ଆଜିଠାରୁ ଅସ୍ତିତ୍ୱ ହରାଇବ ୯୪ ବର୍ଷ ପୁରୁଣା ଏହି ବ୍ୟାଙ୍କ: ୭ ଲୋକ ମିଶି କରିଥିଲେ ଆରମ୍ଭ
ନୂଆଦିଲ୍ଲୀ,୨୫।୧୧: ସଙ୍କଟ ମଧ୍ୟରେ ଫସିଥିବା ୯୪ ବର୍ଷ ପୁରୁଣା ବ୍ୟାଙ୍କ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ମିଶ୍ରଣ ଡିବିଏସ ବ୍ୟାଙ୍କ ଇଣ୍ଡିଆ ସହ ହୋଇଛି। ଏହି ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟ କମିଟିରେ ମଞ୍ଜୁରୀ ମିଳିଛି। ଆଜି ଅର୍ଥାତ ନଭେମ୍ବର ୨୭ଠାରୁ ଲକ୍ଷ୍ମୀ ବିଳାସ…
ସମୁଦ୍ରରେ ଖସି ପଡିଲା ମିଗ୍-୨୯କେ
ନୂଆଦିଲ୍ଲୀ,୨୭।୧୧: ଭାରତୀୟ ନୌସେନାର ମିଗ-୨୯କେ ଗୁରୁବାର ଦୁର୍ଘଟଣାର ଶିକାର ହୋଇଛି। ଗୁରୁବାର ସା ପ୍ରାୟ ପାଞ୍ଚଟା ବେଳେ ମିଗ-୨୯କେ ଦୁର୍ଘଟଣା ଘଟି ବିମାନଟି ସମୁଦ୍ରରେ ଖସିପଡିଥିଲା। ଯୁଦ୍ଧ ବିମାନରେ ଥିବା ଦୁଇ ଜଣ ପାଲଟଙ୍କ ମଧ୍ୟରୁ ନୌସେନା ଜଣଙ୍କୁ ଉଦ୍ଧାର କରିଥିବା…
ଧୋନୀଙ୍କ ଟମାଟୋ କିଲୋ କେତେ ଜାଣନ୍ତି କି
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଯଦିଓ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଲେଣି, କିନ୍ତୁ ତାଙ୍କ ନାମ ଏବେ ବି ଚର୍ଚ୍ଚାରେ ଅଛି। କ୍ରିକେଟ ପରେ ଧୋନୀ ଏବେ ଚାଷ କାର୍ଯ୍ୟରେ ଧ୍ୟାନ ଦେଇଛନ୍ତି। ତାଙ୍କ ଘର…
ପ୍ରବଳ ସୁନା ପିନ୍ଧନ୍ତି ବଲିଉଡ୍ର ଏହି ପ୍ରସିଦ୍ଧ ଗାୟକ, କାରଣ ଜାଣିଲେ ହେବେ ଚକିତ
ବଲିଉଡରେ ଗାୟକ ତଥା କମ୍ପୋଜର ବାପି ଲହରୀ ଦୀର୍ଘ ଦିନ ହେବ କାମ କରୁଛନ୍ତି। ୫୦୦ରୁ ଅଧିକ ଗୀତ ରଚନା କରିଥିବା ବାପି ଜଣେ କିମ୍ବଦନ୍ତୀ ଗାୟକ ଭାବେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ପପ ମ୍ୟୁଜିକକୁ ବଲିଉଡର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ…
କାହିଁକି ଅଷ୍ଟ୍ରେଲିଆ ଗସ୍ତରେ ଗଲେ ନାହିଁ ରୋହିତ ଶର୍ମା
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ତେବେ ଏହି ସିରିଜରେ ଟିମ ଇଣ୍ଡିଆ ଏହାର ସବୁଠାରୁ ବଡ ମ୍ୟାଚ ବିଜେତା ରୋହିତ ଶର୍ମାଙ୍କ ବିନା ପଡିଆକୁ ଓହ୍ଲାଇଛି। ରୋହିତ ଶର୍ମା ଅନଫିଟ୍ ଥିବାରୁ…
ଦୀର୍ଘ ୯ ମାସ ପରେ ପଡିଆକୁ ଓହ୍ଲାଇଲା ଟିମ୍ ଇଣ୍ଡିଆ: ଟସ୍ ଜିତିଲା ଅଷ୍ଟ୍ରେଲିଆ
ସିଡନୀ,୨୭।୧୧: ଦୀର୍ଘ ୯ ମାସ ପରେ ଭାରତୀୟ ଦଳ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଶୁକ୍ରାବର ଅର୍ଥାତ୍ ଆଜି ପଡିଆକୁ ଓହ୍ଲାଇଛି। କରୋନା ମହାମାରୀ ଭିତରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁପ୍ରତିକ୍ଷୀତ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ…
ପଦୋନ୍ନତି ପାଇଲେ ଟିନା ଡାବି: ଟୁଇଟ କରି ଦେଲେ ସୂଚନା
ଜୟପୁର, ୨୭।୧୧-୨୦୧୫ ମସିହାର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଟପ୍ପର ଟିନା ଡାବିଙ୍କୁ ମିଳିଛି ପଦୋନ୍ନତି। ରାଜସ୍ଥାନ ସରକାର ତାଙ୍କୁ ଫାଇନାନ୍ସ (ଟ୍ୟାକ୍ସ) ଯୁଗ୍ମ ସଚିବ ଭାବରେ ନିଯୁକ୍ତ କରିଛନ୍ତି। ଏ ନେଇ ଶୁକ୍ରବାର ଟିନା ଏକ ଫଟୋ ଟୁଇଟ କରି…
ଡେବ୍ୟୁ ମ୍ୟାଚ୍ରେ ‘ଶୂନ’: କିନ୍ତୁ କ୍ରିକେଟରେ ରଚିଥିଲେ ଇତିହାସ
ଭାରତୀୟ କ୍ରିକେଟରେ ପୂର୍ବତନ ଭାରତ କ୍ରିକେଟର ସୁରେଶ ରାଇନାଙ୍କ ସ୍ବତନ୍ତ୍ର ଅବଦାନ ରହିଛି। ଏକଦିବସୀୟ ଏବଂ ଟି -୨୦ କ୍ରିକେଟରେ ସୁରେଶ ରାଇନା ନିଜର ପରିଚୟ ସୃଷ୍ଟି କରିଥିଲେ। ରାଇନା ଆଜି ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ନଭେମ୍ବର ୨୭ ୧୯୮୬ରେ…
‘ନିଭାର’ ନେଲା ୩ ଜୀବନ
ଚେନ୍ନାଇ/ପୁଡ଼ୁଚେରୀ,୨୭।୧୧(ଆଇଏଏନ୍ଏସ୍):ସାମୁଦ୍ରିକ ବାତ୍ୟା ନିଭାର ଗୁରୁବାର ତାମିଲନାଡୁ ଓ ପୁଡ଼ୁଚେରୀରେ ତାଣ୍ଡବ ରଚିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ବାତ୍ୟାରେ ୨୬ ଗୋରୁ ପ୍ରାଣ ହରାଇଥିବା ତାମିଲନାଡୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ତାମିଲନାଡୁର କୁଡାଲୋର,…
କେନ୍ଦ୍ର ବିରୋଧରେ କୃଷକଙ୍କ ଯୁଦ୍ଧଂଦେହି
ନୂଆଦିଲ୍ଲୀ/ଚଣ୍ଡିଗଡ଼,୨୭।୧୧ (ପି.ଟି./ଆଇଏଏନ୍ଏସ୍):କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛନ୍ତି ପଞ୍ଜବୀ କୃଷକ। ପଞ୍ଜାବର ହଜାର ହଜାର ଚାଷୀ ଗୁରୁବାର ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରାରେ ସାମିଲ ହୋଇ ଟ୍ରାକ୍ଟରରେ ନୂଆଦିଲ୍ଲୀ ଯାଉଥିବାବେଳେ ହରିୟାଣାରେ ସେମାନଙ୍କୁ ରୋକାଯାଇଛି। ପଞ୍ଜାବ-ହରିୟାଣା…
ଭାରତ ବନ୍ଦ: କେରଳ ସର୍ବାଧିକ ପ୍ରଭାବିତ
ନୂଆଦିଲ୍ଲୀ, ୨୭।୧୧:କେନ୍ଦ୍ର ସରକାରଙ୍କ ନୂଆ ଶ୍ରମ ଓ କୃଷି ଆଇନକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଗୁରୁବାର ଦିଆଯାଇଥିବା ଭାରତ ବନ୍ଦ ଡାକରା ଆଂଶିକ ସଫଳ ହୋଇଛି। କେରଳରେ ଏହି ବନ୍ଦର ପ୍ରଭାବ ସବୁଠାରୁ ବେଶୀ ଅନୁଭୂତ ହୋଇଛି।…
‘ଅକ୍ସଫୋର୍ଡ’ର ସଫଳତାକୁ ନେଇ ପ୍ରଶ୍ନବାଚୀ
ଲଣ୍ଡନ, ୨୭।୧୧:ଅଷ୍ଟ୍ରାଜେନିକା ପ୍ରସ୍ତୁତ କରୁଥିବା ଅକ୍ସଫୋର୍ଡ ଟିକା ୯୦ ପ୍ରତିଶତ ଫଳପ୍ରଦ ହୋଇଛି ଓ ଏହା ସବୁଠୁ ଶସ୍ତାରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯିବା ପରେ ସାଧାରଣରେ ଟିକାକୁ ନେଇ ବେଶ୍ ଉତ୍ସାହ ଦେଖାଦେଇଥିଲା। ଅକ୍ସଫୋର୍ଡ ଟିକାର…
Archives


