ଆମେରିକାରେ ୫୪ ରାଜ୍ୟ: ବାଇଡେନ୍
ଓ୍ବାଶିଂଟନ୍, ୩୧ା୧୦: ୫୦ ରାଜ୍ୟକୁ ନେଇ ଗଠିତ ୟୁନାଇଟେଡ ଷ୍ଟେଟ୍ସ ଅଫ୍ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାର ହୋଇଛି। ଶୁକ୍ରବାର ପେନ୍ସିଲଭାନିଆ ଡେମୋକ୍ରାଟିକ୍ ପାର୍ଟି ରିସେପ୍ଶନବେଳେ ୭୯ ବର୍ଷୀୟ ବାଇଡେନ୍ କହିଥିଲେ, ଓବାମା…
ଟୁଇଟରକୁ ଟକ୍କର ଦେବ ବ୍ଲୁସ୍କାଏ
ଓ୍ବାଶିଂଟନ୍, ୩୧।୧୦: ବିଶ୍ୱର ସବୁଠାରୁ ଧନୀ ଏଲନ ମସ୍କ ଟୁଇଟର କିଣିବା ପରେ ଏକାଧିକ ଟପ୍ ଏକ୍ଜିକ୍ୟୁଟିଭ୍ମାନଙ୍କୁ ଚାକିରିରୁ ବାହାର କରିଦେଇସାରିଲେଣି। ଟିଇଟରକୁ ଏକ ନୂଆ ରୂପରେ ଉପସ୍ଥାପନ କରିବା ପାଇଁ ମସ୍କ ସଜବାଜ ହେଉଥିବାବେଳେ ତାଙ୍କ ଆଗରେ ଗୋଟିଏ ପରେ…
ପୁଟିନ୍ଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବାକୁ ଯୋଜନା କରୁଛି ୟୁକ୍ରେନ୍
ମସ୍କୋ/କିଭ୍, ୩୦ା୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ପଦରୁ ହଟାଇବା ପାଇଁ ରୁଷିଆ ଅଧିକାରୀଙ୍କ ସହ ଆଲୋଚନା ଚାଲିଥିବା ୟୁକ୍ରେନ୍ ପ୍ରତିରକ୍ଷା ଗୋଇନ୍ଦା ମୁଖ୍ୟ କିରିଲୋ ବୁଦାନୋଭ୍ ଦାବି କରିଛନ୍ତି। ରୁଷିଆ ଅଧିକାରୀମାନେ ଏ ନେଇ ସକ୍ରିୟ ଅଛନ୍ତି ବୋଲି ଏକ…
କାର ବୋମା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୦୦ ଟପିଲା, ୫ ବର୍ଷ ତଳେ ଉକ୍ତ ସ୍ଥାନରେ ହୋଇଥିଲା ବିସ୍ଫୋରଣ
ମୋଗାଡିଶୁ(ସୋମାଲିଆ),୩୦।୧୦: ସୋମାଲିଆ ରାଜଧାନୀ ମୋଗାଡିଶୁର ବ୍ୟସ୍ତବହୁଳ ଅଞ୍ଚଳରେ ଶନିବାର ଦୁଇଟି କାର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୧୦୦ ଟପିଛି। ପାଞ୍ଚବର୍ଷ ତଳେ ଏହି ସ୍ଥାନରେ ଏକ ଟ୍ରକ୍ ବିସ୍ଫୋରଣରେ ୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏପରି…
ସିଓଲ ହଲୋଇନ ପାର୍ଟିରେ ଦଳାଚକଟା: ମୃତ୍ୟୁସଂଖ୍ୟା ୧୫୩କୁ ବୃଦ୍ଧି
ସିଓଲ, ୩୦ା୧୦:ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ଶନିବାର ହଲୋଇନ୍ ଉତ୍ସବ ପାଳନବେଳେ ଦଳାଚକଟା ଯୋଗୁ ମୃତ୍ୟୁସଂଖ୍ୟା ୧୫୩କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଯୁବବର୍ଗ ରହିଛନ୍ତି, ଯାହାଙ୍କ ବୟସ ୨୦ରୁ ୩୦ ହେବ। ସେହିପରି ସେମାନଙ୍କ ଭିତରେ ୧୯ ମୃତକ…
ଫିଲିପାଇନ୍ସରେ ପ୍ରବଳ ଝଡ଼: ୬୧ ମୃତ, ଅନେକ ନିଖୋଜ
ମନିଲା,୩୦ା୧୦: ଫିଲିପାଇନ୍ସର ଉପକୂଳବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଝଡ଼ରେ ଅନେକ ସ୍ଥାନ ପ୍ରଭାବିତ ହୋଇଛି। ଏହି ଝଡ଼ ଦ୍ୱାରା ଦକ୍ଷିଣ ମାଗୁଇଣ୍ଡାନାଓ ପ୍ରଦେଶର କୁସିଆଙ୍ଗ ଗାଁ ଅଧିକ ପ୍ରଭାବିତ ହୋଇଛି। ଯେଉଁଥିରେ ଉଦ୍ଧାରକାରୀ ଦଳ ଦ୍ୱାରା ପିଲାଙ୍କ ସମେତ ଅତି କମ୍ରେ…
ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି
ସିଓଲ,୩୦ା୧୦: ଦକ୍ଷିଣ କୋରିଆରେ ଶନିବାର ବିଳମ୍ବିତ ରାତିରେ ଘଟିଥିବା ଅଘଟଣରେ ରାଷ୍ଟ୍ରପତି ୟୋନ୍ ସୁକ୍ ହୋଲ ରବିବାର ଜାତୀୟ ଶୋକ ଘୋଷଣା କରିଛନ୍ତି। କେନ୍ଦ୍ରୀୟ ସିଓଲରେ ଏକ ଜନଗହଳିପୂର୍ଣ୍ଣ ହଲୋଇନ ଇଭେଣ୍ଟରେ ୧୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ…
୨୦୨୭ ସୁଦ୍ଧା ବିଶ୍ୱର ଶ୍ରେଷ୍ଠ ସୈନ୍ୟବାହିନୀ ଗଠନ ପାଇଁ ଚାଇନାର ଯୋଜନା…
ବେଜିଂ,୩୦।୧୦ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ସୈନ୍ୟବାହିନୀକୁ ଏହାର ସାମରିକ ଶକ୍ତି ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ, ସେ ୨୦୨୭ ସୁଦ୍ଧା ସୈନ୍ୟବାହିନୀ ପୃଥିବୀରେ ଶୀର୍ଷ ସୈନ୍ୟ ବାହିନୀ ଲକ୍ଷ୍ୟ ହାସଲ କରିବା ବିଷୟରେ ମଧ୍ୟ…
ଦେଶ ଛାଡ଼ି ବିଦେଶରେ ଆବାସ ଖୋଜୁଛନ୍ତି ଶ୍ରୀଲଙ୍କା ଲୋକେ, ଏବେ ୩ କୁସ୍ତିଯୋଦ୍ଧା ନିଖୋଜ…
କଲମ୍ବୋ,୩୦।୧୦ : ଆର୍ଥିକ ସଙ୍କଟ ଯୋଗୁଁ ଦେଶରେ ବଢୁଥିବା ସମସ୍ୟା ଯୋଗୁ ଶ୍ରୀଲଙ୍କାବାସୀ ବିଦେଶରେ ବସବାସ କରିବାକୁ ଏବେ ପସନ୍ଦ କରୁଛନ୍ତgି। ତେଣୁ ଲଗାତାର ଲୋକେ ଦେଶ ଛାଡ଼ି ବିଦେଶ ମୁହାଁ ହୋଇ ଆବାସ ଖୋଜୁଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି…
ମାର୍ଶଲ ଲ’ ମୁହାଁ ପାକିସ୍ତାନ…
ଇସଲାମାବାଦ,୩୦।୧୦ : ଗତ କିଛି ମାସ ଧରି ପାକିସ୍ତାନ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହି ସମୟରେ ଦେଶରେ ରାଜନୈତିକ ବିଶୃଙ୍ଖଳା ଦେଶର ସମସ୍ୟାକୁ ବଢ଼ାଇ ଦେଇଛି। ଏକ ରିପୋର୍ଟରେ ଆଗାମୀ ଦିନରେ ପାକିସ୍ତାନରେ ମାର୍ଶଲ ଲ’(ସାମରିକ…
ପୁଟିନ୍ କ୍ଷମତାଚ୍ୟୁତ ହେବା ଆଶଙ୍କା…
ନୂଆଦିଲ୍ଲୀ,୩୦।୧୦ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କ୍ଷମତାଚ୍ୟୁତ ପାଇଁ ଦେଶରେ ଆଲୋଚନା ଆରମ୍ଭ ହୋଇଛି। ୟୁକ୍ରେନର ପ୍ରତିରକ୍ଷା ଗୁପ୍ତଚର ମୁଖ୍ୟ ଜେନେରାଲ କାୟରଲୋ ବୁଡାନୋଭ ଏହି ଦାବି କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମେଜର ଜେନେରାଲ ବୁଡାନୋଭ କହିଛନ୍ତି ଯେ…
ରୁଷିଆ ନୌସେନା ବେସରେ ୟୁକ୍ରେନ୍ର ଆକ୍ରମଣ…
ମସ୍କୋ/କ୍ୱିଭ୍,୩୦।୧୦ : ରୁଷିଆ ଦ୍ୱାରା ୟୁକ୍ରେନ ଉପରେ ଚାଲିଥିବା ଇରାନ ଡ୍ରୋନ ଆକ୍ରମଣର ପାଲଟା ଜବାବ ମିଳିଛି। ଘାତକ ୟୁକ୍ରେନ ଡ୍ରୋନ ବିମାନ କ୍ରମିୟାର ସେଭାଷ୍ଟୋପୋଲ ଉପକୂଳରେ ଥିବା ଏକ ରୁଷିଆ ନୌସେନା ବେସକୁ ଟାର୍ଗେଟ କରିଛି। ତେବେ ରୁଷିଆ ୟୁକ୍ରେନର…
Archives


