ଅନ୍ତର୍ଜାତୀୟ

ମହମ୍ମଦ ବିନ୍‌ ସଲମାନ ସାଉଦି ପ୍ରଧାନମନ୍ତ୍ରୀ ନିଯୁକ୍ତ

ରିୟାଧ୍‌, ୨୮ା୯: ସାଉଦି ଆରବ କିଙ୍ଗ୍‌ ସଲ୍‌ମାନ ବିନ୍‌ ଅବଦୁଲାଜିଜ୍‌ ଅଲ୍‌ ସାଉଦ୍‌ କ୍ୟାବିନେଟରେ ଅଦଳବଦଳ କରି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌(ଏମ୍‌ବିଏସ୍‌)ଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି। ସେହିପରି ସାଉଦି ପ୍ରିନ୍ସ ଖଲିଦ୍‌ ବିନ୍‌ ସଲମାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଛି।…

ପାକିସ୍ତାନରେ ଚାଇନା ନାଗରିକଙ୍କୁ ଗୁଳି ମାରି ହତ୍ୟା: ୨ ଆହତ

କରାଚି,୨୮।୯: ପାକିସ୍ତାନର କରାଚିରେ ବୁଧବାର ଜଣେ ଚାଇନା ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। କରାଚିର ସଦର ଅଞ୍ଚଳରେ ଥିବା ଏକ କ୍ଲିନିକରେ ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳି ବିନିମୟରେ ଚାଇନା ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ।…

ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ, ୧୭ ଜୀବନ୍ତ ଦଗ୍ଧ…

ବେଜିଂ, ୨୮।୯ : ଚାଇନାର ପୂର୍ବାଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୧୭ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ରୁଷିଆ-ଜର୍ମାନୀ ପାଇପ ଲାଇନରେ ଲିକ୍‌, କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲା ଇୟୁ…

ମସ୍କୋ/ବର୍ଲିନ, ୨୮।୯ : ରୁଷିଆରୁ ଜର୍ମାନୀ ପର୍ଯ୍ୟନ୍ତ ଥିବା ଗ୍ୟାସ ପାଇପଲାଇନରେ ଲିକ ହେବାର ଖବର ମିଳିଛି। ଏନେଇ ୟୁରୋପୀୟ ସଂଘ(ଇୟୁ) କଡ଼ା ଚେତାବନୀ ଦେଇଛି। ଇୟୁ କହିଛି ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ। ଇୟୁର ବୈ ଦେଶିକ ନୀତି ମୁଖ୍ୟ…

କିଙ୍ଗ୍‌ ଚାର୍ଲସ୍‌ଙ୍କ ନୂଆ ମନୋଗ୍ରାମ ଜାରି

ଲଣ୍ଡନ: ୨୮।୯: ବ୍ରିଟେନ୍‌ରେ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଶାସନର ଅନ୍ତ ଘଟି ଚାର୍ଲସ୍‌ ତୃତୀୟଙ୍କ ରାଜୁତି ଆରମ୍ଭ ହୋଇଛି। ରାଜା ଚାର୍ଲସ୍‌ଙ୍କ ନୂଆ ମନୋଗ୍ରାମ ଅନାବରଣ କରାଯାଇଛି। ମଙ୍ଗଳବାର ପ୍ରଥମ ଥର ପାଇଁ ରାଜା ଏହି ମନୋଗ୍ରାମକୁ ବ୍ୟବହାର କରିଛନ୍ତି। କଲେଜ୍‌…

ଭାରତର ସ୍ଥାୟୀ ସଦସ୍ୟତାକୁ ଶ୍ରୀଲଙ୍କାର ସମର୍ଥନ

କଲମ୍ବୋ,୨୮।୯: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଭାରତ ଏବଂ ଜାପାନର ସ୍ଥାୟୀ ସଦସ୍ୟତାକୁ ଶ୍ରୀଲଙ୍କା ସମର୍ଥନ କରିବ ବୋଲି ଏହାର ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଙ୍ଘେ ମଙ୍ଗଳବାର କହିଛନ୍ତି। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ଯୋଗଦେବା ଲାଗି ଟୋକିଓ ଯାଇଥିବା…

ମାଉଣ୍ଟ ମାନସଲୁରେ ହିମ ସ୍ଖଳନ, ୩ ପର୍ବତାରୋହୀଙ୍କ ମୃତ୍ୟୁ…

କାଠମାଣ୍ଡୁ, ୨୮।୯ : ନେପାଳର ମାନସଲୁ ମାଉଣ୍ଟରେ ଏକ ବଡ଼ ଧରଣର ଦୁର୍ଘଟଣାରେ ତିନି ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି। ମାଉଣ୍ଟ ମାନସଲୁରେ ହିମ ସ୍ଖଳନ ଯୋଗୁ ଏଭଳି ଘଟିଛି। ଏଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ତେବେ ୭…

ୟୁକ୍ରେନ୍‌ର ୧୫ ପ୍ରତିଶତ ଅଞ୍ଚଳ ଦଖଲ କରିବା ଯୋଜନା, ସଂସଦରେ ପୁଟିନ କରିବେ ବଡ଼ ଘୋଷଣା…

ମସ୍କୋ, ୨୮।୯ : ରୁଷିଆ ୟୁକ୍ରେନର ଦଖଲ କରିଥିବା ଅଞ୍ଚଳରେ ଏକ ଜନମତ ସଂଗ୍ରହ କରିଛି। ଚାରି ଦିନିଆ ଜନମତ ସଂଗ୍ରହ ମଙ୍ଗଳବାର ଶେଷ ହୋଇଛି। ବାସ୍ତବରେ, ଏହି ଜନମତ ସଂଗ୍ରହ ମାଧ୍ୟମରେ ରୁଷିଆ ଏହି ଅଞ୍ଚଳଗୁଡ଼ିକୁ ନିଜ ସହିତ ମିଶ୍ରଣ…

ୟୁକ୍ରେନ୍‌ ଯୁଦ୍ଧ ଅନ୍ତର୍ଜାତୀୟ ସମୁଦାୟ ପାଇଁ ଚିନ୍ତାର ବିଷୟ, ୟୁଏନଏସସିରେ ଭାରତର ମତ…

ଜେନେଭା, ୨୮।୯ : ୟୁକ୍ରେନ୍‌ ଯୁଦ୍ଧ ନେଇ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତ ନିଜର ମତ ରଖିଛି। ଭାରତ କହିଛି ଯେ, ଏହା ଅନ୍ତର୍ଜାତୀୟ ସମୁଦାୟ ପାଇଁ ଚିନ୍ତାର ବିଷୟ ପାଲଟିଛି। ମିଳିତ ଜାତିସଂଘର ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା…

‘ତୁମେ ଦେଖିବ ମୋ ବାପା ରାଜା ହେବେ’

ଲଣ୍ଡନ: ବ୍ରିଟେନ୍‌ ରାଜା ଚାର୍ଲସ୍‌ ତୃତୀୟଙ୍କ ନାତି ପ୍ରିନ୍ସ ଜର୍ଜ ସବୁବେଳେ ନିଜ ଅସ୍ବାଭାବିକ ବ୍ୟବହାର ଲାଗି ଚର୍ଚ୍ଚାରେ ରହିଆସନ୍ତି। ସ୍କୁଲ ଖେଳପଡ଼ିଆରେ କେତେଜଣ ସାଙ୍ଗଙ୍କ ସହ ମାଡ଼ଗୋଳ ହେବା ପରେ ଜର୍ଜ ତାଙ୍କୁ କହିଛନ୍ତି ଯେ, ତୁମେମାନେ ଦେଖିବ ମୋ…

ନର୍ଡ ଷ୍ଟ୍ରିମ୍‌ରେ ଗ୍ୟାସ୍‌ ଲିକ୍‌

ଷ୍ଟକ୍‌ହୋମ୍‌, ୨୮।୯: ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରଠୁ ପାଶ୍ଚାତ୍ୟ ଦେଶଗୁଡ଼ିକ ମସ୍କୋ ଉପରେ କଟକଣା ଜାରି କରିବାରେ ଲାଗିଛନ୍ତି। ରୁଷିଆ ସହ ତିକ୍ତତା ବଢ଼ି ଚାଲିଥିବାବେଳେ ମସ୍କୋରୁ ଗ୍ୟାସ୍‌ ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଅଧିକାଂଶ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଉଦ୍ୟମ କରୁଛନ୍ତି।…

କ୍ୱାରାଣ୍ଟାଇନ୍‌ରେ ଥିଲେ ଜିନ୍‌ପିଙ୍ଗ୍‌

ବେଜିଂ,୨୮।୯:  ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ନେଇ ଉଠିଥିବା ଗୁଜବ ଓ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଉଜ୍‌ବେକିସ୍ତାନର ସମରକନ୍ଦ ଏସ୍‌ସିଓ ସମ୍ମିଳନୀରୁ ଗତ ୧୬ ତାରିଖରେ ଫେରିବା ପରଠୁ ତାଙ୍କୁ ଦେଖିବାକୁ ମିଳି ନ ଥିଲା। ଏହାକୁ ନେଇ କେତେକ ଗଣମାଧ୍ୟମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri