ଅନ୍ତର୍ଜାତୀୟ

ଆମେରିକାରେ କମୁଛି ମଙ୍କିପକ୍ସ ମାମଲା

ଓ୍ବାଶିଂଟନ,୧୪ା୯: ଆମେରିକାରେ ମଙ୍କିପକ୍ସ ମାମଲା ଧିରେ ଧିରେ ହ୍ରାସ ପାଉଛି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ରିପୋର୍ଟ ହୋଇଥିବା ମାମଲା ପୂର୍ବ ମାମଲାର ପ୍ରାୟ ଅଧା ଅଟେ। ଏକ ମାସ ପୂର୍ବରୁ ଆମେରିକାରେ ମଙ୍କିପକ୍ସ ମାମଲାରେ ରେକର୍ଡ ବୃଦ୍ଧି ଘଟିଥିଲା। ଏକ ରିପୋର୍ଟ…

ଗୁଗ୍‌ଲକୁ ଝଟ୍‌କା: ଦେବାକୁ ପଡ଼ିବ ୫୦ ନିୟୁତ ଡଲାର ଜରିମାନା

ସିଓଲ,୧୪ା୯: ଦକ୍ଷିଣ କୋରିଆର ଗୋପନୀୟତା ଓ୍ବାଚଡଗ୍‌ ମିଳିତ ଭାବେ ଟେକ୍‌ ଜଏଣ୍ଟ ଗୁଗ୍‌ଲ ଏବଂ ମେଟାକୁ ପ୍ରାୟ ୧୦୦ ବିଲିୟନ ଓ୍ବାନ (ପ୍ରାୟ ୭୨ମିଲିୟନ ଡଲାର୍‌) ଜରିମାନା କରିଛି। ଉଭୟ କମ୍ପାନୀ ବିନା ଅନୁମତିରେ ଗ୍ରାହକଙ୍କ ଅନଲାଇନ୍‌ କାର୍ଯ୍ୟକଳାପ ଉପରେ ନଜର…

ମହାରାଣୀଙ୍କ କଫିନ୍‌ ନେଇ ଆସୁଥିବା ବିମାନକୁ ରେକର୍ଡ ସଂଖ୍ୟକ ଟ୍ରାକିଂ

ଲଣ୍ଡନ,୧୪।୯: ବ୍ରିଟେନର ସ୍ବର୍ଗତ ରାଣୀ ଏଲିଜାବେଥଙ୍କ ମୃତଦେହ ମଙ୍ଗଳବାର ସାରେ ସ୍କଟଲ୍ୟାଣ୍ଡରୁ ଲଣ୍ଡନରେ ପହଞ୍ଚିଛି। ତାଙ୍କର କଫିନ ବକିଙ୍ଗହମ ପ୍ୟାଲେସରେ ରଖାଯିବ। ରାଣୀ ଏଲିଜାବେଥ କଫିନ ନେଇଥିବା ବିମାନକୁ ଅନେକଥର ଟ୍ରାକ କରାଯାଇଥିଲା, ଯାହା ଏକ ରେକର୍ଡରେ ପରିଣତ ହୋଇଛି ।…

ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ଜେନେଭା,୧୪।୯: ମିଳିତ ଜାତିସଂଘ ମାନବଅଧିକାର ପରିଷଦ (ୟୁଏନଏଚଆରସି)ର ଏକ ବୈଠକରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ଜାତିସଂଘର ତାଲିକାଭୁକ୍ତ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଏବଂ ଆତଙ୍କବାଦୀ କାରଖାନା ଚଳାଉଥିବା ପାକିସ୍ତାନ ଭାରତୀୟ ଲୋକଙ୍କ ମାନବିକ ଅଧିକାରକୁ ନେଇ ଉଦ୍‌ବେଗ ପ୍ରକାଶ…

ରନ୍‌ଓ୍ବେରେ ଏୟାର ଇଣ୍ଡିଆ ବିମାନରୁ ବାହାରିଲା ଧୂଆଁ, ୧୪ ଯାତ୍ରୀ ଆହତ…

ମସ୍କାଟ, ୧୪।୯ : ଓମାନର ମସ୍କାଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୁଧବାର ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନରୁ ଧୂଆଁ ବାହାରିବା ଆରମ୍ଭ କରିଥିଲା। ବିମାନଟି ରନ୍‌ଓ୍ବେରେ ଥିବା ସମୟରେ ଏଭଳି ଘଟିଥିଲା। ଓମାନରେ ଅବସ୍ଥିତ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି…

ଆଧୁନିକ ଦାସତ୍ୱ କବଳରେ ୫ କୋଟି

ଜେନେଭା,୧୪ା୯: ସଶସ୍ତ୍ର ସଂଘର୍ଷ, ଜଳବାୟୁ ପରିବର୍ତ୍ତନ, ବୈଶ୍ୱିକ ମହାମାରୀ ଆଦି ଯୋଗୁ ବିଶ୍ୱ ଅନେକ ଆହ୍ବାନର ସମ୍ମୁଖୀନ ହେଉଛି। ଏହା ଭିତରେ ଆଉ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି ଆଧୁନିକ ଦାସତ୍ୱ। ଜାତିସଂଘର ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ (ଆଇଏଲ୍‌ଓ)…

ମସ୍କଙ୍କୁ ଟୁଇଟର ଶେୟାର ବିକ୍ରି କରାଯାଉ

ଓ୍ବାଶିଂଟନ୍‌, ୧୪ା୯: ଟୁଇଟର ଇଙ୍କ୍‌ର ବଡ଼ ସଂଖ୍ୟାରେ ଅଂଶୀଦାର କମ୍ପାନୀର ଶେୟାର ଟେସ୍‌ଲା ମାଲିକ ଏଲନ ମସ୍କଙ୍କୁ ବିକ୍ରି କରାଯାଉ ବୋଲି ଚାହାଁନ୍ତି। ମସ୍କଙ୍କ ୪୪ ବିଲିୟନ ଡଲାରର ବାଏଆଉଟ୍‌ ଡିଲ୍‌ ସପକ୍ଷରେ ସେମାନେ ଭୋଟ ଦେଇଛନ୍ତି। ମଙ୍ଗଳବାର ଏହ ଭୋଟିଂର…

ଭୁଲ୍‌ ଦିଗରେ ଯାଉଛି ବିଶ୍ୱ

ଲଣ୍ଡନ,୧୪ା୯: ବିଶ୍ୱବ୍ୟାପୀ ଅଧିକାଂଶ ଦେଶରେ ଲକ୍‌ଡାଉନ ଫଳରେ ପ୍ରଦୂଷଣ ହାରରେ ସାମାନ୍ୟ ହ୍ରାସ ଘଟିଥିଲା। ଏବେ ଏହା ମହାମାରୀ ପୂର୍ବ ସ୍ଥିତିକୁ ଟପିଗଲାଣି ବୋଲି ଜାତିସଂଘ ସତର୍କ କରାଇବା ସହ ବିଶ୍ୱ ଭୁଲ୍‌ ଦିଗରେ ଯାଉଥିବା କହିଛି। ଜାତିସଂଘ ରିପୋର୍ଟ ଅନୁଯାୟୀ,…

ମକ୍କାରେ ଏଲିଜାବେଥ୍‌ଙ୍କ ପାଇଁ ପ୍ରାର୍ଥନା କରି ଗିରଫ

ରିୟାଧ: ବିଶ୍ୱ ପ୍ରସିଦ୍ଧ ସାଉଦି ଆରବର ମକ୍କା ମସ୍‌ଜିଦ୍‌ରେ ପ୍ରାର୍ଥନା କରିବା ଲାଗି ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ମୁସଲମାନ ସମ୍ପ୍ରଦାୟର ପବିତ୍ର ସ୍ଥାନ କୁହାଯାଉଥିବା ମକ୍କାକୁ ମୁସଲମାନଙ୍କ ବ୍ୟତୀତ ଅନ୍ୟ ସମ୍ପ୍ରଦାୟର ବ୍ୟକ୍ତିଙ୍କ ପ୍ରବେଶ ନିଷିଦ୍ଧ। ଏପରି ସ୍ଥିତିରେ ବ୍ରିଟେନ୍‌…

ରାଣୀଙ୍କ ପରି ଡ୍ରେସ୍‌ ପିନ୍ଧିବାରୁ ୨ ବର୍ଷ ଜେଲ

ବ୍ୟାଙ୍କକ୍‌: ଥାଇଲାଣ୍ଡ ରାଣୀ ସୁଥିଡାଙ୍କ ପରି ପୋଷାକ ପିନ୍ଧିବା କାରଣରୁ ଥାଇଲାଣ୍ଡ କୋର୍ଟ ଜଣେ ମହିଳା ସାମାଜିକ କର୍ମୀଙ୍କୁ ଦୁଇବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୨୦ରେ ରାଜାଙ୍କ ବିରୋଧରେ ବ୍ୟାଙ୍କକ୍‌ ରାଜରାସ୍ତାରେ ସାଧାରଣ ନାଗରିକଙ୍କ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ୨୫…

ପ୍ରିନ୍ସ ଆଣ୍ଡ୍ର୍ୟୁଙ୍କୁ ଗାଳି କରି ଯୁବକ ଗିରଫ

ଲଣ୍ଡନ,୧୪ା୯: ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ଯାତ୍ରା ସମାରୋହ ଚାଲିଥିବାବେଳେ ପ୍ରିନ୍ସ ଆଣ୍ଡ୍ର୍ୟୁଙ୍କୁ ଗାଳି କରିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ମହାରାଣୀଙ୍କ କଫିନ୍‌ ପଛେ ପଛେ ବ୍ରିଟେନ୍‌ ବର୍ତ୍ତମାନର ରାଜା ଚାର୍ଲସ୍‌ ତୃତୀୟଙ୍କ ସମେତ ରାଜ ପରିବାରର ଅନ୍ୟ…

ମହାରାଣୀଙ୍କ ଶେଷକୃତ୍ୟରେ ସାମିଲ ହେବନି ରୁଷିଆ

ଲଣ୍ଡନ,୧୪ା୯: ଲଣ୍ଡନରେ ସୋମବାର ଅନୁଷ୍ଠିତ ହେବାକୁ ଥିବା ବ୍ରିଟେନ୍‌ ସମ୍ରାଙ୍ଗୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଶେଷକୃତ୍ୟ କାର୍ଯ୍ୟକ୍ରମରେ ରୁଷିଆ, ମ୍ୟାନ୍‌ମାର ଓ ବେଲାରୁଷକୁ ନିମନ୍ତ୍ରଣ କରାଯାଇନାହିଁ। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ କାରଣରୁ ବ୍ରିଟେନ ମସ୍କୋ ଉପରେ ପାଶ୍ଚାତ୍ୟ କଟକଣା ଲଗାଇଥିବାବେଳେ ଏହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri