ବାଂଲାଦେଶରେ ବାୟୁ ପ୍ରଦୂଷଣ
ଢାକା,୧୦ା୯: ବାଂଲାଦେଶ ରାଜଧାନୀ ଢାକାରେ ବାୟୁର ଗୁଣବତ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏଠାରେ ବାୟୁ ଗୁଣବତ୍ତା ଶନିବାର ଅତ୍ୟନ୍ତ ଅସ୍ବାସ୍ଥ୍ୟକର ହୋଇପଡ଼ିଛି। ଦୁନିଆର ଅନ୍ୟତମ ପ୍ରଦୂଷିତ ସହର ମଧ୍ୟରୁ ଢାକାରେ ବାୟୁ ଗୁଣବତ୍ତା ସୂଚକାଙ୍କ ୧୬୦ (AQI) ରେକର୍ଡ…
ପାକିସ୍ତାନ ବନ୍ୟାରେ ୩୦ ବିଲିୟନ ଡଲାର କ୍ଷତି
ଇସ୍ଲାମାବାଦ,୧୦।୯: ପାକିସ୍ତାନରେ ଲଗାଣ ବର୍ଷା ଜନିତ ପ୍ରଳୟଙ୍କରୀ ବନ୍ୟାରେ ୩୦ ବିଲିୟନ ଡଲାର ମୂଲ୍ୟର କ୍ଷୟକ୍ଷତି ହୋଇଥିବା ସରକାର ଆକାଳନ କରିଛନ୍ତି। ଶୁକ୍ରବାର ବନ୍ୟାଞ୍ଚଳ ଗସ୍ତରେ ଆସିଥିବା ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ପାକିସ୍ତାନକୁ ପର୍ଯ୍ୟାପ୍ତ ସହାୟତା ଯୋଗାଇଦେବା ଲାଗି ସାରା…
ବ୍ରିଟେନର ନୂଆ ରାଜା ଚାଲର୍ସ ତୃତୀୟ…
ଲଣ୍ଡନ, ୧୦।୯ : ରାଣୀ ଏଲିଜାବେଥଙ୍କ ପରେ ବ୍ରିଟେନ ଆନୁଷ୍ଠାନିକ ଭାବରେ ଏହାର ନୂତନ ରାଜା ପାଇଛି। ଶନିବାର ସେଣ୍ଟ ଜେମ୍ସ ପ୍ୟାଲେସରେ ଆକ୍ସେସନ କାଉନସିଲର ଏକ ବୈଠକରେ ପ୍ରାଇଭୀ କାଉନସିଲ ଦ୍ୱାରା କିଙ୍ଗ ଚାଲର୍ସ ତୃତୀୟଙ୍କୁ ବ୍ରିଟେନର ନୂତନ ରାଜା…
ଚାଇନାର ଧମକ ପରେ ବକେୟା ବିଦ୍ୟୁତ୍ ବିଲ୍ ପୈଠ କରିବ ପାକିସ୍ତାନ…
ଇସଲାମାବାଦ, ୧୦।୯ : ଆସନ୍ତା ସପ୍ତାହରୁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର ଅଧୀନରେ ସ୍ଥାପିତ ସ୍ବତନ୍ତ୍ର ବିଦ୍ୟୁତ ଶକ୍ତି ଉତ୍ପାଦକ (ଆଇପିପି) ମାନଙ୍କୁ ଦେୟ ଆରମ୍ଭ କରିବାକୁ ପାକିସ୍ତାନ ସରକାର ଘୋଷଣା କରିଛନ୍ତି। ଚାଇନାର ଧମକ ପରେ ପାକିସ୍ତାନ ସରକାର ଏଭଳି କରିବାକୁ…
ବନ୍ୟା ଯୋଗୁ ହାହାକାର: ୧୨ ଲକ୍ଷରୁ ଅଧିକ ଗର୍ଭବତୀ ସଙ୍କଟରେ…
ଇସଲାମାବାଦ, ୧୦।୯ : ପାକିସ୍ତାନରେ ବନ୍ୟା ଯୋଗୁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ ଅଥନୈତିକ ସଙ୍କଟ ଦେଶକୁ ଘେରି ରହିଥିଲା। ଏପରିସ୍ଥଳେ ବନ୍ୟା ପରିସ୍ଥିତି ବୃଦ୍ଧି ପାଇଛି। ଦେଶର ଏକ ତୃତୀୟାଂଶ ଅଞ୍ଚଳ ଜଳମଗ୍ନ ହୋଇଛି। ଜଳବନ୍ଦୀ ଲୋକେ ଜୀବନ…
ଭୂକମ୍ପରେ ଥରିଲା ଇଣ୍ଡୋନେସିଆ
ଜାକର୍ତ୍ତା: ଇଣ୍ଡୋନେସିଆର ପୂର୍ବ ପ୍ରଦେଶର ଆଭ୍ୟନ୍ତରୀଣ ଅଞ୍ଚଳରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରୁ ୬.୨ ଥିବା ଜଣାଯାଇଛି। ଇଣ୍ଡୋନେସିଆର ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେଣ୍ଟ୍ରାଲ ମାମ୍ବେରାମୋ ଜିଲାର ୱେଷ୍ଟ…
ଚାଲର୍ସଙ୍କ ରାଜାଭିଷେକ ଆଜି
ବ୍ରିଟେନ/ନୂଆଦିଲ୍ଲୀ,୧୦ା୯: ବ୍ରିଟେନର ଦିବଙ୍ଗତ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରେ ତାଙ୍କ ବଡ଼ପୁଅ ପ୍ରିନ୍ସ ଚାଲ୍ସଙ୍କୁ ଦେଶର ନୂଆ ରାଜା ଘୋଷଣା କରାଯାଇଛି। ଏଥିସହ ସେ କିଙ୍ଗ୍ ଚାଲର୍ସ ତୃତୀୟ ନାମରେ ପରିଚୟ ଲାଭ କରିଛନ୍ତି। ୭୩ ବର୍ଷୀୟ ଚାଲର୍ସଙ୍କ ଆନୁଷ୍ଠାନିକ ରାଜାଭିଷେକ…
ମହାରାଣୀଙ୍କ ମୃତ୍ୟୁ ପରେ ଆକାଶରେ ଦିଶିଲା ୨ ଇନ୍ଦ୍ରଧନୁ
ଲଣ୍ଡନ,୯।୯: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ରାଣୀଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ବକିଙ୍ଗହମ ପ୍ୟାଲେସ ବାହାରେ ଶହ ଶହ ଲୋକ ଏକତ୍ରିତ ହୋଇ ଶୋକ କରିଥିଲେ। ସେଠାରେ ଥିବା ଲୋକେ ଆକାଶରେ ଦୁଇଟି…
ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଦେହାନ୍ତ ପରେ ପ୍ୟାଲେସ ଆଗରେ ନାଚିଲେ ଦମ୍ପତି
ଲଣ୍ଡନ,୯ା୯: ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କର ଗୁରୁବାର ରାତିରେ ଦେହାନ୍ତ ହୋଇଛି। ଭାରତ ସମେତ ଅନ୍ୟ ଦେଶର ରାଜନେତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ବ୍ରିଟେନରେ ଶୋକର ଲହରୀ ଖେଳିଯାଇଛି। ଗତକାଲି ଯେତେବେଳେ ବକିଂହାମ ପ୍ୟାଲେସ ଦ୍ୱାରା ଏହି ସୂଚନା ଦିଆଯାଇଥିଲା,…
ଏତିକି ଟଙ୍କାର ସମ୍ପତ୍ତି ଛାଡିଯାଇଛନ୍ତି ମହାରାଣୀ ଏଲିଜାବେଥ ଦ୍ୱିତୀୟ
ଲଣ୍ଡନ,୯।୯: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ହୋଇଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ୯୬ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି। ବ୍ରିଟେନରେ ସର୍ବାଧିକ ସମୟ ପର୍ଯ୍ୟନ୍ତ ସେ ଶାସନ ଗାଦିରେ ରହିଥିଲେ। ବିଶ୍ୱର ସର୍ବ ପୂରାତନ ସଂସଦୀୟ ଗଣତାନ୍ତ୍ରିକ…
ଆମେରିକାରେ ଭାରତୀୟ ବଂଶୋଦ୍ଭବ ଏମ୍ପିଙ୍କୁ ମିଳିଲା ଧମକ
ନ୍ୟୁୟର୍କ,୯।୯: ଆମେରିକାରେ ଭାରତୀୟଙ୍କ ପ୍ରତି ଘୃଣା ଭାବ ବଢିବାରେ ଲାଗିଛି। ସାଧାରଣ ଲୋକଙ୍କୁ ଧମକ ପରେ ବର୍ତ୍ତମାନ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଏମ୍ପି ପ୍ରମିଲା ଜୟପାଲଙ୍କୁ ଫୋନରେ ଧମକ ଦିଆଯାଇଛି। ଜଣେ ବ୍ୟକ୍ତି ତାଙ୍କୁ ଫୋନରେ ଧମକ ଦେଇ ଭାରତକୁ ଫେରିବାକୁ…
ହ୍ୱିସଲବ୍ଲୋୟରଙ୍କୁ ଚୁପ ରହିବାକୁ ଦିଆଯାଇଥିଲା ୭୦ ଲକ୍ଷ ଡଲାର, ମସ୍କ ଓକିଲଙ୍କ ଗୁରୁତର ଅଭିଯୋଗ
ୱାଶିଂଟନ,୯ ।୯: ଏଲନ ମସ୍କ ଓ ଟୁଇଟର ମଧ୍ୟରେ ୪୪ ଅରବ ଡଲାରର ଡିଲ ଭାଙ୍ଗିଯିବା ପରେ ଏବେ ଦୁଇ ପକ୍ଷଙ୍କ ମଧ୍ୟରେ ଆଇନର ଲଢେଇ ଜାରି ରହିଛି । ଇତିମଧ୍ୟରେ ମସ୍କଙ୍କ ଓକିଲ ସୋସିଆଲ ମିଡିଆ କମ୍ପାନୀ ଟୁଇଟରକୁ ନେଇ…
Archives


