ଅନ୍ତର୍ଜାତୀୟ

୫ ହଜାରରୁ ଅଧିକ ରୁଷୀୟ ଗର୍ଭବତୀ ଆର୍ଜେଣ୍ଟିନା ପହଞ୍ଚିଲେ…

ମସ୍କୋ,୧୨।୨ : ଗତ ମାସରେ ୫ ହଜାରରୁ ଅଧିକ ଗର୍ଭବତୀ ରୁଷିଆ ମହିଳା ଆର୍ଜେଣ୍ଟିନାରେ ପ୍ରବେଶ କରିଛନ୍ତି। ଜାତୀୟ ସ୍ଥାନାନ୍ତରଣ ଏଜେନ୍ସି ଅନୁଯାୟୀ ସର୍ବଶେଷ ଗର୍ଭଧାରଣର ଶେଷ ସପ୍ତାହରେ ସମସ୍ତେ ଆସିଥିଲେ। ମହିଳାମାନେ ଆର୍ଜେଣ୍ଟିନାରେ ସେମାନଙ୍କର ସନ୍ତାନ ଜନ୍ମ ହେବା ନିଶ୍ଚିତ…

ଇରାନ କ୍ରାନ୍ତିର ୪୪ତମ ବାର୍ଷିକୀ ଉତ୍ସବରେ ରାଷ୍ଟ୍ରପତିଙ୍କ ଟିଭି ଭାଷଣ ପ୍ରସାରଣକୁ ରୋକିଲେ ହ୍ୟାକର…

ତେହେରାନ,୧୨।୨ : ଇରାନ କ୍ରାନ୍ତିର ୪୪ ତମ ବାର୍ଷିକୀକୁ ଲୋକମାନେ ଶନିବାର ଉତ୍ସାହର ସହ ପାଳନ କରିଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ସରକାରୀ ବିରୋଧୀ ହ୍ୟାକରମାନେ ଏହି ଘଟଣା ଉପରେ ନଜର ରଖିଥିଲେ। ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦ୍ୱାରା ଟେଲିଭିଜନ…

ପୃଥିବୀରେ ସବୁଠାରୁ ଭଲ ଦେଶ ରୁଷିଆ: ପୁଟିନ…

ମସ୍କୋ,୧୨।୨ : ରୁଷିଆକୁ ଭଲ ଦେଶ ବୋଲି କହି ନ ଥିବାରୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କ୍ରେମଲିନ ଅଧିକାରୀଙ୍କୁ ତାଗିଦ କରିଛନ୍ତି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରାଯାଇଛି ଯେଉଁଥିରେ ପୁଟିନ ଅଧିକାରୀଙ୍କୁ ତାଗିଦ କରୁଥିବା…

ବ୍ରାଜିଲର ଐତିହାସିକ ଜିସସ ଷ୍ଟାଚ୍ୟୁ ଉପରେ ପଡିଲା ବିଜୁଳି, କ୍ୟାମେରାରେ କଏଦ ହେଲା ଅଦ୍ଭୁତ ଦୃଶ୍ୟ

ବ୍ରାସିଲିଆ,୧୨ ।୨: ବ୍ରାଜିଲର ଏକ ଅଦ୍ଭୁତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେଠାକାର ପ୍ରସିଦ୍ଧ ତଥା ଐତିହାସିକ ଜିସସ ଷ୍ଟାଚ୍ୟୁ ଉପରେ ଶୁକ୍ରବାର ଓ ଶନିବାର ମଧ୍ୟରେ ରାତି ସମୟରେ ବିଜୁଳି ପଡିଛି ଓ ସେହି ସମୟର ଫଟୋ…

କାନାଡା ଆକାଶରେ ସନ୍ଦିଗ୍ଧ ବସ୍ତୁ

ଓଟାୱା,୧୨ ।୨: ଆମେରିକା ପରେ ଏବେ କାନାଡା ଆକାଶରେ ବି ବିପଦ ଦେଖାଯାଇଛି । ଏୟାର ସ୍ପେସ ଭେଦ କରିବା ପରେ ଆମେରିକାର ଫାଇଟର ଜେଟ ଏକ ଫ୍ଲାଇଙ୍ଗ ଅବଜେକ୍ଟକୁ ନଷ୍ଟ କରି ଦେଇଛି । କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ…

ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକାର ମନ୍ତ୍ରୀ ଜିଓଫ୍ରି ପିୟାଟ

ୱାଶିଂଟନ,୧୨ ।୨: ଆମେରିକାର ଶକ୍ତି ସଂସାଧନ ସହାୟକ ବୈଦେଶିକ ମନ୍ତ୍ରୀ ଜିଓଫ୍ରି ପିୟାଟ ଆସନ୍ତା ସପ୍ତାହରେ ଭାରତ ଆସିବେ । ତାଙ୍କର ଉଦ୍ଦେଶ୍ୟ ଦକ୍ଷିଣ ଏସିଆରେ ସ୍ୱଚ୍ଛ ଶକ୍ତି ହସ୍ତାନ୍ତରଣ, ଶକ୍ତି ନିରାପତ୍ତା ଏବଂ ଦକ୍ଷିଣ ଏସିଆରେ ଶକ୍ତି ବୃଦ୍ଧି ସହିତ…

ତୁର୍କୀରେ ଭୂକମ୍ପ ପରେ ଚୋରୀ ଅଭିଯୋଗରେ ୪୮ ଗିରଫ

ଅଙ୍କାରା,୧୨ ।୨: ତୁର୍କୀରେ ଆସିଥିବା ଶକ୍ତିଶାଳୀ ଭୂକମ୍ପ ପରେ ଶନିବାର ଅଧିକାରୀମାନେ ଚୋରୀ ଅଭିଯୋଗରେ ୪୮ ଜଣଙ୍କୁ ଗିରଫ କରିଛନ୍ତି । ସମାଚାର ଏଜେନ୍ସି ଅନାଦୁଲା କହିଛି, ସୋମବାର ଆସିଥିବା ୭.୮ ତୀବ୍ରତାର ଭୂକମ୍ପପରେ ଚୋରୀର ଯାଞ୍ଚ କରି ୮ଟି ଭିନ୍ନ…

ତୁର୍କୀ ଭୂକମ୍ପ: ୧୨୨ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହେଲେ ୩ ମହିଳା, ୧୦ ଦିନର ନବଜାତ ବି ଉଦ୍ଧାର

ଅଙ୍କାରା,୧୨ ।୨: ତୁର୍କୀ ଓ ସିରିଆରେ ଆସିଥିବା ଚଳିତ ଦଶନ୍ଧିର ସବୁଠାରୁ ବିନାଶକାରୀ ଭୂକମ୍ପରେ ଏବେ ସୁଦ୍ଧା ୨୫,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି । ହେଲେ ଏହାରି ଭିତରେ ୧୨୨ ଘଣ୍ଟା ପରେ ୩ ଜଣ ମହିଳାଙ୍କୁ ଜୀବନ୍ତ…

ତୁର୍କୀ ଭୂକମ୍ପରେ ନିଖୋଜ ଥିବା ଭାରତୀୟ ମୃତ

ଅଙ୍କାରା/ନୂଆଦିଲ୍ଲୀ,୧୨ ।୨: ତୁର୍କୀରେ ଫେବୃୟାରୀ ୬ରେ ଆସିଥିବା ବିନାଶକାରୀ ଭୂକମ୍ପରେ ନିଖୋଜ ଥିବା ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ଯେଉଁ ହୋଟେଲରେ ରହୁଥିଲେ ସେହିଠାରେ ହିଁ ଚାପି ହୋଇଯାଇ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଉତ୍ତରାଖଣ୍ଡର…

ତାମିଲଙ୍କ ସମର୍ଥନ ପାଇଁ ଆହ୍ବାନ କଲେ ରାଷ୍ଟ୍ରପତି ବିକ୍ରମସିଂଘେ: ଭାରତ ଜାଫନା ସାଂସ୍କୃତିକ କେନ୍ଦ୍ର ଲୋକାର୍ପିତ…

କଲମ୍ବୋ,୧୧।୨ : ଶ୍ରୀଲଙ୍କାରେ ଜାତିଗତ ସମସ୍ୟାର ସମାଧାନ ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଶନିବାର କହିଛନ୍ତି। ସଂଘର୍ଷ ପ୍ରଭାବିତ ଉତ୍ତର ଅଞ୍ଚଳର ବିକାଶରେ ତାମିଲ ଦେଶବାସୀଙ୍କ ଅଂଶଗ୍ରହଣର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଜାଫନାରେ…

ତୁର୍କୀ ଭୂକମ୍ପରେ ଭାରତୀୟ ନାଗରିକ ସୁରକ୍ଷିତ

ଆଙ୍କାରା,୧୧ା୨: ତୁର୍କୀରେ ହୋଇଥିବା ଭୟଙ୍କର ଭୂକମ୍ପରେ ଭାରତୀୟ ନାଗରିକମାନେ ଫସି ରହିଥିବାର କୌଣସି ଖବର ନାହିଁ। ଏନେଇ ତୁର୍କୀରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବୀରେନ୍ଦ୍ର ପାଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏପର୍ଯ୍ୟନ୍ତ ଭୂକମ୍ପ ପ୍ରଭାବିତ ତୁର୍କୀରେ କୌଣସି ଭାରତୀୟ ଫସିଥିବା…

ନଓ୍ବାଜ ସରିଫ ପରିବାରରେ ଫାଟ, ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ମରିୟମ…

ଇସଲାମାବାଦ,୧୧।୨ : ପାକିସ୍ତାନରେ ବଢୁଥିବା ରାଜନୈତିକ ବିବାଦ ବର୍ତ୍ତମାନ ନୱାଜ ସରିଫ ପରିବାର ମଧ୍ୟରେ ପହଞ୍ଚିଛି। ପରିସ୍ଥିତି ଏତେ ପରିମାଣରେ ପହଞ୍ଚିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ତାଙ୍କ ସ୍ବାମୀଙ୍କ ସହ ସର୍ବସାଧାରଣରେ ମୁହାଁମୁହିଁ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?