ଅନ୍ତର୍ଜାତୀୟ

ରୁଷିଆର ଆଣବିକ ଅସ୍ତ୍ର ବ୍ୟବହାର ମାନବିକତା ପାଇଁ ଏକ ବଡ଼ ବିପଦ: କିଶିଦା…

ଟୋକିଓ/ ମସ୍କୋ,୨୨।୧୦: ବିଶ୍ୱର ରଣନୀତିକ ପରିସ୍ଥିତି ବଦଳିବା ସହିତ ପରମାଣୁ ଅସ୍ତ୍ରର ବିପଦ ମଧ୍ୟ ବଦଳି ଯାଉଛି। ଗୋଟିଏ ପଟେ ରୁଷିଆ ପରମାଣୁ ଅସ୍ତ୍ରଶସ୍ତ୍ରର ବ୍ୟବହାର ବିଷୟରେ ଖୋଲାଖୋଲି ଚେତାବନୀ ଦେଉଛି। ସେହିପରି ଚାଇନା ମଧ୍ୟ ପରମାଣୁ କ୍ଷମତା ବୃଦ୍ଧି...

ଯୁଦ୍ଧ ମଧ୍ୟରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କଥା ହେଲା ରୁଷିଆ

ମସ୍କୋ,୨୨।୧୦: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲଗାତର ୮ମାସ ହେଲାଣି ଯୁଦ୍ଧ ଜାରି ରହିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିିମିର ପୁଟିନ୍‌ ଯୁଦ୍ଧକୁ ଶେଷ କରିବାର ନାମ ନେଉ ନ ଥିବା ବେଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ନତମସ୍ତକ ହେବାକୁ...

ସି ଜିନପିଙ୍ଗଙ୍କ ଏକଛତ୍ରବାଦୀ ଶାସନ, ଦଳ ବୈଠକରୁ ଜବରଦସ୍ତ ବାହାର କରିଦେଲେ ପୂର୍ବତନ ରାଷ୍ଟ୍ରପତି ଜିନତାଓଙ୍କୁ : ଭିଡିଓ ଭାଇରାଲ

ବେଜିଂ,୨୨ ।୧୦: ଚାଇନା କମ୍ୟୁନିଷ୍ଟ ପାର୍ଟିର ୨୦ତମ କଂଗ୍ରେସରେ ସି ଜିନପିଙ୍ଗଙ୍କ ତୃତୀୟ ଥର ଲାଗି ଶାସନ କ୍ଷମତା ପାଇବା ଅବସରରେ ଏକ ବଡ ଡ୍ରାମା ଦେଖିବାକୁ ମିଳିଛି । ଚାଇନାର ଗ୍ରେଟ ହଲରେ ସମାପନ ସମାରୋହରେ ପୂର୍ବତନ ରାଷ୍ଟ୍ରପତି...

ରୁଷି ସୁନକଙ୍କୁ ମିଳିଲା ୧୦୦କଞ୍ଜରଭେଟିଭ ନେତାଙ୍କ ସମର୍ଥନ

ଲଣ୍ଡନ,୨୨।୧୦: ବ୍ରିଟେନରେ ବର୍ତ୍ତମାନ ରାଜନୈତିକ ଅସ୍ଥିରତା ଦେଖାଦେଇଥିବା ବେଳେ ପୁଣିଥରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଲିଜ୍‌ ଟ୍ରସଙ୍କ ଇସ୍ତଫା ପରେ ଏହାର ସିଧାସଳଖ ଲାଭ ଭାରତୀୟ ବଂଶୋଦ୍ଭବ ରୁଷି ସୁନକଙ୍କୁ ମିଳିବ ବୋଲି ଚର୍ଚ୍ଚା ହେଉଛି।...

ପାଟିରେ ୧୫୦ ମହମବତୀ ଜଳାଇ ଓ୍ବାଲର୍‌ଡ ରେକର୍ଡ

ଓ୍ବାଶିଂଟନ୍‌,୨୨।୧୦: ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ରେକର୍ଡ ପାଇଁ ଲୋକମାନେ ଅନେକ ଚ୍ୟାଲେଞ୍ଜପୂର୍ଣ୍ଣ କାର୍ଯ୍ୟ କରିଥାନ୍ତି। ଇତିମଧ୍ୟରେ ଆମେରିକାର ଜଣେ ବ୍ୟକ୍ତି ଦେଢ଼ଶହ ଜଳନ୍ତା ମହମବତୀକୁ ପାଟିରେ ୩୦ସେକେଣ୍ଡ ପର୍ଯ୍ୟନ୍ତ ରଖି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ...

ଦୀପାବଳି ପାଳିଲେ ହାରିସ୍‌, ଟ୍ରମ୍ପ୍‌

ଓ୍ବାଶିଂଟନ,୨୨ା୧୦: ଆମେରିକାର ନ୍ୟୁୟର୍କ ସିଟିସ୍ଥିତ ଆଇକନିକ୍‌ ଟାଇମ୍ସ ସ୍କୋୟାରରେ ଶୁକ୍ରବାରଠାରୁ ଦୀପାବଳି ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ଭାରତୀୟ ବଂଶୋଦ୍ଭବ ଉପରାଷ୍ଟ୍ରପତି କମଲା ହାରିସ୍‌ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିଜ ନିଜ ବାସଭବନରେ ଆଲୋକର ପର୍ବ...

ଗ୍ରେ ଲିଷ୍ଟରେ ରହିବା ପରେ ପାକିସ୍ତାନ ହରାଇଛି ୩ ଲକ୍ଷ କୋଟି, ୪ ବର୍ଷ ପରେ ମିଳିଲା ଆଶ୍ୱସ୍ତି

ଇସଲାମାବାଦ,୨୨ ।୧୦: ପାକିସ୍ତାନକୁ ଏଫଏଟିଏଫ ବଡ ଆଶ୍ୱସ୍ତି ଦେଇଛି । ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ଏଫଏଟିଏଫ (ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ) ପାକିସ୍ତାନକୁ ଗ୍ରେ ଲିଷ୍ଟ ବା ଧୂଷର ତାଲିକାରେ ସାମିଲ କରିଥିଲା । ଏବେ ପାକିସ୍ତାନ ଏଥିରୁ...

ଆମେରିକାରେ ପୁଣି ଫୁଟିଲା ଗୁଳି, ୨ ମୃତ, ପୋଲିସ ଅଧିକାରୀ ଆହତ

ୱାଶିଂଟନ,୨୨ ।୧୦: ଆମେରିକାରେ ପୁଣିଥରେ ଆଖିବୁଜା ଗୁଳି ଚାଳନାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ଗୁରୁବାରର ଘଟଣା । ଆମେରିକାର ରାଜଧାନୀ ୱାଶିଂଟନରେ ଏହି ଗୁଳିକାଣ୍ଡ ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହେବାସହ...

୧୭୦ କି.ମି. ବ୍ୟାପ୍ତ ମେଗାସିଟି ‘ନେଓମ୍‌’

ରିୟାଧ, ୨୨ା୧୦: ବିଶ୍ୱର ସବୁଠାରୁ ବିରାଟ ବାଲି ମରୁଭୂମି ଭାବେ ଜଣାଯାଉଥିବା ସାଉଦି ଆରବ ବର୍ତ୍ତମାନ ତେଲ କିମ୍ବା ଓଢ଼ଣାରେ ରହୁଥିବା ମହିଳାଙ୍କ ପାଇଁ ନୁହେଁ ବରଂ ମେଗା ସହର ଲାଗି ବିଶ୍ୱରେ ପରିଚିତି ହାସଲ କରିବାକୁ ଯାଉଛି। ୧୭୦...

କ୍ୟାପିଟାଲ ହିଲ ହିଂସା ସମିତି ପକ୍ଷରୁ ଟ୍ରମ୍ଫଙ୍କୁ ସମନ

ୱାଶିଂଟନ,୨୨ ।୧୦: ଆମେରିକା ସିନେଟର ଏକ ସମିତି ୬ ଜାନୁୟାରୀ ୨୦୨୧ରେ କ୍ୟାପିଟାଲ ହିଲ ହିଂସାର ଯାଞ୍ଚ କରୁଛି । ଗଣମାଧ୍ୟମ ସୂଚନା ଅନୁଯାୟୀ, ଶୁକ୍ରବାର ସମିତି କହିଛି ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କୁ ଅଫିସିଆଲି ଏକ ସମନ...

ସେନା ଗୁଳିରେ ୬୦ ନିହତ

ଏନ୍‌ଜାମେନା(ଚାଦ୍‌),୨୨ା୧୦: କେନ୍ଦ୍ରୀୟ ଆଫ୍ରିକୀୟ ରାଷ୍ଟ୍ର ଚାଦ୍‌ରେ ସରକାର ବିରୋଧୀ ଆନ୍ଦୋଳନ ହିଂସ୍ର ହେବାରେ ଲାଗିଛି। ଗଣତାନ୍ତ୍ରିକ ଶାସନ ଦାବିରେ ରାସ୍ତାକୁ ଓହ୍ଲାଇଥିବା ବିକ୍ଷୋଭକାରୀମାନେ ରାଜଧାନୀ ଏନ୍‌ଜାମେନାରେ ଭଙ୍ଗାରୁଜା ଓ ପୋଡ଼ାଜଳା କରୁଥିବାବେଳେ ସେନା ପକ୍ଷରୁ ଲୁହବୁହା ବାଷ୍ପ ସହ ମାରଣାସ୍ତ୍ର...

ବର୍ଷକୁ ପେନ୍‌ସନ କୋଟିଏ ଟଙ୍କା

ଲଣ୍ଡନ,୨୨ା୧୦: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର ୪୫ ଦିନ ପରେ ନିଜ ପଦରୁ ଗୁରୁବାର ଇସ୍ତଫା ଦେଇଥିବା କଞ୍ଜରଭେଟିଭ୍‌ ପାର୍ଟି ଏମ୍‌ପି ଲିଜ୍‌ ଟ୍ରସ୍‌ ବାର୍ଷିକ ୧୧୫,୦୦୦ ପାଉଣ୍ଡ (ପ୍ରାୟ ୧.୦୫ କୋଟି ଟଙ୍କା) ପେନ୍‌ସନ ପାଇବେ। ‘ଇଣ୍ଡିପେଣ୍ଡେଣ୍ଟ’ରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri