ଅନ୍ତର୍ଜାତୀୟ

କୋଭିଡ୍‌ ଏବେ ବି ଅନ୍ତର୍ଜାତୀୟ ଏମର୍ଜେନ୍ସି: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୩୦।୧: କୋଭିଡ୍‌-୧୯ ଏବେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଜନସ୍ବାସ୍ଥ୍ୟ ପ୍ରତି ବଡ଼ ବିପଦ ହୋଇ ରହିଛି। କରୋନା ମହାମାରୀକୁ ନେଇ ଲୋକେ ହେଳା କରୁଥିବା ବେଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ପକ୍ଷରୁ ଏହା କୁହାଯାଇଛି। ଲଗାତର ତିନିବର୍ଷ ଧରି ବିଶ୍ୱବାସୀ ମାହାମାରୀ…

ପେଶାଓ୍ବରର ଆତ୍ମଘାତୀ ବିସ୍ଫୋରଣରେ ୪୬ମୃତ, ୧୫୦ରୁ ଊର୍ଦ୍ଧ୍ୱ ଆହତ

ଇସ୍‌ଲାମାବାଦ୍‌,୩୦।୧: ପାକିସ୍ତାନର ପେଶାୱାରରେ ଥିବା ପୋଲିସ ଲାଇନ୍‌ ମସ୍‌ଜିଦରେ ସୋମବାର ହୋଇଥିବା ବିସ୍ଫୋରଣରେ ଅତିକମ୍‌ରେ ୪୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି ବୋଲି କୁହାଯାଉଛି।…

ମସ୍‌ଜିଦରେ ବିସ୍ଫୋରଣ ଘଟଣା : ୨୦ ମୃତ, ୯୬ ଆହତ

ଇସଲାମାବାଦ,୩୦।୧: ପାକିସ୍ତାନର ଏକ ମସଜିଦ୍‌ରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ସୋମବାର ଅପରାହ୍ନରେ ପେଶୱାରର ପୋଲିସ ଲାଇନ ଅଞ୍ଚଳରେ ଏକ ମସ୍‌ଜିଦରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏଥିରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୬ ଜଣ ଆହତ…

ମସ୍‌ଜିଦରେ ବଡ଼ ଧରଣର ବିସ୍ଫୋରଣ, ୫୦ ଆହତ

ଇସଲାମାବାଦ,୩୦ା୧: ପାକିସ୍ତାନର ପେଶଓ୍ବାରରେ ଥିବା ପୋଲିସ ଲାଇନ୍‌ ମସ୍‌ଜିଦରେ ସୋମବାର ଅପରାହ୍ନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଯେଉଁଥିରେ ଅତି କମ୍‌ରେ ୫୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସୁରକ୍ଷା ଅଧିକାରୀମାନେ କହିଛନ୍ତି, ଆତ୍ମହତ୍ୟା କରିଥିବା ବ୍ୟକ୍ତି ପ୍ରାର୍ଥନା…

ୟୁକ୍ରେନ ପାଇଁ ସାମରିକ ସମର୍ଥନ ବୃଦ୍ଧି ନେଇ ଦକ୍ଷିଣ କୋରିଆକୁ ଅନୁରୋଧ କଲେ ନାଟୋ ମୁଖ୍ୟ

ସିଓଲ,୩୦ା୧: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରେ ନାଟୋ ଅସ୍ତ୍ରଶସ୍ତ୍ର ପଠାଇବା ସହିତ କିଭ୍‌କୁ ଅନେକ ଉପାୟରେ ସାହାଯ୍ୟ କରିଛି। ବର୍ତ୍ତମାନ ନାଟୋର ସେକ୍ରେଟାରୀ ଜେନେରାଲ ଜେନ୍ସ ଷ୍ଟୋଲଟେନବର୍ଗ ୟୁକ୍ରେନ ପାଇଁ ସାମରିକ ସମର୍ଥନ ବୃଦ୍ଧି କରିବାକୁ ଦକ୍ଷିଣ କୋରିଆକୁ ନିବେଦନ କରିଛନ୍ତି।…

ଦକ୍ଷିଣ ଆଫ୍ରିକାରେ ଅଜଣା ବନ୍ଧୁକଧାରୀଙ୍କ ଗୁଳିମାଡ଼,୮ ମୃତ…

କେପଟାଉନ,୩୦।୧ : ଦକ୍ଷିଣ ଆଫ୍ରିକାର ପୂର୍ବ କେପର କ୍ୱାଜାଚେଲେ ସହରରେ ଜଣେ ଅଜଣା ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳିମାଡ଼ରେ ଆଠ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୪ ଜଣ ମଧ୍ୟ ଆହତ ହୋଇଛନ୍ତି। କୁହାଯାଉଛି ଯେ ଲୋକେ ପାର୍ଟି କରିବା ଲାଗି ଏକାଠି…

ଇରାନରେ ଡ୍ରୋନ ଆକ୍ରମଣ: ଇସ୍ରାଏଲ ଉପରେ ସନ୍ଦେହ…

ତେହେରାନ,୩୦।୧ : ଇରାନର ଏକ ଅସ୍ତ୍ରଶସ୍ତ୍ର କାରଖାନା ଉପରେ ଡ୍ରୋନ ଆକ୍ରମଣ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଜାରି ରହିଛି। ଇରାନର ଇସ୍ଫାହାନ ସହରରେ ଅବସ୍ଥିତ ଏକ କାରଖାନା ଉପରେ ଏହି ଆକ୍ରମଣ ହୋଇଥିଲା। ବର୍ତ୍ତମାନ ଖବର ଆସୁଛି ଯେ ଏହି ଆକ୍ରମଣରେ…

ଚାଇନା-କିର୍ଗିସ୍ତାନରେ ଭୂକମ୍ପର ଝଟକା

ବେଜିଂ/ବିଶକେକ,୩୦ ।୧: ଭୂକମ୍ପର ଝଟକା ପୁଣିଥରେ ଥରାଇ ଦେଇଛି ଚାଇନାକୁ । ଚାଇନାର ଦକ୍ଷିଣ ଶିନଜିୟାଙ୍ଗରେ ସୋମବାର ଭୋର ସମୟରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୯ । ନ୍ୟୁଜ ଏଜେନ୍ସି…

ଇମ୍ରାନଙ୍କ ଦାବି ଯୋଗୁ ପାକିସ୍ତାନରେ ରକ୍ତପାତ ହେବାର ଆଶଙ୍କା…

ଇସଲାମାବାଦ,୩୦।୧ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀଙ୍କ ବିଷୟରେ ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ନୂଆ ଦାବି ଦେଶର ରାଜନୀତିରେ ଅଶାନ୍ତି ସୃଷ୍ଟି କରିଛି। ଏହି ସମୟରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ କହିଛନ୍ତି ଯେ ଇମ୍ରାନ…

ମୋତେ ମିଶାଇଲରେ ଉଡାଇ ଦେବାକୁ ପୁଟିନ ଦେଇଥିଲେ ଧମକ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ

ଲଣ୍ଡନ,୩୦ ।୧: ରାଷ୍ଟ୍ରପତି ପୁଟିନ ମୋତେ ମିଶାଇଲରେ ଉଡାଇ ଦେବାକୁ ଧମକ ଦେଇଥିଲେ । ଏମିତି ଦାବି କରିଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ବିବିସିର ନ୍ୟୁ ଡକ୍ୟୁମେଣ୍ଟାରୀରେ ବୋରିସ ଜନସନ କହିଛନ୍ତି, ଯେତେବେଳେ ରୁଷିଆ ୟୁକ୍ରେନ୍ ଉପରେ…

କଞ୍ଜରଭେଟିଭ୍‌ ପାର୍ଟି ସଭାପତି ପଦରୁ ଜାହାଓ୍ବି ବହିଷ୍କୃତ

ଲଣ୍ଡନ,୩୦।୧: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ରବିବାର କଞ୍ଜରଭେଟିଭ୍‌ ପାର୍ଟି ସଭାପତି ପଦରୁ ଦାଧିମ ଜାହାଓ୍ବିଙ୍କୁ ବହିଷ୍କାର କରିଛନ୍ତି। ଜାହାଓ୍ବିଙ୍କ ବିରୋଧରେ ଟ୍ୟାକ୍ସ ଠକେଇ ଅଭିଯୋଗ ଆସିବା ପରେ ସୁନକ ଗତମାସରେ ଏ ନେଇ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ। ତେବେ ବ୍ରିଟେନ୍‌ର…

ଇରାନରେ ଭୂକମ୍ପ: ୩ ମୃତ, ୮୦୦ ଆହତ

ତେହରାନ,୩୦।୧ : ଉତ୍ତର-ପଶ୍ଚିମ ଇରାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇ ୩ ଜଣଙ୍କ ମୃତ୍ୟୁ ଘଟିବା ସହ ୮୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଶନିବାର ରାତିରେ ତୁର୍କୀ ସୀମାବର୍ତ୍ତୀ ଅଞ୍ଚଳରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ୫.୯ ଥିଲା। କୋଠାଗୁଡ଼ିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri