ଜାପାନ-ରୁଷିଆ ମଧ୍ୟରେ ବଢ଼ିଲା ଉତ୍ତେଜନା: କୁରିଲ ଦ୍ୱୀପରେ ରୁଷିଆ କ୍ଷେପଣାସ୍ତ୍ର ପ୍ରଣାଳୀ…
ମସ୍କୋ/ଟୋକିଓ,୬।୧୨ : ରୁଷିଆ ଏବଂ ଜାପାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ହେବାର ଆଶଙ୍କା ଦେଖାଦେଇଛି। ବାସ୍ତବରେ ରୁଷିଆର ଉତ୍ତେଜନାମୂଳକ ପଦକ୍ଷେପ ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ରୁଷିଆ ଜାପାନ ନିକଟସ୍ଥ ବିବାଦୀୟ କୁରିଲ ଦ୍ୱୀପପୁଞ୍ଜରେ କ୍ଷେପଣାସ୍ତ୍ର…
ଇମ୍ରାନଙ୍କ ରାସ୍ତାରେ ଚାଲୁଛନ୍ତି ଶହବାଜ ସରକାର, ରୁଷିଆଠାରୁ ପାକିସ୍ତାନ କିଣିବ ଶସ୍ତା ତେଲ
ଇସଲାମାବାଦ,୬ ।୧୨: ପାକିସ୍ତାନର ଶହବାଜ ଶରିଫ ସରକାର ପେଟ୍ରୋଲ, ଡିଜେଲ ଏବଂ ଅଶୋଧିତ ତୈଳ ରିହାତି ମୂଲ୍ୟରେ କିଣିବା ପାଇଁ ଚୁକ୍ତି କରି ସାରିଛି । ଏହି ପଦକ୍ଷେପକୁ ଶାସକ ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ(ପିଡିଏମ) ଏକ ବଡ ନୀତି ପରିବର୍ତ୍ତନ…
ଜାତିସଂଘ ପକ୍ଷରୁ ‘ଦିଓ୍ବାଲୀ ପାଓ୍ବାର ଅଫ୍ ଓ୍ବାନ’ ପୁରସ୍କାର…
ଜେନେଭା,୬।୧୨ : ମିଳିତ ଜାତିସଂଘ ପକ୍ଷରୁ ୪ ରାଜନେତା ଏବଂ ଜଣେ ଆମେରିକୀୟ ସାଂସଦଙ୍କୁ ‘ଦିଓ୍ବାଲୀ ପାଓ୍ବାର ଅଫ୍ ଓ୍ବାନ’ ପୁରସ୍କାର ପ୍ରଦାନ କରାଯାଇଛି। ଶାନ୍ତିପୂର୍ଣ୍ଣ ଏବଂ ନିରାପଦ ବିଶ୍ୱ ପାଇଁ କାର୍ଯ୍ୟ କରିବା ଲାଗି ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ…
କିମ୍ଙ୍କ ତାଲିବାନୀ ଦଣ୍ଡ: ଦକ୍ଷିଣ କୋରିଆ ଫିଲ୍ମ ଦେଖିଥିବା ୨ ବାଳକଙ୍କୁ ଗୁଳି କରି ହତ୍ୟା…
ପ୍ୟୋଙ୍ଗୟାଙ୍ଗ,୬।୧୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ଙ୍କ ନିଷ୍ଠୁରତା ଏବଂ କ୍ରୁରତା ସୀମା ଟପିଛି। ଏବେ କିମ୍ ଙ୍କ ତାଲିବାନୀ ଦଣ୍ଡ ସମ୍ପର୍କରେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଜାରି ରହିଛି। ୨ଜଣ ବାଳକ ଦକ୍ଷିଣ କୋରିଆ ଫିଲ୍ମ ଦେଖିବା…
ବିବାହ ପୂର୍ବରୁ ସମ୍ପର୍କ, ଲିଭ୍-ଇନ୍ ରିଲେଶନ୍ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର
ଜାକର୍ତ୍ତା,୬।୧୨: ଇଣ୍ଡୋନେସିଆରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ଏବଂ ବିବାହ ନ କରି ଲିଭ୍-ଇନ୍ରେ ରହିବାକୁ ନେଇ ପ୍ରତିବନ୍ଧକ ଲଗାଯାଇଛି। ମଙ୍ଗଳବାର ଇଣ୍ଡୋନେସିଆ ସଂସଦ ଏକ ନୂତନ ନିୟମ ପ୍ରଣୟନ କରି ବିବାହ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ଏବଂ ଲିଭ୍-ଇନ୍…
ଆଫଗାନିସ୍ତାନରେ ବିସ୍ଫୋରଣ: ୫ ମୃତ
କାବୁଲ,୬।୧୨: ଉତ୍ତର ଆଫଗାନିସ୍ତାନର ବାଲଖ ପ୍ରଦେଶରେ ଏକ ତୈଳ କମ୍ପାନୀର କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ୍ରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ବିସ୍ଫୋରଣରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉତ୍ତର ବାଲଖ…
ରୁଷିଆର ୨ ଏୟାରବେସ ଉପରେ ୟୁକ୍ରେନର ଡ୍ରୋନ ମାଡ: ୩ ସୈନ୍ୟ ମୃତ
କିଭ୍,୬।୧୨: ରୁଷିଆର ସବୁଠାରୁ ସୁରକ୍ଷିତ ବିବେଚିତ ଦୁଇଟି ଏୟାରବେସ ଉପରେ ୟୁକ୍ରେନ ଡ୍ରୋନ ମାଡ କରିଛି। ଏହି ଆକ୍ରମଣରେ ରୁଷିଆର ତିନିଜଣ ସୈନ୍ୟଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଏହି ଡ୍ରୋନ ଆକ୍ରମଣରେ ରୁଷିଆର ଦୁଇଟି ଆଣବିକ…
ଚାଇନା-ଆରବ ଶିଖର ବୈଠକରେ ଯୋଗଦେବାକୁ ସୌଦି ଆରବ ଯିବେ ଜିନପିଙ୍ଗ
ବେଜିଂ,୬ ।୧୨: ଚାଇନା ଓ ସୌଦି ଆରବ ସହ ଆମେରିକାର ଶତ୍ରୁତା ବଢିଚାଲିଥିବା ବେଳେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଗୁରୁବାର ରିୟାଦ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେ ସୌଦି ଆରବର ରାଜଧାନୀ ରିୟାଦରେ ଚାଇନା-ଆରବ ଶିଖର ସମ୍ମିଳନୀରେ ଭାଗ…
ବର୍ଷକୁ ୬୪,୦୦୦ ଗର୍ଭସ୍ଥ ଶିଶୁଙ୍କ ମୃତ୍ୟୁ
ବେଜିଂ, ୬।୧୨: ପ୍ରଦୂଷିତ ବାୟୁରେ ଥିବା କ୍ଷୁଦ୍ର କଣିକା ଚାଇନାରେ ଗର୍ଭସ୍ଥ ଶିଶୁଙ୍କ ମୃତ୍ୟୁର ପ୍ରମୁଖ କାରଣ ପାଲଟିଛି। ସାଇଣ୍ଟିଫିକ୍ ଜର୍ନାଲ ନେଚର କମ୍ୟୁନିକେଶନରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟ ଅନୁସାରେ, ବାୟୁ ପ୍ରଦୂଷଣ କାରଣରୁ ଚାଇନାରେ ପ୍ରତିବର୍ଷ ୬୪,୦୦୦ ଗର୍ଭସ୍ଥ ଶିଶୁଙ୍କ…
ୟୁକ୍ରେନ୍ ଉପରେ ୭୦ ମିଶାଇଲ ମାଡ଼
ମସ୍କୋ,୬।୧୨: ରୁଷୀୟ ତୈଳକୁ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ବ୍ୟାରେଲ ପିଛା ୬୦ ଡଲାରରେ ସୀମିତ ରଖି ମସ୍କୋକୁ ଆର୍ଥିକ ଝଟକା ଦେଇଛନ୍ତି। ଏହି ପଦକ୍ଷେପକୁ ନେଇ କ୍ଷୁବ୍ଧ ରୁଷିଆର ସାମରିକ ବଳ ସୋମବାର ୟୁକ୍ରେନ୍ ଉପରେ ଘନଘନ ମିଶାଇଲ୍ ମାଡ଼ କରିଛି। ରୁଷିଆ…
ଗ୍ରୀସର ଦ୍ୱିତୀୟ ବଡ ସହରରେ ହିଂସା, ପୋଲିସ ଗୁଳିରେ କିଶୋରୀ ଗୁରୁତର
ଗ୍ରୀସ,୬ ।୧୨: ଗ୍ରୀସର ଦ୍ୱିତିୟ ବଡ ସହରରେ ସୋମବାର ଜଣେ ରେମା କିଶୋରିଙ୍କୁ ପୋଲିସ ଗୁଳି କରିଥିଲା । ଏହାପରେ କିଶୋରିଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଛାଡି ଦେଇଥିଲା । ଏହି ଘଟଣା ପରେ ସେଠାରେ ହିଂସା ଦେଖା ଦେଇଛି ।…
କିଶିଶେ ସହର ନରସଂହାରରେ ୨୭୨ ଜଣଙ୍କ ମୃତ୍ୟୁ, ସଂଖ୍ୟା ବଢାଇଲେ କଙ୍ଗୋ ସରକାର
କିଂଶାସା,୬ ।୧୨: କଙ୍ଗୋ ସହର କିଶିଶେରେ ଗତ ସପ୍ତାହରେ ହୋଇଥିବା ନରସଂହାରରେ ୨୭୨ ଜଣଙ୍କ ମୃତ୍ୟୁ ହୋଇଛି । ସମାଚାର ଏଜେନ୍ସି ରୟଟର୍ସର ସୂଚନା ଅନୁଯାୟୀ, ଡେମୋକ୍ରେଟିକ ରିପବ୍ଲିକ ଅଫ କଙ୍ଗୋର ସରକାର ସୋମବାର କହିଥିଲେ, ଗତ ସପ୍ତାହରେ କିଶିଶେର ପୂର୍ବରେ…
Archives


