ଅନ୍ତର୍ଜାତୀୟ

ତିବ୍ଦତର ପରିଚୟ ଶେଷ କରିବାକୁ ଚାଇନାର ଷଡଯନ୍ତ୍ର,ଘୋଷଣା କରିବାକୁ ଚାହୁଁଛି ନିଜର ଦଲାଇ ଲାମା…

ବେଜିଂ,୯।୧୦ : ଚାଇନା କ୍ରମାଗତ ଭାବରେ ତିବ୍ଦତ ଏବଂ ନିର୍ବାସିତ ଦଲାଇ ଲାମାଙ୍କ ପ୍ରତି ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଆସୁଛି। ନିକଟରେ ଚାଇନାର ଦୁଇଟି ଗୁପ୍ତ ଆଭ୍ୟନ୍ତରୀଣ କାଗଜପତ୍ରରୁ ଏହାର ଏକ ସ୍ବତନ୍ତ୍ର ରଣନୀତିର ପର୍ଦ୍ଦାଫାଶ ହୋଇଛି। ଏଥିରେ ଉଲ୍ଳେଖ କରାଯାଇଛି…

ଶୀତ ସହ ବ୍ରିଟେନ-ୟୁରୋପରେ ବଢୁଛି କରୋନା ସଂକ୍ରମଣ, ଓମିକ୍ରନର ନୂଆ ସବଭାରିଏଣ୍ଟ ବି ଚିହ୍ନଟ

ଲଣ୍ଡନ,୯ ।୧୦: ପୁଣିଥରେ ଡରାଇଲାଣି କରୋନା । ପଶ୍ଚିମ ଦେଶ ବିଶେଷ କରି ବ୍ରିଟେନ ଓ ୟୁରୋପରେ ଶୀତ ବଢିବା ସହ କରୋନା ସଂକ୍ରମଣ ବି ବଢିବାରେ ଲାଗିଲାଣି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଉପଲବ୍ଧ ଟିକା ପ୍ରକାରକୁ…

ବନ୍ୟାରେ ୨୦ ଲକ୍ଷରୁ ଅଧିକ ଘର ନଷ୍ଟ, ୩ କୋଟି ଲୋକ ପ୍ରଭାବିତ

ଇସଲାମାବାଦ,୮ା୧୦: ପାକିସ୍ତାନରେ ବନ୍ୟା ଯୋଗୁ ୨୦ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଯାଇଥିବା ବେଳେ ୩.୩ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଲୋକେ ଏବେ କ୍ୟାମ୍ପରେ ରହୁଛନ୍ତି। ଏହା ଦ୍ୱାରା ରୋଗ ବଢ଼ିବାର ସମ୍ଭାବନା ମଧ୍ୟ ରହିଛି। ବନ୍ୟା ପରେ…

କରୋନା ଟିକା ଯୋଗୁ ୧୮ରୁ ୩୯ ବର୍ଷ ବୟସ୍କ ପୁରୁଷଙ୍କଠାରେ ବୃଦ୍ଧି ପାଉଛି ହାର୍ଟ ଆଟାକ୍‌ ସମସ୍ୟା: ସର୍ଭେ ରିପୋର୍ଟ…

ଫ୍ଲୋରିଡା/ନୂଆଦିଲ୍ଲୀ,୮।୧୦ : କରୋନା ଏଆରଏନଏ ଟିକା ହାର୍ଟ ସମସ୍ୟା ବଢ଼ାଇବା ସହିତ ଏଥି ସମ୍ବନ୍ଧୀୟ ମୃତ୍ୟୁ ହେବାର ଆଶଙ୍କାକୁ ଯଥେଷ୍ଟ ବୃଦ୍ଧି କରିଥାଏ। ବିଶେଷ ଭାବରେ ୧୮ ରୁ ୩୯ ବର୍ଷ ବୟସ୍କ ପୁରୁଷମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ ବୋଲି…

ନେପାଳ ରାଷ୍ଟ୍ରପତି ଅସୁସ୍ଥ, ମେଡିକାଲରେ ଭର୍ତ୍ତି

କାଠମାଣ୍ଡୁ,୮ା୧୦: ନେପାଳର ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତ୍ରିଭୂବନ ୟୁନିଭର୍ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରପତିଙ୍କ ସଚିବ ଭେଶ ରାଜ ଅଧିକାରୀ କହିଛନ୍ତି, ରାଷ୍ଟ୍ରପତି ଅସୁସ୍ଥ ଅଛନ୍ତି। ୬୧ ବର୍ଷୀୟ ରାଷ୍ଟ୍ରପତିଙ୍କୁ ଥଣ୍ଡା ଭଳି ଲକ୍ଷଣ ଏବଂ ଜ୍ୱର…

‘ବର୍ତ୍ତମାନ ସ୍ଥିତି ବଦଳାଇବା ସମସ୍ତଙ୍କ ପାଇଁ ବିପଦପୂର୍ଣ୍ଣ’

ଇସଲାମାବାଦ,୮ା୧୦: ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜଓ୍ବା ଶନିବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ସ୍ଥିତି ବଦଳାଇବା ଖର୍ଚ୍ଚ ଆମ ସମସ୍ତଙ୍କ ପାଇଁ ବିପଦପୂର୍ଣ୍ଣ ହେବ। ଏହା ସହିତ ବାଜୱା ଆଞ୍ଚଳିକ ଶାନ୍ତିର ଆବଶ୍ୟକତା ଉପରେ…

କମ୍ୟୁନିଷ୍ଟ ପାର୍ଟିର ମହାଧିବେଶନ ପୂର୍ବରୁ ଚାଇନାରେ ଜାତୀୟତାବାଦୀ ଭାବନା ବୃଦ୍ଧି…

ବେଜିଂ,୮।୧୦ : ଚାଇନାରେ ଶାସକ କମ୍ୟୁନିଷ୍ଟ ପାର୍ଟିର ୨୦ ତମ କଂଗ୍ରେସ ପୂର୍ବରୁ ଦେଶରେ ଜାତୀୟତାବାଦୀ ଭାବନା ବୃଦ୍ଧି ପାଉଥିବା ଦେଖାଯାଉଛି। କମ୍ୟୁନିଷ୍ଟ ପାର୍ଟି ନିଜେ ଜାତୀୟତାବାଦୀ ଭାବନାକୁ ପ୍ରୋତ୍ସହିତ କରୁଛି। ନିକଟ ଅତୀତରେ, ସରକାରୀ ସମର୍ଥକ ଗଣମାଧ୍ୟମ ଏହାର ଅଭିଯାନକୁ…

ମାନବାଧିକାର ପରିଷଦରେ ପାରିତ ପ୍ରସ୍ତାବକୁ ଗ୍ରହଣ କରିବାକୁ ଶ୍ରୀଲଙ୍କା ଅମଙ୍ଗ…

କଲମ୍ବୋ,୮।୧୦ : ମିଳିତ ଜାତିସଂଘ ମାନବ ଅଧିକାର ପରିଷଦରେ ଶ୍ରୀଲଙ୍କା ବିରୋଧରେ ପ୍ରସ୍ତାବ ପାରିତ ହେବା ପରେ ରାନିଲ ବିକ୍ରମସିଂଘେ ସରକାର ଦେଶବାସୀଙ୍କୁ ବନ୍ଧୁ ତଥା ଶତ୍ରୁ ଦେଶ ବିଷୟରେ ଅବଗତ କରାଇବା ଆରମ୍ଭ କରିଛନ୍ତି। ଏହି ପ୍ରସ୍ତାବ ବିରୋଧରେ ଭୋଟ…

ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି…

କାଠମାଣ୍ଡୁ,୮।୧୦ : ସ୍ବାସ୍ଥ୍ୟଗତ ସମସ୍ୟା ପରେ ନେପାଳର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ କାଠମାଣ୍ଡୁର ମହାରାଜଗଞ୍ଜର ତ୍ରିଭୁବନ ୟୁନିଭରସିଟି ଟିଜିଂ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ନ୍ୟୁଜ ଏଜେନ୍ସି ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ…

ମୁଡିଜ୍‌ର ଝଟ୍‌କାରେ ପାକିସ୍ତାନ ଅର୍ଥନୀତିରେ ଭୂକମ୍ପ…

ଇସଲାମାବାଦ,୮।୧୦ : ମୁଡିଜ୍‌ ଇନଭେଷ୍ଟର୍ସ ସର୍ଭିସ ଏହାର କ୍ରେଡିଟ ରେଟିଂକୁ ହ୍ରାସ କରି ପାକିସ୍ତାନର ସମସ୍ୟାକୁ ସଙ୍କଟ ଜନକ କରିଛି। ଫଳରେ ପାକିସ୍ତାନର ଅର୍ଥନୀତିରେ ଭୂକମ୍ପ ସୃଷ୍ଟି ହୋଇଛି। ମୁଡିଜ୍‌ ପାକିସ୍ତାନର ସୋଭରେନ୍‌ କ୍ରେଡିଟ ରେଟିଂକୁ ବି-୩ ରୁ ସିଏଏ-୧ କୁ…

ମନ୍ତ୍ରୀଙ୍କ ସହିତ ୨ ବିଦେଶୀ ନାଗରିକଙ୍କ ଅପହରଣ କଲେ ପାକିସ୍ତାନୀ ଆତଙ୍କବାଦୀ…

ଇସଲାମାବାଦ,୮।୧୦ : ଆତଙ୍କବାଦୀମାନେ ପାକିସ୍ତାନର ଖାଇବର ପସ୍ତୁନଖ୍ବାକୁ ଗିଲଗିଟ-ବଲ୍ଟିସ୍ତାନ ସହ ସଂଯୋଗ କରୁଥିବା ରାଜପଥକୁ ଅବରୋଧ କରି ଜେଲରେ ଥିବା ସାଥୀମାନଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି। ସେମାନେ ଜଣେ ବରିଷ୍ଠ ମନ୍ତ୍ରୀ ବାଗ ହୁଞ୍ଜା ଏବଂ ସେଠାରେ ଫସି ରହିଥିବା…

ଓହିଓ ଫୁଟବଲ୍‌ ମ୍ୟାଚ୍‌ରେ ଫୁଟିଲା ଗୁଳି

ଓ୍ବାଶିଂଟନ୍‌, ୮।୧୦: ଆମେରିକାର ଓହିଓରେ ଶନିବାର ଏକ ଅଘଟଣ ଘଟିଛି। ଏକ ଫୁଟବଲ ମ୍ୟାଚ୍‌ ସମୟରେ ଷ୍ଟାଡ଼ିୟମ ବାହାରେ ଗୁଳିକାଣ୍ଡ ଘଟିଛି। ଏଥିରେ ୩ଜଣଙ୍କୁ ଗୁଳି ବାଜିଥିବା ଜଣାପଡ଼ିଛି। ଏହି ସମୟରେ ଷ୍ଟାଡିୟମରେ ଲୋକମାନେ ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲେ। ଆହତଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri