ଅନ୍ତର୍ଜାତୀୟ

ୟୁକ୍ରେନ୍‌କୁ ହିମର୍‌ ରକେଟ ଦେବେ ବାଇଡେନ୍‌, ପୁଟିନଙ୍କ ଚିନ୍ତା ବଢ଼ିଲା…

ମସ୍କୋ/କ୍ୱିଭ୍‌, ୧।୬ : ୟୁକ୍ରେନରେ ଯୁଦ୍ଧ କରୁଥିବା ରୁଷିଆ ସୈନ୍ୟଙ୍କ ସମସ୍ୟା ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ୟୁକ୍ରେନକୁ ଅତ୍ୟାଧୁନିକ ହିମର୍‌ ରକେଟ ଯୋଗାଇବାକୁ ଆମେରିକା ନିଷ୍ପତ୍ତି ନେଇଛି। ଏହି ରକେଟଗୁଡିକ ଅଧିକ ଦୂର ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ଆମେରିକା...

ବନ୍ଧୁକ କିଣାବିକା ରୋକିବ କାନାଡା

ଅଟାଓ୍ବା, ୧ା୬: ଆମେରିକାର ଟେକ୍ସାସ ସ୍କୁଲ ଗୁଳିକାଣ୍ଡରେ ୧୯ ଶିଶୁଙ୍କ ମୃତ୍ୟୁ ଘଟିବା ପରେ କାନାଡାରେ ବନ୍ଧୁକ କିଣାବିକା ନିୟନ୍ତ୍ରଣ ପାଇଁ ପାର୍ଲାମେଣ୍ଟରେ ପ୍ରସ୍ତାବ ଆଗତ ହୋଇଛି। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଦେଶରେ ହ୍ୟାଣ୍ଡ୍‌ଗନ୍‌ ମାଲିକାନା ଉପରେ ରୋକ...

‘ମୋତେ ଭାରତ ପଠାଇଦିଅ’

ଇସ୍‌ଲାମାବାଦ୍‌, ୧ା୬: ‘ଭଲ ଭାବେ ବଞ୍ଚିବା ପ୍ରତିଶ୍ରୁତି ପାଇ ଦେଶ ବିଭାଜନବେଳେ ଭାରତରୁ ପାକିସ୍ତାନ ଆସିଥିଲି। କିନ୍ତୁ ନିଜ ଘର ମାଫିଆଙ୍କ କବଳରୁ ମୁକୁଳାଇବା ପାଇଁ ୩୫ ବର୍ଷ ହେଲା କୋର୍ଟ ଧାଉଁଛି। ଯଦି ଏହି ଦେଶରେ ମୋତେ ମୋର...

ଆଉ ୨ ଯୁଦ୍ଧ ଅପରାଧୀଙ୍କୁ ୧୧ ବର୍ଷ ଜେଲ

କିଭ୍‌, ୧ା୬: ୟୁକ୍ରେନ୍‌ରେ ଯୁଦ୍ଧ ଅପରାଧ କରିଥିବା ଆଉ ଦୁଇ ରୁଷୀୟ ସୈନ୍ୟଙ୍କୁ କିଭ୍‌ର ଏକ କୋର୍ଟ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ଆଲେକଜାଣ୍ଡର ବବିକିନ୍‌ ଏବଂ ଆଲେକଜାଣ୍ଡର ଇଭାନୋଭ୍‌। ଅନ୍ତର୍ଜାତୀୟ ଯୁଦ୍ଧ ଆଇନର ଉଲ୍ଲଂଘନ ସହ...

‘ସେମାନେ ରୁଷୀୟଙ୍କୁ ଘୃଣା କରନ୍ତି’

ମସ୍କୋ, ୧ା୬: ରୁଷିଆରୁ ତୈଳ ଆମଦାନୀ ବ୍ୟାନ୍‌ କରିବା ନେଇ ଇୟୁର ସଦ୍ୟ ନିଷ୍ପତ୍ତି ପରେ ମସ୍କୋ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ରୁଷୀୟ ନାଗରିକଙ୍କ ପାଇଁ ଘୃଣା ମନୋଭାବ ରଖି ଏପରି କରାଯାଉଛି। ସାଧାରଣ ଲୋକେ ଏହା ଦ୍ୱାରା...

୯୦% ତୈଳ ଆମଦାନୀ ବନ୍ଦ କରିବ ଇୟୁ

ବ୍ରସେଲ୍ସ, ୧ା୬: ୟୁକ୍ରେନ୍‌ ଉପରେ ଆକ୍ରମଣ ରୁଷିଆ ପାଇଁ ଆହୁରି ମହଙ୍ଗା ହେବାକୁ ଯାଉଛି। ରୁଷିଆ ଏହା ପୂର୍ବରୁ ଆମେରିକା ଓ ୟୁରୋପୀୟ ସଂଘ(ଇୟୁ) ପକ୍ଷରୁ ଲଗାଯାଇଥିବା କଟକଣା ଭୋଗୁଥିବାବେଳେ ଏବେ ଏହାର ଅର୍ଥନୀତି ଆହୁରି ବିପର୍ଯ୍ୟସ୍ତ ହେବାକୁ ଯାଉଛି।...

ଆମେରିକାରେ ପୁଣି ଫୁଟିଲା ଗୁଳି

ନ୍ୟୁ ଅରଲିୟନ୍ସ,୧ ।୬: ଆମେରିକାରେ ପୁଣିଥରେ ଫୁଟିଛି ଗୁଳି । ଗତ ମଙ୍ଗଳବାର ଟେକ୍ସାସର ଏକ ପ୍ରାଥମିକ ସ୍କୁଲରେ ଗୁଳିମାଡରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଉ ଏହାର ଠିକ୍ ୧ ସପ୍ତାହ ପରେ ମଙ୍ଗଳବାର ରାତିରେ ନ୍ୟୁ...

ବର୍ଷକୁ ୪୪ ଘଣ୍ଟାର ନିଦ ହରାଉଛି ମଣିଷ, ମହିଳାଙ୍କଠାରେ ସମସ୍ୟା ଅଧିକ…

କୋପେନହେଗେନ୍‌, ୩୧।୫ : ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ତାପମାତ୍ରା ବୃଦ୍ଧି ସହିତ ଆମର ଶୋଇବା ସମୟ ହ୍ରାସ ପାଉଛି। ରାତିରେ ଉତ୍ତାପ ବୃଦ୍ଧି ହେତୁ ଏହା ଘଟୁଛି। ହାରାହାରି ଜଣେ ବ୍ୟକ୍ତି ପ୍ରତିବର୍ଷ ୪୪ ଘଣ୍ଟା ନିଦ...

ଚାଇନାକୁ ଝଟ୍‌କା, ୧୦ ଦେଶ ସୁରକ୍ଷା ବୁଝାମଣା ପାଇଁ ମନାକଲେ…

ବେଜିଂ, ୩୧।୫ : ଅଷ୍ଟ୍ରେଲିଆକୁ ଘେରି ରହିବା ପାଇଁ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଅଞ୍ଚଳରେ ଥିବା ୧୦ ଟି ଛୋଟ ଦେଶ ସହିତ ସୁରକ୍ଷା ଚୁକ୍ତି କରିବାକୁ ଚାଇନାର ଉଦ୍ୟମ ଶେଷରେ ବିଫଳ ହୋଇଛି। ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଅଞ୍ଚଳ...

୫୧ ଲୋକଙ୍କୁ ପଥର ଫିଙ୍ଗି ମୃତ୍ୟୁ ଦଣ୍ଡାଦେଶ…

ତେହେରାନ, ୩୧।୫ : ଇରାନରେ, ୫୧ ଜଣଙ୍କୁ ପଥର ଫିଙ୍ଗି ମୃତ୍ୟୁ ଦଣ୍ଡାଦେଶ ନିର୍ଦ୍ଦେଶ ଜାରି କରାଯାଇଛି। ବୈବାହିକ ସମ୍ପର୍କରେ ନିଜ ସାଥୀଙ୍କୁ ପ୍ରତାରଣା କରିଥିବାରୁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଏଭଳି ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ଲୋକମାନଙ୍କୁ ପଥର...

ତାଇଓ୍ବାନ ଆକାଶ ମାର୍ଗରେ ୩୦ ଚାଇନା ବିମାନର ଅନୁପ୍ରବେଶ…

ତାଇପେ, ୩୧।୫ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଇୱାନକୁ ସମର୍ଥନ କରିବା ପରେ ଚାଇନା କ୍ରୋଧରେ ଲାଲ ହୋଇଯାଇଛି। ବାଇଡେନଙ୍କ ଘୋଷଣା ପରେ ଚାଇନାର ୩୦ଟି ଯୁଦ୍ଧ ବିମାନ ଏକାସାଙ୍ଗରେ ତାଇୱାନର ଆକାଶ ମାର୍ଗରେ ଅନୁପ୍ରବେଶ କରିଛି। ଚାଇନାର...

ବାଇଡେନ-ପୁଟିନ୍‌-ଜିନପିଙ୍ଗ୍‌-କିମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ କଳ୍ପନାଜଳ୍ପନା…

ଓ୍ବାଶିଂଟନ/ମସ୍କୋ/ବେଜିଂ/ପୋଙ୍ଗୟାଙ୍ଗ, ୩୧।୫ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଚାଇନା ଏବଂ ରୁଷିଆ ପ୍ରତିପକ୍ଷ ଶି ଜିନପିଙ୍ଗ୍‌ ଏବଂ ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଅନ୍ତର୍ଜାତୀୟସ୍ତରରେ ନାନା କଳ୍ପନାଜଳ୍ପନା ଜାରି ରହିଛି। ୭୯ ବର୍ଷିୟ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri