଥିବା ସିରିଆରେ ଏବେ ଲୋକଙ୍କ ଉପରେ ସରକାର ପୁଣି ଏକ ବୋଝ ଲଦି ଦେଇଛନ୍ତି। ରାଷ୍ଟ୍ରପତି ବସାର ଅଲ ଅସାଦ ସରକାର ପେଟ୍ରୋଲର ମୂଲ୍ୟ ପ୍ରାୟ ୧୩୦ ପ୍ରତିଶତ…
ରୁଷିଆର ଦାବି: ଦୋନେତସ୍କ, ଖାରକିଭରେ ମିଶାଇଲ ଆକ୍ରମଣରେ ୩୦୦ ୟୁକ୍ରେନ ସେନା ନିହତ
ମସ୍କୋ,୮ ।୮: ରୁଷିଆ ସେନା ୟୁକ୍ରେନର ଦୋନେତସ୍କରେ ମିଶାଇଲ ଆକ୍ରମଣ କରିଛନ୍ତି । ଖାରକିଭର ଯେଉଁ ସ୍ଥାନରେ ରୁଷିଆ ସେନା ପ୍ରବେଶ କରି ପାରି ନାହାନ୍ତି ସେହି ସ୍ଥାନକୁ ବି ଟାର୍ଗେଟ କରି ରୁଷିଆ ମିଶାଇଲ ମାଡ କରିଥିବା ପ୍ରକାଶ କରିଛି…
ବିତର୍କରେ ଭାଗ ନିଅନ୍ତୁ ପରାଗ
ଓ୍ବାଶିଂଟନ୍, ୮ା୮: ଟେସ୍ଲା ମାଲିକ ଏଲନ୍ ମସ୍କ ୪୪ ବିଲିୟନ ଡଲାର ଟୁଇଟର ଚୁକ୍ତିରୁ ଓହରିବା ପରେ ଏହି ସୋସିଆଲ ମିଡିଆ ଜାଏଣ୍ଟର ସିଇଓ ପରାଗ ଅଗ୍ରଓ୍ବାଲଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ଯଦି ଟୁଇଟରରେ ପ୍ରକୃତରେ ୫%ରୁ କମ୍ ନକଲି ଆକାଉଣ୍ଟ…
Archives


