ଅନ୍ତର୍ଜାତୀୟ

ମୂଳ ଭାରତୀୟ ଆଲୋକ ଶର୍ମାଙ୍କୁ ନାଇଟ ହୁଡ ସମ୍ମାନ…

ଲଣ୍ଡନ,୩୧।୧୨ : ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବାରେ ତାଙ୍କର ଅବଦାନ ପାଇଁ ବ୍ରିଟେନର ପୂର୍ବତନ ମୂଳ ଭାରତୀୟ ମନ୍ତ୍ରୀ ଆଲୋକ ଶର୍ମା କିଙ୍ଗ ଚାଲର୍‌ସ ତୃତୀୟଙ୍କ ଦ୍ୱାରା ଏଠାରେ ପ୍ରକାଶିତ ନୂତନ ବର୍ଷର ପ୍ରଥମ ସମ୍ମାନ ତାଲିକାରେ ତାଙ୍କୁ ନାଇଟ ହୁଡ…

ନୂଆବର୍ଷ ୨୦୨୩ରେ ବି ଶେଷ ହେବନି ଦେଶର ସମସ୍ୟା: ଋଷି ସୁନକ…

ଲଣ୍ଡନ,୩୧।୧୨ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଶନିବାର ତାଙ୍କର ପ୍ରଥମ ନୂତନ ବର୍ଷର ବାର୍ତ୍ତାରେ ଚେତାବନୀ ଦେଇଛନ୍ତି ଯେ ୨୦୨୩ ଶେଷ ସୁଦ୍ଧା ବ୍ରିଟେନର ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଅକ୍ଟୋବର ଶେଷରେ ଡାଉନ ଷ୍ଟ୍ରିଟରେ ନିଜର ଉଦବୋଧନକୁ…

୨୦୨୩ ନୂଆବର୍ଷକୁ ପ୍ରଥମେ ସ୍ବାଗତ କଲେ ସାମୋଆ-ଟୋଙ୍ଗା-କିରିବାତିି…

ଓ୍ବାଶିଂଟନ,୩୧।୧୨ : ଭାରତରେ ନୂଆ ବର୍ଷ ୨୦୨୩ ଉତ୍ସବ ଆରମ୍ଭ ହେବାକୁ କିଛି ଘଣ୍ଟା ବାକି ଅଛି। କିନ୍ତୁ ଦୁନିଆରେ ଏପରି ଅନେକ ଦେଶ ଅଛନ୍ତି ଯେଉଁଠାରେ ସମସ୍ତେ ଏବେ ଭାରତୀୟ ସମୟ ସନ୍ଧ୍ୟା ୫ଟାରେ ନୂଆ ବର୍ଷକୁ ସ୍ବାଗ କରିବା…

ଜିନପିଙ୍ଗଙ୍କ ଚାଲାକି: ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ଚାଇନା ଗସ୍ତ ପୂର୍ବରୁ ବଢ଼ିଲା ସୀମା ବିବାଦ…

ବେଜିଂ,୩୧।୧୨ : ସୀମା ବିବାଦରେ ଚାଇନା ବର୍ତ୍ତମାନ ଫିଲିପାଇନ୍ସ ବିରୋଧରେ ଏକ ଷଡ଼ଯନ୍ତ୍ର ରଚିଛି। ଏହା ଆଶ୍ଚର୍ଯ୍ୟଜନକ ଯେ ଫିଲିପାଇନ୍ସର ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିୟର ବେଜିଂ ଗସ୍ତ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ଚାଲାକି…

ତାଲିବାନ କଟକଣା ଯୋଗୁ ସୃଷ୍ଟି ହେବ ଗୁରୁତର ପରିଣାମ: ଆମେରିକାର ଚେତାବନୀ…

ଓ୍ବାଶିଂଟନ,୩୧।୧୨ : ଆଫଗାନିସ୍ତାନରେ ଅତି କମରେ ଏକକୋଟି ୧୬ ଲକ୍ଷ ମହିଳା ଏବଂ ବାଳିକାଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉ ନାହିଁ। ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ ଗ୍ରୀନଫିଲ୍ଡ ଶନିବାର ଏହା କହିଛନ୍ତି। ଆମେରିକାର ରାଷ୍ଟ୍ରଦୂତ ଗ୍ରୀନଫିଲ୍ଡ ଏକ…

ଶେହବାଜ ସରକାରଙ୍କ ସମସ୍ୟା ପୁଣି ବଢ଼ାଇବେ ଇମ୍ରାନ…

ଇସଲାମାବାଦ,୩୧।୧୨ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶେହବାଜ ଶରିଫ ସରକାରଙ୍କ ବିରୋଧରେ ପୁଣିଥରେ ରାସ୍ତାକୁ ଓହ୍ଲାଇବାକୁ ଘୋଷଣା କରିଛନ୍ତି। ଫଳରେ ଶେହବାଜ ସରକାରଙ୍କ ସମସ୍ୟା ପୁଣି ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ବର୍ତ୍ତମାନ ଇମ୍ରାନଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ…

ପୋପ୍‌ ବେନଡିକ୍ଟ ଷୋଡଶଙ୍କର ପରଲୋକ…

ଭଟିମାନ ସିଟି,୩୧।୧୨ : ପୂର୍ବତନ କ୍ୟାଥୋଲିକ ପୋପ ବେନେଡିକ୍ଟ ଷୋଡଶ ଶନିବାର ଭଟିକାନ ସିଟିରେ ପରଲୋକ ଘଟିଛି॥ ୯୫ବର୍ଷ ବୟସରେ ବେନେଡିକ୍ଟ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାଟିକାନ ଚର୍ଚ୍ଚ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ପୂର୍ବତନ ପୋପ ବେନେଡିକ୍ଟ…

କିମ୍‌ ପୁଣି ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କଲେ…

ସିଓଲ,୩୧।୧୨ : ଉତ୍ତର କୋରିଆ ପୁଣି ଥରେ ପୂର୍ବ ଅଞ୍ଚଳର ଜଳ କ୍ଷେତ୍ରରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଦକ୍ଷିଣ କୋରିଆ ଅନୁଯାୟୀ ଉତ୍ତର କୋରିଆ ପୁଣି ସନ୍ଦିଗ୍ଧ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଉତ୍ତର କୋରିଆ ଏକ ଆନ୍ତମହାଦ୍ୱିପୀୟ ବାଲାଷ୍ଟିକ…

ଚାଇନାଠାରୁ କରୋନା ତଥ୍ୟ ପୁଣି ମାଗିଲା ବିଶ୍ୱସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୩୧।୧୨ : ଚାଇନାରେ କରୋନା ମହାମାରୀ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଡାକ୍ତରଖାନାଗୁଡ଼ିକରେ ସ୍ଥାନ ନାହିଁ ଏବଂ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଧାଡି ଲାଗି ରହିଛି। ଇତିମଧ୍ୟରେ ନୂଆ ବର୍ଷରୁ ଚାଇନା କରୋନା ସହ ଜଡିତ ତଥ୍ୟକୁ ମାସକୁ ଥରେ…

ରାତି ସାରା ୟୁକ୍ରେନ୍‌ରେ ଡ୍ରୋନ ଦ୍ୱାରା ଆକ୍ରମଣ କଲା ରୁଷିଆ…

କିଭ୍‌,୩୧।୧୨ : ରୁଷିଆ ୟୁକ୍ରେନ ଉପରେ ଏବେ ଆକ୍ରମଣ ଜୋରଦାର କରିଛି। ଏହି ସମୟ ମଧ୍ୟରେ ଏହା ସାମ୍ନାକୁ ଆସିଛି ଯେ ରୁଷିଆ ଶୁକ୍ରବାର ରାତି ସାରା ଇରାନର ଡ୍ରୋନ ସହାୟତାରେ ୟୁକ୍ରେନରେ ଆକ୍ରମଣ କରିଛି। ଏନେଇ ୟୁକ୍ରେନ କର୍ତ୍ତୃପକ୍ଷ ଏ…

ଜିନପିଙ୍ଗ ପୁଟିନଙ୍କୁ କଲେ ଆମନ୍ତ୍ରଣ…

ବେଜିଂ/ମସ୍କୋ,୩୧।୧୨ : ୟୁକ୍ରେନ ଯୁଦ୍ଧକୁ ନେଇ ପାଶ୍ଚାତ୍ୟ ଦେଶଗୁଡିକର ପ୍ରତିବନ୍ଧକ ସାମ୍ନାକୁ ଆସିଥିବା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସହ ଫୋନରେ କଥା ହୋଇଥିଲେ। ପୁଟିନ ଜିନପିଙ୍ଗଙ୍କୁ ରୁଷିଆ ପରିଦର୍ଶନ କରିବାକୁ ଆମନ୍ତ୍ରଣ କରି କହିଛନ୍ତି,…

ପ୍ରସିଦ୍ଧ ଟିଭି ଉପସ୍ଥାପିକା ବାରବରା ଓ୍ବାଲଟରର୍ସଙ୍କ ପରଲୋକ…

ଓ୍ବାଶିଂଟନ,୩୧।୧୨ : ଭେଟେରାନ ଆମେରିକୀୟ ଟେଲିଭିଜନ ଉପସ୍ଥାପିକା ବାରବରା ଓ୍ବାଲଟରର୍ସଙ୍କ ପରଲୋକ ଘଟିଛି। ସେ ୯୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବାରବରା ଆମେରିକୀୟ ଟେଲିଭିଜନରେ ପ୍ରମୁଖ ସାକ୍ଷାତକାରକାରୀ ଥିଲେ। ସୂଚନା ଅନୁଯାୟୀ, ପ୍ରସିଦ୍ଧ ମହିଳା ଟକ ଶୋ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri