ଏଲ୍ଏସିରୁ ଧରାପଡ଼ିଲେ ଚାଇନା ସୈନିକ
ଲେହ,୯।୧: ଭାରତ ଚାଇନା ମଧ୍ୟରେ ଏଲ୍ଏସିରେ ଉତ୍ତେଜନା ଥମିବାର ନା ଧରୁନି। ଏପରିସ୍ଥଳେ ଶନିବାର ପୂର୍ବ ଲଦାଖର ପୈଙ୍ଗାଙ୍ଗ୍ ହ୍ରଦର ଦକ୍ଷିଣ ଅଞ୍ଚଳରେ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ଜଣେ ଚାଇନା ସୈନ୍ୟଙ୍କୁ ଭାରତୀୟ ଯବାନ ଅଟକ ରଖିଛନ୍ତି। ଚୁସୁଲ ସେକ୍ଟରର…
ଜନ୍ମଦିନରେ ହାଟ୍ରିକ୍ ନେଇଥିବା ବିଶ୍ୱର ଏକମାତ୍ର ଖେଳାଳି ହେଉଛନ୍ତି ଏହି କ୍ରିକେଟର, ରେକର୍ଡ ଭାଙ୍ଗିନାହାନ୍ତି କେହି
ନୂଆଦିଲ୍ଲୀ,୯।୧: କ୍ରିକେଟରେ କିଛି ବି ସମ୍ଭବ। ହେଲେ ଦୀର୍ଘଦିନର କ୍ରିକେଟ ଇତିହାସରେ ଏପରି କିଛି ଘଟଣା ଅଛି, ଯାହା ଥରଟିଏ ହୋଇଛି। ଏଭଳି ଜଣେ ଖେଳାଳି ଅଛନ୍ତି ଯିଏ ନିଜର ଜନ୍ମଦିନରେ ହାଟ୍ରିକ୍ କରିଥିଲେ। ସେ ହେଉଛନ୍ତି ଅଷ୍ଟ୍ରେଲିଆର ପୂର୍ବ ଦ୍ରୁତ…
ରାଜ୍ୟରେ ନୂଆ ୨୦୬ କରୋନା ପଜିଟିଭ ଚିହ୍ନଟ: ଜଣଙ୍କ ଜୀବନ ଗଲା
ଭୁବନେଶ୍ୱର, ୯।୧(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୨୦୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୧୬୦୨ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ…
ବଣାଇଁ-ଟେନ୍ସା-ବରସୁଁଆ ରାସ୍ତାରେ ହାତୀ: ଶୁଣ୍ଢ ବଢାଇ ମାଗୁଛି ଖାଦ୍ୟ
ବଣାଇଁ, ୯।୧ (ସ୍ବ.ପ୍ର.): ବଣାଇଁ ବନଖଣ୍ଡର ଟେନ୍ସା-ବରସୁଁଆ ରାଜ ରାସ୍ତାରେ ଏକ ହାତୀକୁ ଗତ କିଛିଦିନ ହବ ଦେଖିବାକୁ ମିଳୁଛି। ହାତୀଟି ଗାଡିଗୁଡିକୁ ଅଟକ ରଖି ଖାଦ୍ୟ ଅନ୍ବେଷଣରେ ଚାଳକମାନଙ୍କ ନିକଟକୁ ଯାଇ ଶୁଣ୍ଢ ବଢାଇ ଖାଦ୍ୟ ମାଗୁଥିବା ଦେଖିବାକୁ ମିଳୁଛି।…
୧୦୦ ଦିନ ଗୋଟିଏ ପୋଷାକ ପିନ୍ଧି ରେକର୍ଡ କଲେ ଏହି ଝିଅ: ମିଳିଲା ଏମିତି ପୁରସ୍କାର
ଗୋଟିଏ ପୋଷାକକୁ ଜଣେ ବ୍ୟକ୍ତି ଅତି ବେଶିରେ ୨ରୁ ୩ ଦିନ ପର୍ଯ୍ୟନ୍ତ ପିନ୍ଧିପାରିବ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବୋଷ୍ଟନର ସାରା ରବିନ୍ସ ନାମ୍ନୀ ଝିଅ ୩ ମାସରୁ ଊର୍ଦ୍ଧ୍ୱ ଅର୍ଥାତ୍ ୧୦୦ ଦିନ ଗୋଟିଏ ପୋଷାକ…
ଦୁର୍ଗାଦେବୀ ସାହିରୁ ଚୋରି ଉଦ୍ୟମ, ଥାନାରେ ଏତଲା
ଗଞ୍ଜାମ,୯।୧(ଡି.ଏନ୍.ଏ.): ଗଞ୍ଜାମ ଥାନା ଅନ୍ତର୍ଗତ ୱାର୍ଡ ନଂ. ୩ ଦୁର୍ଗାଦେୀ ସାହିର ବିଶ୍ୱନାଥ ପାଢ଼ୀଙ୍କ ଘରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ଉଦ୍ୟମ ପଣ୍ଡ ହୋଇଥିଲା। ଏ ନେଇ ଶନିବାର ବିଶ୍ୱନାଥ ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରକାଶ…
ଭାରତରେ ନୂଆ ଷ୍ଟ୍ରେନ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଛୁଇଁଲା
ନୂଆଦିଲ୍ଲୀ,୯।୧: ଦେଶରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍ ଆକ୍ରାନ୍ତଙ୍କୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଷ୍ଟ୍ରେନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସୁଦ୍ଧା ସ୍ବଦେଶ ଫେରିଥିବା ବ୍ରିଟେନ୍ ଫେରନ୍ତାଙ୍କ ମଧ୍ୟରୁ ୯୦ ଜଣଙ୍କଠାରେ ନୂଆ…
ଗଞ୍ଜାମ ଏନ୍ଏସିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ
ଗଞ୍ଜାମ,୯।୧(ଡି.ଏନ୍.ଏ.): ଗଞ୍ଜାମ ଏନ୍ଏସି ଅଞ୍ଚଳରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ ଭାବେ ବିପର୍ଯ୍ୟସ୍ତ ହୋଇ ପଡିଛି l ଠିକା ନେଇଥିବା ସଂସ୍ଥାର ବେପରୁଆ ନୀତି ଯୋଗୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସହର ସାରା କୁଢ଼କୁଢ଼ ଅଳିଆ ଆବର୍ଜନା…
ଭାଜପାର ମିଶନ ପଶ୍ଚିମବଙ୍ଗ: ଘରଘର ବୁଲି ଏକ ମୁଠା ଚାଉଳ ସଂଗ୍ରହ କରିବେ ନଡ୍ଡା
କୋଲକାତା,୯।୧: ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ମିଶନ ପଶ୍ଚିମବଙ୍ଗ ଯୋଜନା ଉପରେ ଗୁରୁତ୍ୱାରୋପ କରାଯାଉଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପୁଣିଥରେ ରାଜ୍ୟଗସ୍ତରେ ଆସିଛନ୍ତି। ବର୍ଦ୍ଧମାନରେ ୯ କିଲୋମିଟର ରୋଡ ଶୋ’ରେ ନଡ୍ଡା…
ଧର୍ମାନ୍ତରୀକରଣ ମାମଲା: ୮୬ ଅଭିଯୁକ୍ତଙ୍କ ମଧ୍ୟରେ ୭୯ ମୁସଲମାନ
ଲକ୍ଷ୍ନୌ,୯।୧: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଧର୍ମାନ୍ତରୀକରଣ ଅଧ୍ୟାଦେଶ ଅନ୍ତର୍ଗତ ୧୬ଟି ମାମଲାରେ ୮୬ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାଏର କରାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରେ ୭୯ ଜଣ ମୁସଲମାନ ରହିଛନ୍ତି। ଏହି ମାମଲାରେ ୫୪ ଜଣଙ୍କୁ…
ସିଡନୀ ଟେଷ୍ଟ: ଭାରତ ୨୪୪ରେ ଅଲ୍ଆଉଟ୍; ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟକା
ସିଡନୀ,୯।୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ଶନିବାର ଖେଳ ଜାରି ରହିଛି। ଘରୋଇ ଟିମ୍ ପ୍ରଥମ ପାଳିରେ ୩୩୮ ରନ୍ କରିଥିବା ବେଳେ ଭାରତ ପ୍ରଥମ ପାଳିରେ ୨୪୪ ରନ୍ କରି ଅଲ୍ଆଉଟ୍ ହୋଇଛି। ଫଳରେ ଘରୋଇ…
ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ ଦେଖିଲେ କୁଳପତି
ଚଣ୍ଡିଖୋଲ, ୯ା୧(ଡ଼ି.ଏନ.ଏ): ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ସିହାଠାରେ ନିର୍ମାଣ ଚାଲିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ ପରିସରରେ ଶୁକ୍ରବାର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଓ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ କ୍ଷେତ୍ର ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ…
Archives


