ଚଳିତ ବର୍ଷ ଇରାନରେ ୫୦୪ ଜଣଙ୍କୁ ମୃତ୍ୟୁଦଣ୍ଡ: ମାନବାଧିକାର ରିପୋର୍ଟ…
ତେହରାନ,୭।୧୨ : ଇରାନରେ ହିଜାବକୁ ନେଇ ଚାଲିଥିବା ବିରୋଧ ମଧ୍ୟରେ ଅତ୍ୟନ୍ତ ନିଷ୍ଠୁର ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଏହି ଶିଆ ସଂଖ୍ୟାଗରିଷ୍ଠ ଦେଶରେ ୫୦୪ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହା ସହିତ ଅନ୍ୟ ମାମଲାରେ ମଧ୍ୟ ମୃତ୍ୟୁଦଣ୍ଡ…
ଶତ୍ରୁତା-ଯୁଦ୍ଧ ଶେଷ କରି ଶାନ୍ତି ଆଲୋଚନା କରନ୍ତୁ ରୁଷିଆ-ୟୁକ୍ରେନ: ଭାରତର ପରାମର୍ଶ…
ଜେନେଭା,୭।୧୨ : ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି ଯେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଜାରି ଶତ୍ରୁତାକୁ ତୁରନ୍ତ ବନ୍ଦ କରିବାକୁ ଭାରତ ଆହ୍ବାନ ଦେଇଛି । ଉଭୟ ଦେଶ କୂଟନୈତିକ ସ୍ତରରେ ଶାନ୍ତି ଆଲୋଚନା…
ପୁରୁଷମାନେ ବି କାର୍ଯ୍ୟସ୍ଥଳରେ ହିଂସା-ଉତ୍ପୀଡନର ହେଉଛନ୍ତି ଶିକାର…
ଜେନେଭା,୭।୧୨ : କର୍ମକ୍ଷେତ୍ରରେ ହିଂସା ଏବଂ ନିର୍ଯାତନା ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି। ବିଶେଷକରି ମହିଳା, ଯୁବବର୍ଗ, ପ୍ରବାସୀ ତଥା ଦୈନିକ ମଜୁରୀ କର୍ମଚାରୀମାନେ ଏହାର ସମ୍ମୁଖୀନ ହେଉଥିବର ନେଇ କର୍ମକ୍ଷେତ୍ରରେ ହିଂସା ଏବଂ ଉତ୍ପୀଡନ ଘଟଣାର ସର୍ଭେ ରିପୋର୍ଟରେ ଏହା…
ମୁନ୍ ମିଶନ ସମ୍ପୂର୍ଣ୍ଣ: ଓରିଅନ ପୃଥିବୀ ମୁହାଁ…
ଓ୍ବାଶିଂଟନ,୭।୧୨ : ଆମେରିକୀୟ ସ୍ପେସ ଏଜେନ୍ସି (ନାସା) ର ଓରିଅନ ମହାକାଶଯାନ ଚନ୍ଦ୍ର ମିଶନକୁ ସମାପ୍ତ କରିଛି। ସୋମବାର ଦିନ ଓରିଅନ ଚନ୍ଦ୍ରର ନିକଟବର୍ତ୍ତୀ ହୋଇ ପୃଥିବୀକୁ ଫେରିବା ପାଇଁ ଏକ ମାଧ୍ୟାକର୍ଷଣ ସହାୟତା ବ୍ୟବହାର କରିଛି। ଏହା ସହିତ ଆର୍ଟେମିସ-୧…
ଭାରତର ଧାର୍ମିକ ସ୍ବତନ୍ତ୍ରତା ପାଇଁ ସମର୍ଥନ ଜାରି ରହିବ: ଆମେରିକା…
ଓ୍ବାଶିଂଟନ,୭।୧୨ : ଧାର୍ମିକ ସ୍ବାଧୀନତା ପାଇଁ ଆମେରିକା ଭାରତକୁ ପ୍ରଶଂସା କରିଥିଲା। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି ଯେ ବିଶ୍ୱର ସବୁଠୁ ବଡ ଗଣତନ୍ତ୍ର ହେଉଛି ଭାରତ। ଏହା ବିଭିନ୍ନ ବିଶ୍ୱାସର ବିବିଧତା ଅଟେ। ସମସ୍ତଙ୍କ ପାଇଁ…
ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ: ଆମେରିକା ଉସୁକାଉଥିବା ଅଭିଯୋଗ…
ମସ୍କୋ/ଓ୍ବାଶିଂଟନ,୭।୧୨ : ୟୁକ୍ରେନ କ୍ରମାଗତ ଦ୍ୱିତୀୟ ଥର ପାଇଁ ରୁଷିଆରେ ପ୍ରବେଶ କରି ଏହାର ଅନ୍ୟ ଏକ ବାୟୁସେନା ବେସକୁ ଧ୍ୱଂସ କରିଛି। ଡ୍ରୋନ ଆକ୍ରମଣରେ ବାୟୁସେନା ବେସରୁ ଧୂଆଁ ଏବଂ ନିଆଁର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ନିଜ ଉପରେ…
ପ୍ରତି ୫ରେ ଜଣେ କର୍ମଚାରୀ ଉତ୍ପୀଡ଼ନର ଶିକାର
ଜେନେଭା,୭।୧୨: ବିଶ୍ୱରେ ପ୍ରତି ୫ ଜଣ କର୍ମଚାରୀଙ୍କ ମଧ୍ୟରୁ ଜଣେ କିମ୍ବା ତା’ଠାରୁ ଅଧିକ କାର୍ଯ୍ୟସ୍ଥଳରେ ଉତ୍ପୀଡ଼ନ କିମ୍ବା ହିଂସାର ଶିକାର ହେଉଛନ୍ତି। ଜାତିସଂଘ ଏବଂ ଇଣ୍ଟରନ୍ୟାଶନାଲ ଲେବର ଅର୍ଗାନାଇଜେଶନ୍ (ଆଇଏଲ୍ଓ) ପକ୍ଷରୁ ମିଳିତ ଭାବେ କରାଯାଇଥିବା ସର୍ଭେ ରିପୋର୍ଟରେ ଏହା…
ରିପବ୍ଲିକାନ୍ ନେତା ଦୌଡ଼ରେ ଚଣ୍ଡିଗଡ଼ ଜନ୍ମିତ ହର୍ମିତ୍
ଓ୍ବାଶିଂଟନ,୭ା୧୨: ନିଜକୁ ପଞ୍ଜାବୀ ବୋଲି ଦାବି କରୁଥିବା ଚଣ୍ଡିଗଡ଼ ଜନ୍ମିତ ହର୍ମିତ୍ ଧିଲେଁା ଆମେରିକା ରିପବ୍ଲିକାନ୍ ପାର୍ଟିର ଶୀର୍ଷ ସାଂଗଠନିକ ନେତୃତ୍ୱ ଦୌଡ଼ରେ ସାମିଲ ହୋଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସମର୍ଥକ ହର୍ମିତ୍ କାଲିଫର୍ନିଆରୁ ରିପବ୍ଲିକାନ୍ ନ୍ୟାଶନାଲ କମିଟି (ଆର୍ଏନ୍ସି)…
ବିସ୍ଫୋରଣରେ ୭ ମୃତ
କାବୁଲ,୭।୧୨: ଆଫଗାନିସ୍ତାନର ମଜାର-ଇ-ଶରିଫରେ ମଙ୍ଗଳବାର ବିସ୍ଫୋରଣରେ ୭ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସ୍ଥାନୀୟ ପେଟ୍ରୋଲିୟମ୍ କମ୍ପାନୀ କର୍ମଚାରୀ ହୋଇଥିବା ଜଣାପଡ଼ିଛି। ମଜାର-ଇ-ଶରିଫଠାରେ ଥିବା ନୀଳ ମସ୍ଜିଦ୍ ନିକଟରେ ସକାଳ ପ୍ରାୟ ୭ଟାବେଳେ ଏହି ଅଘଟଣ ଘଟିଥିବା ସ୍ଥାନୀୟ ପୋଲିସ କହିଛି। ରାସ୍ତାକଡ଼ରେ…
ବିଭିନ୍ନ ଦେଶରେ ଚାଇନାର ୧୦୦ରୁ ଅଧିକ ପୋଲିସ ଷ୍ଟେଶନ…
ବେଜିଂ,୬।୧୨ : ଚାଇନାର ନୂଆ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍ ହୋଇଛି। ଯେଉଁଥିପାଇଁ ସାରା ବିଶ୍ୱରେ ଉତ୍ତେଜନା ସୃଷ୍ଟି ହୋଇଛି। ବାସ୍ତବରେ ଚାଇନା ଅନେକ ଦେଶରେ ୧୦୦ ରୁ ଅଧିକ ପୋଲିସ ଷ୍ଟେଶନ ଖୋଲିଛି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି। କିନ୍ତୁ ଚାଇନାର ଏହି…
ପିଓକେ ପିଏମ୍ଙ୍କୁ ଅପମାନ: ଶେହବାଜଙ୍କ ବିରୋଧରେ ପ୍ରଦର୍ଶନ କରି ରାସ୍ତାରେ ପୋଡ଼ାଜଳା…
ମୁଜାଫରବାଦ,୬।୧୨ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଦ୍ୱାରା ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ପ୍ରଧାନମନ୍ତ୍ରୀ ସର୍ଦ୍ଦାର ତନଭୀର ଇଲିୟାସଙ୍କ ପ୍ରତି ହୋଇଥିବା ଅପମାନକୁ ଲୋକେ ବିରୋଧ କରିଛନ୍ତି। ଲୋକମାନେ ମୁଜାଫରବାଦର ରାସ୍ତାରେ ଶେହବାଜଙ୍କ ବିରୋଧରେ ପ୍ରଦର୍ଶନ ସହିତ ପୋଡ଼ାଜଳା କରିଛନ୍ତି। ବହୁ…
ଚାଇନା ହ୍ୟାକର ଆମେରିକା କୋଭିଡ ପାଣ୍ଠିରୁ ଚୋରି କରିଛନ୍ତି ୨ କୋଟି ଡଲାର…
ବେଜିଂ/ଓ୍ବାଶିଂଟନ,୬।୧୨ : ଚାଇନା ସରକାରୀ ହ୍ୟାକରମାନେ ଆମେରିକାର କୋଭିଡ ରିଲିଫ ପାଣ୍ଠିରୁ ୨ କୋଟି ଡଲାର୍ ଚୋରି କରିଛନ୍ତି। ମଙ୍ଗଳବାର ଏନବିସି ଏହାର ରିପୋର୍ଟରେ ଏହି ସୂଚନା ଦେଇଛି ସୂଚନା ଅନୁଯାୟୀ, ଆମେରିକାକୁ ଠକିଥିବା ହ୍ୟାକରମାନେ ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ…
Archives


