ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଇରାନ ସୀମାରେ ଛାଡୁଛି ତୁର୍କୀ…
ଆଙ୍କରା,୧୯।୧୧ : ତୁର୍କୀ ନିୟମିତ ଭାବେ ହଜାର ହଜାର ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଇରାନ ସୀମାରେ ଛାଡୁଛି। ସେମାନଙ୍କୁ ଇରାନ ବାଟେ ଆଫଗାନିସ୍ତାନ ଫେରିବାକୁ ବାଧ୍ୟ କରାଯାଉଛି। ହ୍ୟୁମାନ ରାଇଟ୍ସ ୱାଚ ରିପୋର୍ଟରେ ଏହା ଦାବି କରାଯାଇଛି। ଆଫଗାନିସ୍ତାନର ଟୋଲୋ ନ୍ୟୁଜ ମାନବିକ…
ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ଫ୍ରାନ୍ସର ସମର୍ଥନ…
ଜେନେଭା,୧୯।୧୧ : ବ୍ରିଟେନ ପରେ ଫ୍ରାନ୍ସ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗ ମଧ୍ୟ ଉଠାଇଛି। ମିଳିତ ଜାତିସଂଘରେ ଫ୍ରାନ୍ସର ଡେପୁଟି ସ୍ଥାୟୀ ପ୍ରତିନିଧୀ ନାଥାଲି ବ୍ରଡହର୍ଷ୍ଟ କହିଛନ୍ତି ଯେ ସେ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ…
‘ଭାରତ ଆମ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ’
ଓ୍ବାଶିଂଟନ,୧୯ା୧୧: ଆମେରିକା ପୁଣିଥରେ ବିଶ୍ୱସ୍ତରରେ ଭାରତ ସହ ସମ୍ପର୍କକୁ ଗୁରୁତ୍ୱ ଦେଇଛି। ଆମେରିକା କହିଛି, ଭାରତ ଆମର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ଆମେରିକାର ବୈଦେଶିକ ବିଭାଗର ଡେପୁଟି ମୁଖପାତ୍ର ବେଦାନ୍ତ ପଟେଲ ଖବରଦାତା ସମ୍ମିଳନୀରେ କହିଛନ୍ତି, ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଏବଂ…
ରନ୍ଓ୍ବେରେ ବିମାନ-ଦମକଳ ଟ୍ରକ ମୁହାଁମୁହିଁ ଧକ୍କା, ୨ ମୃତ…
ଲିମା,୧୯।୧୧ : ପେରୁର ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ଏକ ବିମାନ ରନୱେରେ ଅଗ୍ନିଶମ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଲାଟାମ ଏୟାରଲାଇନ୍ସର ଏହି ବିମାନ ଟକର ପରେ ନିଆଁକୁ ଆୟତ୍ତ କରିଥିଲା। ଅଧିକାରୀଙ୍କ ଅନୁଯାୟୀ…
ଆପାର୍ଟମେଣ୍ଟ ଭୁଶୁଡ଼ି ୯ ମୃତ, ଜଣେ ନିଖୋଜ
ମସ୍କୋ,୧୯ା୧: ରୁଷିଆର ପ୍ରଶାନ୍ତ ଦ୍ୱୀପ ସଖାଲିନ୍ରେ ଥିବା ଏକ ୫ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ଶନିବାର ଏନେଇ ରାଜ୍ୟପାଳ ସୂଚନା ଦେଇଛନ୍ତି। ଜରୁରିକାଳୀନ ସେବା ସୂତ୍ରରୁ ପ୍ରକାଶ…
ପ୍ରଥମ ଥର ପାଇଁ କିମ୍ଙ୍କ ଝିଅ ସାମ୍ନାକୁ ଆସିଲେ…
ପ୍ୟୋଙ୍ଗୟାଙ୍ଗ,୧୯।୧୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କ ବିଷୟରେ ଅନେକ ଗୁପ୍ତ କଥା ଅଛି ଯାହା କେହି ଜାଣନ୍ତି ନାହିଁ। ବିଶେଷକରି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବହୁତ କମ ତଥ୍ୟ ଦୁନିଆକୁ ଜଣା। ତେବେ କିମ୍…
ସିଇସି ରାଜୀବ କୁମାର ନେପାଳ ନିର୍ବାଚନରେ ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକ
କାଠମାଣ୍ଡୁ,୧୯।୧୧(ପି.ଟି.): ନେପାଳ ସାଧାରଣ ନିର୍ବାଚନ ଆସନ୍ତା ରବିବାର ଅନୁଷ୍ଠିତ ହେଉଥିବାବେଳେ ଭାରତର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକ ଭାବେ ଶୁକ୍ରବାର ସେଠାରେ ପହଞ୍ଚତ୍ଛନ୍ତି। ତାଙ୍କ ସହ ନିର୍ବାଚନ ଆୟୋଗର ୨ ଅଧିକାରୀଙ୍କ ସମେତ ୪ ଜଣ…
ଡାଇନୋସର ଯୁଗୀୟ କାର୍ ଆକୃତିର କଇଁଛ
ମାଡ୍ରିଡ୍, ୧୯।୧୧: ସ୍ପେନ୍ରେ ଜୀବାଶ୍ମ ବିଜ୍ଞାନୀମାନେ କ୍ଷୁଦ୍ର କାର୍ ଆକାରର କଇଁଛର ଅବଶେଷ ଖୋଜି ବାହାର କରିଛନ୍ତି। କଇଁଛଟି ୮୩ ନିୟୁତ ବର୍ଷ ପୂର୍ବେ ୟୁରୋପୀୟ ସମୁଦ୍ରର ଅତଳ ଜଳରାଶିରେ ବାସ କରୁଥିବା ଜଣାପଡ଼ିଛି। ଉତ୍ତରପୂର୍ବ ସ୍ପେନ୍ରେ ଏହି ବିଶାଳକାୟ କଇଁଛର…
ଆମେରିକା ସହ ଏହାର ମିତ୍ର ଦେଶକୁ ପରମାଣୁ ଆକ୍ରମଣର ଚେତାବନୀ ଦେଲେ କିମ
ପୋଙ୍ଗୟାଙ୍ଗ,୧୯ ।୧୧: ପୁଣିଥରେ ଚର୍ଚ୍ଚାରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିନ ଜୋନ ଉନ । ଏଥର ସେ ଆମେରିକା ଓ ଏହାର ମିତ୍ର ଦେଶ ଗୁଡିକୁ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି । ଶନିବାର କିମ ନିଜେ ନିଜ ଦେଶରେ…
ଫେଜ୍ ଡାଉନ୍ ନୁହେଁ, ଫେଜ୍ ଆଉଟ୍
ଶର୍ମ ଏଲ୍-ଶେଖ୍/ନୂଆଦିଲ୍ଲୀ,୧୯।୧୧: ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ସକାଶେ ଉପାୟ ଖୋଜିବା ପାଇଁ ଗତବର୍ଷ ନଭେମ୍ବରରେ ସ୍କଟ୍ଲାଣ୍ଡର ଗ୍ଲାସ୍ଗୋଠାରେ କୋପ୍୨୬ ସମ୍ମିଳନୀ ଆୟୋଜିତ ହୋଇଥିଲା। ୨ ସପ୍ତାହର ମାନସମନ୍ଥନ ପରେ ସର୍ବାଧିକ ତାପମାତ୍ରା ସୃଷ୍ଟିକାରୀ କୋଇଲାର ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା…
ଇମ୍ରାନଙ୍କ ଉପରେ ପୁଣିଥରେ ହୋଇପାରେ ମରଣାନ୍ତକ ଆକ୍ରମଣ, ଗୁଇନ୍ଦା ରିପୋର୍ଟ ଅନୁଯାୟୀ ସୂଚନା ଦେଲେ ବିଚାରପତି
ଇସଲାମାବାଦ,୧୯ ।୧୧: ପାକିସ୍ତାନ ଇସଲାମାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଶୁକ୍ରବାର କହିଛନ୍ତି, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ପୁଣିଥରେ ମରଣାନ୍ତକ ଆକ୍ରମଣ ହୋଇପାରେ । ଗୁଇନ୍ଦା ରିପୋର୍ଟର ସୂଚନା ଆଧାରରେ ସେ ଏହା କହିଛନ୍ତି । ଏହା ସରକାରଙ୍କ…
ହିନ୍ଦୁ ଯୁବତୀଙ୍କୁ ୩ ଖଣ୍ଡ କଲେ ମୁସଲମାନ ପ୍ରେମିକ
ଢାକା,୧୯।୧୧(ଆଇଏଏନ୍ଏସ୍): ଦିଲ୍ଲୀରେ ଜଣେ ମୁସଲମାନ ଯୁବକ ତାଙ୍କ ଲିଭ୍-ଇନ୍ ପାର୍ଟନରଙ୍କୁ ହତ୍ୟା କରିବା ପରେ ୩୫ ଖଣ୍ଡ କରି ଫିଙ୍ଗିବା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିବାବେଳେ ବାଂଲାଦେଶରେ ଅନୁରୂପ ଅପରାଧ ଘଟିଛି। ସେଠାରେ ଜଣେ ମୁସଲମାନ ପ୍ରେମିକ ତାଙ୍କ…
Archives


