ଜନ କେରି କରୋନା ସଂକ୍ରମିତ, ଅନୁଭବ କରୁଛନ୍ତି ସାମାନ୍ୟ ଲକ୍ଷଣ
ମିଶ୍ର.୧୯ ।୧୧: ଆମେରିକାର ଜଳବାୟୁ ଦୂତ ଜନ କେରି ଶର୍ମ ଅଲ-ଶେଖ, ମିଶ୍ରରେ ଆୟୋଜିତ ସଂଯୁକ୍ତ ରାଷ୍ଟ୍ରର କପ-୨୭ ଜଳବାୟୁ ପରିବର୍ତ୍ତନ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ସେଠାରେ ସେ କରୋନା ମହାମାରୀରେ ଆକ୍ରାନ୍ତ ହୋଇଥିବ ଜଣାପଡିଛି । ତାଙ୍କ…
ଏଲନ ମସ୍କଙ୍କ ଘୋଷଣା: ନୂଆ ନିୟମ ଅନୁଯାୟୀ ନକରାତ୍ମକ ଟୁଇଟକୁ ଆଗକୁ ବଢାଇବ ନାହିଁ ଟୁଇଟର
ୱାଶିଂଟନ,୧୯ ।୧୧: ବିଶ୍ୱର ସବୁଠାରୁ ଧନି ବ୍ୟକ୍ତି ତଥା ଟୁଇଟରର ନୂଆ ମାଲିକ ଏଲନ ମସ୍କଙ୍କ ନୂଆ ନୀତି ଅନୁଯାୟୀ, ନକରାତ୍ମକ ଓ ଘୃଣା ଶବ୍ଦ ଥିବା ଟୁଇଟକୁ ଆଗକୁ ନ ବଢାଇବା ଓ ଏହାକୁ ଡିମୋନେଟାଇଜ କରିବାକୁ ଘୋଷଣା କରାଯାଇଛି…
ଆଜି ଏଲିଜାବେଥ୍ଙ୍କ ଦଣ୍ଡ ଘୋଷଣା
ଓ୍ବାଶିଂଟନ,୧୮ା୧୧: ଆମେରିକାର ପ୍ରସିଦ୍ଧ ବାୟୋଟେକ୍ ଷ୍ଟାର୍ ଏଲିଜାବେଥ୍ ହୋମ୍ସଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ରୋଗୀଙ୍କ ଜୀବନକୁ ବିପଦରେ ପକାଇ ନିବେଶକଙ୍କ ସହିତ ଠକିବାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜାନୁୟାରୀରେ ଏଲିଜାବେଥ୍ଙ୍କ ଉପରେ ଓ୍ବାଲ ଷ୍ଟ୍ରିଟ ଜର୍ନାଲ ରିପୋର୍ଟକୁ…
ପାଣିକୁ ଖସିଲା ବସ୍, ୧୨ ଶିଶୁ ସମେତ ୨୦ ଜଣଙ୍କ ମୃତ୍ୟୁ
ଇସଲାମାବାଦ,୧୮ା୧୧: ପାକିସ୍ତାନର ବନ୍ୟା ପ୍ରଭାବିତ ସିନ୍ଧ ପ୍ରଦେଶରେ ଏକ ବସ୍ ପାଣି ଭିତରକୁ ଖସି ପଡ଼ିଛି। ଫଳରେ ୧୨ ଶିଶୁଙ୍କ ସମେତ ଅତି କମ୍ରେ ୨୦ଜଣଙ୍କର ମୃତ୍ୟୁ ଘଟିଛି। ଏହି ବସଟି ଖଇରପୁରରୁ ଶେହଓ୍ବାନକୁ ଆସୁଥିଲା। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏହି…
୧୦୦ରୁ ଊର୍ଦ୍ଧ୍ୱ ଟୁଇଟର୍ କର୍ମଚାରୀ ଦେଲେ ସାମୂହିକ ଇସ୍ତଫା
ନ୍ୟୁୟର୍କ,୧୮।୧୧: ଟୁଇଟରରେ ଏଲନ ମସ୍କଙ୍କ ଏଣ୍ଟ୍ରି ପରେ କମ୍ପାନୀରେ ଅନେକ ପରିବର୍ତ୍ତନ ହୋଇଛି। ମସ୍କ ଟୁଇଟରକୁ ସମ୍ପୂର୍ଣ୍ଣ ବଦଳାଇବାରେ ନିୟୋଜିତ ଅଛନ୍ତି। ଏହା ସିଧାସଳଖ କର୍ମଚାରୀମାନଙ୍କୁ ପ୍ରଭାବିତ କରୁଛି। ମସ୍କଙ୍କ ‘ହାର୍ଡକୋର ଓ୍ବାର୍କ’ ଚେତାବନୀ ପରେ ୧୦୦ରୁ ଅଧିକ କର୍ମଚାରୀ ବର୍ତ୍ତମାନ…
ପାକିସ୍ତାନକୁ କଡ଼ା ସମାଲୋଚନା କଲା ଭାରତ
ନୂଆଦିଲ୍ଲୀ,୧୮ା୧୧: ଜାତିସଂଘରେ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଭାରତ। ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇବାରୁ ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ମିଥ୍ୟା ପ୍ରଚାର ପାଇଁ ପାକିସ୍ତାନ ପ୍ରୟାସ ଜାରି ରଖିଥିବା କହିଛି ଭାରତ। ଜମ୍ମୁ-କଶ୍ମୀର ଭାରତର ଅଭିନ୍ନ ଏବଂ ଅବିଭାଜିତ ଅଙ୍ଗ।…
ନେପାଳରେ ଝୁଲା ପାର୍ଲାମେଣ୍ଟ ହୋଇପାରେ
କାଠମାଣ୍ଡୁ,୧୮।୧୧:ଆସନ୍ତା ୨୦ରେ ନେପାଳ ପାର୍ଲାମେଣ୍ଟ ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଝୁଲା ପାର୍ଲାମେଣ୍ଟ ହୋଇପାରେ ବୋଲି ରାଜନୈତିକ ବିଶ୍ଳେଷକ ପୂର୍ବାନୁମାନ କରିଛନ୍ତି। ଫଳରେ ଗଠନ ହେବାକୁ ଥିବା ସରକାର ରାଜନୈତିକ ସ୍ଥିରତା ଦେଇ ନ ପାରେ। ସାଧାରଣ ନିର୍ବାଚନରେ…
ରୁଷିଆ ଖସାଇଥିଲା ଏମ୍ଏଚ୍୧୭
ଆମ୍ଷ୍ଟରଡାମ,୧୮ା୧୧:୨୦୧୪ ଜୁଲାଇ ୧୭ରେ ମାଲେସିଆ ଏୟାରଲାଇନ୍ସର ଏମ୍ଏଚ୍୧୭ ବିମାନ ଆମ୍ଷ୍ଟରଡାମ୍ରୁ କୁଆଲାଲମ୍ପୁର ଯାତ୍ରା କରୁଥିବାବେଳେ ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍ ଆକାଶରେ ରାଡାର ବାହାରକୁ ଚାଲିଯାଇଥିଲା। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ୨୮୩ ଯାତ୍ରୀ ଓ ୧୫ କ୍ରିଉ ମେମ୍ବରଙ୍କ ମୃତ୍ୟୁ ଘଟିଥିଲା।…
ମାଲାଲାଙ୍କ ‘ଜୟଲ୍ୟାଣ୍ଡ’ ଉପରୁ କଟକଣା ହଟାଇଲା ପାକିସ୍ତାନ
ଇସ୍ଲାମାବାଦ,୧୮ା୧୧:‘ଜୟଲ୍ୟାଣ୍ଡ’ ହେଉଛି ପାକିସ୍ତାନୀ-ପଞ୍ଜାବୀ ଭାଷାରେ ମୁକ୍ତିଲାଭ କରିଥିବା ଏକ ସିନେମା। ସଇମ ସାଦିକ୍ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଡ୍ରାମା ଫିଲ୍ମରେ ଅଲି ଜୁନେଓ, ରାସ୍ତି ଫାରୁକ୍, ଏଲିନା ଖାନ୍ ଓ ସରଓ୍ବତ୍ ଗିଲାନିଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି। ୨୦୨୨ ମାର୍ଚ୍ଚ…
ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ମାଡ: ୫ ମୃତ୍ୟୁ, ୧୦ ଆହତ
ତେହରାନ,୧୭।୧୧: ଇରାନରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ସୁରକ୍ଷା ବାହିନୀ ତେହେରାନର ଏକ ମେଟ୍ରୋ ଷ୍ଟେଶନରେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚଳାଇ ଥିଲେ। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି। ଗୁଳି ବିନିମୟ ପରେ…
ଚାଇନାକୁ ଚେତାବନୀ ଦେଲା ଆମେରିକା
ଓ୍ବାଶିଂଟନ୍,୧୭।୧୧: ଚାଇନା ଏବଂ ତାଇୱାନ ମଧ୍ୟରେ ବିବାଦ ଦିନକୁ ଦିନ ଗଭୀର ହେବାରେ ଲାଗିଛି। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ଉଦ୍ଦେଶ୍ୟ ବିଷୟରେ ବିଶ୍ୱକୁ ଅବଗତ କରାଇଛନ୍ତି। ତାଇୱାନ ପ୍ରସଙ୍ଗରେ ସେ ଯେକୌଣସି ସ୍ତରକୁ ଯାଇପାରିବେ ଜିନପିଙ୍ଗ କହିଛନ୍ତି। ତେବେ…
ସଫଳତା ମୁହାଁ ନାସାର ଚନ୍ଦ୍ର ମିଶନ, ୯୨ ହଜାର କିଲୋମିଟର ଦୂରରୁ ଓରିଅନ ପଠାଇଲା ଫଟୋ…
ଓ୍ବାଶିଂଟନ,୧୭।୧୧ : ପ୍ରାୟ ୫୦ ବର୍ଷ ପରେ ନାସା ପକ୍ଷରୁ ବୁଧବାର ଆରମ୍ଭ ହୋଇଥିବା ଚନ୍ଦ୍ର ମିଶନ ସଫଳତା ମୁହାଁ ହୋଇଛି। ଏହି ଚନ୍ଦ୍ର ମିଶନକୁ ଗୁରୁବାର ଆଉ ଏକ ବଡ଼ ସଫଳତା ମିଳିଛି। ବାସ୍ତବରେ, ସ୍ପେସ ଲଞ୍ଚ ସିଷ୍ଟମ ଓରିଅନ…
Archives


