୭୩ ବର୍ଷର ସ୍ଥିତି ମୁହାଁ ଆମେରିକା-ଚାଇନା…
ଓ୍ବାଶିଂଟନ/ବେଜିଂ,୬।୨ : ଆମେରିକା ଏବଂ ଚାଇନା ମଧ୍ୟରେ ତିକ୍ତତା ପୁଣି ଥରେ ବୃଦ୍ଧି ପାଇଛି। ଏହାର କାରଣ ହେଉଛି ଚାଇନାର ଗୁପ୍ତଚର ବେଲୁନ, ଯାହା ଆମେରିକାର ଆକାଶରେ ଦେଖାଯାଇଥିଲା। ଆମେରିକା ଗୁପ୍ତଚର ବେଲୁନକୁ ଗୁଳି କରି ଖସାଇ ଦେଇଥିଲା। ଏହା ପରେ…
ତୁର୍କୀ-ସିରିଆ ଭୂକମ୍ପ ଘଟଣା: ଏପର୍ଯ୍ୟନ୍ତ ୩୬୦ ଲୋକଙ୍କ ଗଲାଣି ଜୀବନ
ଆଙ୍କରା,୬।୨: ତୁର୍କୀ ଏବଂ ସିରିଆରେ ଦୁଇଟି ଶକ୍ତିଶାଳୀ ଭୂକମ୍ପର କମ୍ପନ ଅନୁଭୂତ ହୋଇଛି। ଏହି ଭୂକମ୍ପରେ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପର୍ଯ୍ୟନ୍ତ ୩୬୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଏଥିସହ ଏକ ହଜାରରୁ ଅଧିକ ଲୋକ ଆହତ ହୋଇଥିବା…
ମଣିଷ ବାସ ଉପଯୋଗୀ ଗ୍ରହ ‘ଓ୍ବଲ୍ଫ-୧୦୬୯-ବି’ର ସନ୍ଧାନ…
ମାଦ୍ରିଦ,୬।୨ : ନୂତନ ଗ୍ରହ ଆବିଷ୍କାର ଦିଗରେ, ମଣିଷ ବାସ ଉପଯୋଗୀ ପାଇଁ ଉପଯୁକ୍ତ ଗ୍ରହର ସନ୍ଧାନ ମିଳିଛି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏଠାରେ ମାନବ ବସତି ପ୍ରତିଷ୍ଠା କରାଯାଇପାରିବ। ଏହା ଏକ ପଥର ଦୁନିଆ, କିନ୍ତୁ ଜଳର ଏଠାରେ…
ଚାଇନାରେ ବିବାହ ସଙ୍କଟ: ୧୦ ବର୍ଷରେ ଅଧାରେ ପହଞ୍ଚିଲା, ବିବାହ-ଦାମ୍ପତ୍ୟ ଜୀବନକୁ ଜୁଆ କହୁଛନ୍ତି ଲୋକେ…
ବେଜିଂ,୬।୨ : ପୃଥିବୀର ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ ଚାଇନାରେ ବର୍ତ୍ତମାନ ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବା ପରେ ପ୍ରତିବର୍ଷ ବିବାହ ସଂଖ୍ୟାରେ ହ୍ରାସ ଯୋଗୁ କମ୍ୟୁନିଷ୍ଟ ଶାସକ ଅସୁବିଧାରେ ପଡିଛନ୍ତି। ପରିସଂଖ୍ୟାନ ବର୍ଷ ପୁସ୍ତକ ଅନୁଯାୟୀ, ୨୦୨୨ ମସିହାରେ…
ଏବେ କଲମ୍ବିଆରେ ଚାଇନା ଗୁପ୍ତଚରୀ ବେଲୁନ…
ବୋଗୋଟା,୬।୨ : ଚାଇନା ଏହାର ବେଆଇନ କାର୍ଯ୍ୟରୁ ନିବୃତ୍ତ ହେବାର ନାମ ନେଉନାହିଁ। ଆମେରିକାର ବାୟୁମଣ୍ଡଳରେ ଚାଇନାର ଗୁପ୍ତଚରୀ ବେଲୁନ ଦେଖାଦେବା ପରେ ବର୍ତ୍ତମାନ କଲମ୍ବିଆର ବାୟୁମଣ୍ଡଳରେ ମଧ୍ୟ ଏକ ବେଲୁନ ଦେଖିବାକୁ ମିଳିଛି। ଆମେରିକାରରେ ଦେଖାଦେଇଥିବା ବେଲୁନ ସହିତ ଏହା…
ରିସ୍କ୍ ନେବାକୁ ଚାହୁଁ ନାହାନ୍ତି ଶାହାବାଜ: ୯୦୦ ଶହ କୋଟି ରାଜକୋଷ କ୍ଷତି ଯୋଗୁ ଆଇଏମଏଫ ସହାୟତାରେ ବାଧା…
ଇସଲାମାବାଦ,୬।୨ : ଦେଶର ଆର୍ଥିକ ନିଅଣ୍ଟ ୯୦୦ ଶହ କୋଟି ଟଙ୍କା ଯୋଗୁ ପାକିସ୍ତାନ ସଙ୍କଟରେ ରହିଛି। ସେ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ସହିତ ଋଶ ଆଲୋଚନା ମଧ୍ୟ ସମ୍ଭବ ହେଉ ନାହିଁ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ…
ପୁଣି ମଧ୍ୟସ୍ଥତା ଉଦ୍ୟମ…
ଜେରୁଜେଲମ୍,୬।୨ : ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ ପୁଣି ଥରେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ଥତା କରିବାର ଉଦ୍ୟମ କରିଛନ୍ତି। ଏହି ମର୍ମରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ସେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ…
ଗଣତନ୍ତ୍ର ସମର୍ଥକ ୪୭ ନେତାଙ୍କ ବିରୋଧରେ ମାମଲା…
ହଂକଂ,୬।୨ : ହଂକଂରେ ଗଣତନ୍ତ୍ର ସମର୍ଥକ ୪୭ ଜଣ ନେତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ବିଚାର ଆରାମ୍ଭଜ ହେବ। ଏହି ସମସ୍ତ ନେତା ଜାତୀୟ ସୁରକ୍ଷା ଆଇନ ଅନୁଯାୟୀ ସବୁଠାରୁ ବଡ ପ୍ରବର୍ତ୍ତନ ମାମଲାରେ ଅଛନ୍ତି ଏବଂ ସହରରେ ସରକାରଙ୍କ…
ଆମେରିକାର କଲରାଡୋରେ ଫୁଟିଲା ଗୁଳି ୧ ମୃତ, ୪ ଆହତ
କଲରାଡୋ,୬ ।୨: ଆମେରିକାରେ ଲଗାତାର ଗୁଳିକାଣ୍ଡ ଘଟଣା ଏବେ ସମସ୍ତଙ୍କୁ ଯେମିତି ଚିନ୍ତାରେ ପକାଇ ଦେଇଛି । କଲରାଡୋର ଫାଲକନ ଅଞ୍ଚଳରେ ରବିବାର ଅର୍ଥାତ୍ ୫ ଫେବୃୟାରୀରେ ଗୁଳି ଫୁଟିଥିବା ଖବର ଆସିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…
ତୁର୍କିରେ ଶକ୍ତିଶାଳୀ ଭୂକମ୍ପ, ତାସ ଭଳି ଗଳିପଡିଲା ବଡ ବଡ କୋଠା
ଅଙ୍କାରା,୬ ।୨: ତୁର୍କିର ନୁର୍ଦଗିଠାରୁ ୨୩ କିଲୋମିଟର ପୂର୍ବରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୮ ବୋଲି ମପା ଯାଇଛି । ଏହି ଭୂକମ୍ପ ଦକ୍ଷିଣ ତୁର୍କିରେ ଆସିଛି । ବିଏନଓ ନ୍ୟୁଜର…
୧୦ ବର୍ଷ ମଧ୍ୟରେ ଚାଇନାରେ ଅଧା ହୋଇଗଲାଣି ବିବାହର ସଂଖ୍ୟା
ବେଜିଂ,୬ ।୨: ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ଥିବା ଦେଶ ଚାଇନା ଏବେ ଜନସଂଖ୍ୟା କମାଇବାକୁ ଯାଇ ଅଡୁଆରେ ପଡିଯାଇଛି । ଏଠାରେ ଏବେ ପ୍ରତିବର୍ଷ ବିବାହର ସଂଖ୍ୟାହ୍ରାସ ପାଇବାରେ ଲାଗିଛି । ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୨୨ରେ ସମ୍ପୂର୍ଣ୍ଣ ଚାଇନାରେ…
ୟୁଟ୍ୟୁବରଙ୍କୁ ହତ୍ୟା କଲେ ବାପା
ଦିଓ୍ବାନିୟାହ, ୬।୨: ଇରାକର ୨୨ ବର୍ଷୀୟା ୟୁଟ୍ୟୁବର ଟିବା ଅଲିଙ୍କୁ ତାଙ୍କ ବାପା ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିବା ପରେ ରବିବାର ଏହି ଅନର କିଲିଂ ବିରୋଧରେ ମହିଳା ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଇରାକର ଅନ୍ତରୀଣ…
Archives


