‘ବନ୍ୟା ପରେ ସମୁଦ୍ର ପରି ଦିଶୁଛି ପାକିସ୍ତାନ’
ଇସଲାମାବାଦ,୭ା୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ବୁଧବାର କହିଛନ୍ତି , ଦେଶର ଅନେକ ଅଞ୍ଚଳ ସମୁଦ୍ରରେ ପରିଣତ ହୋଇଛି। ବାସ୍ତବରେ ବନ୍ୟା ଯୋଗୁ ଦକ୍ଷିଣ ଏସୀୟ ଦେଶର ଏକ ତୃତୀୟାଂଶ ଜଳମଗ୍ନ ହୋଇଛି।…
ଦାୟିତ୍ୱ ନେଲେ ଲିଜ୍ ଟ୍ରସ୍
ଲଣ୍ଡନ,୭।୯: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟ କଞ୍ଜରଭେଟିଭ୍ ପାର୍ଟିର ନବନିର୍ବାଚିତ ନେତା ଲିଜ୍ ଟ୍ରସ୍ଙ୍କୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ତଥା ଫାଷ୍ଟ ଲେଡି ଅଫ୍ ଟ୍ରେଜେରି ନିଯୁକ୍ତ କରିଛନ୍ତି। ୪୭ ବର୍ଷୀୟା ଟ୍ରସ୍ ହେଉଛନ୍ତି ୬ ବର୍ଷ ମଧ୍ୟରେ କଞ୍ଜରଭେଟିଭ୍ ପାର୍ଟିରୁ ନିର୍ବାଚିତ…
ସୈନ୍ୟବାହିନୀ ସହିତ ବିବାଦ: ନିଜ ଉପରକୁ ବିପଦ ଡାକିଛନ୍ତି ଇମ୍ରାନ…
ଇସଲାମାବାଦ, ୬।୯ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନର ନୂତନ ସେନାଧ୍ୟକ୍ଷଙ୍କ ନିଯୁକ୍ତି ସମ୍ପର୍କରେ ବିବୃତ୍ତି ଯୋଗୁ ବିବାଦ ଉପୁଜିଥିଲା। ରାଜନୈତିକ ସମୀକ୍ଷକଙ୍କ କହିବାନୁସାରେ, ଇମ୍ରାନ ଖାନ ପୂର୍ବରୁ କ୍ରୋଧିତ ଥିବା ସୈନ୍ୟବାହିନୀଙ୍କୁ ପୁଣି ଅଧିକ ଉତ୍ତେଜିତ କରି ନିଜ…
ଭାରତ ସହ ଭଲ ସମ୍ପର୍କ ରଖିବାକୁ ଚାହାନ୍ତି ଲିଜ ଟ୍ରସ୍
ଲଣ୍ଡନ,୬ ।୯: ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ଭାରତ ସହ ମଧୁର ଓ ଗଭିର ରାଜନୈତିକ ଓ ଆର୍ଥିକ ସମ୍ପର୍କ ସପକ୍ଷରେ ଅଛନ୍ତି । କଂଜରଭେଟିଭ ପାର୍ଟିର ୪୭ ବର୍ଷୀୟା ନବ ନିର୍ବାଚିତ ନେତା ଟ୍ରସ୍ ପୂର୍ବରୁ ଭାରତ…
ଆରମ୍ଭରୁ ରୁଷିଆର ଶତ୍ରୁତା
ଲଣ୍ଡନ,୬।୯: ଲିଜ୍ ଟ୍ରସ୍ ନୂଆ ନେତା ଭାବେ ଦାୟିତ୍ୱ ନ ନେଉଣୁ ରୁଷିଆ ଶତ୍ରୁତାପୂର୍ଣ୍ଣ ଆଚରଣ କରିଛି। ରୁଷିଆର ୟୁକ୍ରେନ୍ ଆକ୍ରମଣ ପରେ ଟ୍ରସ୍ ମସ୍କୋ ବିରୋଧରେ ବିଷୋଦ୍ଗାର କରିଥିଲେ। ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଗତ ମାର୍ଚ୍ଚ ୩୧ରେ…
ରୁଷିଆ-ୟୁକ୍ରେନ ଯୁଦ୍ଧ: ଦକ୍ଷିଣ-ପୂର୍ବର ୩ ଅଞ୍ଚଳକୁ ନିଜ ଅଧିନକୁ ନେଇଥିବା ଦାବି କଲା ୟୁକ୍ରେନ
କ୍ୱିଭ,୬ ।୯: ଦୀର୍ଘ ୬ ମାସରୁ ଊଦ୍ଧ୍ୱର୍ ସମୟ ଧରି ଜାରି ରହିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଏବେ ୟୁକ୍ରେନ ସେନା ରୁଷିଆ ସେନାଙ୍କ ଦ୍ୱାରା କବଜା କରାଯାଇଥିବା ୩ଟି ଅଞ୍ଚଳକୁ ପୁଣିଥରେ ନିଜ କବଜାକୁ ନେଇ ଆସିଥିବା ଦାବି କରିଛି…
କ’ଣ କରିବେ ବୋରିସ୍ ଜନ୍ସନ
ଲଣ୍ଡନ,୬।୯: ତିନିବର୍ଷ ତଳେ କଞ୍ଜରଭେଟିଭ୍ ପାର୍ଟି ପାଇଁ ୩ ଦଶନ୍ଧିର ସବୁଠୁ ବଡ଼ ବିଜୟ ଆଣିଦେଇଥିବା ବୋରିସ୍ ଜନ୍ସନ ମଙ୍ଗଳବାର ଡାଉନିଂ ଷ୍ଟ୍ରିଟ୍ରୁ ବିଦାୟ ନେବାକୁ ଯାଉଛନ୍ତି। ପିଲାବେଳେ ‘ଓ୍ବାଲର୍ଡ କିଙ୍ଗ୍’ ହେବାକୁ ସ୍ବପ୍ନ ଦେଖିଥିବା ଏହି ୫୮ ବର୍ଷୀୟ ନେତା…
ଋଷି ସୁନକ ନିରାଶ
ଲଣ୍ଡନ,୬।୯: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଦୌଡ଼ରେ ପଛରେ ପଡ଼ିଯାଇଥିବା ୪୨ ବର୍ଷୀୟ ରିଚ୍ମଣ୍ଡ ଏମ୍ପି ଋଷି ସୁନକ ଶେଷ ପର୍ଯ୍ୟାୟ ମତଦାନରେ ଫ୍ରଣ୍ଟରନର୍ ଲିଜ୍ ଟ୍ରସ୍ଙ୍କଠାରୁ ପ୍ରାୟ ୨୧ ହଜାର ଭୋଟରେ ପରାଜିତ ହୋଇଛନ୍ତି। ଇନ୍ଫୋସିସ୍ ସହପ୍ରତିଷ୍ଠାତା ଏନ୍.ଆର୍. ନାରାୟଣମୂର୍ତ୍ତିଙ୍କ ଜ୍ୱାଇଁ ତଥା…
ଡାଉନିଂ ଷ୍ଟ୍ରିଟ୍ରେ ଲିଜ୍ ଟ୍ରସ୍
ଲଣ୍ଡନ,୬।୯: କଞ୍ଜରଭେଟିଭ୍ ପାର୍ଟିର ନବବିର୍ବାଚିତ ନେତା ତଥା ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ଲିଜ୍ ଟ୍ରସ୍ ଭାରତ-ବ୍ରିଟେନ୍ ମଧ୍ୟରେ ରଣନୈତିକ, ଅର୍ଥନୈତିକ ସମ୍ପର୍କକୁ ମଜଭୁତ୍ ସପକ୍ଷରେ ଥିବା ବରିଷ୍ଠ ବ୍ରିଟିଶ୍ ରାଜନେତାଙ୍କ ମଧ୍ୟରୁ ଅନ୍ୟତମ। ଟ୍ରସ୍ ଅନ୍ତର୍ଜାତୀୟ ବାଣିଜ୍ୟ ସଚିବ ଥିବାବେଳେ ଗତବର୍ଷ…
ବ୍ରିଟେନ ମହାରାଣୀଙ୍କୁ ଇସ୍ତଫା ପତ୍ର ଦେବେ ବୋରିସ ଜନସନ, ଲିଜ ଟ୍ରସ୍ ନେବେ ଶପଥ
ଲଣ୍ଡନ,୬ ।୯: ଶାସକ କଂଜରଭେଟିଭ ପାର୍ଟିର ନେତା ପଦର ଦୌଡରେ ମନ୍ତ୍ରୀ ଲିଜ ଟ୍ରସ୍ ବିଜୟୀ ହୋଇଛନ୍ତି । ସେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭରୀତୀୟ ମୂଳ ବାସନ୍ଦା ଋଷି ସୁନକଙ୍କୁ କଡା ମୁକାବିଲାରେ ହରାଇଛନ୍ତି । ଏବେ ଲିଜ ବ୍ରିଟେନ…
ଚାଇନାରେ ଭୂକମ୍ପ: ଚାଲିଗଲା ୩୦ ଜୀବନ
ବେଜିଂ,୫।୯: ଚାଇନାର ସିଚୁଆନ ପ୍ରଦେଶର ଲୁଣ୍ଡିଙ୍ଗ୍ କାଉଣ୍ଟିରେ ସୋମବାର ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୬.୮ ଥିବା ନେଇ ଜାତୀୟ ଭୂଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଭୂକମ୍ପ ଫଳରେ ୩୦…
ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ଲିଜ୍ ଟ୍ରସ୍
ଲଣ୍ଡନ,୫ା୯: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ଲିଜ୍ ଟ୍ରସ୍। ସେ ଭାରତୀୟ ବଂଶୋଭବ ଋଷି ସୁନକଙ୍କୁ ପରାସ୍ତ କରିଛନ୍ତି। ଲିଜ୍ ୮୧,୩୨୬ ଖଣ୍ଡ ଭୋଟ୍ ପାଇଥିବା ବେଳେ ଋଷି ୬୦,୩୯୯ ଖଣ୍ଡ ଭୋଟ୍ ପାଇ ପରାସ୍ତ ହୋଇଛନ୍ତି। ଋଷି…
Archives


