Home

ଭାରତରୁ ମାଲାୟାଲମ୍‌ ଫିଲ୍ମ ‘ଜଲିକଟ୍ଟୁ’ ୯୩ତମ ଓସ୍କାର ଆଓ୍ବାର୍ଡ ପାଇଁ ମନୋନୀତ

ମୁମ୍ବାଇ: ୯୩ତମ ଓସ୍କାର ଆଓ୍ବାର୍ଡ ପାଇଁ ଭାରତ ପକ୍ଷରୁ ମାଲାୟାଲମ୍‌ ଫିଲ୍ମ ‘ଜଲିକଟ୍ଟୁ’କୁ ମନୋନୀତ କରାଯାଇଛି। ଭାରତରୁ ଜଲିକଟ୍ଟୁ ବ୍ୟତୀତ ଅନ୍ୟ ଅନେକ ପିଲ୍ମ ଓସ୍କାର ରେସ୍‌ରେ ରହିଥିଲେ। ସେଥିମଧ୍ୟରୁ ଶକୁନ୍ତଳା ଦେବୀ, ଶିକାରା, ଗୁଞ୍ଜନ ସକ୍ସସେନା, ଭୋଁସଲେ, ଗୁଲାବୋ ସିତାବୋ,…

ପରୀ ହତ୍ୟାକାଣ୍ଡର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ନୟାଗଡ଼ ଅଫିସ,୨୫ା୧୧: ନୟାଗଡ଼ର ବହୁଚର୍ଚ୍ଚିିତ ପରୀ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ହେବ ବୋଲି ଶୀତକାଳୀନ ଅଧିବେଶନରେ ବୁଧବାର ଗୃହ ରାଷ୍ଟ୍ରମନ୍ତ୍ରୀ ଶକ୍ତିି ଶଙ୍କର ମିଶ୍ର ବିବୃତ୍ତି ରଖିଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁସାରେ ମାମଲାରେ ଏଯାବତ ୩୪ଜଣଙ୍କୁ ଜେରା କରାଯାଇଛି। ୪…

ହେଲିକପ୍ଟର ଉଡ଼ାଣ ସମୟରେ ସାମ୍ନାକୁ ଆସିଲା ରହସ୍ୟମୟ ଜିନିଷ, ପାଇଲଟ ହେଲେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୫ା୧୧: ଆମେରିକାରେ ହେଲିକପ୍ଟରରେ ଉଡ଼ିବା ସମୟରେ ପାଇଲଟ ଏକ ରହସ୍ୟମୟ ତଥା ଅଜବ ଜିନିଷ ଦେଖିବାକୁ ପାଇଥିଲେ। ଯାହା ବହୁତ ବଡ଼ ଏବଂ ଅସାଧାରଣ ଆକୃତିର ଥିଲା। ସ୍ଥାନୀୟ ଅଧିକାରୀମାନେ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଏକ ରିପୋର୍ଟ…

ପ୍ରତିଶୋଧ ନେବାକୁ ଆସୁଛି ‘ଦୁର୍ଗାମତି’

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଶଦ ଓ୍ବାରସି ଓ ଭୂମି ପେଡନେକରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦୁର୍ଗାମତି’ର ଟ୍ରେଲର ବୁଧବାର ରିଲିଜ୍‌ ହୋଇଛି। ଏହାକୁ ଅମାଜନ ପ୍ରାଇମ୍‌ ଭିଡିଓ ଇଣ୍ଡିଆର ୟୁଟ୍ୟୁବ ଚ୍ୟାନେଲରେ ରିଲିଜ୍‌ କରାଯାଇଛି। ଏହି ଟ୍ରେଲର ୩ମିନିଟ୍‌ ୨୦ ସେକେଣ୍ଡର।…

ସରକାର ଭାଙ୍ଗିବା ପାଇଁ ଲାଲୁଙ୍କ ସହ ହୋଇଥିଲା କଥାବାର୍ତ୍ତା: ଲଲନ ପାଶଓ୍ବାନ

ପାଟନା,୨୫।୧୧: ବିହାର ବିଧାନସଭା ବାଚସ୍ପତି ଭାବେ ଏନ୍‌ଡିଏର ବିଜୟ ସିହ୍ନା ନିର୍ବାଚିତ ହୋଇଛନ୍ତି। ବୁଧବାର ବାଚସ୍ପତି ନିର୍ବାଚନ ପୂର୍ବରୁ ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି। ଏହି ଅଡିଓରେ ଲାଲୁ ଏନଡିଏର ‘ପାଶୱାନ’ ନାମକ…

ବାଘଛାଲ, ନଖ ଜବତ; ୩ ଅଟକ

ବରଗଡ଼ ଅଫିସ,୨୫ା୧୧: ବରଗଡ଼ ଭଟଲି ଛକରୁ ବୁଧବାର ଏସ୍‌ଟିଏଫ (ସ୍ପେଶାଲ ଟାସ୍କ ଫୋର୍ସ) ଏକ ଚିତାବାଘର ଛାଲ, ନଖ ଓ ଦାନ୍ତ ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇ ଥିବାବେଳେ ଗୋଟିଏ ବାଘଛାଲ ସମେତ ୧୧ଟି ବାଘ…

ମୋ ପୁଅକୁ ଆଉ କେବେ ଭେଟିବି ନାହିଁ, କାହିଁକି ଏମିତି କହିଲେ କୁମାର ସାନୁ

ବଲିଉଡ୍‌ର ପ୍ରସିଦ୍ଧ ଗାୟକ କୁମାର ସାନୁଙ୍କ ପୁଅ ଜାନ କୁମାର ସାନୁ ବିଗ ବସ ୧୪ରୁ ବିଦାୟ ନେଇଛନ୍ତି। ଘରୁ ବାହାରକୁ ଆସିବା ମାତ୍ରେ ନିଜ ବ୍ୟକ୍ତିଗତ ଜୀବନକୁ ବିଷୟରେ ଆଲୋଚନାକୁ ଆସିଥିଲେ। ସେ କହିଛନ୍ତି, ପିତା କୁମାର ସାନୁ ମୋର…

ପଞ୍ଜାବରେ ଫେରିଲା ରାତ୍ରିକାଳୀନ କର୍ଫ୍ୟୁ: ମାସ୍କ ନ ପିନ୍ଧିଲେ ହଜାରେ ଟଙ୍କା ଜରିମାନା

ଚଣ୍ଡିଗଡ଼,୨୫।୧୧: ଦିଲ୍ଲୀ-ଏନ୍‌ସିଆରରେ କରୋନାର ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବୁଧବାର ରାଜ୍ୟରେ ନୂଆ କଟକଣା ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ସମସ୍ତ ସହରଗୁଡ଼ିକରେ ପୁଣି ଥରେ ରାତ୍ରିକାଳୀନ କର୍ଫ୍ୟୁ ଜାରି…

ଅନୁପ୍ରବେଶକାରୀଙ୍କୁ ଭୋଟର ତାଲିକାରେ ସାମିଲ କରୁଛନ୍ତି ଓଓ୍ବାସି-କେସିଆର୍‌: ସ୍ମୃତି ଇରାନୀ

ହାଇଦ୍ରାବାଦ୍‌,୨୫।୧୧: ଭାଜପା ସଦସ୍ୟ ସ୍ମୃତି ଇରାନୀ ତେଲଙ୍ଗାନାର ଗ୍ରେଟର ହାଇଦ୍ରାବାଦ୍‌ରେ ଡିସେମ୍ବର ୧ରେ ହେବାକୁଥିବା ନଗରନିଗମ ନିର୍ବାଚନ ପାଇଁ ପ୍ରଚାର କରିବାକୁ ପହଞ୍ଚିଛନ୍ତି। ସେ ଅସଦୁଦ୍ଦିନ୍‌ ଓଓ୍ବାସି ଏବଂ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।…

୩୦ କୋଟି ଲୋକଙ୍କୁ ପ୍ରଥମେ ଦିଆଯିବ ଟିକା: ପୋଲିଂ ବୁଥ୍‌ ଭଳି ସ୍ଥାପନ ହେବ ଟିକା ବୁଥ୍‌

ନୂଆଦିଲ୍ଲୀ,୨୫।୧୧: ବର୍ତ୍ତମାନ ସୁଦ୍ଧା ଭାରତରେ କୌଣସି କରୋନା ଟିକାକୁ ଦିଆଯିବା ଲାଗି ସ୍ବୀକୃତି ମିଳି ନାହିଁ। ତେବେ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବା ଲାଗି ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଏସବୁ ଲୋକଙ୍କୁ ପ୍ରାଥମିକତା ଆଧାରରେ…

୧୭ ବର୍ଷରେ ଅସ୍ତ୍ରବିରତି: ପ୍ରତିଦିନ ୨ ଥର ଉଲ୍ଲଂଘନ କରୁଛି ପାକିସ୍ତାନ

ଶ୍ରୀନଗର,୨୫।୧୧: ଭାରତ ପାକିସ୍ତାନ ମଧ୍ୟରେ ୨୦୦୩ ନଭେମ୍ବର ୨୬ ମଧ୍ୟରାତ୍ରଠାରୁ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା। ଇତିମଧ୍ୟରେ ଅସ୍ତ୍ରବିରତିକୁ ୧୭ ବର୍ଷ ବିତିଛି। ତେବେ ଏହି ସମୟରେ ମଧ୍ୟରେ ପାକିସ୍ତାନ ୧୨ ହଜାରରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଅର୍ଥାତ୍‌ ପାକିସ୍ତାନ…

ମାତ୍ର ୫୦ ଟଙ୍କା ପାଇଁ ଲୋକଙ୍କୁ ଖାଦ୍ୟ ପରଷୁଥିଲେ ଏହି ଚର୍ଚ୍ଚିତ ଅଭିନେତ୍ରୀ

ବଲିଉଡ୍‌ର ଚର୍ଚ୍ଚିତ ଆଇଟମ୍‌ ଗର୍ଲ ରାକ୍ଷୀ ସାଓ୍ବନ୍ତଙ୍କର ଆଜି ହେଉଛି ୪୨ ତମ ଜନ୍ମଦିନ। ୨୫ ନଭେମ୍ବର ୧୯୭୮ରେ ସେ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସବୁ ସମୟରେ ସେ ନିଜର ଅଦ୍‌ଭୁତ ବିବୃତ୍ତି ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଯେତେବେଳେ ଯାହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri