ମୋବାଇଲ୍‌ରେ ଗେମ୍‌ ଖେଳୁ ଖେଳୁ ଚାଲିଗଲା ବାଳିକାଙ୍କ ଜୀବନ

ଫିଲାଡେଲଫିଆ,୧୩।୫: ଫିଲାଡେଲଫିଆରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ମୋବାଇଲ୍‌ରେ ଗେମ୍‌ ଖେଳୁ ଖେଳୁ ଜଣେ ୧୦ ବର୍ଷୀୟା ବାଳିକାଙ୍କ ମୃତ୍ୟୁ ଘଟିଛି। ଏହି ମାମଲାରେ ତାଙ୍କ ପରିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକ ବିରୋଧରେ ମାମଲା ରୁଜୁ କରିଛନ୍ତି। ଝିଅଟି ଟିକଟକରେ ବ୍ଲାକଆଉଟ ଚ୍ୟାଲେଞ୍ଜ ଅଧୀନରେ ଏକ ଖେଳ ଖେଳୁଥିଲେ ଏବଂ ସେହି ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।
ସୂଚନା ଅନୁଯାୟୀ, ନାୟଲା ଆଣ୍ଡରସନ ନାମକ ଏହି ଝିଅଟି ବହୁତ ବୁଦ୍ଧିମାନ ଥିଲେ। ସେ ତିନୋଟି ଭାଷା କହିପାରନ୍ତି। ଡିସେମ୍ବର ୭ରେ ସେ ଫିଲାଡେଲଫିଆରେ ଥିବା ତାଙ୍କ ଘରେ ଚେତାଶୂନ୍ୟ ହୋଇପଡିଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ପାଞ୍ଚ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଝିଅର ପରିବାର ପକ୍ଷରୁ ମେ ୧୨ରେ ଟିକଟକ ବିରୋଧରେ ମାମଲା ରୁଜୁ କରାଯାଇଛି।
ଆଣ୍ଡରସନଙ୍କ ପରିବାର ସଦସ୍ୟ କହିଛନ୍ତି, ଟିକ୍‌ଟକ୍‌ରେ ଲଗାତର ଭୁଲ ଉପତ୍ାଦର ମାର୍କେଟିଂ ହେଉଛି। ଏହା ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପକାଇଛି। ମୃତ ଝିଅଟିର ଫର୍‌ ୟୁ ପେଜ୍‌ରେ ଏପରି ଅନେକ ଜିନିଷ ମିଳିଥିଲା, ଯେଉଁଥିରେ ସେ ବ୍ଲାକଆଉଟ ଚ୍ୟାଲେଞ୍ଜ ଅଧୀନରେ ବହୁତ ବିପଜ୍ଜନକ କାର୍ଯ୍ୟ କରୁଥିବା ଜଣାପଡିଥିଲା। ଏହି କାରଣରୁ ସେ ତାଙ୍କର ମୃତ୍ୟୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ପାଇଁ ରେଡ ଆଲର୍ଟ! ଜେଲେନ୍‌ସ୍କିଙ୍କୁ ଭେଟିବେ ଆମେରିକାର ୨ ମନ୍ତ୍ରୀ

କ୍ୱିଭ,୨୪ ।୪: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି । ନ୍ୟୁଜ ଏଜେନ୍ସି ଏପିର ରିପୋର୍ଟ ଅନୂଯାୟୀ, ରୁଷିଆ ସେନା ଏବେ ୟୁକ୍ରେନର...

୮୦୦କି.ମି. ପଛେଇ ଚାଲିଲେ ଇଣ୍ଡୋନେସୀୟ ବ୍ୟକ୍ତି

ଜାକର୍ତ୍ତା: ପୂର୍ବ ଜାଭାର ଜଣେ ବ୍ୟକ୍ତି ଅବିଚାରିତ ଗଛକଟା ବିରୋଧରେ ସଚେତନତା ସୃଷ୍ଟିଲାଗି ପଛେଇ ପଛେଇ ଚାଲି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ସେ...

ଚାଇନାରେ ଥିବା ନେପାଳ ନାଗରିକଙ୍କୁ ଫେରାଇ ଆଣିବାକୁ ଗଲା ସ୍ବତନ୍ତ୍ର ବିମାନ

କାଠମାଣ୍ଡୁ,୧୬।୨: ଚାଇନାରେ କରୋନା ଭାଇରସର ଭାୟାବହତାକୁ ଦେଖି କେବଳ ଚାଇନା କାହିଁକି ବିଶ୍ୱବାସୀ ଭୟଭୀତ ହୋଇ ପଡିଛନ୍ତି। ଅଧିକାଂଶ ଦେଶ ସେମାନଙ୍କ ନାଗରିକଙ୍କୁ ଚାଇନାରୁ ଫେରାଇ...

ଆମେରିକାକୁ ନଷ୍ଟ କରୁଛନ୍ତି ବାଇଡେନ୍‌, ଅଭିଯୋଗ ଆଣିଲେ ଟ୍ରମ୍ପ୍‌…

ଓ୍ବାଶିଂଟନ, ୨୪।୪ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶକୁ ନଷ୍ଟ କରୁଛନ୍ତି। ଏନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଛନ୍ତି। ଟ୍ରମ୍ପ...

ଓମିକ୍ରନ ନେଲାଣି ୧୨ ଜୀବନ

ଲଣ୍ଡନ,୨୦।୧୨: ବ୍ରିଟେନରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ। ଓମିକ୍ରନରେ ଆକ୍ରାନ୍ତ ହୋଇ ବ୍ରିଟେନରେ ୧୨ଜଣଙ୍କ ସୋମବାର ମୃତ୍ୟୁ...

ଆଇନର ଊର୍ଦ୍ଧ୍ୱରେ କେହି ନୁହେଁ, ଜାକିର ନାଇକ ବି ନୁହେଁ: ମାଲେସିଆ ଗୃହମନ୍ତ୍ରୀ

କୁଆଲାଲାମପୁର,୨୬।୮: ଭାରତରୁ ପଳାୟନ କରି ମାଲେସିଆରେ ଶରଣ ନେଇଥିବା ବିବାଦୀୟ ଇସଲାମିକ ଧର୍ମ ପ୍ରଚାରକ ଜାକିର ନାଇକଙ୍କ ବିରୋଧରେ ସେଠାକାର ସରକାରଙ୍କ ପକ୍ଷରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ...

ତାଲିବାନକୁ କଣ୍ଟ୍ରୋଲ କରିବାକୁ ପାକିସ୍ତାନ ପାଖରେ ଅର୍ଥର ଅଭାବ ରହିଛି: ହଶମତ

କାବୁଲ,୨୪ ।୮: ତାଲିବାନର କବଜାକୁ ଆସିବା ପରେ ଆଫଗାନିସ୍ତାନରେ ଶାସକ ପରିବର୍ତ୍ତନକୁ ନେଇ କେତେ କ’ଣ ଆଲୋଚନା ହେଉଛି । ଏପଟେ ଆଫଗାନିସ୍ତାନର ଭବିଷ୍ୟତକୁ ନେଇ...

ଓମିକ୍ରନରେ ଅଧିକ ସଂକ୍ରମିତ ହେଉଛନ୍ତି ୨୦-୩୦ ବର୍ଷ ବୟସର ଯୁବବର୍ଗ, ରହିଛି ଏସବୁ ଲକ୍ଷଣ..

ୱାଶିଂଟନ,୨୨ ।୧୨: କମ୍ ପ୍ରଭାବି କୁହାଯାଉଥିବା କରୋନା ଭାଇରସର ନୂଆ ଭାରିଏଣ୍ଟ ଏବେ ତା’ର ଅସଲ ରୂପ ଦେଖାଇବା ଆରମ୍ଭ କଲାଣି । ଗତ ୨୪...

Advertisement
Archives

Model This Week