ଅନ୍ତର୍ଜାତୀୟ

ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୭.୧

ୱେଲିଙ୍ଗଟନ,୧୬ ।୩: ନ୍ୟୁଜିଲାଣ୍ଡରେ ଗୁରୁବାର ଅର୍ଥାତ୍ ୧୬ ମାର୍ଚ୍ଚରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ବୋଲି ମପାଯାଇଛି । ଭୂକମ୍ପ ଅଗତିବିଧି ଉପରେ ନଜର ରଖୁଥିବା ସଂସ୍ଥା ୟୁନାଇଟେଡ ଷ୍ଟେଟସ୍ ଜିଓଲଜିକାଲ…

ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟ ହ୍ୟାକ

କାଠମାଣ୍ଡୁ,୧୬ ।୩: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ ହ୍ୟାକ କରାଯାଇଛି । ତାଙ୍କ ଟୁଇଟର ଆକାଉଣ୍ଟରେ ଦହଲଙ୍କ ପ୍ରୋଫାଇଲ ସ୍ଥାନରେ BLUR ଆକାଉଣ୍ଟ ଦେଖାଯାଉଛି, ଯାହା ପ୍ରୋ ଟ୍ରେଡର୍ସଙ୍କ ପାଇଁ ନନ-ପଜିଟିଭ ଟୋକନ ମାର୍କେଟପ୍ଲେସ ଅଟେ…

ବାହାହେବା ପୂର୍ବରୁ କେଟ୍‌ଙ୍କର ଗର୍ଭଧାରଣ କ୍ଷମତା ପରୀକ୍ଷା କରାଯାଇଥିଲା

ଲଣ୍ଡନ, ୧୬। ୩: ନିକଟରେ ଉନ୍ମୋଚିତ ହୋଇଥିବା ‘ଗିଲ୍‌ଡେଡ୍‌ ୟୁଥ୍‌: ଆନ୍‌ ଇଣ୍ଟିମେଟ୍‌ ହିଷ୍ଟ୍ରି ଅଫ୍‌ ଗ୍ରୋଇଂ ଅପ୍‌ ଇନ୍‌ ଦ ରୟାଲ ଫ୍ୟାମିଲି’ପୁସ୍ତକରେ ପ୍ରିନ୍ସେସ୍‌ ଅଫ୍‌ ଓ୍ବେଲ୍ସ କେଟ୍‌ ମିଡଲ୍‌ଟନ୍‌ଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇଛି। କିଙ୍ଗ୍‌ ଚାଲର୍‌ସ ତୃତୀୟଙ୍କ ବଡ଼…

ପୁଣିଥରେ ବାଲେଷ୍ଟିକ ମିଶାଇଲ ପରୀକ୍ଷା କଲା ଉତ୍ତର କୋରିଆ

ସିଓଲ,୧୬ ।୩: ଉତ୍ତର କୋରିଆ ଗୁରୁବାର ସକାଳେ ପୁଣିଥରେ ଅନ୍ତରମହାଦ୍ୱିପୀୟ ବାଲେଷ୍ଟିକ ମିଶାଇଲ(ଆଇସିବିଏମ)ର ପରୀକ୍ଷା କରିଛି । ଦକ୍ଷିଣ କୋରିଆର ସେନା ଏହି ସୂଚନା ଦେଇଛି । ଦକ୍ଷିଣ କୋରିଆ ସେନା କହିଛି ପ୍ୟୋଙ୍ଗୟାଙ୍ଗରୁ ସ୍ଥାନୀୟ ସମୟ ସକାଳ ୭ଟା ୧୦ରେ…

ପାକ ଆତଙ୍କବାଦୀ-ସୁରକ୍ଷାର୍କମୀଙ୍କ ମଧ୍ୟରେ ଗୁଳି ବିନିମୟ, ୮ ଆତଙ୍କବାଦୀ ନିହତ

ଇସଲାମାବାଦ,୧୬ ।୩: ପାକିସ୍ତାନ ସୁରକ୍ଷାକର୍ମୀ ବୁଧବାର ଦକ୍ଷିଣ ବଜିରସ୍ତାନରେ ଚଳାଇଥିବା ଏକ ଅପରେଶନ ସମୟରେ ୮ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିବା ଦାବି କରିଛନ୍ତି । ମୃତ ଆତଙ୍କବାଦୀଙ୍କ ନିକଟରୁ ସୁରକ୍ଷାକର୍ମୀ ବହୁ ମାତ୍ରାରେ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ଅନ୍ୟ ଉପକରଣ…

ନିର୍ବାସିତ ଚାଇନା ବ୍ୟବସାୟୀ ଗୁଓ ୱେଙ୍ଗୁଇ ଗିରଫ

ବେଜିଂ,୧୬ ।୩: ପଳାତକ ତଥା ନିର୍ବାସିତ ଚାଇନା ବ୍ୟବସାୟୀ ଗୁଓ ୱେଙ୍ଗୁଇଙ୍କୁ ବୁଧବାର(ସ୍ଥାନୀୟ ସମୟ) ନୁ୍ୟୟର୍କରୁ ଗିରଫ କରାଯାଇଛି । ଗୁଓ ୱେଙ୍ଗୁଇ ତାଙ୍କର ହଜାର ହଜାର ଅନଲାଇନ ଅନୁସରଣକାରୀଙ୍କୁ ଏକ ବିଲିୟନ(ଆମେରିକୀୟ ଡଲାର) ଠକିଥିବା ଅଭିଯୋଗ ହୋଇଛି । ନୁ୍ୟୟର୍କ…

ଫାୟାର ଫେଷ୍ଟିଭାଲ୍‌ରେ ଅଘଟଣ: ଚାଲିଗଲା ୧୧ ଜୀବନ

ଜେହରାନ୍‌, ୧୫। ୩: ଇରାନ୍‌ରେ ପାରମ୍ପରିକ ଫାୟାର ଫେଷ୍ଟିଭାଲ ପାଳନ ସମୟରେ ଅଘଟଣ ଘଟି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ୩,୫୦୦ ଆହତ ହୋଇଥିବା ଜରୁରୀ ସେବା ମୁଖ୍ୟ ଜାଫର ମିଆଦଫର ସୂଚନା ଦେଇଚନ୍ତି। ତେବେ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଏହି…

ଏସ୍‌ସିଓ ସମ୍ମିଳନୀ ଲାଗି ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ

ଇସଲାମାବାଦ,୧୫।୩: ଭାରତ ଏପ୍ରିଲରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ) ବୈଠକରେ ସାମିଲ ହେବାକୁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କୁ ନିମନ୍ତ୍ରଣ କରିଛି। ବୁଧବାର ଏହି ସୂଚନା ସାମ୍ନାକୁ ଆସିଛି। ଏସ୍‌ସିଓରେ ଚାଇନା, ଭାରତ, ପାକିସ୍ତାନ, କାଜାଖସ୍ତାନ,…

ଇମ୍ରାନଙ୍କୁ ଆଶ୍ୱସ୍ତି

ଲାହୋର,୧୫।୩: ଲାହୋରରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ହାଇକୋର୍ଟରୁ ଇମ୍ରାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଇମ୍ରାନଙ୍କୁ ଗିରଫ କରିବା ପାଇଁ ଜମାନ ପାର୍କରେ ପୋଲିସ ଅପରେଶନ ବନ୍ଦ…

ଇଣ୍ଡୋନେସିଆରେ ଭୋର୍‌ ସାଢ଼େ ୫ଟାରୁ ସ୍କୁଲ, ପିଲାଙ୍କ ସ୍ବାସ୍ଥ୍ୟ ହେଉଛି ଖରାପ…

ଜାକର୍ତ୍ତା,୧୫।୩ : କଳ୍ପନା କରନ୍ତୁ ଯଦି ଭୋର ସାଢ଼େ ୫ରେ ପିଲାମାନଙ୍କୁ ସ୍କୁଲକୁ ଡକାଯାଏ ତେବେ କ’ଣ ହେବ? କେହି କେହି କହିବେ ଯେ ଶୀଘ୍ର ଉଠିବା ସ୍ବାସ୍ଥ୍ୟ ଏବଂ ସ୍ମୃତି ପାଇଁ ଭଲ। ଏହା ପିଲାମାନଙ୍କ ଅନୁଶାସନ ପାଇଁ ମଧ୍ୟ…

ତିବ୍ବତୀୟ ପିଲାଙ୍କୁ ମାତା-ପିତାଙ୍କଠାରୁ କରାଯାଉନି ଅଲଗା, ଜାତିସଂଘ ରିପୋର୍ଟର ଜବାବ ଦେଲା ଚାଇନା…

ବେଜିଂ,୧୫।୩ : ଜାତିସଂଘର ସ୍ବତନ୍ତ୍ର ରିପୋର୍ଟର ଦାବି କରାଯାଇଛି ଯେ ଚାଇନା ଏକ ଲକ୍ଷ ତିବ୍ବତୀୟ ପିଲାଙ୍କୁ ସେମାନଙ୍କ ପରିବାରଠାରୁ ଅଲଗା କରିଛି। ଧାର୍ମିକ, ସାଂସ୍କୃତିକ ତଥା ଭାଷାଭିତ୍ତିକ ପ୍ରାଧାନ୍ୟ ହାନ ଚାଇନିଜ ସଂସ୍କୃତିରେ ଅନୁକରଣ କରିବାକୁ ସେମାନଙ୍କର ପ୍ରୟାସର ଏକ…

ପାକିସ୍ତାନ ସେନା ନିର୍ବାଚନ ଡ୍ୟୁଟି ପାଇଁ ହେବନି ଉପଲବ୍ଧ…

ଇସଲାମାବାଦ,୧୫।୩ : ପଞ୍ଜାବ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମୟରେ ସୁରକ୍ଷା ଯୋଗାଇବା ପାଇଁ ସରକାର ସେନାର ସହାୟତା ଲୋଡିଥିଲେ। ଏହା ଉପରେ ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) କୁ ସେନା ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?