ଅନ୍ତର୍ଜାତୀୟ

ଯୁଦ୍ଧ ହାରିଲେ ପଦଚ୍ୟୁତ ହେବେ ପୁଟିନ୍‌

ମସ୍କୋ, ୧୫ା୩: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆ ପରାଜିତ ହେଲେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ପଦଚ୍ୟୁତ ହେବାକୁ ପଡ଼ିବ ବୋଲି ପୂର୍ବତନ କୂଟନୀତିଜ୍ଞ ବୋରିସ୍‌ ବୋନ୍ଦାରେଭ ଏକ ସାକ୍ଷାତ୍‌କାରରେ ନିଜ ପ୍ରତିକ୍ରିୟା ରଖିଛନ୍ତିି। ସେ କହିଛନ୍ତି ଯେ, ରୁଷିଆ ପରାଜିତ ହେଲେ ପୁଟିନ୍‌ଙ୍କୁ…

ଡ୍ରୋନ୍‌ ଘଟଣା ପରେ ରୁଷିଆକୁ ଚେତାବନୀ ଦେଲା ଆମେରିକା

ଓ୍ବାଶିଂଟନ,୧୫।୩: ରୁଷିଆ ଏବଂ ଆମେରିକା ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର କୃଷ୍ଣ ସାଗରରେ ରୁଷିଆର ଏସ୍‌ୟୁ-୨୭ ଯୁଦ୍ଧ ବିମାନ ଏବଂ ଆମେରିକାର ଏମ୍‌କ୍ୟୁ-୯ ରେପର୍‌ ଡ୍ରୋନ୍‌ ଦୁର୍ଘଟଣାକୁ ନେଇ ଆମେରିକା ରୁଷିଆକୁ ଖୋଲାଖୋଲି ଚେତାବନୀ ଦେଇଛି।…

ରୁଷିଆ ଜେଟ୍‌-ଆମେରିକା ଡ୍ରୋନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା

ମସ୍କୋ,୧୫।୩: ରୁଷିଆ ଏବଂ ଆମେରିକାର ତିକ୍ତତା ମଧ୍ୟରେ ଆଉ ଏକ ବଡ ଖବର ଆସିଛ। ଆମେରିକାର ସୈନ୍ୟବାହିନୀ ଅନୁଯାୟୀ, କୃଷ୍ଣ ସାଗରରେ ରୁଷିଆର ଏସ୍‌ୟୁ-୨୭ ଯୁଦ୍ଧ ବିମାନ ଏବଂ ଆମେରିକାର ଏମ୍‌କ୍ୟୁ-୯ ରେପର୍‌ ଡ୍ରୋନ୍‌ ମୁହାଁମୁହିଁ ଧକ୍କା ହୋଇଛି। ଘଟଣା ପରେ…

ବନ୍ଧୁକ ସଂସ୍କୃତି ରୋକିବା କାର୍ଯ୍ୟକାରୀ ଆଦେଶକୁ ମଞ୍ଜୁରୀ ଦେବେ ବାଇଡେନ…

ଓ୍ବାଶିଂଟନ,୧୪।୩ : ଆମେରିକାରେ ବଢୁଥିବା ବନ୍ଧୁକ ସଂସ୍କୃତିକୁ ରୋକିବା ପାଇଁ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ପ୍ରସ୍ତୁତ ହେଉଛନ୍ତି। ବନ୍ଧୁକ ଅପବ୍ୟବହାରକୁ ରୋକିବା ପାଇଁ ରାଷ୍ଟ୍ରପତି ଏକ କାର୍ଯ୍ୟକାରୀ ଆଦେଶରେ ଦସ୍ତଖତ କରି ଏହାକୁ ମଞ୍ଜୁରୀ ଦେବାର ଯୋଜନା ରହିଥିବା ଚର୍ଚ୍ଚା…

ଜିନପିଙ୍ଗଙ୍କ ସହ ଟେଲିଫୋନିକ ବାର୍ତ୍ତାଳାପ କରିବାକୁ ଯୋଜନା କରୁଛନ୍ତି ବାଇଡେନ…

ଓ୍ବାଶିଂଟନ,୧୪।୩ : ଆମେରିକାର ରାଷ୍ଟ୍ରପତି ଜୋଇ ବାଇଡେନ ତାଙ୍କ ଚାଇନା ପ୍ରତିପକ୍ଷ ଶି ଜିନପିଙ୍ଗଙ୍କ ସହ ଟେଲିଫୋନିକ ବାର୍ତ୍ତାଳାପ କରିବାକୁ ଯୋଜନା କରୁଛନ୍ତି। ୱାଶିଂଟନ ପୋଷ୍ଟ ଅନୁଯାୟୀ, ଗତ ମାସରେ ଚାଇନାର ଗୁପ୍ତଚର ବେଲୁନ ସମ୍ବେଦନଶୀଳ ସାମରିକ ସ୍ଥାନ ଉପରେ ମିଳିବା…

ପାକିସ୍ତାନ ସରକାରଙ୍କ ଦୃଢ଼ ପଦକ୍ଷେପ: ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କୁ ୩୦୦ ଡଲାରରୁ ଅଧିକ ମୂଲ୍ୟର ଉପହାର ଗ୍ରହଣ କରିବା ମନା…

ଇସଲାମାବାଦ,୧୪।୩ : ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କ୍ୟାବିନେଟ ସଦସ୍ୟଙ୍କ ସମେତ ନିର୍ବାଚିତ ଅଧିକାରୀଙ୍କୁ ୩୦୦ ଡଲାରରୁ ଅଧିକ ମୂଲ୍ୟର ତୋସାଖାନା ଉପହାର ପ୍ରଦାନ ଉପରେ ପାକିସ୍ତାନର କେନ୍ଦ୍ର ସରକାର ବାରଣ କରିଛନ୍ତି। ବିଚାରପତି ତଥା ସାଧାରଣ ନାଗରିକ ତଥା ସାମରିକ ନେତାଙ୍କୁ…

ହଂକଂର ଗୃହ ସମସ୍ୟା: ଚାଇନାର ଉଦ୍ଦେଶ୍ୟ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ…

ବେଜିଂ,୧୪।୩ : ଦାମୀ ଆକାଶ ଛୁଆଁ କୋଠାଥିବା ହଂକଂରେ ଏବେ ଗୃହ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି। ହଂକଂର ସାଧାରଣ ଘର ମଧ୍ୟ ଲକ୍ଷ ଲକ୍ଷ ଡଲାରରେ ବିକ୍ରି ହେଉଛି। ଏପରିକି ପାର୍କିଂ ସ୍ଥାନଗୁଡ଼ିକର ମୂଲ୍ୟ ଦଶ ଲକ୍ଷ ଟଙ୍କା ଛୁଇଁଛି।…

ବାସ୍ତବିକତାକୁ ବିଚାର ନ କରି ୟୁକ୍ରେନରେ ଏକ ଶାନ୍ତିପୂର୍ଣ୍ଣ ସମାଧାନ ସମ୍ଭବ ନୁହେଁ: ରୁଷିଆ…

ମସ୍କୋ,୧୪।୩ : ମଙ୍ଗଳବାର ଦିନ କ୍ରେମଲିନ କହିଛି ଯେ ପରିସ୍ଥିତିର ନୂତନ ବାସ୍ତବତାକୁ ବିଚାର ନ କରି ୟୁକ୍ରେନରେ ଏକ ଶାନ୍ତିପୂର୍ଣ୍ଣ ସମାଧାନ ସମ୍ଭବ ନୁହେଁ। କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ ଶତ୍ରୁତା ବନ୍ଦ କରିବା ଉପରେ ରୁଷିଆର…

ଇମ୍ରାନଙ୍କୁ ଗିରଫ କରିବାକୁ ଆସିଥିବା ପୋଲିସ ସହ ସମର୍ଥକ ମୁହାଁମୁହିଁ

ଇସ୍‌ଲାମାବାଦ୍‌,୧୪।୩: ପାକିସ୍ତାନ ରାଜୀନତିରେ ବତ୍ତର୍ମାନ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଇମ୍ରାନଙ୍କୁ ଗିରଫ କରିବା ପାଇଁ ପୋଲିସ ତାଙ୍କ ବାସଭବନରେ ପହଞ୍ଚିଛି। କିନ୍ତୁ ତାଙ୍କ ସମର୍ଥକମାନେ ଏକ ବିରାଟ ଜନସମାଗମ କରି ହଙ୍ଗାମା କରିଛନ୍ତି। ପୋଲିସ…

ଶ୍ରୀଲଙ୍କାରେ ଚକ-ଅଖ ବନ୍ଦ: ଶ୍ରମିକ ସଂଠନର ଧର୍ମଘଟ…

କଲମ୍ବୋ,୧୪।୩ : ଶ୍ରୀଲଙ୍କାରେ ସରକାରଙ୍କ ବିରୋଧର ଏକ ନୂଆ ଜନ ଆନ୍ଦୋଳନ ଆରମ୍ଭ ହୋଇଛି। ମଙ୍ଗଳବାର ମଧ୍ୟରାତ୍ରିରୁ ସମଗ୍ର ଦେଶରେ ଚକ-ଅଖ ବନ୍ଦ କରିବାକୁ ଟ୍ରେଡ ୟୁନିଅନ ଘୋଷଣା କରିଛି। ଏହି ୟୁନିଅନର ଆହ୍ବାନରେ ବିଦ୍ୟୁତଏବଂ ଶକ୍ତି, ଡାକ୍ତରୀ, ବ୍ୟାଙ୍କିଙ୍ଗ ଏବଂ…

ଇମ୍ରାନଙ୍କୁ କୋର୍ଟରେ ଆଶ୍ୱସ୍ତି, ଜାମିନବିହୀନ ଓ୍ବାରେଣ୍ଟ ଉପରେ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ରୋକ…

ଇସଲାମାବାଦ,୧୪।୩ : ମହିଳା ବିଚାରପତି ତଥା ଅନ୍ୟ ଅଧିକାରୀଙ୍କୁ ଧମକ ଦେବା ମାମଲାରେ ଅଡୁଆରେ ପଡିଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ଇମ୍ରାନ ଖାନଙ୍କ ବିରୋଧରେ ଜାରି ହୋଇଥିବା…

ଅବସର ବୟସ ସୀମା ବୃଦ୍ଧି କରିବ ଚାଇନା, ୨୦୩୫ ବେଳକୁ ଦେଶରେ ୪୦ କୋଟି ଲୋକେ ହେବ ୬୦ ବର୍ଷ ବୟସ୍କ…

ବେଜିଂ,୧୪।୩ : ଦେଶର ଦ୍ରୁତ ବୃଦ୍ଧାବୃଦ୍ଧ ଜନସଂଖ୍ୟାକୁ ମୁକାବିଲା କରିବା ପାଇଁ ଚାଇନା ଅବସର ବୟସକୁ ଧୀରେ ଧୀରେ ଏବଂ ପର୍ଯ୍ୟାୟକ୍ରମେ ବୃଦ୍ଧି କରିବାକୁ ଯୋଜନା କରୁଛି। ସରକାରୀ ଗ୍ଲୋବାଲ ଟାଇମ୍ସ ମଙ୍ଗଳବାର ଦିନ ଚାଇନା ମାନବ ସମ୍ବଳ ମନ୍ତ୍ରଣାଳୟର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?