ଅନ୍ତର୍ଜାତୀୟ

ୟୁକ୍ରେନରେ ପୁଣି କାର୍ଯ୍ୟ ଆରମ୍ଭ କରିବ ଭାରତୀୟ ଦୂତାବାସ

ନୂଆଦିଲ୍ଲୀ/କ୍ୱିଭ୍‌,୧୩।୫: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରୁଷିଆ ଓ ୟୁକ୍ରେନ ଯୋଗୁ ରାଜଧାନୀ କ୍ୱିଭ୍‌ରେ ଭାରତୀୟ ଦୂତାବାସ କାର୍ଯ୍ୟାଳୟକୁ ବନ୍ଦ ରଖାଯାଇଥିଲା।...

୭୩ ବର୍ଷରେ ୟୁଏଇ ରାଷ୍ଟ୍ରପତିଙ୍କ ପରଲୋକ

ଦୁବାଇ,୧୩।୫: ପରଲୋକରେ ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ ଜାୟେଦ ଅଲ ନାହାନ। ଶୁକ୍ରବାର ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ନେଇ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଅଯାଇଛି। ଏଥିସହ ଦେଶରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ...

ଟୁଇଟର ଡିଲ୍‌କୁ ସ୍ଥଗିତ ରଖିଲେ ମସ୍କ

ଓ୍ବାଶିଂଟନ୍‌,୧୩।୫: ବିଶ୍ୱର ଧନଶାଳୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲୋନ ମସ୍କ ନିକଟରେ ଟୁଇଟର କିଣିବା ନେଇ ଘୋଷଣା କରିବା ପରେ ଚର୍ଚ୍ଚାକୁ ଆସିଥିଲେ। ପୁଣି ଏଲୋନ ମସ୍କ ତାଙ୍କର ଆଉ ଏକ ଟୁଇଟକୁ ନେଇ ଏବେ ଚର୍ଚ୍ଚାର ପରିସରକୁ...

ପାଶ୍ଚାତ୍ୟ ଦେଶକୁ ପୁଟିନ୍‌ଙ୍କ ଆକ୍ଷେପ

ମସ୍କୋ,୧୩ା୫: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାଶ୍ଚାତ୍ୟ ଦେଶକୁ କଡ଼ା ଆକ୍ଷେପ କରିଛନ୍ତି। ୟୁକ୍ରେନରେ ରୁଷିଆର କାର୍ଯ୍ୟକଳାପ ପରେ ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ମସ୍କୋ ଉପରେ ଲାଗିଥିବା କଟକଣା ଦ୍ୱାରା ଉକ୍ତ ଦେଶ ନିଜେ ଗଭୀର ଭାବରେ ପ୍ରଭାବିତ ହୋଇଥିବା...

ମୋବାଇଲ୍‌ରେ ଗେମ୍‌ ଖେଳୁ ଖେଳୁ ଚାଲିଗଲା ବାଳିକାଙ୍କ ଜୀବନ

ଫିଲାଡେଲଫିଆ,୧୩।୫: ଫିଲାଡେଲଫିଆରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ମୋବାଇଲ୍‌ରେ ଗେମ୍‌ ଖେଳୁ ଖେଳୁ ଜଣେ ୧୦ ବର୍ଷୀୟା ବାଳିକାଙ୍କ ମୃତ୍ୟୁ ଘଟିଛି। ଏହି ମାମଲାରେ ତାଙ୍କ ପରିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକ ବିରୋଧରେ ମାମଲା ରୁଜୁ କରିଛନ୍ତି।...

କରାଚି ବସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ସିନ୍ଧ ଓ ବଲୁଚିସ୍ତାନ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ

କରାଚି,୧୩ ।୫: ପାକିସ୍ତାନର କରାଚିରେ ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ସିନ୍ଧ ଓ ବଲୁଚିସ୍ତାନ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ । କରାଚି ସଦର ଅଞ୍ଚଳରେ ଭିଡ ଥିବା ସମୟରେ ଏହି ବିସ୍ଫୋରଣ ହେବାରୁ...

ଉତ୍ତର କୋରିଆରେ କରୋନା ଆତଙ୍କ: ଜ୍ୱରରେ ୬ ଜଣଙ୍କ ମୃତ୍ୟୁ, ଆଇସୋଲେଶନରେ ୧.୮୭ ଲକ୍ଷ ଲୋକ

ପ୍ୟୋଙ୍ଗୟାଙ୍ଗ,୧୩ ।୫: ଏପର୍ଯ୍ୟନ୍ତ କରୋନା ମହାମାରୀ ପହଞ୍ଚି ନ ଥିବା ଦେଶ ଉତ୍ତର କୋରିଆରେ ଏବେ କରୋନା ଆତଙ୍କ । ଶୁକ୍ରବାର ସକାଳେ ଏଏଫପି ନ୍ୟୁଜ ଏଜେନ୍ସି ରାଜ୍ୟ ମିଡିଆର ସୂଚନାକୁ ଆଧାର କରି ଦେଇଥିବା ଖବର ଅନୁଯାୟୀ, ଉତ୍ତର...

ପାକିସ୍ତାନରେ ବଡ଼ ବିସ୍ଫୋରଣ

ଇସଲାମାବାଦ୍‌,୧୩।୫: ପାକିସ୍ତାନର କରାଚିରେ ଗୁରୁବାର ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ ହୋଇଛି। ଏହି ବୋମା ବିସ୍ଫୋରଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆହତଙ୍କ ସଂଖ୍ୟା ୧୩ରୁ ଅଧିକ ବୋଲି ଜଣାପଡିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଏହାର...

୩ ବାଲିଷ୍ଟିକ୍‌ ମିଶାଇଲ ପରୀକ୍ଷଣ କଲା ଉତ୍ତର କୋରିଆ

ସିଓଲ, ୧୨ା୫: ଉତ୍ତର କୋରିଆ ଗୁରୁବାର କମ୍‌ ଦୂରତା ବିଶିଷ୍ଟ ୩ ବାଲିଷ୍ଟିକ୍‌ ମିଶାଇଲ ସମୁଦ୍ରରେ ପରୀକ୍ଷଣ କରିଥିବା ଦକ୍ଷିଣ କୋରିଆ ସେନା ପକ୍ଷରୁ କୁହାଯାଇଛି। ଜାପାନ ମଧ୍ୟ ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣ ବାବଦରେ ଅବଗତ ହେବା ସହ...

ନୂଆ ରୂପ ନେବ ୭୫ ଭାରତୀୟ ଗ୍ରାମ

ଜେରୁଜେଲମ୍‌,୧୨।୫: ସ୍ବାଧୀନତାର ୭୫ତମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ୭୫ଭାରତୀୟ ଗ୍ରାମକୁ ଇସ୍ରାଏଲ୍‌ ସହଯୋଗରେ ନୂଆ ରୂପ ଦିଆଯିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। କୃଷି କ୍ଷେତ୍ରରେ ଦୁଇ ଦେଶର ସହଯୋଗ ନୂତନ ସ୍ତରରେ ପହଞ୍ଚିଛି।...

ପୁଣି ଥରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ହେଲେ ରାନିଲ ବିକ୍ରମସିଂଘେ

କଲମ୍ବୋ,୧୨।୫: ଶ୍ରୀଲଙ୍କାରେ ଗମ୍ଭୀର ଆର୍ଥତ୍କ ଓ ରାଜନୈତିକ ସଙ୍କଟ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ପୁଣି ଥରେ ଶାସନକୁ ଫେରିଛନ୍ତି। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେଙ୍କ ସହ ବୁଧବାର ରୁଦ୍ଧଦ୍ୱାର ବୈଠକ ପରେ ୟୁନାଇଟେଡ୍‌ ନ୍ୟାଶନାଲ ପାର୍ଟି(ୟୁଏନ୍‌ପି) ନେତା ତଥା...

ଦେଶ ଛାଡିପାରିବେନି ମହିନ୍ଦା ରାଜପାକ୍‌ସେ

କଲମ୍ବୋ,୧୨।୫: ଶ୍ରୀଲଙ୍କାରେ ଦିନକୁ ଦିନ ସ୍ଥିତି ଭୟଙ୍କର ହେବାରେ ଲାଗିଛି। ଆନ୍ଦୋଳନ ନିଆଁରେ ଜଳୁଛି ପୂରା ଦେଶ। ସବୁଠି ଦେଖିବାକୁ ମିଳିଛି ହିଂସା। ରାଜନେତାମାନେ ଭୟରେ ଆତ୍ମଗୋପନ କରିଛନ୍ତି। ଉତ୍ୟକ୍ତ ଲୋକେ ରାଜନେତାମାନଙ୍କୁ ଟାର୍ଗେଟ କରୁଥିବା ବେଳେ ଏଥିରୁ ପୋଲିସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri